ସାଇଜ୍ଞାନ ପ୍ଲେ ସ୍କୁଲରେ ବଡ଼ ଧୁମଧାମରେ ପାଳିତ ହେଲା ଖ୍ରୀଷ୍ଟ ମାସ ଜଗତସିଂହପୁର ସର୍ବ ଧର୍ମ ସମୋନୟର ଦେଶ ହେଉଛି ଭାରତ।ସବୁ ଧର୍ମର ପରମ୍ପରାକୁ ସମସ୍ତେ ଏକାଠି ହୋଇ ପାଳନ କରିଥାନ୍ତି।ଡିସେମ୍ବର ମାସ ୨୫ ତାରିଖକୁ ବଡଦିନ ଭାବରେ ସମସ୍ତେ ଜାଣନ୍ତି ହେଲେ ଏହି ଦିନ ଯୀଶୁ ଖ୍ରୀଷ୍ଟ ଙ୍କ ଜନ୍ମ ଦିନ ଖ୍ରୀଷ୍ଟ ଧର୍ମାଲମ୍ବି ମାନେ ଆନନ୍ଦ ଉଲ୍ଲାସର ସହିତ ବିଭିନ୍ନ ଚର୍ଚ୍ଚ ରେ ପାଳନ କରିଥାନ୍ତି।ଏହି ଖ୍ରୀଷ୍ଟ ମାସକୁ ଜଗତସିଂହପୁର ଜିଲ୍ଲା ସଦର ମହକୁମା ଜୟବଡ ସ୍ଥିତ ସାଇଜ୍ଞାନ ପ୍ଲେ ସ୍କୁଲ ରେ ବେଶ ଧୁମଧାମରେ ପାଳନ କରିଛନ୍ତି। ସାଇ ଜ୍ଞାନ ପ୍ଲେ ସ୍କୁଲର ଅଧ୍ୟକ୍ଷା ପ୍ରଜ୍ଞା ପରମିତା ଚୌଧୁରୀ ଏହି ଖ୍ରୀଷ୍ଟ ମାସକୁ କୋମଳ ମତି ପିଲାମାନଙ୍କ ସହିତ ବେସ ଧୁମଧାମରେ ପାଳନ କରିଛନ୍ତି।ଖ୍ରୀଷ୍ଟ ମାସ ଅବସରରେ ଯୀଶୁ ଖ୍ରୀଷ୍ଟଙ୍କ ପ୍ରତିଛବି ରାଖୀ ବେସ ସାଜସଜ୍ଜା କରି ଅତି ଆକର୍ଷଣୀୟ ଭାବରେ ପିଲା ମାନଙ୍କ ସହିତ କେକ୍ କାଟି ଖ୍ରୀଷ୍ଟ ମାସ ପାଳନ କରିଥିଲେ।ଏହି ଅବସରରେ ସ୍କୁଲ ପକ୍ଷରୁ ପିଲାମାନଙ୍କୁ ମିଠା ଓ ଚକ୍ଲେଟ ବଣ୍ଟନ କରାଯାଇଥିଲା।ଯୀଶୁ ଖ୍ରୀଷ୍ଟ କିଏ ଓ ଏହି ଖ୍ରୀଷ୍ଟ ମାସ କାହିଁକି ପାଳନ କରାଯାଏ ସେହି ବିଷୟରେ ପିଲାମାନଙ୍କୁ ଜଣାଇବା ପାଇଁ ଏହାର ଉଦ୍ଦେଶ୍ୟ ବୋଲି ସ୍କୁଲର ଅଧ୍ୟକ୍ଷା ପ୍ରକାଶ କରିଥିଲେ।ସାଇ ଜ୍ଞାନ ପ୍ଲେ ସ୍କୁଲରେ ପଢୁଥିବା କୋମଳ ମତି ଶିଶୁ ମାନଙ୍କୁ ଭାରତ ବର୍ଷର ବିଭିନ୍ନ ସଂସ୍କୃତି ପର୍ବ ପର୍ବାଣୀ ଗୁଡିକ ଭୁଲି ଯାଉଥିବା ବେଳେ ପ୍ଲେ ସ୍କୁଲର ଏଭଳି ଏକ ପରମ୍ପରା କୁ ମନେ ପକାଇ ପିଲାମାନଙ୍କ ମନଭିତରେ ଆଗ୍ରହ ଜାଗ୍ରତ କରିଥିବାରୁ ଅନୁଷ୍ଠାନକୁ ବହୁତ ବହୁତ ଧନ୍ୟବାଦ୍ ଦେଇଥିଲେ ଅଭିଭାବକ ମାନେ।ଏହି କାର୍ଯ୍ୟକ୍ରମକୁ ପ୍ଲେ ସ୍କୁଲର ଶିକ୍ଷୟତ୍ରୀ ପ୍ରାଚୀ ପଟ୍ଟନାୟକ,ଲିପ୍ସା ମହାନ୍ତି, ସୋନମ ପ୍ରିୟଦର୍ଶିନୀ,ସୌଭାଗ୍ୟ ଲକ୍ଷ୍ମୀ ପାତ୍ର,ଶକ୍ତି ସୋରୁପା ପଟ୍ଟନାୟକ,ଶ୍ରିଲେଖା ପାଢ଼ୀ, ଦିବ୍ୟାଭାରତି ପରିଡ଼ା ପ୍ରମୁଖ ସହଯୋଗ କରିଥିଲେ।

- ସାଇଜ୍ଞାନ ପ୍ଲେ ସ୍କୁଲରେ ବଡ଼ ଧୁମଧାମରେ ପାଳିତ ହେଲା ଖ୍ରୀଷ୍ଟ ମାସ1
- Samanta sir vs Panda1
- ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବ୍ଲକ , ଉମାଦେଇ ବ୍ରହ୍ମପୁର ଗ୍ରାମପଞ୍ଚାୟତ ହୀରାପୁର ଗ୍ରାମର ପୁରୀ ମୁଖ୍ୟ କେନାଲ ସେତୁ ।। ଯାହାକି ୨ରୁ୩ ହଜାର ଗ୍ରାମର ଗ୍ରାମ ବାସୀ ଏହାକୁ ନିର୍ଭର କରନ୍ତି,ତାହା ଆଜି ବିପଦପୂର୍ଣ୍ଣ ଅବସ୍ଥାରେ ।1
- Post by User5115 Susanta Kumar Pattnaik1
- Jay Jagannath 🙏1
- ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ବର୍ଗତ ଡ଼ା ଦେବେନ୍ଦ୍ର ପ୍ରଧାନ ଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା ନିମନ୍ତେ ଭୂମି ପୂଜନ। ତାଳଚେର:ତାଳଚେର ପୌରାଞ୍ଚଳ ୧୮ନଂ ୱାର୍ଡ ରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱର୍ଗତ ଡ ଦେବେନ୍ଦ୍ର ପ୍ରଧାନ ଙ୍କ ପ୍ରତିମୂର୍ତ୍ତି ସ୍ଥାପନ ର ଭୂମି ପୂଜନ ଅନୁଷ୍ଠିତ। ଏହି ଭୂମି ପୂଜନ କାର୍ଯ୍ୟକ୍ରମ ରେ ବିଜେପି ର ଜିଲ୍ଲା ସଭାପତି ଯଯାତି କେଶରୀ ପଟ୍ଟନାୟକ,ପୂର୍ବତନ ସାଂସଦ ମହେଶ ସାହୁ, ନଗରପାଳ ପବିତ୍ର ଭୂତିଆ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।1
- dance1