ବୀରମହାରାଜପୁର ଉପଖଣ୍ଡ ସ୍ତରୀୟ ଲୋକ ମହୋତ୍ସବ ମାଲେଶ୍ରୀ ପାଇଁ ଶୁଭସ୍ତମ୍ଭ ସ୍ଥାପନ l ବୀରମହାରାଜପୁର ଲୋକ ମହୋତ୍ସବ ମାଲେଶ୍ରୀ ଶୁଭସ୍ତମ୍ଭ ସ୍ଥାପନ l ମାର୍ଚ୍ଚ ୨0ରୁ ୨୩ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ସାଂସ୍କୃତିକ କାର୍ଯ୍ୟକ୍ରମ l ବୀରମହାରାଜପୁର, ତା୭/୩ (ରିପୋର୍ଟ -କିଶୋର ହୋତା )ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଲୋକ ମହୋତ୍ସବ ମାଲେଶ୍ରୀ ପାଇଁ ଆଜି ବିଜୁ ପଟ୍ଟନାୟକ ମିନି ଷ୍ଟାଡିଅମ ଠାରେ ଶୁଭସ୍ତମ୍ଭ ସ୍ଥାପନ ହୋଇ ଯାଇଛି l ମହୋତ୍ସବ କମିଟି ଅଧ୍ୟକ୍ଷ ବୀରମହାରାଜପୁର ଉପଜିଲ୍ଲାପାଳ କର୍ତ୍ତା ଭାବରେ କଳସ ପୂଜା ରେ ସାମିଲ ହୋଇଥବାବେଳେ, ବୀରମହାରାଜପୁର ବିଧାୟକ ଇଁ ରଘୁନାଥ ଜଗଦଲା, ସଂସ୍କୃତିକ କମିଟି ଆବାହକ ନାରାୟଣ ଲୁହା,ମହୋତ୍ସବ ସମ୍ପାଦକ ରାଜୀବ ହାଁସଦା,କାର୍ଯ୍ୟକାରୀ କମିଟି ବରିଷ୍ଠ ସଦସ୍ୟ କିଶୋର ହୋତା, ଶୟମ୍ଭୁ ନାଥ ଖଣ୍ଡଗିରି,ସନ୍ତୋଷ କୁମାର ଭୋଇ, ଯୁଗଳ କିଶୋର ମିଶ୍ର, ଭୂଷଣ କୁମାର ପାତ୍ର, ଧର୍ମ ନିରଞ୍ଜନ ପଣ୍ଡା, ଦ୍ବିତିକୃଷ୍ଣ ପଣ୍ଡା, ଦୟାନିଧି ହୋତା, ଶୁଭମ ସୁବାଶିଷ ଶତପଥି, ରାମକୃଷ୍ଣ ହୋତା,ଅକ୍ଷୟ ମିଶ୍ର, ଦାମୋଦର ହୋତା,ଶ୍ରୀୟା କର୍ମୀ, ମହେନ୍ଦ୍ର ଜଗଦଲା, ସୂର୍ଯ୍ୟ ନନ୍ଦ, ସୁମନ୍ତ ଜଗଦଲା, ଶିବ ଅଗ୍ରୱାଲ, ଅକ୍ଷୟ ରାଏ ପଦ୍ମନାଭ ବାରିକ ପ୍ରମୁଖ ଯୋଗ ଦେଇଥିଲେ l ପୂଜକ ରବି ଚନ୍ଦ୍ର ପୁରୋହିତ ମନ୍ତ୍ର ପାଠ କରିଥିଲେ l ଆସନ୍ତା ମାର୍ଚ୍ଚ ୨0 ତାରିଖ ଠାରୁ ୨୩ ତାରିଖ ପର୍ଯ୍ୟନ୍ତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ଠାରେ ମାଲେଶ୍ରୀ ମହୋତ୍ସବ ହେବ ବୋଲି ଜଣାଯାଇଛି l
ବୀରମହାରାଜପୁର ଉପଖଣ୍ଡ ସ୍ତରୀୟ ଲୋକ ମହୋତ୍ସବ ମାଲେଶ୍ରୀ ପାଇଁ ଶୁଭସ୍ତମ୍ଭ ସ୍ଥାପନ l ବୀରମହାରାଜପୁର ଲୋକ ମହୋତ୍ସବ ମାଲେଶ୍ରୀ ଶୁଭସ୍ତମ୍ଭ ସ୍ଥାପନ l ମାର୍ଚ୍ଚ ୨0ରୁ ୨୩ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ସାଂସ୍କୃତିକ କାର୍ଯ୍ୟକ୍ରମ l ବୀରମହାରାଜପୁର, ତା୭/୩ (ରିପୋର୍ଟ -କିଶୋର ହୋତା )ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଲୋକ ମହୋତ୍ସବ ମାଲେଶ୍ରୀ ପାଇଁ ଆଜି ବିଜୁ ପଟ୍ଟନାୟକ ମିନି ଷ୍ଟାଡିଅମ ଠାରେ ଶୁଭସ୍ତମ୍ଭ ସ୍ଥାପନ ହୋଇ ଯାଇଛି l ମହୋତ୍ସବ କମିଟି
ଅଧ୍ୟକ୍ଷ ବୀରମହାରାଜପୁର ଉପଜିଲ୍ଲାପାଳ କର୍ତ୍ତା ଭାବରେ କଳସ ପୂଜା ରେ ସାମିଲ ହୋଇଥବାବେଳେ, ବୀରମହାରାଜପୁର ବିଧାୟକ ଇଁ ରଘୁନାଥ ଜଗଦଲା, ସଂସ୍କୃତିକ କମିଟି ଆବାହକ ନାରାୟଣ ଲୁହା,ମହୋତ୍ସବ ସମ୍ପାଦକ ରାଜୀବ ହାଁସଦା,କାର୍ଯ୍ୟକାରୀ କମିଟି ବରିଷ୍ଠ ସଦସ୍ୟ କିଶୋର ହୋତା, ଶୟମ୍ଭୁ ନାଥ ଖଣ୍ଡଗିରି,ସନ୍ତୋଷ କୁମାର ଭୋଇ, ଯୁଗଳ କିଶୋର ମିଶ୍ର, ଭୂଷଣ କୁମାର ପାତ୍ର, ଧର୍ମ ନିରଞ୍ଜନ ପଣ୍ଡା, ଦ୍ବିତିକୃଷ୍ଣ ପଣ୍ଡା, ଦୟାନିଧି ହୋତା, ଶୁଭମ ସୁବାଶିଷ ଶତପଥି, ରାମକୃଷ୍ଣ
ହୋତା,ଅକ୍ଷୟ ମିଶ୍ର, ଦାମୋଦର ହୋତା,ଶ୍ରୀୟା କର୍ମୀ, ମହେନ୍ଦ୍ର ଜଗଦଲା, ସୂର୍ଯ୍ୟ ନନ୍ଦ, ସୁମନ୍ତ ଜଗଦଲା, ଶିବ ଅଗ୍ରୱାଲ, ଅକ୍ଷୟ ରାଏ ପଦ୍ମନାଭ ବାରିକ ପ୍ରମୁଖ ଯୋଗ ଦେଇଥିଲେ l ପୂଜକ ରବି ଚନ୍ଦ୍ର ପୁରୋହିତ ମନ୍ତ୍ର ପାଠ କରିଥିଲେ l ଆସନ୍ତା ମାର୍ଚ୍ଚ ୨0 ତାରିଖ ଠାରୁ ୨୩ ତାରିଖ ପର୍ଯ୍ୟନ୍ତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ଠାରେ ମାଲେଶ୍ରୀ ମହୋତ୍ସବ ହେବ ବୋଲି ଜଣାଯାଇଛି l
- Post by Sonepur news khulasa1
- Post by BAHUJAN ADHIKAR1
- ଦାମୀ କାରରେ କିଭଳି ହେଉଥିଲା ଗଞ୍ଜେଇ ଚାଲାଣ ଦେଖନ୍ତୁ ସମ୍ପୂର୍ଣ୍ଣ ଭିଡିଓ1
- Post by SONEPUR NEWS1
- ଧୁ ଧୁ ଖରାରେ ଯାତ୍ରୀ ଅବ୍ୟବସ୍ଥା ଘେରରେ ଅସ୍ଥାୟୀ ବସ ଷ୍ଟାଣ୍ଡ ସୁବର୍ଣ୍ଣପୁର: ଗତ ମାସ ୧୧ ତାରିଖରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼ ନୃପାରାଜ ସାହୁ ଅସ୍ଥାୟୀ ବସଷ୍ଟାଣ୍ଡ ଅଚାନକ ପରିଦର୍ଶନ କରିଥିଲେ। ଜନସାଧାରଣ ଓ ଯାତ୍ରୀଙ୍କ ପିଇବା ପାଣି ଅସୁବିଧା କଥା ଜିଲ୍ଲାପାଳଙ୍କ ନଜରକୁ ଆସିଥିଲା। ଶୌଚାଳୟ ଶୀଘ୍ର କାର୍ଯ୍ୟକ୍ଷମ ଏବଂ ଏକ ରହଣି ସ୍ଥାନ ତିଆରି ପାଇଁ ପୌରନିର୍ବାହୀ ଅଧିକାରୀଙ୍କୁ ଆଦେଶ ଦେଇଥିଲେ। ହେଲେ ଆଜି ଯାଏ ତାହା କାର୍ଯ୍ୟକାରୀ ହୋଇ ପାରିନାହିଁ। ଧୁ ଧୁ ଖରାରେ ଯାତ୍ରୀ ବସ ଅପେକ୍ଷା କରିବାକୁ ବାଧ୍ୟ ହେଉଛନ୍ତି। ପାନୀୟ ଜଳ ବ୍ୟବସ୍ଥା ନୈରାଶ୍ୟଜନକ।1
- ସୁବର୍ଣ୍ଣପୁର ଜିଲ୍ଲା ନବନିର୍ମାଣ କୃଷକ ସଂଗଠନ ର ସୁବର୍ଣ୍ଣପୁର ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ କୁମାର ପାଢ଼ୀ ବେଲ ରେ ଜେଲ୍ ରୁ ଆସିବା ପରେ ନିଜ ଗାଁ କୋଟସମଲାଏ ରେ ଭବ୍ୟ ସ୍ଵାଗତ1
- କଣ୍ଟାମାଳ ଅବକାରୀକୁ ମିଳିଛି ବଡ଼ ସଫଳତା ୧୦୦କେଜି ଗଞ୍ଜେଇ, ମହିନ୍ଦ୍ରା ପିକ ସହିତ ଅଭିଯୁକ୍ତକୁ ଗିରଫ କରିଛି ଆଜି ବୌଦ୍ଧ ଜିଲ୍ଲା ଅବକାରୀ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ l ଗତକାଲି କଣ୍ଟାମାଳ ଅବକାରୀ ବିଭାଗ ୧୦୦କେଜି ଗଞ୍ଜେଇ ସହିତ ବ୍ୟବହୃତ ମହିନ୍ଦ୍ରା ପିକପ ସହିତ ଆସାମୀକୁ ଗିରଫ କରିବାରେ ସଫ ହଇଛି l ମିଳିଥିବା ସୂଚନା ଅନୁସାରେ ଗତକାଲି କଣ୍ଟାମାଳ ଅବକାରୀ ପୋଲିସ ବିଶେଷ ସୂତ୍ରରୁ ଖବର ପାଇ କଣ୍ଟାମାଳ ହାଟପଦା ରାସ୍ତାରୁ ୧୦୦କେଜି ଗଞ୍ଜେଇ ଚୋରା ଚାଲାଣ ହେଉଥିବା ସମୟରେ, ବ୍ୟବହୃତ ମହିନ୍ଦାମାକ୍ସ ପିକପ ସହିତ ଏଥିରେ ସମ୍ପୃତ ୨୭ବର୍ଷାୟ ସଂଜୀବ ଦିଗାଲକୁ କାବୁକରିବାରେ ସଫ ହୋଇଛି l ଏନେଇ NDPS ରେ PR-No ୨/୨୦୨୬-୨୭ ରେ ମାମଲା ୠଜୁକରି l ଆସାମୀ ସଂଜୀବ ଦିଗାଲକୁ ଅଦାଲତର ଦ୍ୱାରସ୍ତ କରାଯାଇଛି ଏନେଇ କଣ୍ଟାମାଳ ଅବକାରୀ ଥାନାର OIC ସୂଚନା ଦେଇଛନ୍ତି1
- Post by Sonepur news khulasa1