Shuru
Apke Nagar Ki App…
ଭଞ୍ଜ କଲୋନୀ ଠାରେ ଅସହାୟ ବୃଦ୍ଧଙ୍କୁ ଲେଗ ୱାକର ପ୍ରଦାନ କଲେ ସମାଜସେବୀ ବିଭୁତି ସାହୁ ତାଳଚେର :-ତାଳଚେର ବ୍ଲକ ବିକ୍ରମପୁର ସ୍ଥିତ ଭଞ୍ଜ କଲୋନୀ ଠାରେ ଅସହାୟ ବୃଦ୍ଧ ଗୋବିନ୍ଦ ପ୍ରଧାନଙ୍କୁ ଲେଗ ୱାକର ପ୍ରଦାନ କଲେ ସମାଜସେବୀ ବିଭୁତି ସାହୁ l କୌଣସି କାରଣ ବଶତ ଦୁର୍ଘଟଣାରେ ସେ ଚାଲି ବୁଲି ପାରୁ ନଥିଲେ l ଖବର ପାଇଁ ଶ୍ରୀ ସାହୁ ଯୁବବନ୍ଧୁ ମାନଙ୍କ ସହିତ ସେଠାରେ ପହଞ୍ଚି ଲେଗ ୱାକର ସହଯୋଗ କରିଥିଲେ l ସୂଚନାଯୋଗ୍ୟ, ଶ୍ରୀ ସାହୁ ସମାଜରେ ଅସୁବିଧାରେ ଥିବା ଅସହାୟ ଲୋକ ମାନଙ୍କୁ ସାହାଯ୍ଯ ସହଯୋଗର ହାତ ବଢାଇବା ସହ ମାନବ ସେବାକୁ ମାଧବ ସେବା ମନରେ ଭାବି ଦୀର୍ଘ ବର୍ଷ ହେଲା ଏହି ସେବା ସହଯୋଗ ଜାରି ରଖିଥିବା ଜଣାପଡିଛି l
Priyamadhaba Das

More news from Odisha and nearby areas
- ଟାଟା ଷ୍ଟିଲ୍ ମେରାମଣ୍ଡଳୀ ପକ୍ଷରୁ 'ମହାବିଷୁବ ସଂକ୍ରାନ୍ତି' ଓ 'ଓଡ଼ିଆ ନବ ବର୍ଷ' ପାଳିତ ମେରାମଣ୍ଡଳୀ, ୧୪ ଏପ୍ରିଲ, ୨୦୨୬: ଟାଟା ଷ୍ଟିଲ୍ ମେରାମଣ୍ଡଳୀ (ଟିଏସ୍ଏମ୍) ପକ୍ଷରୁ ଅତି ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଓଡ଼ିଆ ନବ ବର୍ଷ ତଥା ମହାବିଷୁବ ସଂକ୍ରାନ୍ତି ପାଳିତ ହୋଇଯାଇଛି। ଟିଏସ୍ଏମ୍ ପ୍ଲାଣ୍ଟ ଆଖପାଖ ଗ୍ରାମାଞ୍ଚଳର ଜନସାଧାରଣ, ମହିଳା ଓ ଛାତ୍ରଛାତ୍ରୀଙ୍କ ସକ୍ରିୟ ଅଂଶଗ୍ରହଣରେ ଏହି ଉପଲକ୍ଷେ ଏକ ଭବ୍ୟ ସାଂସ୍କୃତିକ ଉତ୍ସବର ଆୟୋଜନ କରାଯାଇଥିଲା। ସମାରୋହରେ ଓଡ଼ାପଡା ବ୍ଲକ ଉନ୍ନୟନ ଅଧିକାରୀ ଶ୍ରୀ ଦିଲ୍ଲୀପ କୁମାର ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ବିଶିଷ୍ଟ ଓଡ଼ିଆ ଲେଖିକା ଶ୍ରୀମତୀ ପୁଷ୍ପଲତା ରଥ ମୁଖ୍ୟବକ୍ତା ଭୋବ ଯୋଗେଦଇଥେିଲ। ଏଥିସହିତ ଟାଟା ଷ୍ଟିଲ୍ ମେରାମଣ୍ଡଳୀ ପକ୍ଷରୁ କର୍ପୋରେଟ୍ ସର୍ଭିସେସ୍ ଚିଫ୍ ଶ୍ରୀ ଶୁଭ୍ରାଂଶୁ ଶେଖର ପଣ୍ଡା, ମାନବ ସମ୍ବଳ ବିଭାଗ ମୁଖ୍ୟ ସଚ୍ଚିଦାନନ୍ଦ ରାଉତ,ପ୍ରଶାସନ ବିଭାଗ ମୁଖ୍ୟ ଅନୁଜ ସିଂ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଞ୍ଜପଡ଼ା ସରପଞ୍ଚ ଶୈଳେନ୍ଦ୍ରୀ ଅମାନ୍ତ, କୁଶୁପଙ୍ଗା ସରପଞ୍ଚ ଅନିତା ନାୟକ ଓ ମଙ୍ଗଳପୁର ସରପଞ୍ଚ କାନନବାଳା ରାଉତ ଉପସ୍ଥିତ ଥିଲେ। ଓଡ଼ିଆ ନବବର୍ଷକୁ ସ୍ୱାଗତ କରିବା ସହିତ ଓଡ଼ଶାର ସମୃଦ୍ଧ ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଅବସରରେ ଓଡ଼ିଶୀ ଓ ସମ୍ବଲପୁରୀ ନୃତ୍ୟ, ଲୋକ ସଙ୍ଗୀତ ଏବଂ ସଂକୀର୍ତ୍ତନ ଆଦି ପାରମ୍ପରିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହାସହ ସ୍ଥାନୀୟ ଛାତ୍ରଛାତ୍ରୀ ଏବଂ ଗୋଷ୍ଠୀ ସଦସ୍ୟଙ୍କ ମଧ୍ୟରେ ଝୋଟି, ପିଠା ପ୍ରସ୍ତୁତି, ଚିତ୍ରାଙ୍କନ ଏବଂ ପ୍ରବନ୍ଧ ଲିଖନ ଭଳି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ୩୦୦ ରୁ ଅଧିକ ଲୋକ ଉପସ୍ଥିତ ଥିଲେ I ଟାଟା ଷ୍ଟିଲ୍ ଫାଉଣ୍ଡେସନର ମେରାମଣ୍ଡଳୀର ଟିମ୍ ଉପସ୍ଥିତ ରଖି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ଆୟୋଜନ କରିଥିଲେ। #ଓଡ଼ିଆନବବର୍ଷ #shuru1
- ଭାରସାମ୍ୟ ହରାଇ ଖସି ପଡିଲେ ୩ ଜଣ ଯୁବକ ବାଇକ ଯୋଗେ ଯାଉଥିବା ସମୟ ରେ କାକୁଡ଼ିଆ ନିକଟରେ ଥିବା ବୁଲାଣି ରାସ୍ତା ରେ ଭାରସାମ୍ୟ ହରାଇ ଦୃଘଟଣା ର ଶିକାର ହୋଇଥିଲେ ଯୁବକ, ଘଟଣା ସ୍ଥଳରେ କିଛି ଯୁବକ ମାନଙ୍କ ନେତୃତ୍ୱ ରେ ମେଡିକାଲ ପଠାଇବା ବ୍ୟବସ୍ଥା କରାଯାଇଛି।1
- Post by Dipak Kumar Nayak1
- Post by Munika1
- ୫୯ ମୁସଲିମ୍ ନାବାଳକଙ୍କୁ ଉଦ୍ଧାର କଲା କଟକ ରେଲୱେ ପୋଲିସ୍। ହାଓଡ଼ା ପୁରୀ ଧଉଳି ଏକ୍ସପ୍ରେସରେ ଆସିଲେ କଟକରେ ଓଲ୍ହାଇଲେ। କାହିଁକି ଆସିଲେ କଟକ ? କିଏ ଆଣିଛି କଟକ ? ଏତେ ମୁସଲିମ୍ ନାବାଳକଙ୍କର କଟକରେ କାମ କ'ଣ ?1
- Post by ମିଲନ କୁମାର ନାଏକ1
- Post by Dhenkanal News1
- ପିଅନ ଯୁଗଳ ବାବୁଙ୍କୁ ଘଣ୍ଟ ଘଡାଉ ଛନ୍ତି ବିଧାୟକ ଅରୁଣ ସାହୁ ଏବଂ ରମେଶ ବେହେରା #spnewstvliveodia #BreakingNews #nayagarhnews1
- ଦୁର୍ଘଟଣା ପରେ ଆହାତ ଟ୍ରକ ଡ଼୍ରାଇଭରକୁ କିଭଳି ଭାବରେ ମାଡ଼ ମାରି ଲୁଟି ନେଲେ ଶୁଣନ୍ତୁ1