logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଲକ୍ଷ୍ମୀପୁର ଗ୍ରାମ ରାସ୍ତା କଡ଼ ରୁ ମିଳିଲା କଟା ପାଦ : ପୋଲିସ ର ତଦନ୍ତ ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ଅଧୀନ ଲକ୍ଷ୍ମୀପୁର ଗ୍ରାମ ରାସ୍ତା କଡ଼ ରେ ଏକ କଟା ପଦା ପଡ଼ିଥିବା ଦେଖିବାକୁ ମିଳିଛି l ଘଟଣାର ଖବର ପାଇ ଛତ୍ରପୁର ଏସ୍ଡ଼ିପିଓ ଚନ୍ଦନ ଘଡେଇ, ଚମାଖଣ୍ଡି ଥାନା ପୋଲିସ ଓ ସାଇଣ୍ଟିଫିକ ଟିମ ପହଂଚି ତଦନ୍ତ ଜାରି ରଖିଥିଲେ l କଟା ପାଦ ଟି କାହାର ଓ କିଭଳି ଏହି ସ୍ଥାନକୁ ଆସିଲା ତାହା କୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଦେଇଛି l ତଦନ୍ତ ପରେ ଲକ୍ଷ୍ମୀପୁର ରେଳ ଧାରଣା ରେ ଏକ ଅଜଣା ଲୋକଙ୍କ ମୃତ ଦେହ ପଡ଼ିଥିବା ଜଣା ପଡିଥିଲା l ବିଲୁଆ ମୃତ ଦେହ ନିକଟରୁ ପାଦ ଟି ଟାଣି ରାସ୍ତା ଉପରକୁ ଆଣିଦେଇଥିବା ଜଣା ପଡିଛି l

on 19 February
user_Santosh Kumar Sahu
Santosh Kumar Sahu
ଛତ୍ରପୁର, ଗଞ୍ଜାମ, ଓଡ଼ିଶା•
on 19 February

ଲକ୍ଷ୍ମୀପୁର ଗ୍ରାମ ରାସ୍ତା କଡ଼ ରୁ ମିଳିଲା କଟା ପାଦ : ପୋଲିସ ର ତଦନ୍ତ ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ଅଧୀନ ଲକ୍ଷ୍ମୀପୁର ଗ୍ରାମ ରାସ୍ତା କଡ଼ ରେ ଏକ କଟା ପଦା ପଡ଼ିଥିବା ଦେଖିବାକୁ ମିଳିଛି l ଘଟଣାର ଖବର ପାଇ ଛତ୍ରପୁର ଏସ୍ଡ଼ିପିଓ ଚନ୍ଦନ ଘଡେଇ, ଚମାଖଣ୍ଡି ଥାନା ପୋଲିସ ଓ ସାଇଣ୍ଟିଫିକ ଟିମ ପହଂଚି ତଦନ୍ତ ଜାରି ରଖିଥିଲେ l କଟା ପାଦ ଟି କାହାର ଓ କିଭଳି ଏହି ସ୍ଥାନକୁ ଆସିଲା ତାହା କୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଦେଇଛି l ତଦନ୍ତ ପରେ ଲକ୍ଷ୍ମୀପୁର ରେଳ ଧାରଣା ରେ ଏକ ଅଜଣା ଲୋକଙ୍କ ମୃତ ଦେହ ପଡ଼ିଥିବା ଜଣା ପଡିଥିଲା l ବିଲୁଆ ମୃତ ଦେହ ନିକଟରୁ ପାଦ ଟି ଟାଣି ରାସ୍ତା ଉପରକୁ ଆଣିଦେଇଥିବା ଜଣା ପଡିଛି l

More news from ଓଡ଼ିଶା and nearby areas
  • ବି ଜଗନ୍ନାଥପୁର ଗ୍ରାମର ଲକ୍ଷ୍ମୀ ନୃସିଂହ ବିଗ୍ରହ ପ୍ରତିଷ୍ଠା ଉତ୍ସବରେ ଦେବତା ନଗର ଭ୍ରମଣ ଓ ପୁର୍ଣ୍ଣାହୁତ ୩/୪/୨୦୨୬ #live_odisha_news_update #published_from #Braking_News
    1
    ବି ଜଗନ୍ନାଥପୁର ଗ୍ରାମର ଲକ୍ଷ୍ମୀ ନୃସିଂହ ବିଗ୍ରହ ପ୍ରତିଷ୍ଠା ଉତ୍ସବରେ ଦେବତା ନଗର ଭ୍ରମଣ ଓ ପୁର୍ଣ୍ଣାହୁତ ୩/୪/୨୦୨୬
#live_odisha_news_update #published_from #Braking_News
    user_Live Odisha NewsUpdate District reporter
    Live Odisha NewsUpdate District reporter
    Court reporter ବ୍ରହ୍ମପୁର, ଗଞ୍ଜାମ, ଓଡ଼ିଶା•
    1 hr ago
  • ଗରିବ ଘର କରିବ ୧.୨୦ ଡଷ୍ଟବିନ ପାଇଁ କିନ୍ତୁ ୨ ଲକ୍ଷ୍ୟ ଟଙ୍କା ଗଣେଶ ପାଣିଗ୍ରାହୀ ରିପୋର୍ଟ
    1
    ଗରିବ ଘର କରିବ ୧.୨୦ ଡଷ୍ଟବିନ ପାଇଁ କିନ୍ତୁ ୨ ଲକ୍ଷ୍ୟ ଟଙ୍କା 
ଗଣେଶ ପାଣିଗ୍ରାହୀ ରିପୋର୍ଟ
    user_GANESH PANlGRAHl
    GANESH PANlGRAHl
    ସାମ୍ବାଦିକ ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    16 hrs ago
  • ଗରିବ ଘର କରିବ ୧.୨୦ ଡଷ୍ଟବିନ ପାଇଁ କିନ୍ତୁ ୨ ଲକ୍ଷ୍ୟ ଟଙ୍କା #Update #News #latest #viral #government #odisha #latest #uodate
    1
    ଗରିବ ଘର କରିବ ୧.୨୦ ଡଷ୍ଟବିନ ପାଇଁ କିନ୍ତୁ ୨ ଲକ୍ଷ୍ୟ ଟଙ୍କା 
#Update
#News
#latest
#viral
#government
#odisha
#latest
#uodate
    user_Utkal Gourav
    Utkal Gourav
    Media company ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    16 hrs ago
  • ଖ୍ରୀଷ୍ଟିଆନମାନଙ୍କ GOOD FRIDAY ପର୍ବ ତେବେ ଗଜପତି ଜିଲ୍ଲା କ୍ରିଷ୍ଟିଆନ ବହୁଳ ଅଞ୍ଚଳ ଆଜି ସକାଳୁ ସକାଳୁ ମୋହନା ସ୍ଥିତ ସାଧୁପିତର ଗୀର୍ଜାର ମୁଖ୍ୟ ଯାଜକ ଆଇସାକ ନାୟକ ଙ୍କ ନେତୃତ୍ୱରେ ପ୍ରାୟ ଦୁଇ ହଜାରରୁ ଉର୍ଦ୍ଧ କ୍ରିଷ୍ଟଭକ୍ତ ଜମା ହୋଇ ମୋହନା ହାଇସ୍କୁଲ ଛକରୁ ଏହି good friday ତଥା ପ୍ରଭୁ ଯୀଶୁକ୍ରୀଷ୍ଟଙ୍କୁ ବିନା ଦୋଷରେ ଅସହ୍ୟ ନିର୍ଯାତନା ସହ ଆତତାଇମାନେ କୃଷ ବିଧକରି ହତ୍ୟା କରିଥିଲେ l ଏହି ଦିନଟିକୁ ସ୍ମରଣ କରିବା ଉଦେଶ୍ୟରେ ମୋହନା ହାଇସ୍କୁଲ ଛକଠାରୁ କ୍ରିଷ୍ଟୀୟ ସଂଗୀତ ଗାନ କରିବା
    1
    ଖ୍ରୀଷ୍ଟିଆନମାନଙ୍କ GOOD FRIDAY ପର୍ବ ତେବେ ଗଜପତି ଜିଲ୍ଲା କ୍ରିଷ୍ଟିଆନ ବହୁଳ ଅଞ୍ଚଳ ଆଜି ସକାଳୁ ସକାଳୁ ମୋହନା ସ୍ଥିତ ସାଧୁପିତର ଗୀର୍ଜାର ମୁଖ୍ୟ ଯାଜକ ଆଇସାକ ନାୟକ ଙ୍କ ନେତୃତ୍ୱରେ ପ୍ରାୟ ଦୁଇ ହଜାରରୁ ଉର୍ଦ୍ଧ କ୍ରିଷ୍ଟଭକ୍ତ ଜମା ହୋଇ ମୋହନା ହାଇସ୍କୁଲ ଛକରୁ ଏହି good friday ତଥା ପ୍ରଭୁ ଯୀଶୁକ୍ରୀଷ୍ଟଙ୍କୁ ବିନା ଦୋଷରେ ଅସହ୍ୟ ନିର୍ଯାତନା ସହ  ଆତତାଇମାନେ କୃଷ ବିଧକରି ହତ୍ୟା କରିଥିଲେ l ଏହି ଦିନଟିକୁ ସ୍ମରଣ କରିବା ଉଦେଶ୍ୟରେ ମୋହନା ହାଇସ୍କୁଲ ଛକଠାରୁ କ୍ରିଷ୍ଟୀୟ ସଂଗୀତ ଗାନ କରିବା
    user_Ansubhai Pandey
    Ansubhai Pandey
    ମୋହନା, ଗଜପତି, ଓଡ଼ିଶା•
    18 hrs ago
  • ବରିଷ୍ଟ ବିଜେପି ନେତା ଙ୍କୁ ମାରିଲେ ଧକିଆ ଖୋର୍ଦ୍ଧା ବିଧାୟକ ଗଣେଶ ଜଗଦେବ #spnewstvliveodia #breakingnews #khordanews
    1
    ବରିଷ୍ଟ ବିଜେପି ନେତା ଙ୍କୁ ମାରିଲେ ଧକିଆ ଖୋର୍ଦ୍ଧା ବିଧାୟକ ଗଣେଶ ଜଗଦେବ #spnewstvliveodia #breakingnews #khordanews
    user_SP NEWS LIVE ODIA
    SP NEWS LIVE ODIA
    ନୟାଗଡ଼, ନୟାଗଡ଼, ଓଡ଼ିଶା•
    12 hrs ago
  • Post by SOUMYA RANJAN
    1
    Post by SOUMYA RANJAN
    user_SOUMYA RANJAN
    SOUMYA RANJAN
    Extended stay hotel ପୁରୀ (M), ପୁରୀ, ଓଡ଼ିଶା•
    10 hrs ago
  • Post by Manoj kumar baliyarsingh
    3
    Post by Manoj kumar baliyarsingh
    user_Manoj kumar baliyarsingh
    Manoj kumar baliyarsingh
    ସାମ୍ବାଦିକ ପୁରୀ (M), ପୁରୀ, ଓଡ଼ିଶା•
    11 hrs ago
  • Post by Ansubhai Pandey
    1
    Post by Ansubhai Pandey
    user_Ansubhai Pandey
    Ansubhai Pandey
    ମୋହନା, ଗଜପତି, ଓଡ଼ିଶା•
    19 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.