Shuru
Apke Nagar Ki App…
🚛🔥 वायरल Volvo Truck कोलेबिरा से गुजरते हुए… नज़रें हटाना मुश्किल! 😍 सड़क पर जबरदस्त लुक और दमदार अंदाज़ में गुजरता Volvo Truck लोगों का ध्यान अपनी ओर खींच रहा है। 😍🔥 📍 Kolebira, Jharkhand आपको इस Volvo Truck का लुक कैसा लगा? 👇❤️ #VolvoTruck #ViralTruck #Kolebira #KolebiraJharkhand #TruckLovers #Jharkhand #TruckVideo #ViralVideo #Trending #P24NewsExpress 🚛🔥 वायरल Volvo Truck कोलेबिरा से गुजरते हुए… नज़रें हटाना मुश्किल! 😍 सड़क पर जबरदस्त लुक और दमदार अंदाज़ में गुजरता Volvo Truck लोगों का ध्यान अपनी ओर खींच रहा है। 😍🔥 📍 Kolebira, Jharkhand आपको इस Volvo Truck का लुक कैसा लगा? 👇❤️ #VolvoTruck #ViralTruck #Kolebira #KolebiraJharkhand #TruckLovers #Jharkhand #TruckVideo #ViralVideo #Trending #P24NewsExpress
Anuj Shrma
🚛🔥 वायरल Volvo Truck कोलेबिरा से गुजरते हुए… नज़रें हटाना मुश्किल! 😍 सड़क पर जबरदस्त लुक और दमदार अंदाज़ में गुजरता Volvo Truck लोगों का ध्यान अपनी ओर खींच रहा है। 😍🔥 📍 Kolebira, Jharkhand आपको इस Volvo Truck का लुक कैसा लगा? 👇❤️ #VolvoTruck #ViralTruck #Kolebira #KolebiraJharkhand #TruckLovers #Jharkhand #TruckVideo #ViralVideo #Trending #P24NewsExpress 🚛🔥 वायरल Volvo Truck कोलेबिरा से गुजरते हुए… नज़रें हटाना मुश्किल! 😍 सड़क पर जबरदस्त लुक और दमदार अंदाज़ में गुजरता Volvo Truck लोगों का ध्यान अपनी ओर खींच रहा है। 😍🔥 📍 Kolebira, Jharkhand आपको इस Volvo Truck का लुक कैसा लगा? 👇❤️ #VolvoTruck #ViralTruck #Kolebira #KolebiraJharkhand #TruckLovers #Jharkhand #TruckVideo #ViralVideo #Trending #P24NewsExpress
More news from ଓଡ଼ିଶା and nearby areas
- ଗଙ୍ଗାଧର ସାହିତ୍ୟ ପ୍ରବକ୍ତା ମାନଙ୍କ ମଧ୍ୟରୁ କେହି ଜଣେ ଯାଆନ୍ତୁ ଆମେରିକା - ଇରାନଙ୍କୁ ବୁଝାନ୍ତୁ ଯୁଦ୍ଧ ବନ୍ଦ ହୋଇଯିବ : ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୁରଜ ବରଗଡ଼ ଜିଲ୍ଲା ବରପାଲି ଗଙ୍ଗାଧର ଙ୍କ ଜୀବନ୍ତ ପ୍ରକୃତି ଚିତ୍ରଣ ଯୋଗୁଁ ମେହେର ସାହିତ୍ୟ କାଳଜୟୀ ହୋଇ ପାରିଛି ବୋଲି ଓଡ଼ିଶା ସାହିତ୍ୟ ଏକାଡ଼େମୀ ଓ ବରପାଲି ଗଙ୍ଗାଧର ମେହେର କ୍ଲବ ର ମିଳିତ ଆନୁକୁଲ୍ୟରେ ଗଙ୍ଗାଧର କଲ୍ୟାଣ ମଣ୍ଡପ ଠାରେ କବି ଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ପାଳନ ଅବସରରେ ବହୁ ବିଶିଷ୍ଟ ବକ୍ତା ମତ ବ୍ୟକ୍ତ କରିଛନ୍ତି । ସକାଳେ କ୍ଲବ ପକ୍ଷ ରୁ ଏକ ଶୋଭାଯାତ୍ରା କ୍ଲବ ରୁ ବାହାରି ସହର ପରିକ୍ରମା ପୂର୍ବକ କବି ଭଵନ ଠାରେ କବି ଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରାଯାଇଥିଲା । ଏହି ଶୋଭାଯାତ୍ରା ରେ ସ୍କୁଲ କଲେଜ ର ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ। ସନ୍ଧ୍ୟାରେ ଆୟୋଜିତ ସାରସ୍ୱତ ସାହିତ୍ୟ ସଭାରେ କ୍ଲବ ର ସଭାପତି ନରେନ୍ଦ୍ର କୁମାର ହୋତା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା। ଡକ୍ଟର ଘନଶ୍ୟାମ ପାଣିଗ୍ରାହୀ ସଭାକୁ ପରିଚାଳନା କରିଥିଲେ। ସମସ୍ତ ଅତିଥି ମାନଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯିବା ପରେ ସମ୍ପାଦକ ବାଲ କିଶୋର ଖାଡ଼ଙ୍ଗା ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ସଭାରେ ମୁଖ୍ୟ ଅତିଥି ରାଜ୍ୟ ସଂସ୍କୃତି , ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୁରଜ୍, ସମ୍ମାନିତ ଅତିଥି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ବିଜେପୁର ବିଧାୟକ ସନତ କୁମାର ଗଡତିଆ, ଓଡ଼ିଆ ବିଶ୍ୱବିଦ୍ୟାଳୟ କୁଳପତି ଡ଼ ସତ୍ୟନାରାୟଣ ଆଚାର୍ଯ୍ୟ,ବରଗଡ଼ ଜିଲ୍ଲାପାଳ ଆଡିଦ୍ୟ ଗୋୟଲ ତଥା ମୁଖ୍ୟ ବକ୍ତା ଭାବରେ ଓଡ଼ିଶା ର ବିଶିଷ୍ଟ ବାଗ୍ମୀ ଡାକ୍ତର କୃଷ୍ଣ କେଶବ ଷଡ଼ଙ୍ଗୀ ଯୋଗ ଦେଇଥିଲେ। ବିଭିନ୍ନ ପ୍ରତିଯୋଗୀତା ର କୃତି ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷ ରେ ଉପ ସଭାପତି ପଦ୍ମଲୋଚନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଶିଶୁ ମନ୍ଦିର ର ଛତ୍ରୀ ମାନେ ମେହେର ସଙ୍ଗୀତ ପରିବେଷଣ କରିଥିଲେ ।1
- ଆମକୁ ଖେଲଉଛନ କାଏଁ କି ଆମକୁ ଲଜ୍ଜିତ କରୁଛନ୍ - ଲୋକ ସରକାରରେ ଲୋକେ ଅପଦସ୍ତ - ଅଫିସରଙ୍କ ଉପରେ କ୍ଷୋଭ ଝାଡ଼ିଲେ କଣ୍ଟାବାଞ୍ଜି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଲକ୍ଷ୍ମଣ ବାଗ - ବଲାଙ୍ଗିରଠାରେ ଆୟୋଜିତ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ଅଂଶୀଦାର ପରାମର୍ଶ କର୍ମଶାଳାରେ ଘଟିଛି ଘଟଣା1
- ଉଦେପଦର ସରକାରୀ ଉଚ୍ଚ ବିଦ୍ୟାଳୟରେ ଯୋଗ, ପରିବେଶ ଓ ବିଦ୍ୟୁତ୍ ଶକ୍ତି ସଂରକ୍ଷଣ ସଚେତନତା ସହ ଶପଥ ପାଠ l ଉଦେପଦର ସରକାରୀ ଉଚ୍ଚ ବିଦ୍ୟାଳୟରେ ଯୋଗ, ପରିବେଶ ଓ ବିଦ୍ୟୁତ୍ ଶକ୍ତି ସଂରକ୍ଷଣ ସଚେତନତା ସହ ଶପଥ ପାଠ l ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ୍ ଅନ୍ତର୍ଗତ ଉଦେପଦର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ‘ଦୟା ସରାବନି ଯୋଗ ଟ୍ରଷ୍ଟ’ ପକ୍ଷରୁ ଆଜି ଯୋଗ, ପରିବେଶ ସୁରକ୍ଷା ଓ ବିଦ୍ୟୁତ୍ ଶକ୍ତି ସଂରକ୍ଷଣ ଉପରେ ଏକ ସଚେତନତାମୂଳକ କାର୍ଯ୍ୟକ୍ରମ ସହ ଶପଥ ପାଠ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ. ଅନିରୁଦ୍ଧ କୁରୁକୁରିଆଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କୁ ଯୋଗ, ସୁସ୍ଥ ଜୀବନଶୈଳୀ, ପରିବେଶ ସୁରକ୍ଷା ଓ ବିଦ୍ୟୁତ୍ ଶକ୍ତିର ସୁଚିନ୍ତିତ ବ୍ୟବହାର ସମ୍ପର୍କରେ ସଚେତନ କରାଯାଇଥିଲା।ବରିଷ୍ଠ ଶିକ୍ଷକ ବଳିଧ୍ୱାଂଶି ପାଣିଗ୍ରାହୀ ନିଜ ବକ୍ତବ୍ୟରେ ବର୍ତ୍ତମାନ ସମୟରେ ପରିବେଶର ଗୁରୁତ୍ୱ ଉପରେ ଆଲୋକପାତ କରି କହିଥିଲେ ଯେ, ସୁସ୍ଥ ଜୀବନ ପାଇଁ ସୁସ୍ଥ ପରିବେଶ ଅତ୍ୟନ୍ତ ଆବଶ୍ୟକ। ପରିବେଶ ସୁରକ୍ଷା କେବଳ ସରକାରଙ୍କ ଦାୟିତ୍ୱ ନୁହେଁ, ଏହା ପ୍ରତ୍ୟେକ ନାଗରିକଙ୍କର ନୈତିକ ଦାୟିତ୍ୱ ବୋଲି ସେ ମତବ୍ୟକ୍ତ କରିଥିଲେ।କାର୍ଯ୍ୟକ୍ରମରେ ଦିଲ୍ଲୀପ କୁମାର ପୂଜାହାରୀ ଅତିଥି ପରିଚୟ ପ୍ରଦାନ କରିଥିଲେ। ଦୟା ସରାବନି ଯୋଗ ଟ୍ରଷ୍ଟର ସମ୍ପାଦକ ଡ. ହୃଷୀକେଶ ଦେହେରୀ ଉପସ୍ଥିତ ରହି ଯୋଗର ଲକ୍ଷ୍ୟ, ଆବଶ୍ୟକତା ଓ ଉପକାରିତା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ। ସେ କହିଥିଲେ ଯେ, ଯୋଗ କେବଳ ଶାରୀରିକ ବ୍ୟାୟାମ ନୁହେଁ; ଏହା ଶରୀର, ମନ ଓ ଆତ୍ମା ମଧ୍ୟରେ ସମନ୍ୱୟ ସ୍ଥାପନ କରି ସୁସ୍ଥ ଓ ସନ୍ତୁଳିତ ଜୀବନଯାପନର ଏକ ଉତ୍ତମ ମାର୍ଗ। ଛାତ୍ରଜୀବନରୁ ଯୋଗ, ପ୍ରାଣାୟାମ ଓ ଧ୍ୟାନକୁ ଦୈନନ୍ଦିନ ଜୀବନର ଅଂଶ କରିପାରିଲେ ଶାରୀରିକ ସୁସ୍ଥତା ସହ ମାନସିକ ଶାନ୍ତି, ଏକାଗ୍ରତା ଓ ଶୃଙ୍ଖଳିତ ଜୀବନଶୈଳୀ ବିକଶିତ ହୋଇପାରିବ ବୋଲି ସେ ମତ ଦେଇଥିଲେ।ସେ ଆହୁରି କହିଥିଲେ ଯେ, ସୁସ୍ଥ ଶରୀର ଓ ସୁସ୍ଥ ମନ ପାଇଁ ଯୋଗ ସହିତ ସନ୍ତୁଳିତ ଖାଦ୍ୟ, ଶୁଦ୍ଧ ବାୟୁ, ପରିଷ୍କାର ପାଣି ଓ ସୁସ୍ଥ ପରିବେଶ ଅପରିହାର୍ଯ୍ୟ। ତେଣୁ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା ସହ ପରିବେଶ ସୁରକ୍ଷା ଓ ପ୍ରାକୃତିକ ସମ୍ପଦର ସଂରକ୍ଷଣ ପ୍ରତି ପ୍ରତ୍ୟେକ ଛାତ୍ରଛାତ୍ରୀ ଦାୟିତ୍ୱବାନ ହେବା ଆବଶ୍ୟକ ବୋଲି ସେ ଆହ୍ୱାନ ଦେଇଥିଲେ। ବିଦ୍ୟୁତ୍ ଶକ୍ତିର ଅପବ୍ୟବହାର ରୋକିବା, ଆବଶ୍ୟକତା ନଥିବା ସମୟରେ ପଙ୍ଖା, ଲାଇଟ୍ ଓ ଅନ୍ୟାନ୍ୟ ବିଦ୍ୟୁତ୍ ଉପକରଣ ବନ୍ଦ କରିବା ସହ ଶକ୍ତି ସଂରକ୍ଷଣକୁ ଦୈନନ୍ଦିନ ଜୀବନର ଅଭ୍ୟାସରେ ପରିଣତ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ କରାଯାଇଥିଲା।ଏହି ଅବସରରେ ଆୟୋଜିତ କୁଇଜ୍ ପ୍ରତିଯୋଗିତାରେ ଉତ୍ତରା ଗଣିକ୍ ପ୍ରଥମ, ସ୍ୱାଗତିକା ସାହୁ ଦ୍ୱିତୀୟ ଏବଂ ରୂପାଲି ଭୋଇ ତୃତୀୟ ସ୍ଥାନ ଅଧିକାର କରିଥିଲେ। ବିଦ୍ୟାଳୟର ଶିଶୁ ସେବିକା ନମିତା ରଣା କାର୍ଯ୍ୟକ୍ରମର ସଫଳ ଆୟୋଜନରେ ସହଯୋଗ କରିଥିଲେ। ଶେଷରେ JRC ପରାମର୍ଶଦାତା ଜଗଦୀଶ ଦାସ ଉପସ୍ଥିତ ଅତିଥି, ପ୍ରଧାନ ଶିକ୍ଷକ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ଛାତ୍ରଛାତ୍ରୀମାନେ ନିୟମିତ ଯୋଗ ଅଭ୍ୟାସ କରିବା, ପରିବେଶର ସୁରକ୍ଷା କରିବା ଏବଂ ବିଦ୍ୟୁତ୍ ଶକ୍ତିର ଅପଚୟ ରୋକିବା ସହ ଏହି ସଚେତନତାକୁ ନିଜ ଦୈନନ୍ଦିନ ଜୀବନରେ ପାଳନ କରିବା ପାଇଁ ଶପଥ ପାଠ କରିଥିଲେ।1
- ଲକର୍ମାଠାରେ ଡେଙ୍ଗୁ ଓ ମ୍ୟାଲେରିଆ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଲକର୍ମାଠାରେ ଡେଙ୍ଗୁ ଓ ମ୍ୟାଲେରିଆ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ: ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଳକ ହରଡଖୋଳ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଲକର୍ମାଠାରେ ଡେଙ୍ଗୁ ଓ ମ୍ୟାଲେରିଆ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲକ୍ଷ୍ମୀଧର ବେହେରାଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଵାସ୍ଥ୍ୟ ଓ ଆରୋଗ୍ୟ ମନ୍ଦିର,ସାହାଜପିଟାର ଆୟୁଷ୍ ଡାକ୍ତର ଶ୍ରୀ ପ୍ରସନ୍ନ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡେଙ୍ଗୁ ଓ ମ୍ୟାଲେରିଆର କାରଣ, ନିରାକରଣ ଏବଂ ସଚେତନତାର ଉପାୟ ସମ୍ବନ୍ଧରେ ଛାତ୍ର ଛାତ୍ରୀଙ୍କୁ ସଚେତନ କରାଇଥିଲେ। ସମ୍ମାନିତ ଅତିଥି ଭାବେ ଯୋଗ ପ୍ରଶିକ୍ଷକ ଡ଼ଃ ହୃଷୀକେଶ ଦେହୁରୀ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଡେଙ୍ଗୁ ଓ ମ୍ୟାଲେରିଆ ସଚେତନତା ବାର୍ତ୍ତା ପ୍ରଦାନ କରିବା ସହ ଦୈନନ୍ଦିନ ଜୀବନରେ ଯୋଗର ଗୁରୁତ୍ଵ ସମ୍ବନ୍ଧରେ ଆଲୋଚନା କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଶ୍ରୀ ବିଶିକେଷନ ବାଘ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଡେଙ୍ଗୁ ଓ ମ୍ୟାଲେରିଆ ସମ୍ପର୍କିତ ସଚେତନତା ମାର୍ଗ ଦର୍ଶନ କରାଇଥିଲେ। ସେହିଭଳି ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଶ୍ରୀ ଦୟାନିଧି ପଧାନ ଡେଙ୍ଗୁ ଓ ମ୍ୟାଲେରିଆର ବାହକ ଏଡିସ୍ ଓ ମାଈଏନୋଫେଲିସ୍ ମସା ସମ୍ବନ୍ଧରେ ଚିତ୍ର ପ୍ରଦର୍ଶନ ସହ ବିସ୍ତୃତ ଆଲୋଚନା କରିଥିଲେ। ଏହି ଅବସରରେ ବିଦ୍ୟାଳୟର ଜୁନିୟର ରେଡ଼କ୍ରସ୍ ଛାତ୍ରଛାତ୍ରୀଙ୍କ ନେତୃତ୍ୱରେ ସଚେତନତା ରାଲି ସହ ଗ୍ରାମ୍ୟ ପରିକ୍ରମା କରାଯାଇଥିଲା। ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଜୁନିୟର ରେଡ଼କ୍ରସ୍ପରାମର୍ଶଦାତା ଶିକ୍ଷକ ବିକ୍ରମ କୁମାର ନନ୍ଦ ପରିଚାଳନା କରିଥିବାବେଳେ ଶିକ୍ଷକ ସଙ୍କର୍ଷଣ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।1
- 🚨 BREAKING NEWS | जयपुर 🚌 बस नंबर 16 में लड़की से बदसलूकी का आरोप! जयपुर में बस नंबर 16 से जुड़ा एक वीडियो सोशल मीडिया पर चर्चा में है। आरोप है कि एक लड़की जिस स्थान पर उतरना चाहती थी, वहां बस नहीं रोकी गई और करीब 1 किलोमीटर आगे जाकर बस रोकी गई। इस बात पर लड़की ने नाराज़गी जताई, जिसके बाद आरोप है कि बस चालक ने अकेली लड़की के साथ गाली-गलौज की। घटना का वीडियो सोशल मीडिया पर वायरल हो रहा है। 📌 वीडियो सामने आने के बाद मामले को लेकर लोगों में नाराज़गी। ⚠️ नोट: वायरल वीडियो में लगाए जा रहे आरोपों की स्वतंत्र पुष्टि नहीं हुई है। 👉 पूरी खबर और वीडियो के लिए जुड़े रहें P24 News Express के साथ। #P24NewsExpress #BreakingNews #Jaipur #JaipurNews #BusNo16 #ViralVideo #RajasthanNews #NewsUpdate #Shorts #Viral #Trending 🚨 BREAKING NEWS | जयपुर 🚌 बस नंबर 16 में लड़की से बदसलूकी का आरोप! जयपुर में बस नंबर 16 से जुड़ा एक वीडियो सोशल मीडिया पर चर्चा में है। आरोप है कि एक लड़की जिस स्थान पर उतरना चाहती थी, वहां बस नहीं रोकी गई और करीब 1 किलोमीटर आगे जाकर बस रोकी गई। इस बात पर लड़की ने नाराज़गी जताई, जिसके बाद आरोप है कि बस चालक ने अकेली लड़की के साथ गाली-गलौज की। घटना का वीडियो सोशल मीडिया पर वायरल हो रहा है। 📌 वीडियो सामने आने के बाद मामले को लेकर लोगों में नाराज़गी। ⚠️ नोट: वायरल वीडियो में लगाए जा रहे आरोपों की स्वतंत्र पुष्टि नहीं हुई है। 👉 पूरी खबर और वीडियो के लिए जुड़े रहें P24 News Express के साथ। #P24NewsExpress #BreakingNews #Jaipur #JaipurNews #BusNo16 #ViralVideo #RajasthanNews #NewsUpdate #Shorts #Viral #Trending1
- ହେଲିକ୍ୟାପ୍ଟର ତାରରେ ଲାଗି ଦୁର୍ଘଟଣାଗ୍ରସ୍ତ1
- ରକ୍ଷା ବନ୍ଧନ ଉତ୍ସବ ଅବସରରେ ସୋନପୁର RSS ପକ୍ଷରୁ ଦିବ୍ୟାଙ୍ଗ ଆଶ୍ରମ ରେ ମିଷ୍ଟାନ ବଣ୍ଟନ ରକ୍ଷା ବନ୍ଧନ ଉତ୍ସବ ଅବସରରେ ସୋନପୁର RSS ପକ୍ଷରୁ ଦିବ୍ୟାଙ୍ଗ ଆଶ୍ରମ ରେ ମିଷ୍ଟାନ ବଣ୍ଟନ 🙏1
- ବୌଦ୍ଧ ଥାନା ସରସରା ନିକଟରେ ଏକ ଟ୍ରେନ୍ ଧକ୍କାରେ ଜଣେ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ସରସରା ନିକଟ ବୌଦ୍ଧ ରେଳ ଷ୍ଟେସନ ଠାରୁ ଅଳ୍ପ ଦୁରରେ ସରସରା ହାଇସ୍କୁଲ ଖେଳ ପଡିଆ ନିକଟରେ ରେଳ ବିଭାଗରେ କୌଣସି ନିର୍ମାଣ କାର୍ଯ୍ୟ ଚାଲିଥିଲା । ଏହି କାର୍ଯ୍ୟରେ ନିୟୋଜିତ ହୋଇଥିଲେ ମଧ୍ୟ ପ୍ରଦେଶ ରାଜ୍ୟର ସୁଖରାମ୍ ନାମକ ଜଣେ ଶ୍ରମିକ । ହଠାତ ଟ୍ରାକ ରେ ଆସୁଥିବା ଏକ ଟ୍ରେନ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଶ୍ରମିକ ଙ୍କ ଗୋଟିଏ ହାତ କଟି ଯାଇଛି । ପରେ ଠିକାସଂସ୍ଥା ତାଙ୍କୁ ଉଦ୍ଧାର କରି 108 ଆମ୍ବୁଲାନ୍ସ୍ ଯୋଗେ ବୌଦ୍ଧ ଡାକ୍ତର ଖାନାରେ ଭର୍ତ୍ତି କରା ଯାଇଥିବା ସୂଚନା ମିଳିଛି । ବୌଦ୍ଧ ଥାନା ସରସରା ନିକଟରେ ଏକ ଟ୍ରେନ୍ ଧକ୍କାରେ ଜଣେ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ସରସରା ନିକଟ ବୌଦ୍ଧ ରେଳ ଷ୍ଟେସନ ଠାରୁ ଅଳ୍ପ ଦୁରରେ ସରସରା ହାଇସ୍କୁଲ ଖେଳ ପଡିଆ ନିକଟରେ ରେଳ ବିଭାଗରେ କୌଣସି ନିର୍ମାଣ କାର୍ଯ୍ୟ ଚାଲିଥିଲା । ଏହି କାର୍ଯ୍ୟରେ ନିୟୋଜିତ ହୋଇଥିଲେ ମଧ୍ୟ ପ୍ରଦେଶ ରାଜ୍ୟର ସୁଖରାମ୍ ନାମକ ଜଣେ ଶ୍ରମିକ । ହଠାତ ଟ୍ରାକ ରେ ଆସୁଥିବା ଏକ ଟ୍ରେନ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଶ୍ରମିକ ଙ୍କ ଗୋଟିଏ ହାତ କଟି ଯାଇଛି । ପରେ ଠିକାସଂସ୍ଥା ତାଙ୍କୁ ଉଦ୍ଧାର କରି 108 ଆମ୍ବୁଲାନ୍ସ୍ ଯୋଗେ ବୌଦ୍ଧ ଡାକ୍ତର ଖାନାରେ ଭର୍ତ୍ତି କରା ଯାଇଥିବା ସୂଚନା ମିଳିଛି ।1
- ତଲସରା ଥାନା ଅନ୍ତର୍ଗତ ସଉନାମରା ୨୨ମାଇଲ ଠାରେ କିଛି ଖଲ ପ୍ରକୃତି ବ୍ୟକ୍ତିମାନେ ଡକାୟତି ଯୋଜନା କରୁଥିବା ବେଳେ ପୋଲିସ ହାତ ରେ ୩ଜଣ ଗିରଫ ସହିତ ମରଣାସ୍ତ୍ର ଜବତ l1