Shuru
Apke Nagar Ki App…
ରାଜ୍ୟ ଓଡ଼ିଶା ବ୍ଲକ ବାଲିଅନ୍ତା ଜିଲ୍ଲା ଖୋର୍ଦ୍ଧା ଗ୍ରାମପଞ୍ଚାୟତ ପ୍ରତାପରୁଦ୍ର ପୁର ପତୁରିଆ ଛକ ନିକଟରେ ଖୋଲାଜାଇଛି ନୂଆ ଦୋକାନ ରିହାତିରେ ମିଳୁଛି ସାମଗ୍ରୀ ଏହାର ସୁଜୋ ଗ ନିଅନ୍ତୁ ତା ୨୮/୪/୨୦୨୬ ସମାଜସେବୀ କ୍ଷୀରୋଦ ଚନ୍ଦ୍ରପଣ୍ଡା
KSHIROD CHANDRA PANDA
ରାଜ୍ୟ ଓଡ଼ିଶା ବ୍ଲକ ବାଲିଅନ୍ତା ଜିଲ୍ଲା ଖୋର୍ଦ୍ଧା ଗ୍ରାମପଞ୍ଚାୟତ ପ୍ରତାପରୁଦ୍ର ପୁର ପତୁରିଆ ଛକ ନିକଟରେ ଖୋଲାଜାଇଛି ନୂଆ ଦୋକାନ ରିହାତିରେ ମିଳୁଛି ସାମଗ୍ରୀ ଏହାର ସୁଜୋ ଗ ନିଅନ୍ତୁ ତା ୨୮/୪/୨୦୨୬ ସମାଜସେବୀ କ୍ଷୀରୋଦ ଚନ୍ଦ୍ରପଣ୍ଡା
More news from Khordha and nearby areas
- Post by SOUMYA RANJAN1
- ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭିତରେ ସାପ । ଜିଲ୍ଲା ମେଡିକାଲର ମୁଖ୍ୟ ପ୍ରବେଶ ଦ୍ବାର ନିକଟରେ ଥିବା ଗଣେଶ ମୂର୍ତ୍ତି ନିକଟରେ ଏକ ବିରାଟ ବିଶାକ୍ତ ନାଗ ସାପ ବୁଲୁଥିବା ରୋଗୀ ମାନେ ଦେଖିବାକୁ ପାଇଥିଲେ । ମେଡିକାଲ କେମ୍ପସ ଭିତରେ ଆତଙ୍କ ଖେଳିଯିବା ପରେ ଚିକିତ୍ସାଳୟ କତ୍ତୃପକ୍ଷ ତୁରନ୍ତ ସ୍ନେକ ହେଲ୍ପ ଲାଇନ୍ କୁ ଖବର ଦେଇଥିଲେ । ସ୍ନେକ ହେଲ୍ପ ଲାଇନ୍ ସଦସ୍ୟ ମାନେ ମେଡିକାଲ ପହଞ୍ଚି ସାପଟିକୁ ଉଦ୍ଧାର କରି ଜଙ୍ଗଲରେ ନେଇ ଛାଡି ଦେଇଛନ୍ତି । ମାଲକାନଗିରି ସହରର ଚାରିପଟେ ଥିବା ପାହାଡ଼ ଜଙ୍ଗଲ ଏବେ ଗ୍ରୀଷ୍ମ ରେ ତାତି ଥିବା ବେଳେ ବନ୍ୟ ଜନ୍ତୁ ସହର ମୁହା ହୋଇଥିବା ମେଡିକାଲ ମ୍ଯାନେଜର କହିଛନ୍ତି ।2
- Post by NEWS MANORANJAN1
- ରାଜ୍ୟ ଓଡ଼ିଶା ବ୍ଲକ ବାଲିଅନ୍ତା ଜିଲ୍ଲା ଖୋର୍ଦ୍ଧା ଗ୍ରାମପଞ୍ଚାୟତ ପ୍ରତାପରୁଦ୍ର ପୁର ପତୁରିଆ ଛକ ନିକଟରେ ଖୋଲାଜାଇଛି ନୂଆ ଦୋକାନ ରିହାତିରେ ମିଳୁଛି ସାମଗ୍ରୀ ଏହାର ସୁଜୋ ଗ ନିଅନ୍ତୁ ତା ୨୮/୪/୨୦୨୬ ସମାଜସେବୀ କ୍ଷୀରୋଦ ଚନ୍ଦ୍ରପଣ୍ଡା1
- Post by ମନୋଜ କୁମାର ପୁଣ୍ଟିଆ1
- ସର୍ବ ଭାରତୀୟ ସ୍ତରରେ ଗୋମାତାଙ୍କୁ ସେବା ସୁରକ୍ଷା ଓ ସମ୍ମାନ ଦୃଷ୍ଟିରୁ ଦେଶର ୫୧୦୦ ତହସିଲରେ ଦସ୍ତଖତ ଅଭିଯାନ ଅନୁଷ୍ଠିତ #LatestNews #UpdateNews #apanankakhabara #news #OdishaNews #Odisha1
- ଦୁହିଁ ଦୁହିଁଙ୍କୁ ସମ୍ମାନ ସହ ବଞ୍ଚନ୍ତି,ତେଣୁ ଆପଣ ମାନଙ୍କ ଆଶିଷ ଦରକାର,ଜୟ ଗୋ ମାତା,ବଜରଙ୍ଗ ଦଳ,ଭୁବନେଶ୍ୱର,ଓଡିଶା,1
- Post by NEWS MANORANJAN1