Shuru
Apke Nagar Ki App…
ନୂଆବଗ ସେବା ସମବାୟ ସମିତି ବାର୍ଷିକ ଅଧିବେଶନ ଏବଂ ବାର୍ଷିକ ଆୟବ୍ୟୟ ବଜେଟ ଅଧିବେଶ ଗୃହୀତ. ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ନୂଆବଗ ପ୍ରାଥମିକ କୃଷି ସେବା ସମବାୟ ସମିତି ପରିସରରେ ଆଜି ବାର୍ଷିକ ଅଧିବେସନ ସହ ବାର୍ଷିକ ବଜେଟ ଅଧିବେଶନ ଗୃହୀତ ହୋଇଯାଇଛି. ଏଥିରେ ସଭାପତି, ସମ୍ପାଦକ, ସମସ୍ତ ସଦସ୍ୟ ସଦସ୍ୟା, ମହିଳା ସଂଗଠନ ସଦସ୍ୟା ପ୍ରମୁଖ ଉପସ୍ଥିତ ହୋଇଥିଲେ. #krusi o krusak paribar #hindol nagarik foram #
BIKRAM SAHU

More news from ଓଡ଼ିଶା and nearby areas
- Post by Ranjan hota1
- Post by Dhenkanal News1
- Post by Dipak Kumar Nayak1
- Post by Rakesh Behera2
- ଢେଙ୍କାନାଳ ତିବ୍ର ଗ୍ରୀଷ୍ମ ପ୍ରବାହରେଗୁଣ୍ଡିଚାପଡ଼ା ବସ୍ ଷ୍ଟାଣ୍ଡରେ ଅହମଦିୟା ଯୁବ ସଂଗଠନ ପକ୍ଷରୁ ଜଳ ଛତ୍ର* ଢେଙ୍କାନାଳ ତିବ୍ର ଗ୍ରୀଷ୍ମ ପ୍ରବାହରେ ଯେତେବେଳେ ସମଗ୍ର ଜନଜୀବନ ଅସ୍ଥିର ହୋଇପଡ଼ିଛି ଏବଂ ପଥଚାରୀମାନେ ତୃଷ୍ଣାରେ କ୍ଳାନ୍ତ ଓ ବିକଳ ହେଉଛନ୍ତି, ସେହି ସମୟରେ ଅହମଦିୟା ମୁସଲିମ ଯୁବ ସଂଗଠନ "ମଜଲିସ ଖୁଦ୍ଦାମୁଲ ଅହମଦିୟା" ପକ୍ଷରୁ ପୂର୍ବପରି ଗୋଟିଏ ମାନବତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଢେଙ୍କାନାଳ ସହର ଉପକଣ୍ଠ ଗୁଣ୍ଡିଚାପଡ଼ା ବସ୍ ଷ୍ଟାଣ୍ଡ ସ୍ଥିତ ସହିଦ୍ ସ୍ମାରକୀ ପ୍ରାଙ୍ଗଣରେ ଏହି ଜଳ ଛତ୍ର ଉଦ୍ଘାଟିତ ହୋଇଥିବା ବେଳେ, ଏହା ମାଧ୍ୟମରେ ପଥଚାରୀମାନଙ୍କୁ ଶୀତଳ ଦହି ସରବତ ଓ ବିଶୁଦ୍ଧ ପାନୀୟ ଜଳ ବଣ୍ଟନ କରାଯାଉଛି। ଏହି ସେବା କାର୍ଯ୍ୟ ସ୍ଥାନୀୟ ଲୋକଙ୍କ ମନରେ ବିଶେଷ ସ୍ଥାନ ଦାବି କରିଛି। ଅହମଦିୟା ମୁସଲିମ ସମ୍ପ୍ରଦାୟ ଗୁଣ୍ଡିଚାପଡ଼ାର ସଭାପତି ସୁଲେମାନ ଅଲୀ ଖାଁଙ୍କ ନିର୍ଦ୍ଦେଶନାରେ, ମୌଲବୀ ମୁଜାଫର ଖାଁ ସାମୁହିକ ଦୂଆ (ନିରବ ପ୍ରାର୍ଥନା) କରି ଏହି ଶୁଭ କାର୍ଯ୍ୟର ଶୁଭାରମ୍ଭ କରିଥିଲେ। ଏହି ପୁଣ୍ୟ କାର୍ଯ୍ୟକୁ ସଫଳ କରିବାରେ ସଲିମ୍ ଉଦ୍ଦିନ ଖାଁ,ଅହମଦିୟା ଯୁବ ସଂଗଠନର ଅଧ୍ୟକ୍ଷ ସୋଲେମାନ ଖାଁ, ପୂର୍ବତନ ଅଧ୍ୟକ୍ଷ ମହମୁଦ ଖାଁ, ସକ୍ରିୟ ସଦସ୍ୟ ଶେଖ୍ ଜହୀର ଓ ଅନ୍ୟାନ୍ୟ ସଦସ୍ୟମାନେ ନିଷ୍ଠାର ସହିତ ସହଯୋଗ କରିଥିଲେ।3
- Post by Darbar Tv1
- ହିନ୍ଦୋଳ ର ଖଜୁରିଆକଟା ହାଇସ୍କୁଲ ପରିସରରେ ଆଜି ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ଅଗ୍ନି ନିରାପତ୍ତା ନେଇ ସମସ୍ତ ଛତ୍ରଛାତ୍ରୀ ମାନଙ୍କୁ ଏହାର ବ୍ୟବହାର ଦ୍ୱାରା ଉପଯୋଗ ଉପରେ ଅଭିଜ୍ଞ ଅଗ୍ନିକ ମାନଙ୍କ ଦ୍ୱାରା ତାଲିମ୍ ପ୍ରଦାନ ଏବଂ କର୍ମଶାଳା ଅନୁଷ୍ଠିତ.1
- Post by Dhenkanal News1
- Post by Dipak Kumar Nayak1