Shuru
Apke Nagar Ki App…
ରାୟଗଡ଼ାରେ ଚାଞ୍ଚଲ୍ୟ , ଇନ୍ଦିରା ନଗରରେ ଘଟିଛି ହତ୍ୟାକାଣ୍ଡ, ଜଣେ ଯୁବକକୁ ଅପହରଣ ପରେ ଗୁଳି କରି ହତ୍ୟା କରାଯାଇଛି
Sonu Bagh CREATION
ରାୟଗଡ଼ାରେ ଚାଞ୍ଚଲ୍ୟ , ଇନ୍ଦିରା ନଗରରେ ଘଟିଛି ହତ୍ୟାକାଣ୍ଡ, ଜଣେ ଯୁବକକୁ ଅପହରଣ ପରେ ଗୁଳି କରି ହତ୍ୟା କରାଯାଇଛି
More news from ଓଡ଼ିଶା and nearby areas
- ରାୟଗଡ଼ାରେ ଚାଞ୍ଚଲ୍ୟ , ଇନ୍ଦିରା ନଗରରେ ଘଟିଛି ହତ୍ୟାକାଣ୍ଡ, ଜଣେ ଯୁବକକୁ ଅପହରଣ ପରେ ଗୁଳି କରି ହତ୍ୟା କରାଯାଇଛି1
- ରାୟଗଡ଼ା ଇନ୍ଦିରାନଗରରେ ଜଣେ ଯୁବକଙ୍କୁ ଗୁଳିମାଡ଼ ପରେ ଅପହରଣ କରି ହତ୍ୟା କରାଯାଇଛି। ଏହି ଭୟଙ୍କର ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି।1
- ଓଡ଼ିଶାର କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକର ଝଲାଗୁଡା ଗ୍ରାମବାସୀ ମାଇନ୍ସ ରାସ୍ତା ବନ୍ଦ କରିଛନ୍ତି। କାମ ଓ ଭତ୍ତା ଟଙ୍କା ନମିଳିବାରୁ ସେମାନେ ଏହି ପଦକ୍ଷେପ ନେଇଛନ୍ତି। ଏହାଦ୍ୱାରା ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି।1
- ଶ୍ବେତ ସୁବର୍ଣ୍ଣ କ୍ଷେତ୍ରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଉଦଯାପିତ। ଶ୍ବେତ ସୁବର୍ଣ୍ଣ କ୍ଷେତ୍ର ଦାମନଯୋଡିର ଶ୍ରୀଜଗନ୍ନାଥ ମନ୍ଦିରରେ ପବିତ୍ର ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇଥିବା ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା ଉଦଯାପିତ ହୋଇଛି। ଏହି ଅବସରରେ ରବିବାର ସନ୍ଧ୍ୟାରେ ମନ୍ଦିର ପରିସରରେ ଥିବା ନରେନ୍ଦ୍ର ପୁଷ୍କରିଣୀରେ ଶ୍ରୀଜୀଉଙ୍କ ଚାପଖେଳ ହୋଇଥିଲା।ଘଣ୍ଟଘଣ୍ଟା,ଆଲଟ,ଚାମର,ସଂକୀର୍ତ୍ତନ,ହରିବୋଲ ହୁଳହୁଳି ସହ ପୂଜାର୍ଚ୍ଚନା ପରେ ମହାପ୍ରଭୁଙ୍କ ଏହି ଯାତ୍ରା ଅନୁଷ୍ଠିତ ହୋଇଥିଲା।ପୂଜକ ଅଜୟ ପଣ୍ଡା,ଅମୀୟ ସାମନ୍ତରାୟ ଓ ବିପିନ ବିହାରୀ ପଣ୍ଡା ପୂଜାର୍ଚ୍ଚନା କରିଥିଲା ବେଳେ ମନ୍ଦିର ପରିଚାଳନା ସମିତି ସମ୍ପାଦକ କୈଳାସ ସେନାପତି ମୁଖ୍ୟ ପୁରୋଧା ରୂପେ ମହାପ୍ରଭୂଙ୍କୁ ଚାପ ଖେଳାଇଥିଲେ। ମନ୍ଦିର ପରିଚାଳନା ସମିତି ସଭାପତି ତଥା ନାଲକୋ ମୁଖ୍ୟ ମହାପ୍ରବନ୍ଧକ ସଞ୍ଜୟ ପଟ୍ଟନାୟକ,ଯୁଗ୍ମ ସମ୍ପାଦକ ଅବିନାଶ ଜେନା ଓ ତ୍ରିଲୋଚନ ଚୌଧୁରୀ,କୋଷାଧ୍ୟକ୍ଷ ପ୍ରଶାନ୍ତ କୁମାର ମହାରଣାଙ୍କ ସମେତ ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ମହାପ୍ରଭୁଙ୍କ ଚାପ ଖେଳ ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ସ୍ଥାନୀୟ ଗୌଡ଼ଗୁଡ଼ା ଏବଂ ଜାନିଗୁଡ଼ାରୁ ଆସିଥିବା ଭଜନ ମଣ୍ଡଳୀ ନାମ ସଂକୀର୍ତ୍ତନ କରିଥିଲେ।1
- ଦେଖନ୍ତୁ 🙏🙏🙏1
- କଳାହାଣ୍ଡି ଜିଲ୍ଲାର ସାର ବ୍ୟବସାୟୀମାନେ ଆର୍ଥିକ ସଙ୍କଟରେ ଥିବାରୁ ବିକ୍ରି ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି। ସରକାରୀ ନିୟମ, କମ୍ ଲାଭାଂଶ ଓ ବାଧ୍ୟତାମୂଳକ ଟ୍ୟାଗିଂ ସେମାନଙ୍କ ମୁଖ୍ୟ ସମସ୍ୟା। ଏହି ସମସ୍ୟାର ସମାଧାନ ନହେଲେ ଓଡ଼ିଶାରେ ଚାଷୀମାନେ ପ୍ରଭାବିତ ହେବେ।1
- ଆଜି ସକାଳୁ ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଶଗଡ଼ା ଘାଇରୁ ଜଣେ ଅଜଣା ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ଗ୍ରାମବାସୀମାନେ ପାଣିରେ ଶବ ଭାସୁଥିବା ଦେଖି ପୋଲିସକୁ ଖବର ଦେଇଥିଲେ, ଯାହାପରେ ଅଗ୍ନିଶମ ବାହିନୀ ସହାୟତାରେ ଉଦ୍ଧାର କରାଗଲା। ମୃତ ବ୍ୟକ୍ତିଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ ଏବଂ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।1
- କିନାରି ମୋଡା ଗ୍ରାମରେ ମା ଠାକୁରାଣୀଙ୍କ ଘଣ୍ଟ ପର୍ବ ପାଳନ, ଲୋକଙ୍କ ମଧ୍ୟରେ ଉତ୍ସାହ1