logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ରାତ୍ରକାଳୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ :ଶ୍ରୀଧର ମେମୋରିଆଲ କ୍ଲବ ରେ ଯୋଗଦେଇ ଉତ୍ସାହିତ କଲେ ବିଧାୟକ ଯାଜପୁର ଜିଲ୍ଲା ଧର୍ମଶାଳା ଅଂଚଳ ର କାଏମା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଅରଖପଦା ଖେଳ ପଡ଼ିଆ ଠାରେ ଶ୍ରୀଧର ମେମୋରିଆଲ କ୍ରିକେଟ୍ କ୍ଲବ ଆନୁକକୁଲ୍ୟରେ, ଅନୁଷ୍ଠିତ ହେଉଥିବା ରାତ୍ର କାଳୀନ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଉଜାପନି ଦିବସରେ ସ୍ଥାନୀୟ ବିଧାୟକ ହିମାଂଶୁ ଶେଖର ସାହୁ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ, ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଥିବା ସମସ୍ତ ଖେଳାଳିଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ ।

6 hrs ago
user_ସୁଧାଂଶୁ ଶେଖର ନାୟକ
ସୁଧାଂଶୁ ଶେଖର ନାୟକ
Engineer ଧର୍ମଶାଳା, ଯାଜପୁର, ଓଡ଼ିଶା•
6 hrs ago

ରାତ୍ରକାଳୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ :ଶ୍ରୀଧର ମେମୋରିଆଲ କ୍ଲବ ରେ ଯୋଗଦେଇ ଉତ୍ସାହିତ କଲେ ବିଧାୟକ ଯାଜପୁର ଜିଲ୍ଲା ଧର୍ମଶାଳା ଅଂଚଳ ର କାଏମା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଅରଖପଦା ଖେଳ ପଡ଼ିଆ ଠାରେ ଶ୍ରୀଧର ମେମୋରିଆଲ କ୍ରିକେଟ୍ କ୍ଲବ ଆନୁକକୁଲ୍ୟରେ, ଅନୁଷ୍ଠିତ ହେଉଥିବା ରାତ୍ର କାଳୀନ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଉଜାପନି ଦିବସରେ ସ୍ଥାନୀୟ ବିଧାୟକ ହିମାଂଶୁ ଶେଖର ସାହୁ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ, ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଥିବା ସମସ୍ତ ଖେଳାଳିଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ ।

More news from ଓଡ଼ିଶା and nearby areas
  • ଯାଜପୁର ଜିଲ୍ଲା ଧର୍ମଶାଳା ଅଂଚଳ ର କାଏମା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଅରଖପଦା ଖେଳ ପଡ଼ିଆ ଠାରେ ଶ୍ରୀଧର ମେମୋରିଆଲ କ୍ରିକେଟ୍ କ୍ଲବ ଆନୁକକୁଲ୍ୟରେ, ଅନୁଷ୍ଠିତ ହେଉଥିବା ରାତ୍ର କାଳୀନ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଉଜାପନି ଦିବସରେ ସ୍ଥାନୀୟ ବିଧାୟକ ହିମାଂଶୁ ଶେଖର ସାହୁ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ, ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଥିବା ସମସ୍ତ ଖେଳାଳିଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ ।
    1
    ଯାଜପୁର ଜିଲ୍ଲା ଧର୍ମଶାଳା ଅଂଚଳ ର କାଏମା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଅରଖପଦା ଖେଳ ପଡ଼ିଆ ଠାରେ ଶ୍ରୀଧର ମେମୋରିଆଲ କ୍ରିକେଟ୍ କ୍ଲବ ଆନୁକକୁଲ୍ୟରେ, ଅନୁଷ୍ଠିତ ହେଉଥିବା ରାତ୍ର କାଳୀନ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଉଜାପନି ଦିବସରେ ସ୍ଥାନୀୟ ବିଧାୟକ ହିମାଂଶୁ ଶେଖର ସାହୁ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ, ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଥିବା ସମସ୍ତ ଖେଳାଳିଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ ।
    user_ସୁଧାଂଶୁ ଶେଖର ନାୟକ
    ସୁଧାଂଶୁ ଶେଖର ନାୟକ
    Engineer ଧର୍ମଶାଳା, ଯାଜପୁର, ଓଡ଼ିଶା•
    6 hrs ago
  • କଙ୍ଗାରୁକୋର୍ଟ ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବି କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ।
    1
    କଙ୍ଗାରୁକୋର୍ଟ ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବି କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ।
    user_Bibhudutta Prusty
    Bibhudutta Prusty
    Jajapur, Odisha•
    2 hrs ago
  • କଙ୍ଗାରୁକୋର୍ଟ ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବି କରି ଯାଜପୁର ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଓ । ଯାଜପୁର ସଦର ଥାନା ମହେଶ୍ଵରପୁର ଅଂଚଳରେ ହୋଇଥିବା କଙ୍ଗାରୁକୋର୍ଟ ଘଟଣାରେ ପୁଲିସ୍‌ର ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଅଭିଯୋଗ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଯାଜପୁରର ବହୁଜନ, ଗଣତାନ୍ତ୍ରିକ ସଂଗଠନ ସମୁହ, ମୁଳନିବାସୀ, ଛାତ୍ର ଓ ଯୁବ ସାମୁଖ୍ୟ, ଭୀମ୍ ଆର୍ମୀ ସମେତ ବହୁ ସଂଗଠନର ବ୍ୟକ୍ତିବିଶେଷ ମାନେ ଏହି ବିକ୍ଷୋଭରେ ସାମିଲ ହୋଇଛନ୍ତି । ବିଭ୍ରନ ବିଶ୍ଵଜିତ ଓ ବିଶ୍ଵନାଥ ପାତ୍ରଙ୍କ ନେତୃତ୍ବରେ ବିଭିନ୍ନ ସଂଗଠନ ର ଶତାଧିକ ବ୍ୟକ୍ତିବିଶେଷ ମାନେ ମେଡିକାଲ ଛକ ଠାରୁ ଏକ ପ୍ରତିବାଦ ଶୋଭା ଯାତ୍ରାରେ ବାହାରି ସହର ପରିକ୍ରମା କରି ଜିଲା ପ୍ରଶାସନ, ପୋଲିସ ପ୍ରଶାସନ ଓ ରାଜ୍ୟ ସରକାର ବିରୋଧୀ ନାରବାଜି କରି ଜିଲାପାଳଙ୍କ କାର୍ଯ୍ୟଳୟରେ ପହଞ୍ଚିଥିଲେ।
    3
    କଙ୍ଗାରୁକୋର୍ଟ ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବି କରି ଯାଜପୁର ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଓ । ଯାଜପୁର ସଦର ଥାନା ମହେଶ୍ଵରପୁର ଅଂଚଳରେ ହୋଇଥିବା କଙ୍ଗାରୁକୋର୍ଟ ଘଟଣାରେ ପୁଲିସ୍‌ର ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଅଭିଯୋଗ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଯାଜପୁରର ବହୁଜନ, ଗଣତାନ୍ତ୍ରିକ ସଂଗଠନ ସମୁହ, ମୁଳନିବାସୀ, ଛାତ୍ର ଓ ଯୁବ ସାମୁଖ୍ୟ, ଭୀମ୍ ଆର୍ମୀ ସମେତ ବହୁ ସଂଗଠନର ବ୍ୟକ୍ତିବିଶେଷ ମାନେ ଏହି ବିକ୍ଷୋଭରେ ସାମିଲ ହୋଇଛନ୍ତି । ବିଭ୍ରନ ବିଶ୍ଵଜିତ ଓ ବିଶ୍ଵନାଥ ପାତ୍ରଙ୍କ ନେତୃତ୍ବରେ ବିଭିନ୍ନ ସଂଗଠନ ର ଶତାଧିକ ବ୍ୟକ୍ତିବିଶେଷ ମାନେ ମେଡିକାଲ ଛକ ଠାରୁ ଏକ ପ୍ରତିବାଦ ଶୋଭା ଯାତ୍ରାରେ ବାହାରି ସହର ପରିକ୍ରମା କରି ଜିଲା ପ୍ରଶାସନ, ପୋଲିସ ପ୍ରଶାସନ ଓ ରାଜ୍ୟ ସରକାର ବିରୋଧୀ ନାରବାଜି କରି ଜିଲାପାଳଙ୍କ କାର୍ଯ୍ୟଳୟରେ ପହଞ୍ଚିଥିଲେ।
    user_ଅନିଲ କୁମାର ପଣ୍ଡା
    ଅନିଲ କୁମାର ପଣ୍ଡା
    ଯାଜପୁର, ଯାଜପୁର, ଓଡ଼ିଶା•
    5 hrs ago
  • Post by ଯାଜପୁର ଖବର ପ୍ରସାରିତ
    1
    Post by ଯାଜପୁର ଖବର ପ୍ରସାରିତ
    user_ଯାଜପୁର ଖବର ପ୍ରସାରିତ
    ଯାଜପୁର ଖବର ପ୍ରସାରିତ
    ଯାଜପୁର, ଯାଜପୁର, ଓଡ଼ିଶା•
    9 hrs ago
  • Post by Mo Adhikar news
    1
    Post by Mo Adhikar news
    user_Mo Adhikar news
    Mo Adhikar news
    ଯାଜପୁର, ଯାଜପୁର, ଓଡ଼ିଶା•
    13 hrs ago
  • Post by ନିଷ୍ଠୁର ଦୁନିଆ Live
    1
    Post by ନିଷ୍ଠୁର ଦୁନିଆ Live
    user_ନିଷ୍ଠୁର ଦୁନିଆ Live
    ନିଷ୍ଠୁର ଦୁନିଆ Live
    Nischintakoili, Cuttack•
    2 hrs ago
  • Post by Jay kala _ jay Kalinga
    1
    Post by Jay kala _ jay Kalinga
    user_Jay kala _ jay Kalinga
    Jay kala _ jay Kalinga
    ଚୌଦ୍ୱାର, କଟକ, ଓଡ଼ିଶା•
    3 hrs ago
  • Post by ଯାଜପୁର ଖବର ପ୍ରସାରିତ
    1
    Post by ଯାଜପୁର ଖବର ପ୍ରସାରିତ
    user_ଯାଜପୁର ଖବର ପ୍ରସାରିତ
    ଯାଜପୁର ଖବର ପ୍ରସାରିତ
    ଯାଜପୁର, ଯାଜପୁର, ଓଡ଼ିଶା•
    12 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.