logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ନୂଆବଗ ସମବାୟ ସମିତିର ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ।ନୂଆବଗ ପ୍ରାଥମିକ କୃଷି ସମବାୟ ସମିତିର ବାର୍ଷିକ ସାଧାରଣ ସଭା ନୂଆବଗ ସମବାୟ ସମିତିର ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ। ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍‌ : ନୂଆବଗ ସମବାୟ ସମିତି ଠାରେ ନୂଆବଗ ପ୍ରାଥମିକ କୃଷି ସମବାୟ ସମିତିର ବାର୍ଷିକ ସାଧାରଣ ସଭା ଶୁକ୍ରବାର ସକାଳ ୧୦ଟା ସମୟରେ ଅନୁଷ୍ଠିତ ହୋଇଯାଇଛି। ସଭାର ଆରମ୍ଭରେ ସମବାୟ ସମିତିର ସଂପାଦକ ନିମାଇଁ ଚରଣ ସାହୁ ବାର୍ଷିକ ଆୟବ୍ୟୟ ଓ ବ୍ୟୟବରାଦ ସମ୍ପର୍କରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ। ପରେ ସ୍ଥାନୀୟ ସରପଞ୍ଚ ଚାଷୀମାନଙ୍କର ଦୁଃଖସୁଖ ନେଇ ଆଲୋଚନା କରିବା ସହ ଆଗାମୀଦିନରେ ଚାଷୀଙ୍କ ସମସ୍ୟା ସମାଧାନ ପାଇଁ ସରକାରଙ୍କ ନିକଟରେ ଲିଖିତ ଦାବି ଉଠାଇବାକୁ ପ୍ରସ୍ତାବ ରଖିଥିଲେ।ସଭାରେ ଉପସ୍ଥିତ ଚାଷୀମାନେ ବାର୍ଷିକ ଆୟବ୍ୟୟର ହିସାବ ଶୁଣି ସନ୍ତୋଷ ପ୍ରକାଶ କରିବା ସହ ସମିତିର କାର୍ଯ୍ୟପ୍ରତି ଖୁସି ବ୍ୟକ୍ତ କରିଥିଲେ। ପରିଶେଷରେ ସମବାୟ ସମିତିର ସଭାପତି ଭାଗୀରଥୀ ସାହୁ ଉପସ୍ଥିତ ସମସ୍ତ ଚାଷୀଙ୍କୁ ଧନ୍ୟବାଦ ଜଣାଇ ସଭାକୁ ସମାପ୍ତ କରିଥିଲେ।ଏହି ସଭାରେ ଉପସଭାପତି ସୁକାନ୍ତି ସେନାପତି,ଡାଇରେକ୍ଟର ଉଗ୍ରସେନ ପଟ୍ଟନାୟକ,ବ୍ରହ୍ମାନନ୍ଦ ମାଝୀ,କୁମୁଦିନୀ ସାହୁ ସହ ପ୍ରାୟ ଶହେରୁ ଅଧିକ ଚାଷୀ ଯୋଗଦେଇଥିଲେ।

23 hrs ago
user_News odia odisha
News odia odisha
Tailor Dhenkanal Sadar, Odisha•
23 hrs ago
2c8c092e-6606-43bb-9dee-da79d82e80bc

ନୂଆବଗ ସମବାୟ ସମିତିର ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ।ନୂଆବଗ ପ୍ରାଥମିକ କୃଷି ସମବାୟ ସମିତିର ବାର୍ଷିକ ସାଧାରଣ ସଭା ନୂଆବଗ ସମବାୟ ସମିତିର ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ। ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍‌ : ନୂଆବଗ ସମବାୟ ସମିତି ଠାରେ ନୂଆବଗ ପ୍ରାଥମିକ କୃଷି ସମବାୟ ସମିତିର ବାର୍ଷିକ ସାଧାରଣ ସଭା ଶୁକ୍ରବାର ସକାଳ ୧୦ଟା ସମୟରେ ଅନୁଷ୍ଠିତ ହୋଇଯାଇଛି। ସଭାର ଆରମ୍ଭରେ ସମବାୟ ସମିତିର ସଂପାଦକ ନିମାଇଁ ଚରଣ ସାହୁ ବାର୍ଷିକ ଆୟବ୍ୟୟ ଓ ବ୍ୟୟବରାଦ ସମ୍ପର୍କରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ। ପରେ ସ୍ଥାନୀୟ ସରପଞ୍ଚ ଚାଷୀମାନଙ୍କର ଦୁଃଖସୁଖ ନେଇ ଆଲୋଚନା କରିବା ସହ ଆଗାମୀଦିନରେ ଚାଷୀଙ୍କ ସମସ୍ୟା ସମାଧାନ ପାଇଁ ସରକାରଙ୍କ ନିକଟରେ ଲିଖିତ ଦାବି ଉଠାଇବାକୁ ପ୍ରସ୍ତାବ ରଖିଥିଲେ।ସଭାରେ ଉପସ୍ଥିତ ଚାଷୀମାନେ ବାର୍ଷିକ ଆୟବ୍ୟୟର ହିସାବ ଶୁଣି ସନ୍ତୋଷ ପ୍ରକାଶ କରିବା ସହ ସମିତିର କାର୍ଯ୍ୟପ୍ରତି ଖୁସି ବ୍ୟକ୍ତ କରିଥିଲେ। ପରିଶେଷରେ ସମବାୟ ସମିତିର ସଭାପତି ଭାଗୀରଥୀ ସାହୁ ଉପସ୍ଥିତ ସମସ୍ତ ଚାଷୀଙ୍କୁ ଧନ୍ୟବାଦ ଜଣାଇ ସଭାକୁ ସମାପ୍ତ କରିଥିଲେ।ଏହି ସଭାରେ ଉପସଭାପତି ସୁକାନ୍ତି ସେନାପତି,ଡାଇରେକ୍ଟର ଉଗ୍ରସେନ ପଟ୍ଟନାୟକ,ବ୍ରହ୍ମାନନ୍ଦ ମାଝୀ,କୁମୁଦିନୀ ସାହୁ ସହ ପ୍ରାୟ ଶହେରୁ ଅଧିକ ଚାଷୀ ଯୋଗଦେଇଥିଲେ।

More news from Odisha and nearby areas
  • Post by Dhenkanal News
    1
    Post by Dhenkanal News
    user_Dhenkanal News
    Dhenkanal News
    Media company Dhenkanal Sadar, Odisha•
    1 hr ago
  • Post by Dipak Kumar Nayak
    4
    Post by Dipak Kumar Nayak
    user_Dipak Kumar Nayak
    Dipak Kumar Nayak
    Voice of people Dhenkanal Sadar, Odisha•
    7 hrs ago
  • କଲେଜ ବାଇପାସ୍ ନିକଟରୁ ୨୧ କିଲୋ ଗଞ୍ଜେଇ ଜବତ, ୨ ଗୀରଫ
    1
    କଲେଜ ବାଇପାସ୍ ନିକଟରୁ ୨୧ କିଲୋ ଗଞ୍ଜେଇ ଜବତ, ୨ ଗୀରଫ
    user_Tapasdas 6372788705
    Tapasdas 6372788705
    Photographer Dhenkanal Sadar, Odisha•
    23 hrs ago
  • ଏଥର କିଏ ହେବ ପଞ୍ଚାୟତ ରାଜା ! ମତାମତ ରଖନ୍ତୁ, ୨୦୨୭ ରେ ସିଂହାସନରେ ବସିବେ ଆମ ମହାରାଜା | ଭୁବନେଶ୍ବର, ଓଡ଼ିଶା #Bhubaneswar #Odisha
    1
    ଏଥର କିଏ ହେବ ପଞ୍ଚାୟତ ରାଜା ! ମତାମତ ରଖନ୍ତୁ, ୨୦୨୭ ରେ ସିଂହାସନରେ ବସିବେ ଆମ ମହାରାଜା |
ଭୁବନେଶ୍ବର, ଓଡ଼ିଶା 
#Bhubaneswar #Odisha
    user_Nanda Kishor Naik
    Nanda Kishor Naik
    ଭୁବନ, ଢେଙ୍କାନାଳ, ଓଡ଼ିଶା•
    9 hrs ago
  • ନୂଆ ରଙ୍ଗରେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ।ନାଲି ଛାଡ଼ି ଧଳା ପୋଷାକ ପିନ୍ଧିଲେ ପ୍ରଭାତ। ଧଳା ପୋଷାକ ପିନ୍ଧି କଟକ ଆସିବାପରେ ସ୍ଵାଗତ କରିଥିଲେ ଶତାଧିକ କର୍ମୀ ମାନେ।
    1
    ନୂଆ ରଙ୍ଗରେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ।ନାଲି ଛାଡ଼ି ଧଳା ପୋଷାକ ପିନ୍ଧିଲେ ପ୍ରଭାତ। ଧଳା ପୋଷାକ ପିନ୍ଧି କଟକ ଆସିବାପରେ ସ୍ଵାଗତ କରିଥିଲେ ଶତାଧିକ କର୍ମୀ ମାନେ।
    user_Amrit Prasad Das
    Amrit Prasad Das
    Social worker କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    18 hrs ago
  • Post by NEWS MANORANJAN
    1
    Post by NEWS  MANORANJAN
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    2 hrs ago
  • Post by KSHIROD CHANDRA PANDA
    1
    Post by KSHIROD CHANDRA PANDA
    user_KSHIROD CHANDRA PANDA
    KSHIROD CHANDRA PANDA
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    4 hrs ago
  • Post by Dhenkanal News
    1
    Post by Dhenkanal News
    user_Dhenkanal News
    Dhenkanal News
    Media company Dhenkanal Sadar, Odisha•
    2 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.