logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଜଣେ ଯୁବକ କୁ ଗୁଳି ମାରି ବାପରେ ନିଜ ସ୍ତ୍ରୀ କୁ ଗୁଳି ମାରି ହତ୍ୟା କଲା ସ୍ୱାମୀ ଫୁଲବାଣୀ - ବିରଞ୍ଚି ବେହେରା ନାମକ ବ୍ୟକ୍ତି ପ୍ରଥମେ ଜଣେ ଯୁବକ କୁ ଗୁଳି ମାରି ଆହତ କରିବା ପରେ ନିଜ ସ୍ତ୍ରୀକୁ ଗୁଳି କରି ହତ୍ୟା କରିବା ଘଟଣା ରେ ସମଗ୍ର କନ୍ଧମାଳ ଜିଲ୍ଲା ରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଅଭିଯୁକ୍ତ ବିରଞ୍ଚି ବେହେରା I ପୂର୍ବ ଶତ୍ରୁତାକୁ ନେଇ ଜଣେ ଯୁବକ କୁ ଏବଂ ପରେ ନିଜ ସ୍ତ୍ରୀ କୁ ଗୁଳି ମାରି ହତ୍ୟା କରିଥିବା ଏକ ଅଭାବନୀୟ ଘଟଣା ଘଟିଛି। ଏହି ଘଟଣା ର ପ୍ରକୃତ କାରଣ ଜଣାପଡି ନାହିଁ | ସୂଚନା ଯୋଗ୍ୟ କଟାପଙ୍ଗା ଗ୍ରାମର ନରୋତ୍ତମ ବେହେରା ଆଧାରକାର୍ଡ ସଂଶୋଧନ କରିବା ପାଇଁ ତାଙ୍କ ସ୍ତ୍ରୀ ସହ ଫିରିଙ୍ଗିଆ ଯାଉଥ‌ିବା ବେଳେ ବଗାରୀମୁଣ୍ଡା କେନ୍ଦୁପତ୍ର ଫଡି ଠାରେ କ୍ରାଣ୍ଡି ବାଲି ପଞ୍ଚାୟତ ର ସରୁପଡା ଗ୍ରାମର ବିରଞ୍ଚି ବେହେରା କଟାପଙ୍ଗା ଗ୍ରାମର ନରୋତ୍ତମ ବେହେରା ନାମକ ଜଣେ ବ୍ୟକ୍ତି ଙ୍କୁ ଗୁଳିମାଡ କରି ଗୁରୁତର ଆହତ କରିଥିଲେ। ତାପର ମୁହୂର୍ତ୍ତ ରେ ବିରଞ୍ଚି ଘରକୁ ଯାଇ ନିଜ ସ୍ତ୍ରୀ ଲିଲିମା କୁ ମଧ୍ୟ ଗୁଳି କରି ହତ୍ୟା କରିଛି। ଗୋଛାପଡ଼ା ଥାନା ପୋଲିସ୍ ଘଟଣା ସ୍ଥଳ ରେ ପହଞ୍ଚି ଶବ ଜବତ କରିବା ସହ ନରୋତ୍ତମର ଗୋଡ ଓ ଦେହରେ ଗୁଳି ବାଜି ରକ୍ତ ଯୁଡୁବୁଡୁ ହୋଇଥିବା ଯୋଗୁଁ ନରୋତ୍ତମକୁ ସଂଗେ ସଂଗେ ଗୋଛାପଡା ମେଡିକାଲ ଭର୍ତି କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଛି। ଗୁଳି କରିଥ‌ିବା ବିରଞ୍ଚିକୁ ପୋଲିସ ଅଟକ ରଖି କେଉଁ କାରଣରୁ ଏଭଳି ଅପରାଧ ଘଟାଇଛନ୍ତି ଘଟଣା ର ପ୍ରକୃତ କାରଣ ଜାଣିବା ପାଇଁ ପଚରାଉଚରା କରିବା ସହ ବନ୍ଧୁକ ଜବତ କରିଛି ପୋଲିସ୍।

1 hr ago
user_Baidyanath nayak
Baidyanath nayak
Agistment service ଫୁଲବାଣୀ, କନ୍ଧମାଳ, ଓଡ଼ିଶା•
1 hr ago
937fc161-e389-4550-be87-252ffd1bb5e7

More news from ଓଡ଼ିଶା and nearby areas
  • ବୌଦ୍ଧ ବ୍ଲକ ଲଷ୍ମୀପ୍ରସାଦ ପଂଚାୟତ ଜଗତୀ ନିକଟସ୍ଥ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଦେବାର୍ଚ୍ଚନ ଚାଉଳିଆଙ୍କ ସଭାପତିତ୍ୱରେ ପ୍ରଥମ ରାଜ୍ୟ ସ୍ତରୀୟ ଡ଼ୁମାଳ ବିକାଶ ସମାବେଶ ଅନୁଷ୍ଠିତ, ମୁଖ୍ୟ ଅତିଥି ଭାବରେ ଯୋଗଦେଲେ ବିଧାୟକ କହ୍ନେଇ ଚରଣ ଡାଙ୍ଗ
    1
    ବୌଦ୍ଧ ବ୍ଲକ ଲଷ୍ମୀପ୍ରସାଦ ପଂଚାୟତ ଜଗତୀ ନିକଟସ୍ଥ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଦେବାର୍ଚ୍ଚନ ଚାଉଳିଆଙ୍କ ସଭାପତିତ୍ୱରେ ପ୍ରଥମ ରାଜ୍ୟ ସ୍ତରୀୟ ଡ଼ୁମାଳ ବିକାଶ ସମାବେଶ ଅନୁଷ୍ଠିତ, ମୁଖ୍ୟ ଅତିଥି ଭାବରେ ଯୋଗଦେଲେ ବିଧାୟକ କହ୍ନେଇ ଚରଣ ଡାଙ୍ଗ
    user_Ranjan Kumar Dash
    Ranjan Kumar Dash
    ସାମ୍ବାଦିକ ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    20 hrs ago
  • ରାଇକିଆରେ ବିଶ୍ୱ ମହିଳା ଦିବସ ପାଳିତ #raikia #kandhamal #odisa
    1
    ରାଇକିଆରେ ବିଶ୍ୱ ମହିଳା ଦିବସ ପାଳିତ #raikia #kandhamal #odisa
    user_Wseta Digal
    Wseta Digal
    ରାଇକିଆ, କନ୍ଧମାଳ, ଓଡ଼ିଶା•
    8 hrs ago
  • Post by Samanta Sekhar Nayak
    1
    Post by Samanta Sekhar Nayak
    user_Samanta Sekhar Nayak
    Samanta Sekhar Nayak
    ସାମ୍ବାଦିକ G.Udayagiri, Kandhamal•
    9 hrs ago
  • ସୁବର୍ଣ୍ଣପୁର ପୋଲିସ ର ଅପରେସନ କବଚ l ସାଇବର କ୍ରାଇମରେ ଜଡିତ ଥିବା ବ୍ୟକ୍ତି ଏବେ ପୋଲିସ ହାତରେ ଧରାପଡି ଜେଲଗଲେ
    1
    ସୁବର୍ଣ୍ଣପୁର ପୋଲିସ ର ଅପରେସନ କବଚ l ସାଇବର କ୍ରାଇମରେ ଜଡିତ ଥିବା ବ୍ୟକ୍ତି ଏବେ ପୋଲିସ ହାତରେ ଧରାପଡି ଜେଲଗଲେ
    user_PABITRA BARIHA
    PABITRA BARIHA
    ସୋନପୁର, ସୋନପୁର, ଓଡ଼ିଶା•
    1 hr ago
  • Post by Ranjan hota
    1
    Post by Ranjan hota
    user_Ranjan hota
    Ranjan hota
    ସୋନପୁର, ସୋନପୁର, ଓଡ଼ିଶା•
    2 hrs ago
  • ଆଜିର ସମାଚାର ରେ ଆଜିର ତାଜା ଖଵର ଦେଖନ୍ତୁ । ଟପହେଡଲାଇନ ଖବର ଫଟାଫଟ । ଆଜିର ସମାଚାର ରେ ।
    1
    ଆଜିର ସମାଚାର ରେ ଆଜିର ତାଜା ଖଵର ଦେଖନ୍ତୁ । ଟପହେଡଲାଇନ ଖବର ଫଟାଫଟ । ଆଜିର ସମାଚାର ରେ ।
    user_Ajira Samachar
    Ajira Samachar
    Photographer ସୋନପୁର, ସୋନପୁର, ଓଡ଼ିଶା•
    3 hrs ago
  • Post by SONEPUR NEWS
    1
    Post by SONEPUR NEWS
    user_SONEPUR NEWS
    SONEPUR NEWS
    ସାମ୍ବାଦିକ Sonapur, Sonepur•
    4 hrs ago
  • ବୌଦ୍ଧ ଜିଲ୍ଲା ହରଭଙ୍ଗ। ବ୍ଲକ୍ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ
    1
    ବୌଦ୍ଧ ଜିଲ୍ଲା ହରଭଙ୍ଗ। ବ୍ଲକ୍ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ
    user_Ranjan Kumar Dash
    Ranjan Kumar Dash
    ସାମ୍ବାଦିକ ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    21 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.