ଜିଲ୍ଲା ସ୍ତରରେ ସ୍ଥାନ ପାଇଲେ ନିମାପଡ଼ା ଅଞ୍ଚଳର ପ୍ରଥମ ମହିଳା କ୍ରିକେଟର, ସୁନା ଝିଅ ଅନୁଲେଖା ଏମ୍ ପି ମିଶ୍ର। ନିମାପଡ଼ା,(BT) ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଅଧିନ ତେରୁଣ୍ଡିଆ ପଞ୍ଚାୟତ ଧିରପୁର ଗ୍ରାମର ଝିଅ ଅନୁଲେଖା ଏମ୍ ପି ମିଶ୍ର ଜିଲ୍ଲା ସ୍ତରୀୟ କ୍ରିକେଟ ଟିମ୍ ରେ ମନୋନୀତ ହୋଇଥିବା ବେଳେ ଅଞ୍ଚଳରେ ଖୁସି ର ଲହରୀ ଖେଳିଯାଇଛି। ସୁଚନା ମୁତାବକ ଧିରପୁର ଗ୍ରାମର ମାତୃକା ପ୍ରସାଦ ମିଶ୍ରଙ୍କ ଝିଅ ତଥା ଡି ଏ ଭି ସ୍କୁଲ୍ ର ଷଷ୍ଠ ଶ୍ରେଣୀ ର ଛାତ୍ରୀ ଅନୁଲେଖା ଏମ୍ ପି ମିଶ୍ର ଜିଲ୍ଲା ସ୍ତରୀୟ କ୍ରିକେଟ ଟିମ୍ ରେ ମନୋନୀତ ହୋଇଥିବା ବେଳେ ନିମାପଡ଼ା ଅଞ୍ଚଳର କ୍ରିକେଟ ଖେଳାଳି ମାନଙ୍କ ମନରେ ଆନନ୍ଦ ଉଲ୍ଲାସ ଦେଖିବାକୁ ମିଳିଛି ଏଥିସହ ସହ ଖେଳାଳି ମାନଙ୍କ ପାଇଁ ପ୍ରେରଣା ସୃଷ୍ଟି କରିଛନ୍ତି। ଅନୁଲେଖାକୁ ଜିଲ୍ଲା ସ୍ତରୀୟ କ୍ରିକେଟ ଟିମ୍ ରେ ମନୋନୀତ ହେଲା ପରେ ପୁର୍ବତନ ମନ୍ତ୍ରୀ ତଥା ବିଜେପି ମୁଖପାତ୍ର ଏବଂ ଆଥେଲେଟିକ ଆସୁଏସେସନ୍ ସଭାପତି ସମୀର ରଞ୍ଜନ ଦାସ, ପ୍ରେସ୍ କ୍ଲବ୍ ସଭାପତି ଅକ୍ଷୟ ବେହେରା, ସିକୃତି ପ୍ରାପ୍ତ ଅମ୍ପେୟାର ଅୟଷକାନ୍ତ ମିଶ୍ର, ସ୍ବୋୟମ ଶେଖର ମହାନ୍ତି, ନିର୍ମଳ ମିଶ୍ର ଓ ଶତେନ୍ଦ୍ରମୋହନ ମହାନ୍ତି ପ୍ରମୁଖ ସମ୍ବର୍ଦ୍ଧନା କରିବା ସହ ଆଗାମୀ ଉଜ୍ବଳ ଭବିଷ୍ୟତ କାମନା କରିଛନ୍ତି।

- ଜଗତସିଂହପୁର ୧୭/୪- ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କଟକ - ପାରାଦ୍ୱୀପ ରାସ୍ତା ଆନନ୍ଦ ମଣ୍ଡପ ପରିସରରେ ଝଡର ଇଗଲ ପ୍ରବାଦ ପୁରୁଷ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୨୯ ତମ ତିରୋଧାନ ଦିବସ ବ୍ଲକ ଅଧକ୍ଷ ମନୋଜ ବେହେରାଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ପୂର୍ବତନ ବ୍ଲକ ବିଜେଡି ସଭାପତି ତଥା ଜ଼ିଲ୍ଲାପରିଷଦ ଗଙ୍ଗାଧର ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ତିରୋଧାନ ଦିବସରେ ମୁଖ୍ୟଅତିଥି ଭାବେ ପୂର୍ବତନ ସାଂସଦ ଡ଼ଃ. ରାଜଶ୍ରୀ ମଲ୍ଲିକ, ଜ଼ିଲ୍ଲା ବରିଷ୍ଠ ବିଜେଡି ଉପସଭାପତି ଅଶ୍ୱିନୀ ଦାସ, ଜ଼ିଲ୍ଲାପରିଷଦ ଉପାଧକ୍ଷା ସୁଜାତା ମହାନ୍ତି, ବ୍ଲକ ଉପାଧକ୍ଷା ସନ୍ଧ୍ୟାରାଣୀ ମହାନ୍ତି, ଜ଼ିଲ୍ଲା ବିଜେଡି ମହିଳା ସଭାପତି ଲୋରା ମହାପାତ୍ର, ତିର୍ତ୍ତୋଲ ସରପଞ୍ଚ ପ୍ରିୟମ୍ବଦା ମହାପାତ୍ର, ସମିତିସଭ୍ୟ ପ୍ରବୀର ରାୟ, ଜ଼ିଲ୍ଲାପରିଷଦ ସୁନୀଲ ବେହେରା ପ୍ରମୁଖ ଯୋଗଦେଇ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ l ସାମ୍ବାଦିକ ଅମର ଜ୍ୟୋତି ସାହୁ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l ଅତିଥି ମାନେ ତିର୍ତ୍ତୋଲ ବିଧାୟକ ପ୍ରଫେସର ଡ଼. ରମାକାନ୍ତ ଭୋଇଙ୍କ ଉପରେ ବିଷାଦଗାର କରିଥିଲେ l ଏହି ତିରୋଧାନ ଦିବସରେ ଅନ୍ୟମାନଙ୍କ ମଧ୍ୟରେ ତପନ କୁମାର ମହାନ୍ତି, ଗଗନ ଖଣ୍ଡୁଆଳ, ଗୋପାଳପୁର ସରପଞ୍ଚ ପ୍ରକାଶ ଚନ୍ଦ୍ର ସ୍ୱାଇଁ, ସୁବ୍ରତ ଦାଶ, ଚିତ୍ତରଞ୍ଜନ ରଥ, ରମେଶ ଚନ୍ଦ୍ର କୁଅଁର, ଅଭିରାମ ଦାସ, ବିରଞ୍ଚି ନାରାୟଣ ମଲ୍ଲିକ, ସାରଦା ଚରଣ ପୃଷ୍ଟି, ଅମୁଲ୍ୟ ମହାପାତ୍ର, ମୃଣ୍ମୟ ସ୍ୱାଇଁ, ବିଜୟ ମହାନ୍ତି, ଧର୍ମେନ୍ଦ୍ର ପ୍ରଧାନ, ଅଶୋକ ଦାସ, କନିମୁଳ ପଞ୍ଚାୟତ ସଭାପତି ରାଜେନ୍ଦ୍ର ପ୍ରସାଦ ଦାସ, ନିପ୍ରଭ ବେହେରା, ପ୍ରଶାନ୍ତ ମଲ୍ଲିକ, ବିଚିତ୍ର ସାହୁ, ସେକ୍ ସମସୁଦ୍ଦିନ, ସେକ୍ ସିକନ୍ଦର ବାଦସାହ, ଅରୂପ ନାରାୟଣ ଓଝା, ପଦ୍ମ ଚରଣ ବାରିକ, ସୁଶାନ୍ତ କୁମାର ପରିଡା, ଉମେlଶ ଚନ୍ଦ୍ର ବାରିକ, ବିଜୟାନନ୍ଦ ନାଥ, ସୁଦର୍ଶନ ପଣ୍ଡା, ଅକ୍ଷୟ ଦାସ, ହିମାଂଶୁ ସ୍ୱାଇଁ, ପୂର୍ବତନ ସମିତି ସଭ୍ୟା ମମତା ଦାଶ, ସମିତି ସଭ୍ୟା ସୁଭଦ୍ରା ଦାସ, ରୋଜାଲିନି ସ୍ୱାଇଁଙ୍କ ସମେତ ଶତାଧିକ ବିଜୁ ଜନତା ଦଳର କର୍ମୀ ତଥା ବିଜୁ ପ୍ରେମୀ ଯୋଗଦେଇ ବିଜୁବାବୁଙ୍କ ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ରଖିଥିଲେ l ଏହି ତିରୋଧାନ ଦିବସ ପାଳନ ଅବସରରେ ତିର୍ତ୍ତୋଲ ବିଜୁ ଜନତା ଦଳର କେତକ ଛାମୁଆ ନେତା ଓ କର୍ମୀଙ୍କ ଅନୁପସ୍ଥିତ ନେଇ ବିଭିନ୍ନ ଚର୍ଚ୍ଚା ଆଲୋଚନା ହୋଇଥିବା ଶୁଣିବାକୁ ମିଳିଥିଲା l4
- ତହସିଲଦାରଙ୍କ ଉପରେ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ। କୋରେଇ ଥାନା ମିନାବଜାର ଛକ ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଲଘୁ ଖଣିଜ ଲୁଟ୍ ହେଉଥିବା ନେଇ ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ସମୟରେ ବ୍ୟାସନଗର ତହସିଲଦାରଙ୍କ ଉପରେ ଟ୍ରାକ୍ଟର ଚଢ଼ାଇ ଦେଲେ ଦୁର୍ବୃତ୍ତ। ଗୁରୁତର ଅବସ୍ଥାରେ କୋରେଇ ମେଡ଼ିକାଲରେ ଭର୍ତ୍ତି ହେଲେ ବ୍ୟାସନଗର ତହସିଲଦାର ପ୍ରଶାନ୍ତ କୁମାର ପଣ୍ଡା।1
- Post by Manoj kumar baliyarsingh4
- Post by Sibanava Panda1
- Post by Rajesh Samantaray1
- ଯାଜପୁର, ବାଇକ ଚୋରୀ ଘଟଣାରେ ସମ୍ପୃକ୍ତ ଥିବା ସନ୍ଦେହ କରି ବରୁଆଁ ସ୍ଥିତ ମହେଶ୍ୱରପୁର ଗାଁର ୧୦୦ ରୁ ଉର୍ଦ୍ଧ୍ୱ ଯୁବକ ପଡୋଶୀ ଗାଁର ୩ ପରିବାରକୁ ଆଣି ଗାଁ ମଝିରେ ଇଲେକ୍ଟ୍ରିପୋଲରେ ବାନ୍ଧି ୧୨ ଘଣ୍ଟା ଧରି ପିଟି ଲହୁଲୁହାଣା କରିଥିଲେ। ଯାଜପୁର ସଦର ପୋଲିସ ଏହି ପରିବାରଙ୍କୁ ଉଦ୍ଧାର କରିବା ପରେ ତାଙ୍କ ପରିବାରର ଅନ୍ୟ ସଦସ୍ୟଙ୍କୁ ଛାଡିଦେଇ ୧୯ ବର୍ଷର ତିନିଜଣ ଯୁବକଙ୍କୁ ସଦର ଥାନାରେ ଅଟକ ରଖି ବିନା ଲିଖିତ ଅଭିଯୋଗରେ ୩ ଦିନ ଧରି ପିଟିଥିଲା। ଏହି ଘଟଣାରେ ପରିବାର ଲୋକ ଏବଂ ମୂଳନନିବାସୀ ଛାତ୍ର ଓ ଯୁବ ସମ୍ମୁଖ୍ୟ (MSYF)ର କର୍ମକର୍ତ୍ତା ମାନେ ଏସପି, କଲେକ୍ଟର, ଡିଜିପି, ଓଡିଶା ମାନବିକ ଅଧିକାର କମିଶନ, ମହିଳା କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ। କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ମାର୍ଚ୍ଚ ୩୧ ତାରିଖ ଦିନ ହଜାର ହଜାର ସଂଖ୍ୟାରେ ଲୋକ କଲେକ୍ଟର ଅଫିସ ଭିତରକୁ ଧସେଇ ପଶି ୪ ଘଣ୍ଟା କାଳ ଏକପ୍ରକାର କବ୍ଜା କରିଥିଲେ। ମାତ୍ର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ପୋଲିସ ନିଘୋଡ଼ ନିଦ୍ରାରେ ଶୋଇଲା ପରି ମନେହେଉଛି। ଆଇଜି ସେଣ୍ଟ୍ରାଲ କଲେକ୍ଟର ଅଫିସ ଘେରାଉ ଦିନ ସେଠାରେ ଉପସ୍ଥିତ ଥିଲେ ମଧ୍ୟ ପୋଲିସର ହାତ ଖାଲି। ଅପରପକ୍ଷରେ ସଦର ଥାନା ଅଧିକାରୀଣି ଚିନ୍ମୟୀ ବେହେରାଙ୍କୁ ବଦଳି ନକରିବା ଫଳରେ ସେ ସାକ୍ଷୀମାନଙ୍କୁ ଧମକ ଚମକ ଦେବା ପିଡ଼ିତ ପରିବାର ଅଭିଯୋଗ କରିଛନ୍ତି । ଏସଡିପିଓ ପ୍ରଶାନ୍ତ ମାଝୀଙ୍କ ହାତରେ ତଦନ୍ତ ଭାର ଥିବା ସ୍ଥଳେ ପୋଲିସ ବିରୋଧରେ ଥାନା ହଜତରେ ୩ ଦିନ ରଖି ବାଡେଇବା ଘଟଣାର ଏଫଆଇଆର ରେଜିଷ୍ଟର୍ଡ଼ ହୋଇପାରି ନାହିଁ। ଅନ୍ୟପଟରେ ସୋମନାଥ ଓଝା ଏବଂ ତପନ ଓଝାଙ୍କୁ ପୋଲିସ ଗିରଫ କରିଥିଲେ ମଧ୍ୟ କୋହଳ ଦଫା ଲଗାଇବାରୁ ଏତେ ସାଙ୍ଘାତିକ ଘଟଣାରେ ସେମାନେ ମାତ୍ର ୫ ଦିନ ଭିତରେ ବେଲ ପାଇବା ସାଧାରଣରେ ଲୋକଙ୍କ ଭିତରେ ଅସନ୍ତୋଷ ସୃଷ୍ଟି କରିଛି।ପୋଲିସ ଅପରାଧୀଙ୍କ ପାଖରେ ବିକ୍ରି ହୋଇଯାଇଥିବା ସାଧାରଣରେ ଚର୍ଚ୍ଚା ହେଉଛି।1
- ଶ୍ରୀ ରାମ ଅଭିଷେକ, ନୂଆପାଟଣା ରାମଲୀଳା ସମିତି1
- ଗୋପବ୍ଲକ ସାଂସଦ ପ୍ରତିନିଧି ଟୁଲୁ ସ୍ୱାଇଁ ଙ୍କୁ ଥାନା ଭିତରେ ମହିଳା ମାନେ ଗୋଡ଼ାଇ ଗୋଡ଼ାଇ ପିଟିଲେ, ପ୍ରାଣ ବିକଳରେ ଦୌଡ଼ି ପଳାଇଲେ ଗାଡ଼ି ଫୋପାଡି।1