ଅବସର ଦିନରେ ହାତକୁ ମିଳିଲା ଚୂଡ଼ାନ୍ତ ପେନ୍ସନ୍ ଆଦେଶ: ନବରଂଗପୁର ଜିଲ୍ଲା ରେ ସୃଷ୍ଟି ହେଲା ନୂଆ ଦୃଷ୍ଟାନ୍ତ l ଡାବୁଗାଁ ତହସିଲର ସେକ୍ସନ ଅଫିସର ବିଶ୍ୱନାଥ ପାଣିଗ୍ରାହୀ ଆଜି ଅବସର ଗ୍ରହଣ କରିଛନ୍ତି। ଅବସର ତାରିଖ ପୂର୍ବରୁ ତାଙ୍କର ଚୂଡ଼ାନ୍ତ ପେନ୍ସନ୍ ପ୍ରସ୍ତାବ ମହାଲେଖାକାର (AG), ଓଡ଼ିଶାଙ୍କ ଦ୍ୱାରା ଅନୁମୋଦିତ ହୋଇଥିବାରୁ ଅବସର ଦିନରେ ହିଁ ସେ ଚୂଡ଼ାନ୍ତ ପେନ୍ସନ୍ ସମ୍ବନ୍ଧୀୟ ସମସ୍ତ ଦସ୍ତାବିଜ ହସ୍ତଗତ କରିଛନ୍ତି।ନବରଙ୍ଗପୁର ଜିଲ୍ଲାର ରାଜସ୍ୱ କ୍ୟାଡରରେ ଏହା ପ୍ରଥମ ଘଟଣା ବୋଲି କୁହାଯାଉଛି, ଯେଉଁଥିରେ କୌଣସି କର୍ମଚାରୀଙ୍କ ଚୂଡ଼ାନ୍ତ ପେନ୍ସନ୍ ଅବସର ତାରିଖ ପୂର୍ବରୁ ଅନୁମୋଦିତ ହୋଇ ଅବସର ଦିନରେ ହିଁ ତାଙ୍କୁ ପେନ୍ସନ୍ ପତ୍ର ପ୍ରଦାନ କରାଯାଇଛି। ସରକାରଙ୍କ ନିର୍ଦ୍ଦେଶାନୁସାରେ ଅବସର ଦିନରେ ଚୂଡ଼ାନ୍ତ ପେନ୍ସନ୍ ମଞ୍ଜୁର ଓ ପ୍ରଦାନ କରିବାର ଲକ୍ଷ୍ୟକୁ ଏହି ସଫଳତା ପ୍ରତିଫଳିତ କରିଛି।ଏହି ଅବସରରେ ଡ. ପ୍ରମୋଦ କୁମାର ପୃଷ୍ଟି, ଅତିରିକ୍ତ ଜିଲ୍ଲାପାଳ ସାଧାରଣ ଓ ବିଶ୍ୱଜିତ୍ ବର୍ମନ, ଅତିରିକ୍ତ ଜିଲ୍ଲାପାଳ, ରାଜସ୍ୱ, ଶ୍ରୀ ପାଣିଗ୍ରାହୀଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମରେ ଡେପୁଟି କଲେକ୍ଟର (ପ୍ରତିଷ୍ଠାନ ଉପବିଭାଗ) ସୁଶ୍ରୀ ସାମିନା ଆଖତାରୀ, ବିଭାଗୀୟ ଅଧିକାରୀ ଜଗନ୍ନାଥ ମହାପାତ୍ର, ପେନ୍ସନ୍ ଡିଲିଂ ଆସିଷ୍ଟାଣ୍ଟ ଶ୍ରୀ ଦେବାଶିଷ ସୁଆରଙ୍କ ସମେତ କାର୍ଯ୍ୟାଳୟର ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।ଏହି ସଫଳ ପଦକ୍ଷେପ ଅନ୍ୟ ସରକାରୀ କର୍ମଚାରୀଙ୍କୁ ଅବସରର ଅନ୍ୟୁନ ଏକ ବର୍ଷ ପୂର୍ବରୁ ପେନ୍ସନ୍ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ପ୍ରେରଣା ଯୋଗାଇବ। ଏହାଦ୍ୱାରା ଚୂଡ଼ାନ୍ତ ପେନ୍ସନ୍ ଅବସର ତାରିଖ ପୂର୍ବରୁ ମଞ୍ଜୁର ହୋଇ କର୍ମଚାରୀମାନେ ଅବସର ଦିନରେ ହିଁ ସେମାନଙ୍କର ପେନ୍ସନ୍ ସୁବିଧା ପାଇପାରିବେ। ଅବସର ଦିନରେ ହାତକୁ ମିଳିଲା ଚୂଡ଼ାନ୍ତ ପେନ୍ସନ୍ ଆଦେଶ: ନବରଂଗପୁର ଜିଲ୍ଲା ରେ ସୃଷ୍ଟି ହେଲା ନୂଆ ଦୃଷ୍ଟାନ୍ତ l ଡାବୁଗାଁ ତହସିଲର ସେକ୍ସନ ଅଫିସର ବିଶ୍ୱନାଥ ପାଣିଗ୍ରାହୀ ଆଜି ଅବସର ଗ୍ରହଣ କରିଛନ୍ତି। ଅବସର ତାରିଖ ପୂର୍ବରୁ ତାଙ୍କର ଚୂଡ଼ାନ୍ତ ପେନ୍ସନ୍ ପ୍ରସ୍ତାବ ମହାଲେଖାକାର (AG), ଓଡ଼ିଶାଙ୍କ ଦ୍ୱାରା ଅନୁମୋଦିତ ହୋଇଥିବାରୁ ଅବସର ଦିନରେ ହିଁ ସେ ଚୂଡ଼ାନ୍ତ ପେନ୍ସନ୍ ସମ୍ବନ୍ଧୀୟ ସମସ୍ତ ଦସ୍ତାବିଜ ହସ୍ତଗତ କରିଛନ୍ତି।ନବରଙ୍ଗପୁର ଜିଲ୍ଲାର ରାଜସ୍ୱ କ୍ୟାଡରରେ ଏହା ପ୍ରଥମ ଘଟଣା ବୋଲି କୁହାଯାଉଛି, ଯେଉଁଥିରେ କୌଣସି କର୍ମଚାରୀଙ୍କ ଚୂଡ଼ାନ୍ତ ପେନ୍ସନ୍ ଅବସର ତାରିଖ ପୂର୍ବରୁ ଅନୁମୋଦିତ ହୋଇ ଅବସର ଦିନରେ ହିଁ ତାଙ୍କୁ ପେନ୍ସନ୍ ପତ୍ର ପ୍ରଦାନ କରାଯାଇଛି। ସରକାରଙ୍କ ନିର୍ଦ୍ଦେଶାନୁସାରେ ଅବସର ଦିନରେ ଚୂଡ଼ାନ୍ତ ପେନ୍ସନ୍ ମଞ୍ଜୁର ଓ ପ୍ରଦାନ କରିବାର ଲକ୍ଷ୍ୟକୁ ଏହି ସଫଳତା ପ୍ରତିଫଳିତ କରିଛି।ଏହି ଅବସରରେ ଡ. ପ୍ରମୋଦ କୁମାର ପୃଷ୍ଟି, ଅତିରିକ୍ତ ଜିଲ୍ଲାପାଳ ସାଧାରଣ ଓ ବିଶ୍ୱଜିତ୍ ବର୍ମନ, ଅତିରିକ୍ତ ଜିଲ୍ଲାପାଳ, ରାଜସ୍ୱ, ଶ୍ରୀ ପାଣିଗ୍ରାହୀଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମରେ ଡେପୁଟି କଲେକ୍ଟର (ପ୍ରତିଷ୍ଠାନ ଉପବିଭାଗ) ସୁଶ୍ରୀ ସାମିନା ଆଖତାରୀ, ବିଭାଗୀୟ ଅଧିକାରୀ ଜଗନ୍ନାଥ ମହାପାତ୍ର, ପେନ୍ସନ୍ ଡିଲିଂ ଆସିଷ୍ଟାଣ୍ଟ ଶ୍ରୀ ଦେବାଶିଷ ସୁଆରଙ୍କ ସମେତ କାର୍ଯ୍ୟାଳୟର ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।ଏହି ସଫଳ ପଦକ୍ଷେପ ଅନ୍ୟ ସରକାରୀ କର୍ମଚାରୀଙ୍କୁ ଅବସରର ଅନ୍ୟୁନ ଏକ ବର୍ଷ ପୂର୍ବରୁ ପେନ୍ସନ୍ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ପ୍ରେରଣା ଯୋଗାଇବ। ଏହାଦ୍ୱାରା ଚୂଡ଼ାନ୍ତ ପେନ୍ସନ୍ ଅବସର ତାରିଖ ପୂର୍ବରୁ ମଞ୍ଜୁର ହୋଇ କର୍ମଚାରୀମାନେ ଅବସର ଦିନରେ ହିଁ ସେମାନଙ୍କର ପେନ୍ସନ୍ ସୁବିଧା ପାଇପାରିବେ।
ଅବସର ଦିନରେ ହାତକୁ ମିଳିଲା ଚୂଡ଼ାନ୍ତ ପେନ୍ସନ୍ ଆଦେଶ: ନବରଂଗପୁର ଜିଲ୍ଲା ରେ ସୃଷ୍ଟି ହେଲା ନୂଆ ଦୃଷ୍ଟାନ୍ତ l ଡାବୁଗାଁ ତହସିଲର ସେକ୍ସନ ଅଫିସର ବିଶ୍ୱନାଥ ପାଣିଗ୍ରାହୀ ଆଜି ଅବସର ଗ୍ରହଣ କରିଛନ୍ତି। ଅବସର ତାରିଖ ପୂର୍ବରୁ ତାଙ୍କର ଚୂଡ଼ାନ୍ତ ପେନ୍ସନ୍ ପ୍ରସ୍ତାବ ମହାଲେଖାକାର (AG), ଓଡ଼ିଶାଙ୍କ ଦ୍ୱାରା ଅନୁମୋଦିତ ହୋଇଥିବାରୁ ଅବସର ଦିନରେ ହିଁ ସେ ଚୂଡ଼ାନ୍ତ ପେନ୍ସନ୍ ସମ୍ବନ୍ଧୀୟ ସମସ୍ତ ଦସ୍ତାବିଜ ହସ୍ତଗତ କରିଛନ୍ତି।ନବରଙ୍ଗପୁର ଜିଲ୍ଲାର ରାଜସ୍ୱ କ୍ୟାଡରରେ ଏହା ପ୍ରଥମ ଘଟଣା ବୋଲି କୁହାଯାଉଛି, ଯେଉଁଥିରେ କୌଣସି କର୍ମଚାରୀଙ୍କ ଚୂଡ଼ାନ୍ତ ପେନ୍ସନ୍ ଅବସର ତାରିଖ ପୂର୍ବରୁ ଅନୁମୋଦିତ ହୋଇ ଅବସର ଦିନରେ ହିଁ ତାଙ୍କୁ ପେନ୍ସନ୍ ପତ୍ର ପ୍ରଦାନ କରାଯାଇଛି। ସରକାରଙ୍କ ନିର୍ଦ୍ଦେଶାନୁସାରେ ଅବସର ଦିନରେ ଚୂଡ଼ାନ୍ତ ପେନ୍ସନ୍ ମଞ୍ଜୁର ଓ ପ୍ରଦାନ କରିବାର ଲକ୍ଷ୍ୟକୁ ଏହି ସଫଳତା ପ୍ରତିଫଳିତ କରିଛି।ଏହି ଅବସରରେ ଡ. ପ୍ରମୋଦ କୁମାର ପୃଷ୍ଟି, ଅତିରିକ୍ତ ଜିଲ୍ଲାପାଳ ସାଧାରଣ ଓ ବିଶ୍ୱଜିତ୍ ବର୍ମନ, ଅତିରିକ୍ତ ଜିଲ୍ଲାପାଳ, ରାଜସ୍ୱ, ଶ୍ରୀ ପାଣିଗ୍ରାହୀଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମରେ
ଡେପୁଟି କଲେକ୍ଟର (ପ୍ରତିଷ୍ଠାନ ଉପବିଭାଗ) ସୁଶ୍ରୀ ସାମିନା ଆଖତାରୀ, ବିଭାଗୀୟ ଅଧିକାରୀ ଜଗନ୍ନାଥ ମହାପାତ୍ର, ପେନ୍ସନ୍ ଡିଲିଂ ଆସିଷ୍ଟାଣ୍ଟ ଶ୍ରୀ ଦେବାଶିଷ ସୁଆରଙ୍କ ସମେତ କାର୍ଯ୍ୟାଳୟର ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।ଏହି ସଫଳ ପଦକ୍ଷେପ ଅନ୍ୟ ସରକାରୀ କର୍ମଚାରୀଙ୍କୁ ଅବସରର ଅନ୍ୟୁନ ଏକ ବର୍ଷ ପୂର୍ବରୁ ପେନ୍ସନ୍ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ପ୍ରେରଣା ଯୋଗାଇବ। ଏହାଦ୍ୱାରା ଚୂଡ଼ାନ୍ତ ପେନ୍ସନ୍ ଅବସର ତାରିଖ ପୂର୍ବରୁ ମଞ୍ଜୁର ହୋଇ କର୍ମଚାରୀମାନେ ଅବସର ଦିନରେ ହିଁ ସେମାନଙ୍କର ପେନ୍ସନ୍ ସୁବିଧା ପାଇପାରିବେ। ଅବସର ଦିନରେ ହାତକୁ ମିଳିଲା ଚୂଡ଼ାନ୍ତ ପେନ୍ସନ୍ ଆଦେଶ: ନବରଂଗପୁର ଜିଲ୍ଲା ରେ ସୃଷ୍ଟି ହେଲା ନୂଆ ଦୃଷ୍ଟାନ୍ତ l ଡାବୁଗାଁ ତହସିଲର ସେକ୍ସନ ଅଫିସର ବିଶ୍ୱନାଥ ପାଣିଗ୍ରାହୀ ଆଜି ଅବସର ଗ୍ରହଣ କରିଛନ୍ତି। ଅବସର ତାରିଖ ପୂର୍ବରୁ ତାଙ୍କର ଚୂଡ଼ାନ୍ତ ପେନ୍ସନ୍ ପ୍ରସ୍ତାବ ମହାଲେଖାକାର (AG), ଓଡ଼ିଶାଙ୍କ ଦ୍ୱାରା ଅନୁମୋଦିତ ହୋଇଥିବାରୁ ଅବସର ଦିନରେ ହିଁ ସେ ଚୂଡ଼ାନ୍ତ ପେନ୍ସନ୍ ସମ୍ବନ୍ଧୀୟ ସମସ୍ତ ଦସ୍ତାବିଜ ହସ୍ତଗତ କରିଛନ୍ତି।ନବରଙ୍ଗପୁର ଜିଲ୍ଲାର ରାଜସ୍ୱ କ୍ୟାଡରରେ ଏହା ପ୍ରଥମ ଘଟଣା ବୋଲି କୁହାଯାଉଛି, ଯେଉଁଥିରେ କୌଣସି
କର୍ମଚାରୀଙ୍କ ଚୂଡ଼ାନ୍ତ ପେନ୍ସନ୍ ଅବସର ତାରିଖ ପୂର୍ବରୁ ଅନୁମୋଦିତ ହୋଇ ଅବସର ଦିନରେ ହିଁ ତାଙ୍କୁ ପେନ୍ସନ୍ ପତ୍ର ପ୍ରଦାନ କରାଯାଇଛି। ସରକାରଙ୍କ ନିର୍ଦ୍ଦେଶାନୁସାରେ ଅବସର ଦିନରେ ଚୂଡ଼ାନ୍ତ ପେନ୍ସନ୍ ମଞ୍ଜୁର ଓ ପ୍ରଦାନ କରିବାର ଲକ୍ଷ୍ୟକୁ ଏହି ସଫଳତା ପ୍ରତିଫଳିତ କରିଛି।ଏହି ଅବସରରେ ଡ. ପ୍ରମୋଦ କୁମାର ପୃଷ୍ଟି, ଅତିରିକ୍ତ ଜିଲ୍ଲାପାଳ ସାଧାରଣ ଓ ବିଶ୍ୱଜିତ୍ ବର୍ମନ, ଅତିରିକ୍ତ ଜିଲ୍ଲାପାଳ, ରାଜସ୍ୱ, ଶ୍ରୀ ପାଣିଗ୍ରାହୀଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମରେ ଡେପୁଟି କଲେକ୍ଟର (ପ୍ରତିଷ୍ଠାନ ଉପବିଭାଗ) ସୁଶ୍ରୀ ସାମିନା ଆଖତାରୀ, ବିଭାଗୀୟ ଅଧିକାରୀ ଜଗନ୍ନାଥ ମହାପାତ୍ର, ପେନ୍ସନ୍ ଡିଲିଂ ଆସିଷ୍ଟାଣ୍ଟ ଶ୍ରୀ ଦେବାଶିଷ ସୁଆରଙ୍କ ସମେତ କାର୍ଯ୍ୟାଳୟର ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।ଏହି ସଫଳ ପଦକ୍ଷେପ ଅନ୍ୟ ସରକାରୀ କର୍ମଚାରୀଙ୍କୁ ଅବସରର ଅନ୍ୟୁନ ଏକ ବର୍ଷ ପୂର୍ବରୁ ପେନ୍ସନ୍ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ପ୍ରେରଣା ଯୋଗାଇବ। ଏହାଦ୍ୱାରା ଚୂଡ଼ାନ୍ତ ପେନ୍ସନ୍ ଅବସର ତାରିଖ ପୂର୍ବରୁ ମଞ୍ଜୁର ହୋଇ କର୍ମଚାରୀମାନେ ଅବସର ଦିନରେ ହିଁ ସେମାନଙ୍କର ପେନ୍ସନ୍ ସୁବିଧା ପାଇପାରିବେ।
- ଅସ୍ଥାୟୀ କର୍ମଚାରୀଙ୍କୁ କାମ ମନା! ଜୟପୁର R&B SEଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଚର୍ଚ୍ଚା ଅସ୍ଥାୟୀ କର୍ମଚାରୀଙ୍କୁ କାମ ମନା! ଜୟପୁର R&B SEଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଚର୍ଚ୍ଚା1
- ବନ୍ଧୁଗାଁ ବ୍ଲକ କାବ୍ରିବାଡି ପଞ୍ଚାୟତ ର ରାସ୍ତା ନିର୍ମାଣ ବିଳମ୍ବ ଯୋଗୁଁ ପଞ୍ଚାୟତର ୨୨ ଟି ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି3
- ପିଡେଲ ବାଜୁ ଗ୍ରାମ ରେ ବୃଦ୍ଧାଙ୍କୁ ହାତୀ କଚାଡ଼ି ମାରିବା ଘଟଣା ଘଟଣାସ୍ଥଳରେ ବନବିଭାଗ ରାଜସ୍ୱ ଓ ପୋଲିସ ବିଭାଗର ମିଳିତ ରେ ତଦନ୍ତ,ଶବ ବ୍ୟବଚ୍ଛେଦ ପରେ ପରିବାରର ବର୍ଗଙ୍କୁ ହସ୍ତାନ୍ତର। କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ଥାନା ଅନ୍ତର୍ଗତ ପିଡେଲବାଜୁ ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ୨୬ଟିକିଆ ଜଙ୍ଗଲୀ ହାତୀପଲର ଉତ୍ପାତରେ ଜଣେ ବୃଦ୍ଧାଙ୍କ ଜୀବନ ଯାଇଛି। ହାତୀପଲ ଗ୍ରାମରେ ପ୍ରବେଶ କରି ପ୍ରଥମେ ଚାଷଜମିର ଫସଲ ନଷ୍ଟ କରିବା ସହ ପିଡେଲବାଜୁ ଗାଁର ତିଲାଏ ହରିଜନ ଙ୍କ ଘର ଭାଙ୍ଗି ଜୀବନ ନେଇଛି ।ସୂଚନା ଅନୁଯାୟୀ, ତିଲାଏ ହରିଜନଙ୍କ ଘର କାନ୍ଥକୁ ହାତୀପଲ ଭାଙ୍ଗି ଦେଇଥିଲା। ସେହି ସମୟରେ ଘର ଭିତରେ ପାଞ୍ଚଜଣ ଶୋଇଥିଲେ। ହଠାତ୍ ହାତୀପଲକୁ ଦେଖି ଚାରିଜଣ ପୁରୁଷ ମହିଳା ଜୀବନ ବିକଳରେ ଘରୁ ବାହାରି ପଳାଇବାରେ ସଫଳ ହୋଇଥିବାବେଳେ ତିଲାଏ ହରିଜନ ଦୁର୍ଭାଗ୍ୟବଶତଃ ହାତୀପଲର ହାବୁଡ଼ରେ ପଡ଼ିଯାଇଥିଲେ। ହାତୀ ତାଙ୍କୁ କଚାଡ଼ି ଦେବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ମୃତଦେହ କୁ ଖଣ୍ଡ ବଖଣ୍ଡିତ କରି ଚାରିଆଡେ ଫିଙ୍ଗିଦେଇ ଥିଲା।ସକାଳୁ ଘଟଣାର ଖବର ପାଇ ବିଶ୍ୱନାଥପୁର ବନ ବିଭାଗ ଫରେଷ୍ଟର ସୁରେଶ ରାଉତ ଓ ଅନ୍ୟ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ।ବିଶ୍ୱନାଥପୁର ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୁଲିସ ମୃତଦେହ ଉଦ୍ଧାର କରି ତଦନ୍ତ ପରେ ଏକ ମାମଲା ରୁଜୁ କରିଛି। ବିଶ୍ୱନାଥପୁର ଥାନା ଅଧିକାରୀ କଳ୍ପନା ବେହେରା, ଅତିରିକ୍ତ ତହସିଲଦାର ସତ୍ୟବ୍ରତ ନାୟକ, ଏସିଏଫ ନରୋତ୍ତମ ମାଝୀ,ଡ଼. କିରଣ କୁମାର ସାହୁ ଘଟଣା ପହଞ୍ଚି ଘଟଣା ତଦନ୍ତ କରିଥିଲେ।। କୁମଖାଳ ସରପଞ୍ଚ ସାନ୍ଦ୍ରୁ ମାଝୀ ହାତୀ ଉପଦ୍ରଵକୁ ନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।ଘଟଣା ସ୍ଥଳରେ ହିଁ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଆଜି ଶନିବାର ରାତ୍ରୀ ଆଠଟା ସମୟରେ ବିଶ୍ଵନାଥ ପୁର ପୋଲିସ ସୁଚନା ଦେଇଛି। ଦୁଃଖଦ ଘଟଣା ରେ ଲାଞ୍ଜିଗଡ଼ ବିଧାୟକ ପ୍ରତିନିଧି ପ୍ରଦୀପ କୁମାର ଘଢେଇ ଲାଞ୍ଜିଗଡ଼ ବ୍ଲକ କଂଗ୍ରେସ କମିଟି କାର୍ଯ୍ୟକାରୀ ସଭାପତି ସନ୍ତୋଷ କୁମାର ତୁଳ ରାଜିବ ଗାନ୍ଧୀ ସେବା ସମିତି ସଭାପତି ମୁଲୁ ମାଝୀ, ବିଶ୍ଵନାଥ ପୁର ବିଜେପି ମଣ୍ଡଳ ସଭାପତି ତୁଳସୀ ମାଝୀ ସମ୍ପାଦକ ଘଟଣାସ୍ଥଳରେ ପହଞ୍ଚି ତିଥି ଅନୁଧ୍ୟାନ ସହିତ ଶୋକ ସନ୍ତୋପ ପରିବାର କୁ ଆଶ୍ଵସନା ଦେବା ସହିତ ଅମର ଆତ୍ମାର ସଦଗତି କାମନାରେ କରି ସମବେଦନା ଜଣାଇଛନ୍ତି।1
- କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ସମ୍ବଲପୁରୀ ଦିନ ର ଜଣାଇଲେ ଶୁଭେଚ୍ଛା1
- ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ହରିଭବନ ଠାରେ ଆଜି ସର୍ଗୀୟ ଡାକ୍ତର ନେକିରାମ ଅଗ୍ରଓ୍ବାଲ ଙ୍କ ସ୍ମୃତିରେ ପ୍ରେସ କ୍ଲବ ଓ ମାରଓ୍ବାଡ଼ି ଯୁବା ମଞ୍ଚ ବିକାଶ ଶାଖା, କଣ୍ଟାବାଞ୍ଜି ଏବଂ ଏସ୍.ସି.ଡି. ଚକ୍ଷୁ ଚିକିତ୍ସାଳୟ ଙ୍କ ସହଯୋଗରେ ନିଃଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି।1
- ବିକାଶର ଅନେକ ଦୂରରେ କମାରଖୋଲ ଗାଁ, ନାହିଁ ନାହିଁରେ ବିତୁଛି ଅଭିଶପ୍ତ ଗାଁର ଜୀବନ I ନୂଆପଡା ଜିଲ୍ଲା ବୋଡେ଼ନ ବ୍ଳକ ଖଇରା ପଞ୍ଚାୟତର ଉପାନ୍ତ କମାର ଖୋଲ ଗାଁ ନାହିଁ ନାହିଁରେ ବିତୁଛି ଜୀବନ I1
- ଦେବାଦେବୀଙ୍କ ପାରମ୍ପାରିକ ଆଭୂଷଣ ତିଆରି କରି ସ୍ୱାବଲମ୍ବୀ #Nabarangpur #National241
- ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦଙ୍କ ହସ୍ତକ୍ଷେପ ପରେ ଜୟପୁର R&B ଅସ୍ଥାୟୀ କର୍ମଚାରୀଙ୍କ ଧାରଣା ସ୍ଥଗିତ। ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦଙ୍କ ହସ୍ତକ୍ଷେପ ପରେ ଜୟପୁର R&B ଅସ୍ଥାୟୀ କର୍ମଚାରୀଙ୍କ ଧାରଣା ସ୍ଥଗିତ।1
- ପିଡେଲବାଜୁ ଗାଁ ଠାରେ ହାତୀ ଆକ୍ରମଣରେ ବୃଦ୍ଧାଙ୍କ ଶୋଚନୀୟ ମୃତ୍ୟୁ। କ୍ଷତିପୂରଣ ଦାବି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍ କୁମଖାଲ ପଞ୍ଚାୟତ ଅନ୍ତର୍ଗତ ପିଡେଲବାଜୁ ଗାଁରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ବିଳମ୍ବିତ ରାତିରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କର ଅକାଳ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ଜଙ୍ଗଲୀ ହାତୀ ଗାଁ ଭିତରକୁ ପଶି ଘରଦ୍ଵାର ଭାଙ୍ଗି ତିଲେଇ ହରିଜନ ନାମକ ବୃଦ୍ଧାଙ୍କ ହାତୀଟି ତାଙ୍କୁ ଆକ୍ରମଣ କରି ଦଳିଚକଟି ଦେଇ ଥିବା ସୁଚନା ମିଳିଛି। ଏହି ଦୁଃଖଦ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟ ଓ ଅସନ୍ତୋଷର ବାତାବରଣ ସୃଷ୍ଟି ହୋଇଛି। ଦୀର୍ଘ ଦିନ ହେବ ଏହି ବ୍ଲକର ବିଭିନ୍ନ ଗାଁରେ ହାତୀଙ୍କ ଉପଦ୍ରବ ବୃଦ୍ଧି ପାଉଥିବା ଯୋଗୁଁ ବନ ବିଭାଗ ଏଥି ପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ମୃତକଙ୍କ ପରିବାରକୁ ତୁରନ୍ତ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରାଯିବା ସହିତ ଅଞ୍ଚଳରୁ ହାତୀ ସୁରକ୍ଷିତ ଭାବେ ଘଉଡ଼ାଇବା ପାଇଁ ବନ ବିଭାଗ ପାଟ୍ରୋଲିଂ କଡ଼ାକଡ଼ି କରିବା ଦାବି ରହିଛି। ଖବର ପାଇ ସରପଞ୍ଚ ସାନ୍ଦ୍ରୁ ମାଝୀ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତ ଅନୁଧ୍ୟାନ କରି ସମସ୍ତ ଙ୍କୁ ଆଜି ସକାଳ ଛଅଟା ସମୟରେ ସୁଚନା ଦେଇଛନ୍ତି।ଖବର ପ୍ରସାରଣ ପର୍ଯ୍ୟନ୍ତ କୌଣସି ବିଭାଗୀୟ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନଥିଲେ1