logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ପିଡେଲ ବାଜୁ ଗ୍ରାମ ରେ ବୃଦ୍ଧାଙ୍କୁ ହାତୀ କଚାଡ଼ି ମାରିବା ଘଟଣା ଘଟଣାସ୍ଥଳରେ ବନବିଭାଗ ରାଜସ୍ୱ ଓ ପୋଲିସ ବିଭାଗର ମିଳିତ ରେ ତଦନ୍ତ,ଶବ ବ୍ୟବଚ୍ଛେଦ ପରେ ପରିବାରର ବର୍ଗଙ୍କୁ ହସ୍ତାନ୍ତର। କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ଥାନା ଅନ୍ତର୍ଗତ ପିଡେଲବାଜୁ ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ୨୬ଟିକିଆ ଜଙ୍ଗଲୀ ହାତୀପଲର ଉତ୍ପାତରେ ଜଣେ ବୃଦ୍ଧାଙ୍କ ଜୀବନ ଯାଇଛି। ହାତୀପଲ ଗ୍ରାମରେ ପ୍ରବେଶ କରି ପ୍ରଥମେ ଚାଷଜମିର ଫସଲ ନଷ୍ଟ କରିବା ସହ ପିଡେଲବାଜୁ ଗାଁର ତିଲାଏ ହରିଜନ ଙ୍କ ଘର ଭାଙ୍ଗି ଜୀବନ ନେଇଛି ।ସୂଚନା ଅନୁଯାୟୀ, ତିଲାଏ ହରିଜନଙ୍କ ଘର କାନ୍ଥକୁ ହାତୀପଲ ଭାଙ୍ଗି ଦେଇଥିଲା। ସେହି ସମୟରେ ଘର ଭିତରେ ପାଞ୍ଚଜଣ ଶୋଇଥିଲେ। ହଠାତ୍ ହାତୀପଲକୁ ଦେଖି ଚାରିଜଣ ପୁରୁଷ ମହିଳା ଜୀବନ ବିକଳରେ ଘରୁ ବାହାରି ପଳାଇବାରେ ସଫଳ ହୋଇଥିବାବେଳେ ତିଲାଏ ହରିଜନ ଦୁର୍ଭାଗ୍ୟବଶତଃ ହାତୀପଲର ହାବୁଡ଼ରେ ପଡ଼ିଯାଇଥିଲେ। ହାତୀ ତାଙ୍କୁ କଚାଡ଼ି ଦେବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ମୃତଦେହ କୁ ଖଣ୍ଡ ବଖଣ୍ଡିତ କରି ଚାରିଆଡେ ଫିଙ୍ଗିଦେଇ ଥିଲା।ସକାଳୁ ଘଟଣାର ଖବର ପାଇ ବିଶ୍ୱନାଥପୁର ବନ ବିଭାଗ ଫରେଷ୍ଟର ସୁରେଶ ରାଉତ ଓ ଅନ୍ୟ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ।ବିଶ୍ୱନାଥପୁର ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୁଲିସ ମୃତଦେହ ଉଦ୍ଧାର କରି ତଦନ୍ତ ପରେ ଏକ ମାମଲା ରୁଜୁ କରିଛି। ବିଶ୍ୱନାଥପୁର ଥାନା ଅଧିକାରୀ କଳ୍ପନା ବେହେରା, ଅତିରିକ୍ତ ତହସିଲଦାର ସତ୍ୟବ୍ରତ ନାୟକ, ଏସିଏଫ ନରୋତ୍ତମ ମାଝୀ,ଡ଼. କିରଣ କୁମାର ସାହୁ ଘଟଣା ପହଞ୍ଚି ଘଟଣା ତଦନ୍ତ କରିଥିଲେ।। କୁମଖାଳ ସରପଞ୍ଚ ସାନ୍ଦ୍ରୁ ମାଝୀ ହାତୀ ଉପଦ୍ରଵକୁ ନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।ଘଟଣା ସ୍ଥଳରେ ହିଁ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଆଜି ଶନିବାର ରାତ୍ରୀ ଆଠଟା ସମୟରେ ବିଶ୍ଵନାଥ ପୁର ପୋଲିସ ସୁଚନା ଦେଇଛି। ଦୁଃଖଦ ଘଟଣା ରେ ଲାଞ୍ଜିଗଡ଼ ବିଧାୟକ ପ୍ରତିନିଧି ପ୍ରଦୀପ କୁମାର ଘଢେଇ ଲାଞ୍ଜିଗଡ଼ ବ୍ଲକ କଂଗ୍ରେସ କମିଟି କାର୍ଯ୍ୟକାରୀ ସଭାପତି ସନ୍ତୋଷ କୁମାର ତୁଳ ରାଜିବ ଗାନ୍ଧୀ ସେବା ସମିତି ସଭାପତି ମୁଲୁ ମାଝୀ, ବିଶ୍ଵନାଥ ପୁର ବିଜେପି ମଣ୍ଡଳ ସଭାପତି ତୁଳସୀ ମାଝୀ ସମ୍ପାଦକ ଘଟଣାସ୍ଥଳରେ ପହଞ୍ଚି ତିଥି ଅନୁଧ୍ୟାନ ସହିତ ଶୋକ ସନ୍ତୋପ ପରିବାର କୁ ଆଶ୍ଵସନା ଦେବା ସହିତ ଅମର ଆତ୍ମାର ସଦଗତି କାମନାରେ କରି ସମବେଦନା ଜଣାଇଛନ୍ତି।

1 hr ago
user_Gopal Das Mahananda
Gopal Das Mahananda
Voice of people ଲାଞ୍ଜିଗଡ଼, କଳାହାଣ୍ଡି, ଓଡ଼ିଶା•
1 hr ago

ପିଡେଲ ବାଜୁ ଗ୍ରାମ ରେ ବୃଦ୍ଧାଙ୍କୁ ହାତୀ କଚାଡ଼ି ମାରିବା ଘଟଣା ଘଟଣାସ୍ଥଳରେ ବନବିଭାଗ ରାଜସ୍ୱ ଓ ପୋଲିସ ବିଭାଗର ମିଳିତ ରେ ତଦନ୍ତ,ଶବ ବ୍ୟବଚ୍ଛେଦ ପରେ ପରିବାରର ବର୍ଗଙ୍କୁ ହସ୍ତାନ୍ତର। କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ଥାନା ଅନ୍ତର୍ଗତ ପିଡେଲବାଜୁ ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ୨୬ଟିକିଆ ଜଙ୍ଗଲୀ ହାତୀପଲର ଉତ୍ପାତରେ ଜଣେ ବୃଦ୍ଧାଙ୍କ ଜୀବନ ଯାଇଛି। ହାତୀପଲ ଗ୍ରାମରେ ପ୍ରବେଶ କରି ପ୍ରଥମେ ଚାଷଜମିର ଫସଲ ନଷ୍ଟ କରିବା ସହ ପିଡେଲବାଜୁ ଗାଁର ତିଲାଏ ହରିଜନ ଙ୍କ ଘର ଭାଙ୍ଗି ଜୀବନ ନେଇଛି ।ସୂଚନା ଅନୁଯାୟୀ, ତିଲାଏ ହରିଜନଙ୍କ ଘର କାନ୍ଥକୁ ହାତୀପଲ ଭାଙ୍ଗି ଦେଇଥିଲା। ସେହି ସମୟରେ ଘର ଭିତରେ ପାଞ୍ଚଜଣ ଶୋଇଥିଲେ। ହଠାତ୍ ହାତୀପଲକୁ ଦେଖି ଚାରିଜଣ ପୁରୁଷ ମହିଳା ଜୀବନ ବିକଳରେ ଘରୁ ବାହାରି ପଳାଇବାରେ ସଫଳ ହୋଇଥିବାବେଳେ ତିଲାଏ ହରିଜନ ଦୁର୍ଭାଗ୍ୟବଶତଃ ହାତୀପଲର ହାବୁଡ଼ରେ ପଡ଼ିଯାଇଥିଲେ। ହାତୀ ତାଙ୍କୁ କଚାଡ଼ି ଦେବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ମୃତଦେହ କୁ ଖଣ୍ଡ ବଖଣ୍ଡିତ କରି ଚାରିଆଡେ ଫିଙ୍ଗିଦେଇ ଥିଲା।ସକାଳୁ ଘଟଣାର ଖବର ପାଇ ବିଶ୍ୱନାଥପୁର ବନ ବିଭାଗ ଫରେଷ୍ଟର ସୁରେଶ ରାଉତ ଓ ଅନ୍ୟ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ।ବିଶ୍ୱନାଥପୁର ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୁଲିସ ମୃତଦେହ ଉଦ୍ଧାର କରି ତଦନ୍ତ ପରେ ଏକ ମାମଲା ରୁଜୁ କରିଛି। ବିଶ୍ୱନାଥପୁର ଥାନା ଅଧିକାରୀ କଳ୍ପନା ବେହେରା, ଅତିରିକ୍ତ ତହସିଲଦାର ସତ୍ୟବ୍ରତ ନାୟକ, ଏସିଏଫ ନରୋତ୍ତମ ମାଝୀ,ଡ଼. କିରଣ କୁମାର ସାହୁ ଘଟଣା ପହଞ୍ଚି ଘଟଣା ତଦନ୍ତ କରିଥିଲେ।। କୁମଖାଳ ସରପଞ୍ଚ ସାନ୍ଦ୍ରୁ ମାଝୀ ହାତୀ ଉପଦ୍ରଵକୁ ନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।ଘଟଣା ସ୍ଥଳରେ ହିଁ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଆଜି ଶନିବାର ରାତ୍ରୀ ଆଠଟା ସମୟରେ ବିଶ୍ଵନାଥ ପୁର ପୋଲିସ ସୁଚନା ଦେଇଛି। ଦୁଃଖଦ ଘଟଣା ରେ ଲାଞ୍ଜିଗଡ଼ ବିଧାୟକ ପ୍ରତିନିଧି ପ୍ରଦୀପ କୁମାର ଘଢେଇ ଲାଞ୍ଜିଗଡ଼ ବ୍ଲକ କଂଗ୍ରେସ କମିଟି କାର୍ଯ୍ୟକାରୀ ସଭାପତି ସନ୍ତୋଷ କୁମାର ତୁଳ ରାଜିବ ଗାନ୍ଧୀ ସେବା ସମିତି ସଭାପତି ମୁଲୁ ମାଝୀ, ବିଶ୍ଵନାଥ ପୁର ବିଜେପି ମଣ୍ଡଳ ସଭାପତି ତୁଳସୀ ମାଝୀ ସମ୍ପାଦକ ଘଟଣାସ୍ଥଳରେ ପହଞ୍ଚି ତିଥି ଅନୁଧ୍ୟାନ ସହିତ ଶୋକ ସନ୍ତୋପ ପରିବାର କୁ ଆଶ୍ଵସନା ଦେବା ସହିତ ଅମର ଆତ୍ମାର ସଦଗତି କାମନାରେ କରି ସମବେଦନା ଜଣାଇଛନ୍ତି।

More news from ଓଡ଼ିଶା and nearby areas
  • କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ସମ୍ବଲପୁରୀ ଦିନ ର ଜଣାଇଲେ ଶୁଭେଚ୍ଛା
    1
    କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ସମ୍ବଲପୁରୀ ଦିନ ର ଜଣାଇଲେ ଶୁଭେଚ୍ଛା
    user_HULESWAR HANS YADAV
    HULESWAR HANS YADAV
    Local News Reporter କଣ୍ଟାବାଞ୍ଜି, ବଲାଙ୍ଗୀର, ଓଡ଼ିଶା•
    3 hrs ago
  • ମୋହନା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିଶ୍ୱର ରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଆୟୋଜିତ ହେଇଚି ମୁଖ୍ୟ ଅତିଥି ଭାବେ ସୁତନ୍ତ୍ର ଉନୟନ ପରିଷଦ ଅଦକ୍ଷ କାମଦେବ ବଡ଼ନାୟକ ଯୋଗ ଦେଇ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିଥିଲେ କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ପରିଚାଳନା କମିଟି ଉପସ୍ଥିତ ରହିଥିଲେ
    1
    ମୋହନା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିଶ୍ୱର ରେ  ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଆୟୋଜିତ ହେଇଚି ମୁଖ୍ୟ ଅତିଥି ଭାବେ ସୁତନ୍ତ୍ର ଉନୟନ ପରିଷଦ ଅଦକ୍ଷ କାମଦେବ ବଡ଼ନାୟକ ଯୋଗ ଦେଇ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିଥିଲେ କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ପରିଚାଳନା କମିଟି ଉପସ୍ଥିତ ରହିଥିଲେ
    user_Ansubhai Pandey
    Ansubhai Pandey
    ମୋହନା, ଗଜପତି, ଓଡ଼ିଶା•
    6 hrs ago
  • ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ହରିଭବନ ଠାରେ ଆଜି ସର୍ଗୀୟ ଡାକ୍ତର ନେକିରାମ ଅଗ୍ରଓ୍ବାଲ ଙ୍କ ସ୍ମୃତିରେ ପ୍ରେସ କ୍ଲବ ଓ ମାରଓ୍ବାଡ଼ି ଯୁବା ମଞ୍ଚ ବିକାଶ ଶାଖା, କଣ୍ଟାବାଞ୍ଜି ଏବଂ ଏସ୍.ସି.ଡି. ଚକ୍ଷୁ ଚିକିତ୍ସାଳୟ ଙ୍କ ସହଯୋଗରେ ନିଃଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି।
    1
    ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ହରିଭବନ ଠାରେ ଆଜି ସର୍ଗୀୟ ଡାକ୍ତର ନେକିରାମ ଅଗ୍ରଓ୍ବାଲ ଙ୍କ ସ୍ମୃତିରେ  ପ୍ରେସ କ୍ଲବ ଓ ମାରଓ୍ବାଡ଼ି ଯୁବା ମଞ୍ଚ ବିକାଶ ଶାଖା, କଣ୍ଟାବାଞ୍ଜି ଏବଂ ଏସ୍.ସି.ଡି. ଚକ୍ଷୁ ଚିକିତ୍ସାଳୟ ଙ୍କ ସହଯୋଗରେ ନିଃଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି।
    user_କଣ୍ଟାବାଞ୍ଜି ଖବର
    କଣ୍ଟାବାଞ୍ଜି ଖବର
    କଣ୍ଟାବାଞ୍ଜି, ବଲାଙ୍ଗୀର, ଓଡ଼ିଶା•
    9 hrs ago
  • ବମ୍ବେ ରେ ଅଛନ୍ତି ଅଙ୍ଗନବାଡି କର୍ମୀ,ହେଲ୍ପରଙ୍କ ଦ୍ଵାରା ୧୦ ଦିନ ହେଲା ଚାଲିଛି ଅଙ୍ଗନବାଡି କେନ୍ଦ୍ର ବମ୍ବେ ରେ ଅଛନ୍ତି ଅଙ୍ଗନବାଡି କର୍ମୀ,ହେଲ୍ପରଙ୍କ ଦ୍ଵାରା ଚାଲିଛି ଅଙ୍ଗନବାଡି କେନ୍ଦ୍ର l ପିଲା ମାନଙ୍କୁ କେବଳ ହେଲ୍ପର ରନ୍ଧା ଖାଦ୍ୟ ଦେଇ ଚାଲି ଯାଉଛନ୍ତି l କେନ୍ଦ୍ର ରେ ୬ଗୋଟି ପିଲା ଥିବା ବେଳେ ସେମାଙ୍କୁ କୌଣସି ପାଠ ପଢ଼ା ଯାଉନି କି ଖେଳ କୁଦ କରା ଯାଉନି l ଏବଂ ସରାକରଙ୍କ ନିୟମ ଅନୁଯାୟୀ କିଶୋରୀ ଓ ଗର୍ଭବତୀଙ୍କୁ ଦିଆଯାଉନି ଅଣ୍ଡା ଓ ଛତୁଆ l ଏଭଳି ଅଭିଯୋଗ ଆସିଛି ଗଜପତି ଜିଲ୍ଲା ମୋହନା ବ୍ଲକ ନିଜୁମା ଅଙ୍ଗନବାଡି କେନ୍ଦ୍ର ରେ l ଗତ ୧୦ ଦିନ ହେଲାଣି ଅଙ୍ଗନବାଡି କେନ୍ଦ୍ର ର କର୍ମୀ ମମତା ରଇତ ଉପରିସ୍ଥ ଅଧିକାରୀଙ୍କୁ ବିନା ଜଣାତରେ ବମ୍ବେ ଯାଇଛନ୍ତି l ଫଳରେ କେନ୍ଦ୍ରର ସହାୟିକା କେବଳ ଶିଶୁମାନଙ୍କୁ ଖାଇବାକୁ ଦେଇ ଛାଡ଼ି ଦେଉଛନ୍ତି l ଅଙ୍ଗନବାଡି କର୍ମୀ ଚିକିତ୍ସା ପାଇଁ ବମ୍ବେ ଯାଇଥିବା ଗ୍ରାମବାସୀ କହୁଥିବା ବେଳେ ସିଡିପିଓ କହିଛନ୍ତି ଘଟଣା ସମ୍ପର୍କରେ ସେ ଜାଣି ନାହାଁନ୍ତି l ସୁପର୍ଭାଇଜର ଓ ହେଲପରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବେ ବୋଲି କହିଛନ୍ତି l ଗଜପତି ଜିଲ୍ଲା ରୁ ଟିକି ଲିମା ଙ୍କ ରିପୋର୍ଟ ଖବର ତରଙ୍ଗ
    1
    ବମ୍ବେ ରେ ଅଛନ୍ତି ଅଙ୍ଗନବାଡି କର୍ମୀ,ହେଲ୍ପରଙ୍କ ଦ୍ଵାରା ୧୦ ଦିନ ହେଲା ଚାଲିଛି ଅଙ୍ଗନବାଡି କେନ୍ଦ୍ର
ବମ୍ବେ ରେ ଅଛନ୍ତି ଅଙ୍ଗନବାଡି କର୍ମୀ,ହେଲ୍ପରଙ୍କ ଦ୍ଵାରା ଚାଲିଛି ଅଙ୍ଗନବାଡି କେନ୍ଦ୍ର l ପିଲା ମାନଙ୍କୁ କେବଳ ହେଲ୍ପର ରନ୍ଧା ଖାଦ୍ୟ ଦେଇ ଚାଲି ଯାଉଛନ୍ତି l କେନ୍ଦ୍ର ରେ ୬ଗୋଟି ପିଲା ଥିବା ବେଳେ ସେମାଙ୍କୁ କୌଣସି ପାଠ ପଢ଼ା ଯାଉନି କି ଖେଳ କୁଦ କରା ଯାଉନି l ଏବଂ ସରାକରଙ୍କ ନିୟମ ଅନୁଯାୟୀ କିଶୋରୀ ଓ ଗର୍ଭବତୀଙ୍କୁ ଦିଆଯାଉନି ଅଣ୍ଡା ଓ ଛତୁଆ l ଏଭଳି ଅଭିଯୋଗ  ଆସିଛି ଗଜପତି ଜିଲ୍ଲା ମୋହନା ବ୍ଲକ ନିଜୁମା ଅଙ୍ଗନବାଡି କେନ୍ଦ୍ର ରେ l  ଗତ ୧୦ ଦିନ ହେଲାଣି ଅଙ୍ଗନବାଡି କେନ୍ଦ୍ର ର କର୍ମୀ ମମତା ରଇତ ଉପରିସ୍ଥ ଅଧିକାରୀଙ୍କୁ ବିନା ଜଣାତରେ ବମ୍ବେ ଯାଇଛନ୍ତି l ଫଳରେ କେନ୍ଦ୍ରର ସହାୟିକା କେବଳ ଶିଶୁମାନଙ୍କୁ ଖାଇବାକୁ ଦେଇ ଛାଡ଼ି ଦେଉଛନ୍ତି  l ଅଙ୍ଗନବାଡି କର୍ମୀ ଚିକିତ୍ସା ପାଇଁ  ବମ୍ବେ ଯାଇଥିବା ଗ୍ରାମବାସୀ କହୁଥିବା ବେଳେ ସିଡିପିଓ କହିଛନ୍ତି ଘଟଣା ସମ୍ପର୍କରେ ସେ ଜାଣି ନାହାଁନ୍ତି l ସୁପର୍ଭାଇଜର ଓ ହେଲପରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବେ ବୋଲି କହିଛନ୍ତି l
ଗଜପତି ଜିଲ୍ଲା ରୁ ଟିକି ଲିମା ଙ୍କ ରିପୋର୍ଟ ଖବର ତରଙ୍ଗ
    user_KHABAR TARANGA
    KHABAR TARANGA
    ସେରଙ୍ଗୋ, ଗଜପତି, ଓଡ଼ିଶା•
    2 hrs ago
  • Post by Nilakantha Kumar
    1
    Post by Nilakantha Kumar
    user_Nilakantha Kumar
    Nilakantha Kumar
    Gochhapada, Kandhamal•
    14 hrs ago
  • ପରମ ପ୍ରେମମୟୀ ଶ୍ରୀ ଶ୍ରୀ ବଡ଼ମା'ଙ୍କ ୧୩୩ତମ ଆବିର୍ଭାବ ଦିବସ ପାଳିତ ପରମ ପ୍ରେମମୟୀ ଶ୍ରୀ ଶ୍ରୀ ବଡମା'ଙ୍କ ୧୩୩ତମ ଆବିର୍ଭାବ ଦିବସ ସତସଙ୍ଗ କେନ୍ଦ୍ର ଦାମନଯୋଡି ଠାରେ ଶୁକ୍ରବାର ପାଳିତ ହୋଇଛି। ଏହି ଅବସରରେ ପ୍ରଭାତରେ ଉଷା କୀର୍ତ୍ତନ, ଜନ୍ମ ଲଗ୍ନ ଘୋଷଣା ଓ ସଙ୍ଗୀତାଞଳି, ଅପରାହ୍ନରେ ମାତୃ ସମ୍ମୀଳନୀ ଏବଂ ସନ୍ଧ୍ୟାରେ ସନ୍ଧ୍ୟା ବିନତୀ,ସତସଙ୍ଗ, ଆନନ୍ଦ ବଜାର ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏକ ଉତ୍ତମ ପରିବାର ଗଠନରେ ନାରୀର କର୍ତ୍ତବ୍ୟ,ସ୍ବାମୀ ସ୍ତ୍ରୀର ସମ୍ପର୍କ,ନାରୀର ନୀତି ଏବଂ ଶ୍ରୀ ଶ୍ରୀ ବଡମାଙ୍କ ବାଣୀ ଉପରେ ସଦାଲୋଚନା କରାଯାଇଥିଲା। ବିପ୍ଳବ ନାୟକ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରବୀନ୍ଦ୍ର ପାଣିଗ୍ରାହୀ,ଅଭୟ ଜେନା,ନୀଳମଣି ପଟ୍ଟନାୟକ,ହିତେନ୍ଦ୍ର ସେଠୀ,ଅଜୟ ଜେନା, ସୌରଭ ବିଶ୍ବାଳ,ସଂଗ୍ରାମ ଘଡ଼େଇ,ନୀଳମାଧବ ପାତ୍ର,ଦୁର୍ଯୋଧନ ଘଡ଼େଇ,ଜନକ ସାମଲ,ଆଲୋକ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲା ବେଳେ ସ୍ଥାନୀୟ ଅଞ୍ଚଳରୁ ଶତାଧିକ ଗୁରୁଭାଇ ଓ ମାଆମାନେ ଯୋଗ ଦେଇଥିଲେ।
    1
    ପରମ ପ୍ରେମମୟୀ ଶ୍ରୀ ଶ୍ରୀ ବଡ଼ମା'ଙ୍କ ୧୩୩ତମ ଆବିର୍ଭାବ ଦିବସ ପାଳିତ 
ପରମ ପ୍ରେମମୟୀ ଶ୍ରୀ ଶ୍ରୀ ବଡମା'ଙ୍କ ୧୩୩ତମ ଆବିର୍ଭାବ ଦିବସ ସତସଙ୍ଗ କେନ୍ଦ୍ର ଦାମନଯୋଡି ଠାରେ ଶୁକ୍ରବାର ପାଳିତ ହୋଇଛି। ଏହି ଅବସରରେ ପ୍ରଭାତରେ ଉଷା କୀର୍ତ୍ତନ, ଜନ୍ମ ଲଗ୍ନ ଘୋଷଣା ଓ ସଙ୍ଗୀତାଞଳି, ଅପରାହ୍ନରେ ମାତୃ ସମ୍ମୀଳନୀ ଏବଂ ସନ୍ଧ୍ୟାରେ ସନ୍ଧ୍ୟା ବିନତୀ,ସତସଙ୍ଗ, ଆନନ୍ଦ ବଜାର ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏକ ଉତ୍ତମ ପରିବାର ଗଠନରେ ନାରୀର କର୍ତ୍ତବ୍ୟ,ସ୍ବାମୀ ସ୍ତ୍ରୀର ସମ୍ପର୍କ,ନାରୀର ନୀତି ଏବଂ ଶ୍ରୀ ଶ୍ରୀ ବଡମାଙ୍କ ବାଣୀ ଉପରେ ସଦାଲୋଚନା କରାଯାଇଥିଲା। ବିପ୍ଳବ ନାୟକ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରବୀନ୍ଦ୍ର ପାଣିଗ୍ରାହୀ,ଅଭୟ ଜେନା,ନୀଳମଣି ପଟ୍ଟନାୟକ,ହିତେନ୍ଦ୍ର ସେଠୀ,ଅଜୟ ଜେନା, ସୌରଭ ବିଶ୍ବାଳ,ସଂଗ୍ରାମ ଘଡ଼େଇ,ନୀଳମାଧବ ପାତ୍ର,ଦୁର୍ଯୋଧନ ଘଡ଼େଇ,ଜନକ ସାମଲ,ଆଲୋକ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲା ବେଳେ ସ୍ଥାନୀୟ ଅଞ୍ଚଳରୁ ଶତାଧିକ ଗୁରୁଭାଇ ଓ ମାଆମାନେ ଯୋଗ ଦେଇଥିଲେ।
    user_Manas Ranjan Kar
    Manas Ranjan Kar
    Insurance Agent ଦାମନଯୋଡି, କୋରାପୁଟ, ଓଡ଼ିଶା•
    13 hrs ago
  • କପିଳାଭଟା ରେ ପ୍ରାଥମିକ କୃଷି ସମବାୟ ସମିତି ଲିଃ ଶୁଭ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ
    1
    କପିଳାଭଟା ରେ ପ୍ରାଥମିକ କୃଷି ସମବାୟ ସମିତି ଲିଃ ଶୁଭ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ
    user_HULESWAR HANS YADAV
    HULESWAR HANS YADAV
    Local News Reporter କଣ୍ଟାବାଞ୍ଜି, ବଲାଙ୍ଗୀର, ଓଡ଼ିଶା•
    7 hrs ago
  • ନାରାୟଣପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ନାରାୟଣପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ। ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ନାରାୟଣପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଉତ୍ସାହର ସହ ଅନୁଷ୍ଠିତ ହୋଇଛି। ଏହି ମେଳାରେ ୬୧ଟି ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିବା ବେଳେ ୬୧ ଜଣ ଛାତ୍ରଛାତ୍ରୀ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ଦୁଇଟି ବିଦ୍ୟାଳୟର ତିନିଜଣ ଅଭିଜ୍ଞ ବିଜ୍ଞାନ ଶିକ୍ଷକ-ଶିକ୍ଷୟିତ୍ରୀ ପ୍ରକଳ୍ପଗୁଡ଼ିକର ମୂଲ୍ୟାୟନ କରିଥିଲେ। ପ୍ରଧାନ ଆଚାର୍ଯ୍ୟ ଚୂଡ଼ାମଣି ରାଉତଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ପ୍ରଫୁଲ୍ଲ କୁମାର ମହାନ୍ତି ଉଦ୍ଘାଟନ କରିଥିବା ବେଳେ ଚିତ୍ତରଞ୍ଜନ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। କାର୍ଯ୍ୟକ୍ରମର ସଫଳ ଆୟୋଜନରେ ବିଦ୍ୟାଳୟର ସମସ୍ତ ଗୁରୁଜୀ ଓ ଗୁରୁମାମାନେ ସହଯୋଗ କରିଥିଲେ।
    1
    ନାରାୟଣପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ
ନାରାୟଣପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ।
ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ନାରାୟଣପୁର ସରସ୍ୱତୀ ଶିଶୁ  ବିଦ୍ୟା ମନ୍ଦିରରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଉତ୍ସାହର ସହ ଅନୁଷ୍ଠିତ ହୋଇଛି। ଏହି ମେଳାରେ ୬୧ଟି ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିବା ବେଳେ ୬୧ ଜଣ ଛାତ୍ରଛାତ୍ରୀ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ଦୁଇଟି ବିଦ୍ୟାଳୟର ତିନିଜଣ ଅଭିଜ୍ଞ ବିଜ୍ଞାନ ଶିକ୍ଷକ-ଶିକ୍ଷୟିତ୍ରୀ ପ୍ରକଳ୍ପଗୁଡ଼ିକର ମୂଲ୍ୟାୟନ କରିଥିଲେ। ପ୍ରଧାନ ଆଚାର୍ଯ୍ୟ ଚୂଡ଼ାମଣି ରାଉତଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ପ୍ରଫୁଲ୍ଲ କୁମାର ମହାନ୍ତି ଉଦ୍ଘାଟନ କରିଥିବା ବେଳେ ଚିତ୍ତରଞ୍ଜନ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। କାର୍ଯ୍ୟକ୍ରମର ସଫଳ ଆୟୋଜନରେ ବିଦ୍ୟାଳୟର ସମସ୍ତ ଗୁରୁଜୀ ଓ ଗୁରୁମାମାନେ ସହଯୋଗ କରିଥିଲେ।
    user_KHABAR TARANGA
    KHABAR TARANGA
    ସେରଙ୍ଗୋ, ଗଜପତି, ଓଡ଼ିଶା•
    3 hrs ago
  • ସ୍ୱାମୀ ସାତ ଜନ୍ମର ସାଥୀ ବୋଲି କୁହାଯାଏ। କିନ୍ତୁ ସେହି ସ୍ୱାମୀ ଯେତେବେଳେ ଟଙ୍କା ପାଇଁ ନିଜ ପତ୍ନୀଙ୍କୁ ବିଦେଶରେ ବିକ୍ରି କରିଦିଅନ୍ତି, ସେତେବେଳେ ସେହି ଘଟଣା ସମଗ୍ର ସମାଜକୁ ସ୍ତବ୍ଧ କରିଦିଏ। ସ୍ୱାମୀ ସାତ ଜନ୍ମର ସାଥୀ ବୋଲି କୁହାଯାଏ। କିନ୍ତୁ ସେହି ସ୍ୱାମୀ ଯେତେବେଳେ ଟଙ୍କା ପାଇଁ ନିଜ ପତ୍ନୀଙ୍କୁ ବିଦେଶରେ ବିକ୍ରି କରିଦିଅନ୍ତି, ସେତେବେଳେ ସେହି ଘଟଣା ସମଗ୍ର ସମାଜକୁ ସ୍ତବ୍ଧ କରିଦିଏ। ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ବ୍ଲକ ଜଗୁଆ ଗାଁର ହସ୍ତା ମହାନନ୍ଦଙ୍କ ସହ ଘଟିଥିଲା ଏମିତି ଏକ ହୃଦୟବିଦାରକ ଘଟଣା। ସ୍ୱାମୀଙ୍କ ଷଡ଼ଯନ୍ତ୍ରର ଶିକାର ହୋଇ ସେ ଦୁବାଇରେ ଜଣେ ଶେଖଙ୍କ ଘରେ ବନ୍ଦୀ ଜୀବନ ବିତାଇଥିଲେ। ଶେଷରେ ସରକାରଙ୍କ ଉଦ୍ୟମରେ ସେ ଉଦ୍ଧାର ହୋଇ ସ୍ୱଦେଶ ଫେରିଛନ୍ତି। ତେବେ ଏହି ସମଗ୍ର ଘଟଣା ସମ୍ପର୍କରେ ହସ୍ତା ମହାନନ୍ଦ କ'ଣ କହୁଛନ୍ତି ଆସନ୍ତୁ ଶୁଣିବା
    1
    ସ୍ୱାମୀ ସାତ ଜନ୍ମର ସାଥୀ ବୋଲି କୁହାଯାଏ। କିନ୍ତୁ ସେହି ସ୍ୱାମୀ ଯେତେବେଳେ ଟଙ୍କା ପାଇଁ ନିଜ ପତ୍ନୀଙ୍କୁ ବିଦେଶରେ ବିକ୍ରି କରିଦିଅନ୍ତି, ସେତେବେଳେ ସେହି ଘଟଣା ସମଗ୍ର ସମାଜକୁ ସ୍ତବ୍ଧ କରିଦିଏ।
ସ୍ୱାମୀ ସାତ ଜନ୍ମର ସାଥୀ ବୋଲି କୁହାଯାଏ। କିନ୍ତୁ ସେହି ସ୍ୱାମୀ ଯେତେବେଳେ ଟଙ୍କା ପାଇଁ ନିଜ ପତ୍ନୀଙ୍କୁ ବିଦେଶରେ ବିକ୍ରି କରିଦିଅନ୍ତି, ସେତେବେଳେ ସେହି ଘଟଣା ସମଗ୍ର ସମାଜକୁ ସ୍ତବ୍ଧ କରିଦିଏ। ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ବ୍ଲକ ଜଗୁଆ ଗାଁର ହସ୍ତା ମହାନନ୍ଦଙ୍କ ସହ ଘଟିଥିଲା ଏମିତି ଏକ ହୃଦୟବିଦାରକ ଘଟଣା। ସ୍ୱାମୀଙ୍କ ଷଡ଼ଯନ୍ତ୍ରର ଶିକାର ହୋଇ ସେ ଦୁବାଇରେ ଜଣେ ଶେଖଙ୍କ ଘରେ ବନ୍ଦୀ ଜୀବନ ବିତାଇଥିଲେ। ଶେଷରେ ସରକାରଙ୍କ ଉଦ୍ୟମରେ ସେ ଉଦ୍ଧାର ହୋଇ ସ୍ୱଦେଶ ଫେରିଛନ୍ତି। ତେବେ ଏହି ସମଗ୍ର ଘଟଣା ସମ୍ପର୍କରେ ହସ୍ତା ମହାନନ୍ଦ କ'ଣ କହୁଛନ୍ତି ଆସନ୍ତୁ ଶୁଣିବା
    user_କଣ୍ଟାବାଞ୍ଜି ଖବର
    କଣ୍ଟାବାଞ୍ଜି ଖବର
    କଣ୍ଟାବାଞ୍ଜି, ବଲାଙ୍ଗୀର, ଓଡ଼ିଶା•
    22 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.