logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବାଇଲିଗୁଡ଼ା ଠାରେ ଅଲେଖ ମହିମା ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ନନ୍ଦପୁର ବ୍ଲକ ଅନ୍ତର୍ଗତ ଗୋଲୁର ପଞ୍ଚାୟତର ବାଇଲିଗୁଡା ହାଟପଦା ଠାରେ ଅଲେଖ ମହିମା ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି। ଉକ୍ତ ବନ୍ଧୁତ୍ୱପୂର୍ଣ୍ଣ କ୍ରୀଡା ପ୍ରତିଯୋଗିତାର ଉଦ୍ଘାଟନୀ ସମାରୋହରେ ପାଡୁଆ ଥାନା ଅଧିକାରୀ ଅଶୋକ କୁମାର ବିଶୋଇ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ପାଡୁଆ ଥାନା ଏ ଏସ ଆଇ ଦୀପକ ବାରିକ, ସମାଜସେବୀ କାମେୟା ପାଙ୍ଗି, ତ୍ରିପତି କାମୁଡି, ସୁବାଷ ପାଙ୍ଗି ଓ ନର୍ସିଙ୍ଗ ପାଙ୍ଗି ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ।

17 hrs ago
user_KADAMBINI
KADAMBINI
ସାମ୍ବାଦିକ ଲକ୍ଷ୍ମୀପୁର, କୋରାପୁଟ, ଓଡ଼ିଶା•
17 hrs ago

ବାଇଲିଗୁଡ଼ା ଠାରେ ଅଲେଖ ମହିମା ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ନନ୍ଦପୁର ବ୍ଲକ ଅନ୍ତର୍ଗତ ଗୋଲୁର ପଞ୍ଚାୟତର ବାଇଲିଗୁଡା ହାଟପଦା ଠାରେ ଅଲେଖ ମହିମା ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି। ଉକ୍ତ ବନ୍ଧୁତ୍ୱପୂର୍ଣ୍ଣ କ୍ରୀଡା ପ୍ରତିଯୋଗିତାର ଉଦ୍ଘାଟନୀ ସମାରୋହରେ ପାଡୁଆ ଥାନା ଅଧିକାରୀ ଅଶୋକ କୁମାର ବିଶୋଇ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ପାଡୁଆ ଥାନା ଏ ଏସ ଆଇ ଦୀପକ ବାରିକ, ସମାଜସେବୀ କାମେୟା ପାଙ୍ଗି, ତ୍ରିପତି କାମୁଡି, ସୁବାଷ ପାଙ୍ଗି ଓ ନର୍ସିଙ୍ଗ ପାଙ୍ଗି ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ।

More news from ଓଡ଼ିଶା and nearby areas
  • ନନ୍ଦପୁର ବ୍ଲକ ଅନ୍ତର୍ଗତ ଗୋଲୁର ପଞ୍ଚାୟତର ବାଇଲିଗୁଡା ହାଟପଦା ଠାରେ ଅଲେଖ ମହିମା ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି। ଉକ୍ତ ବନ୍ଧୁତ୍ୱପୂର୍ଣ୍ଣ କ୍ରୀଡା ପ୍ରତିଯୋଗିତାର ଉଦ୍ଘାଟନୀ ସମାରୋହରେ ପାଡୁଆ ଥାନା ଅଧିକାରୀ ଅଶୋକ କୁମାର ବିଶୋଇ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ପାଡୁଆ ଥାନା ଏ ଏସ ଆଇ ଦୀପକ ବାରିକ, ସମାଜସେବୀ କାମେୟା ପାଙ୍ଗି, ତ୍ରିପତି କାମୁଡି, ସୁବାଷ ପାଙ୍ଗି ଓ ନର୍ସିଙ୍ଗ ପାଙ୍ଗି ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ।
    1
    ନନ୍ଦପୁର ବ୍ଲକ ଅନ୍ତର୍ଗତ ଗୋଲୁର ପଞ୍ଚାୟତର ବାଇଲିଗୁଡା ହାଟପଦା ଠାରେ ଅଲେଖ ମହିମା ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି। ଉକ୍ତ ବନ୍ଧୁତ୍ୱପୂର୍ଣ୍ଣ କ୍ରୀଡା ପ୍ରତିଯୋଗିତାର ଉଦ୍ଘାଟନୀ ସମାରୋହରେ ପାଡୁଆ ଥାନା ଅଧିକାରୀ ଅଶୋକ କୁମାର ବିଶୋଇ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ପାଡୁଆ ଥାନା ଏ ଏସ ଆଇ ଦୀପକ ବାରିକ,  ସମାଜସେବୀ କାମେୟା ପାଙ୍ଗି, ତ୍ରିପତି କାମୁଡି, ସୁବାଷ ପାଙ୍ଗି ଓ ନର୍ସିଙ୍ଗ ପାଙ୍ଗି ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ।
    user_KADAMBINI
    KADAMBINI
    ସାମ୍ବାଦିକ ଲକ୍ଷ୍ମୀପୁର, କୋରାପୁଟ, ଓଡ଼ିଶା•
    17 hrs ago
  • Post by HABIL DONGRI
    1
    Post by HABIL DONGRI
    user_HABIL DONGRI
    HABIL DONGRI
    ଦାସମନ୍ତପୁର, କୋରାପୁଟ, ଓଡ଼ିଶା•
    19 hrs ago
  • କୋରାପୁଟ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ କାନ୍ଦି କାନ୍ଦି ନିଜ ଦୁଃଖ କଥା ରଖିଲେ ଝିଅ
    1
    କୋରାପୁଟ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ କାନ୍ଦି କାନ୍ଦି ନିଜ ଦୁଃଖ କଥା ରଖିଲେ ଝିଅ
    user_UD MEDIA NEWS
    UD MEDIA NEWS
    Journalist ଜୟପୁର, କୋରାପୁଟ, ଓଡ଼ିଶା•
    16 hrs ago
  • Post by ଓମ୍ ସାଇ ରାମ୍
    1
    Post by ଓମ୍ ସାଇ ରାମ୍
    user_ଓମ୍ ସାଇ ରାମ୍
    ଓମ୍ ସାଇ ରାମ୍
    Singer Nabarangpur, Odisha•
    23 hrs ago
  • ଜିଲ୍ଲା ସ୍ତରୀୟ ଜାତୀୟ କୃମି ନାଶକ ଦିବସର ଶୁଭାରମ୍ଭ କାର୍ଯ୍ୟକ୍ରମ ରାୟଗଡ:-10.02.2026-ଆଜି ରାୟଗଡ ଜିଲ୍ଲା ର ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ନବୀନ ଚନ୍ଦ୍ର ନାୟକ ଙ୍କ ଅଧ୍ୟକ୍ଷତାରେ ପିଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ରେ ଜାତୀୟ କୃମିନାଶକ ଦିବସ ର ଶୁଭାରମ୍ଭ ହୋଇଯାଇଛି | ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନ ସ୍ଵାସ୍ଥ୍ୟ ଅଧିକାରୀ ଡ଼ା ଭି ସରୋଜିନୀ ଦେବୀ, ଅତିରିକ୍ତ ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ ) ଡା କିଶୋର କୁମାର ବରାହୀ, ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ ଡା ରୁମା ମହାପାତ୍ର, ଅତିରିକ୍ତ ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ (ଯକ୍ଷ୍ମା) ଡା ପ୍ରଦୀପ୍ତ କୁମାର ସୁବୁଦ୍ଧି , ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ଶାନ୍ତିଲତା ମୁନି , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ମିନତି ଦେଓ, ଏବଂ ପିଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରାଜାରାମ ସମେତ ସ୍ୱାସ୍ଥ୍ୟ ବିଭାଗ ର ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ଜାତୀୟ କୃମିନାଶକ ଦିବସ ବର୍ଷ କୁ ଦୁଇଥର ଫେବୃଆରୀ ଓ ଅଗଷ୍ଟ ମାସ ରେ ପାଳନ ହୁଏ । ୧ ରୁ ୧୯ ବର୍ଷ ବୟସର ସମସ୍ତ ପିଲାମାନେ ଫେବୃଆରୀ ୧୦ ତାରିଖ ଦିନ ବିଦ୍ୟାଳୟ ଓ ଅଙ୍ଗନୱାଡ଼ି କେନ୍ଦ୍ରରେ କୃମିନଶକ ବଟିକା ଖାଆନ୍ତି ଏବଂ ଅଣ ପଞ୍ଜୀକୃତ ଏବଂ ବିଦ୍ୟାଳୟ ଯାଉ ନଥିବା ପିଲାମାନେ ଏବଂ ୨୦-୨୪ ବର୍ଷ ର ପ୍ରଜନନ କ୍ଷମ ମହିଳା (ପ୍ରସୂତି ଏବଂ ଗର୍ଭବତୀ ବ୍ୟତୀତ) ମାନେ ଅଙ୍ଗନୱାଡ଼ି କେନ୍ଦ୍ରରେ ଫେବୃଆରୀ ୧୦ ତାରିଖ ଦିନ କୃମି ବଟିକା ଖାଇବେ। ଯେଉଁ ପିଲାମାନେ କୌଣସି କାରଣ ବଶତଃ କୃମୀନାଶକ ଦିବସ (ଫେବୃଆରୀ ୧୦) ରେ ଏହି ବଟିକା ଖାଇପାରି ନ ଥାଆନ୍ତି, ସେମାନେ ଚଳିତ ମାସର ୧୭ ତାରିଖ ଦିନ ବା ମପ ଅପ୍ ଦିବସ ରେ ବଟିକା ସେବନ କରିବେ | ବିଦ୍ୟାଳୟ ଏବଂ ଅଙ୍ଗନୱାଡିଭିତ୍ତିକ ଜାତୀୟ କୃମିନାଶକ କାର୍ଯ୍ୟକ୍ରମ ନିରାପଦ | ଏହି କାର୍ଯ୍ୟକ୍ରମ ଦ୍ୱାରା ଏହି ସ୍ବାସ୍ଥ୍ୟ ସେବା ପ୍ରତି ପିଲାଙ୍କ ନିକଟରେ ପହଞ୍ଚିପାରୁଛି। ଏହି କାର୍ଯ୍ୟକ୍ରମ ପ୍ରତ୍ୟେକ ବର୍ଷ ହେବା ଦ୍ୱାରା ବିଦ୍ୟାଳୟରେ ଅନୁପସ୍ଥିତି ହ୍ରାସ ହେବା ସହିତ ଏହା ପିଲାମାନଙ୍କୁ ଏକ ସୁସ୍ଥ, ପୁଷ୍ଟିକର ପରିବେଶ ପ୍ରଦାନ କରିବାରେ ସହାୟକ ହେଉଛି । ପିଲାମାନଙ୍କୁ କୃମି ସଂକ୍ରମଣରୁ ରକ୍ଷା କରିବା ନିମନ୍ତେ ଆଲବେଣ୍ଡାଜୋଲ ବଟିକା ବେଶ ଲାଭଦାୟକ ହେଉଛି ଏବଂ ଏହା ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ବେଶ୍ ପ୍ରଭାବଶାଳୀ । ଆହୁରି ମଧ୍ୟ ଯେଉଁମାନେ କୃମି ଦ୍ଵାରା ସଂକ୍ରମିତ ହୋଇଥାନ୍ତି ସେମାନେ ପୁଷ୍ଟି ହୀନତା ଓ ରକ୍ତ ହୀନତା ଯୋଗୁଁ ସର୍ବଦା କ୍ଳାନ୍ତ ଅନୁଭବ କରନ୍ତି, ଏବଂ ତାଙ୍କର ଶାରୀରିକ, ମାନସିକ, ଓ ବୌଧିକ ବିକାଶ ରେ ବାଧା ପ୍ରାପ୍ତ ହୋଇଥାଏ । ସେଥିପାଇଁ ସରକାର ଏହି କାର୍ଯ୍ୟକ୍ରମ କୁ ପ୍ରାଥମିକ ତା ପ୍ରଦାନ କରୁଛନ୍ତି । ଜାତୀୟ କୃମିନାଶକ ଦିବସ ପ୍ରସ୍ତୁତି ପାଇଁ ଶିକ୍ଷକ ଏବଂ ଅଙ୍ଗନୱାଡି କର୍ମୀଙ୍କୁ ସେମାନଙ୍କର ଦାୟିତ୍ୱ ଏବଂ ବଟିକା ଖାଇବାର ପଦ୍ଧତି ତଥା ଏହି କାର୍ଯ୍ୟକ୍ରମର ଉତ୍ତମ ପରିଚାଳନା ପାଇଁ କୃମିନାଶକ ଦିବସ ପୂର୍ବରୁ ତାଲିମ ଦିଆଯାଇଛି ଏବଂ ଏହିଁ କାର୍ଯ୍ୟକ୍ରମ ର ବହୁଳ ସଚେତନତା ସୃଷ୍ଟି କରିବା ପାଇଁ କୁହାଯାଇଥାଏ । ସ୍ବାସ୍ଥ୍ୟ ବିଭାଗ, ଶିକ୍ଷା ବିଭାଗ ର ପ୍ରତ୍ୟକ୍ଷ ତତ୍ବାବଧାନ ରେ ଏହି ଜାତୀୟ କାର୍ଯ୍ୟକ୍ରମ କରାଯାଉଅଛି ।
    4
    ଜିଲ୍ଲା ସ୍ତରୀୟ ଜାତୀୟ କୃମି ନାଶକ ଦିବସର ଶୁଭାରମ୍ଭ କାର୍ଯ୍ୟକ୍ରମ
ରାୟଗଡ:-10.02.2026-ଆଜି ରାୟଗଡ ଜିଲ୍ଲା ର ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ନବୀନ ଚନ୍ଦ୍ର ନାୟକ ଙ୍କ ଅଧ୍ୟକ୍ଷତାରେ  ପିଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ରେ ଜାତୀୟ କୃମିନାଶକ ଦିବସ ର ଶୁଭାରମ୍ଭ  ହୋଇଯାଇଛି | ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନ ସ୍ଵାସ୍ଥ୍ୟ ଅଧିକାରୀ ଡ଼ା ଭି ସରୋଜିନୀ ଦେବୀ, ଅତିରିକ୍ତ ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ ) ଡା କିଶୋର କୁମାର ବରାହୀ, ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ ଡା ରୁମା ମହାପାତ୍ର, ଅତିରିକ୍ତ ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ (ଯକ୍ଷ୍ମା) ଡା ପ୍ରଦୀପ୍ତ କୁମାର ସୁବୁଦ୍ଧି ,  ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ଶାନ୍ତିଲତା ମୁନି  , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ମିନତି ଦେଓ,  ଏବଂ ପିଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ  ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରାଜାରାମ ସମେତ ସ୍ୱାସ୍ଥ୍ୟ ବିଭାଗ ର ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ । 
ଜାତୀୟ କୃମିନାଶକ ଦିବସ ବର୍ଷ କୁ ଦୁଇଥର ଫେବୃଆରୀ ଓ ଅଗଷ୍ଟ ମାସ ରେ ପାଳନ ହୁଏ । ୧ ରୁ ୧୯ ବର୍ଷ ବୟସର ସମସ୍ତ ପିଲାମାନେ ଫେବୃଆରୀ ୧୦ ତାରିଖ  ଦିନ ବିଦ୍ୟାଳୟ ଓ ଅଙ୍ଗନୱାଡ଼ି କେନ୍ଦ୍ରରେ କୃମିନଶକ ବଟିକା ଖାଆନ୍ତି ଏବଂ ଅଣ ପଞ୍ଜୀକୃତ ଏବଂ ବିଦ୍ୟାଳୟ ଯାଉ ନଥିବା ପିଲାମାନେ ଏବଂ  ୨୦-୨୪ ବର୍ଷ ର ପ୍ରଜନନ କ୍ଷମ ମହିଳା (ପ୍ରସୂତି ଏବଂ ଗର୍ଭବତୀ ବ୍ୟତୀତ) ମାନେ ଅଙ୍ଗନୱାଡ଼ି କେନ୍ଦ୍ରରେ ଫେବୃଆରୀ ୧୦ ତାରିଖ ଦିନ କୃମି ବଟିକା ଖାଇବେ। ଯେଉଁ ପିଲାମାନେ କୌଣସି କାରଣ ବଶତଃ କୃମୀନାଶକ ଦିବସ (ଫେବୃଆରୀ ୧୦) ରେ ଏହି ବଟିକା ଖାଇପାରି ନ ଥାଆନ୍ତି, ସେମାନେ ଚଳିତ ମାସର ୧୭  ତାରିଖ ଦିନ ବା ମପ ଅପ୍ ଦିବସ ରେ ବଟିକା ସେବନ କରିବେ | 
ବିଦ୍ୟାଳୟ ଏବଂ ଅଙ୍ଗନୱାଡିଭିତ୍ତିକ ଜାତୀୟ କୃମିନାଶକ କାର୍ଯ୍ୟକ୍ରମ ନିରାପଦ | ଏହି କାର୍ଯ୍ୟକ୍ରମ ଦ୍ୱାରା ଏହି ସ୍ବାସ୍ଥ୍ୟ ସେବା ପ୍ରତି ପିଲାଙ୍କ ନିକଟରେ ପହଞ୍ଚିପାରୁଛି। ଏହି କାର୍ଯ୍ୟକ୍ରମ ପ୍ରତ୍ୟେକ ବର୍ଷ   ହେବା ଦ୍ୱାରା ବିଦ୍ୟାଳୟରେ ଅନୁପସ୍ଥିତି ହ୍ରାସ ହେବା ସହିତ ଏହା ପିଲାମାନଙ୍କୁ ଏକ ସୁସ୍ଥ, ପୁଷ୍ଟିକର ପରିବେଶ ପ୍ରଦାନ କରିବାରେ ସହାୟକ ହେଉଛି  । ପିଲାମାନଙ୍କୁ କୃମି ସଂକ୍ରମଣରୁ ରକ୍ଷା କରିବା ନିମନ୍ତେ ଆଲବେଣ୍ଡାଜୋଲ ବଟିକା ବେଶ ଲାଭଦାୟକ ହେଉଛି ଏବଂ ଏହା ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ବେଶ୍ ପ୍ରଭାବଶାଳୀ  । ଆହୁରି ମଧ୍ୟ  ଯେଉଁମାନେ କୃମି ଦ୍ଵାରା ସଂକ୍ରମିତ ହୋଇଥାନ୍ତି ସେମାନେ ପୁଷ୍ଟି ହୀନତା ଓ ରକ୍ତ ହୀନତା ଯୋଗୁଁ ସର୍ବଦା କ୍ଳାନ୍ତ ଅନୁଭବ କରନ୍ତି, ଏବଂ ତାଙ୍କର ଶାରୀରିକ, ମାନସିକ, ଓ ବୌଧିକ ବିକାଶ ରେ ବାଧା ପ୍ରାପ୍ତ ହୋଇଥାଏ । ସେଥିପାଇଁ ସରକାର ଏହି କାର୍ଯ୍ୟକ୍ରମ କୁ ପ୍ରାଥମିକ ତା ପ୍ରଦାନ କରୁଛନ୍ତି ।
ଜାତୀୟ କୃମିନାଶକ ଦିବସ ପ୍ରସ୍ତୁତି ପାଇଁ ଶିକ୍ଷକ ଏବଂ ଅଙ୍ଗନୱାଡି କର୍ମୀଙ୍କୁ ସେମାନଙ୍କର ଦାୟିତ୍ୱ ଏବଂ ବଟିକା ଖାଇବାର ପଦ୍ଧତି ତଥା ଏହି କାର୍ଯ୍ୟକ୍ରମର ଉତ୍ତମ ପରିଚାଳନା ପାଇଁ  କୃମିନାଶକ ଦିବସ ପୂର୍ବରୁ ତାଲିମ ଦିଆଯାଇଛି ଏବଂ ଏହିଁ କାର୍ଯ୍ୟକ୍ରମ ର ବହୁଳ ସଚେତନତା ସୃଷ୍ଟି କରିବା ପାଇଁ କୁହାଯାଇଥାଏ  । 
ସ୍ବାସ୍ଥ୍ୟ ବିଭାଗ, ଶିକ୍ଷା ବିଭାଗ ର ପ୍ରତ୍ୟକ୍ଷ ତତ୍ବାବଧାନ ରେ ଏହି ଜାତୀୟ କାର୍ଯ୍ୟକ୍ରମ କରାଯାଉଅଛି ।
    user_Narattam Kumar padhy
    Narattam Kumar padhy
    ସାମ୍ବାଦିକ ବିଷମାକଟକ, ରାୟଗଡା, ଓଡ଼ିଶା•
    18 hrs ago
  • କଳାହାଣ୍ଡିର ଏକ ଗୌରବ ମୟ ସଂସ୍କୃତି, ପରମ୍ପରା ଓ ଇତିହାସ ରହିଛି। ଆଜି ମଧ୍ୟ କଳାହାଣ୍ଡିରେ ଆଦିମ ସଂସ୍କୃତିର କ୍ଷୀଣଧାରା ଦେଖିବାକୁ ମିଳେ। ସେହି କ୍ରମରେ ପ୍ରାକ୍ ଐତିହାସିକ ଯୁଗର ସ୍ବାକ୍ଷର ବହନ କରୁଥିବା ଗୁଡହାଣ୍ଡି ଡୋକରୀ ଚଞ୍ଚରାଠାରେ ଥିବା ଆଦିବାସୀଙ୍କ ଆଦିମ ଦେବୀ ଡୋକରୀ ବୁଢ଼ୀଙ୍କଠାରେ ପ୍ରତିବର୍ଷ ଆୟୋଜିତ ହୋଇ ଆସୁଥିବା ବାର୍ଷିକ ମଣ୍ଡେଇ ଯାତ୍ରା କଳାହାଣ୍ଡିଆ ସଂସ୍କୃତିର ମୁକସାଖୀ ଭାବେ ଆଜି ମଧ୍ୟ ପାଳିତ ହୋଇଆସୁଛି। ମଙ୍ଗଳବାର ଡୋକରୀ ଚଞ୍ଚରାଠାରେ ଡୋକରୀ ଦେବୀଙ୍କ ବାର୍ଷିକ ମଣ୍ଡେଇ ଯାତ୍ରା ପାରମ୍ପାରିକ ରୀତିନୀତିରେ ପାଳିତ ହୋଇଛି।
    1
    କଳାହାଣ୍ଡିର ଏକ ଗୌରବ ମୟ ସଂସ୍କୃତି, ପରମ୍ପରା ଓ ଇତିହାସ ରହିଛି। ଆଜି ମଧ୍ୟ କଳାହାଣ୍ଡିରେ ଆଦିମ ସଂସ୍କୃତିର କ୍ଷୀଣଧାରା ଦେଖିବାକୁ ମିଳେ। ସେହି କ୍ରମରେ ପ୍ରାକ୍ ଐତିହାସିକ ଯୁଗର ସ୍ବାକ୍ଷର ବହନ କରୁଥିବା ଗୁଡହାଣ୍ଡି ଡୋକରୀ ଚଞ୍ଚରାଠାରେ ଥିବା ଆଦିବାସୀଙ୍କ ଆଦିମ ଦେବୀ ଡୋକରୀ ବୁଢ଼ୀଙ୍କଠାରେ ପ୍ରତିବର୍ଷ ଆୟୋଜିତ ହୋଇ ଆସୁଥିବା ବାର୍ଷିକ ମଣ୍ଡେଇ ଯାତ୍ରା କଳାହାଣ୍ଡିଆ ସଂସ୍କୃତିର ମୁକସାଖୀ ଭାବେ ଆଜି ମଧ୍ୟ ପାଳିତ ହୋଇଆସୁଛି। ମଙ୍ଗଳବାର ଡୋକରୀ ଚଞ୍ଚରାଠାରେ ଡୋକରୀ ଦେବୀଙ୍କ ବାର୍ଷିକ ମଣ୍ଡେଇ ଯାତ୍ରା  ପାରମ୍ପାରିକ ରୀତିନୀତିରେ ପାଳିତ ହୋଇଛି।
    user_Jagadish Naik
    Jagadish Naik
    Reporter କୋକସରା, କଳାହାଣ୍ଡି, ଓଡ଼ିଶା•
    3 hrs ago
  • ବିଜୁ ପଟ୍ଟନାୟକ ଡିଗ୍ରୀ କଲେଜ ପାଳନ କରୁଛି 25 ବର୍ଷ ପୂର୍ତ୍ତି ଉପଲକ୍ଷେ ରଜତ ଜୟନ୍ତୀ ଉତ୍ସବ
    1
    ବିଜୁ ପଟ୍ଟନାୟକ ଡିଗ୍ରୀ କଲେଜ ପାଳନ କରୁଛି 25 ବର୍ଷ ପୂର୍ତ୍ତି ଉପଲକ୍ଷେ ରଜତ ଜୟନ୍ତୀ ଉତ୍ସବ
    user_Kopad Breaking News
    Kopad Breaking News
    କୋଟପାଡ, କୋରାପୁଟ, ଓଡ଼ିଶା•
    17 hrs ago
  • ଲଷ୍ମୀପୂର: UGC ନିୟମ–୨୦୨୬କୁ କୌଣସି ପରିବର୍ତ୍ତନ କିମ୍ବା କୋହଳ ନ କରି ତୁରନ୍ତ କାର୍ଯ୍ୟକାରୀ କରିବା ଦାବିରେ ଆଜି ଲଷ୍ମୀପୂରରେ ଏକ ବିଶାଳ ଓ ଜୋରଦାର ରାଲି ଅନୁଷ୍ଠିତ ହୋଇଛି।
    1
    ଲଷ୍ମୀପୂର: UGC ନିୟମ–୨୦୨୬କୁ କୌଣସି ପରିବର୍ତ୍ତନ କିମ୍ବା କୋହଳ ନ କରି ତୁରନ୍ତ କାର୍ଯ୍ୟକାରୀ କରିବା ଦାବିରେ ଆଜି ଲଷ୍ମୀପୂରରେ ଏକ ବିଶାଳ ଓ ଜୋରଦାର ରାଲି ଅନୁଷ୍ଠିତ ହୋଇଛି।
    user_UD MEDIA NEWS
    UD MEDIA NEWS
    Journalist ଜୟପୁର, କୋରାପୁଟ, ଓଡ଼ିଶା•
    23 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.