logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଏମପିଭି-୨୬ ଗାଁ ନିକଟରେ କୂଅରେ ପଡିଥ‌ିବା ଭାଲୁକୁ ବନ ବିଭାଗ ଉଦ୍ଧାର ମାଲକାନଗିରି ଜିଲ୍ଲା କାଲିମେଳା ରେଞ୍ଜ ଅନ୍ତର୍ଗତ ଏମପିଭି - ୨୬ ଗାଁ ନିକଟରେ ୧୦ ଫୁଟର ପରିତ୍ୟକ୍ତି କୂଅରେ ପଡିଥ‌ିବା ଭାଲୁକୁ ବନ ବିଭାଗ ଦୀର୍ଘ ୫ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ଉଦ୍ଧାର କରିଛି । ଖାଦ୍ୟ ଅନ୍ବେଷଣରେ ଆସି କୂଅ ଭିତରେ ପଡ଼ିଥ୍‌ଲା ଭାଲୁ । ସୂଚନା ଅନୁଯାୟୀ, ଗୁରୁବାର ରାତିରେ ଭାଲୁଟି ଗାଁ ଭିତରେ ପଶିଥ‌ିବା ବେଳେ ଗ୍ରାମର ବିରେନ ବିଶ୍ବାସଙ୍କ ବାରିପଟେ ଥୂବା କୂଅରେ ପଡିଯାଇଥିଲା ।

8 hrs ago
user_The Malkangiri news
The Malkangiri news
Journalist ମାଲକାନଗିରି, ମାଲକାନଗିରି, ଓଡ଼ିଶା•
8 hrs ago

ଏମପିଭି-୨୬ ଗାଁ ନିକଟରେ କୂଅରେ ପଡିଥ‌ିବା ଭାଲୁକୁ ବନ ବିଭାଗ ଉଦ୍ଧାର ମାଲକାନଗିରି ଜିଲ୍ଲା କାଲିମେଳା ରେଞ୍ଜ ଅନ୍ତର୍ଗତ ଏମପିଭି - ୨୬ ଗାଁ ନିକଟରେ ୧୦ ଫୁଟର ପରିତ୍ୟକ୍ତି କୂଅରେ ପଡିଥ‌ିବା ଭାଲୁକୁ ବନ ବିଭାଗ ଦୀର୍ଘ ୫ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ଉଦ୍ଧାର କରିଛି । ଖାଦ୍ୟ ଅନ୍ବେଷଣରେ ଆସି କୂଅ ଭିତରେ ପଡ଼ିଥ୍‌ଲା ଭାଲୁ । ସୂଚନା ଅନୁଯାୟୀ, ଗୁରୁବାର ରାତିରେ ଭାଲୁଟି ଗାଁ ଭିତରେ ପଶିଥ‌ିବା ବେଳେ ଗ୍ରାମର ବିରେନ ବିଶ୍ବାସଙ୍କ ବାରିପଟେ ଥୂବା କୂଅରେ ପଡିଯାଇଥିଲା ।

More news from ଓଡ଼ିଶା and nearby areas
  • ମାଲକାନଗିରି ଜିଲ୍ଲା କାଲିମେଳା ରେଞ୍ଜ ଅନ୍ତର୍ଗତ ଏମପିଭି - ୨୬ ଗାଁ ନିକଟରେ ୧୦ ଫୁଟର ପରିତ୍ୟକ୍ତି କୂଅରେ ପଡିଥ‌ିବା ଭାଲୁକୁ ବନ ବିଭାଗ ଦୀର୍ଘ ୫ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ଉଦ୍ଧାର କରିଛି । ଖାଦ୍ୟ ଅନ୍ବେଷଣରେ ଆସି କୂଅ ଭିତରେ ପଡ଼ିଥ୍‌ଲା ଭାଲୁ । ସୂଚନା ଅନୁଯାୟୀ, ଗୁରୁବାର ରାତିରେ ଭାଲୁଟି ଗାଁ ଭିତରେ ପଶିଥ‌ିବା ବେଳେ ଗ୍ରାମର ବିରେନ ବିଶ୍ବାସଙ୍କ ବାରିପଟେ ଥୂବା କୂଅରେ ପଡିଯାଇଥିଲା ।
    4
    ମାଲକାନଗିରି ଜିଲ୍ଲା କାଲିମେଳା ରେଞ୍ଜ ଅନ୍ତର୍ଗତ ଏମପିଭି - ୨୬ ଗାଁ ନିକଟରେ ୧୦ ଫୁଟର ପରିତ୍ୟକ୍ତି କୂଅରେ ପଡିଥ‌ିବା ଭାଲୁକୁ ବନ ବିଭାଗ ଦୀର୍ଘ ୫ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ଉଦ୍ଧାର କରିଛି । ଖାଦ୍ୟ ଅନ୍ବେଷଣରେ ଆସି କୂଅ ଭିତରେ ପଡ଼ିଥ୍‌ଲା ଭାଲୁ ।
ସୂଚନା ଅନୁଯାୟୀ, ଗୁରୁବାର ରାତିରେ ଭାଲୁଟି ଗାଁ ଭିତରେ ପଶିଥ‌ିବା ବେଳେ ଗ୍ରାମର ବିରେନ ବିଶ୍ବାସଙ୍କ ବାରିପଟେ ଥୂବା କୂଅରେ ପଡିଯାଇଥିଲା ।
    user_The Malkangiri news
    The Malkangiri news
    Journalist ମାଲକାନଗିରି, ମାଲକାନଗିରି, ଓଡ଼ିଶା•
    8 hrs ago
  • ଦାମନଯୋଡି ଶିରିଡି ସାଇ ମନ୍ଦିରରେ ବାର୍ଷିକ ଉତ୍ସବ
    1
    ଦାମନଯୋଡି ଶିରିଡି ସାଇ ମନ୍ଦିରରେ ବାର୍ଷିକ ଉତ୍ସବ
    user_Manas Ranjan Kar
    Manas Ranjan Kar
    News Reporting and social worker କୋରାପୁଟ, କୋରାପୁଟ, ଓଡ଼ିଶା•
    7 hrs ago
  • nabaraga puru dist nwe
    1
    nabaraga puru dist nwe
    user_Gobinda jani
    Gobinda jani
    ତେନ୍ତୁଳିଖୁଣ୍ଟି, ନବରଙ୍ଗପୁର, ଓଡ଼ିଶା•
    17 hrs ago
  • ଆଜି ଆମ ଗାଁ ରୋ କପା ନେଉଛନ୍ତି
    1
    ଆଜି ଆମ ଗାଁ ରୋ କପା ନେଉଛନ୍ତି
    user_KRISHNA
    KRISHNA
    Musician ବିଷମାକଟକ, ରାୟଗଡା, ଓଡ଼ିଶା•
    10 hrs ago
  • ପାତାଳଗଙ୍ଗା ଲୋକ ମହୋତ୍ସବର ଦ୍ବିତୀୟ ରଜନୀ
    1
    ପାତାଳଗଙ୍ଗା ଲୋକ ମହୋତ୍ସବର ଦ୍ବିତୀୟ ରଜନୀ
    user_Udanti Live Office
    Udanti Live Office
    Reporter ସିନାପାଲି, ନୂଆପଡ଼ା, ଓଡ଼ିଶା•
    12 hrs ago
  • ଥୁଆମୂଳ ରାମପୁର ବ୍ଲକ ପ୍ରଶାସନ ଙ୍କ ତ୍ରୁଟି ପାଇଁ ସ୍ଥାନୀୟ କଳାକାର ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ମଞ୍ଚ ମିଳିପାରୁନି
    2
    ଥୁଆମୂଳ ରାମପୁର ବ୍ଲକ ପ୍ରଶାସନ ଙ୍କ ତ୍ରୁଟି ପାଇଁ ସ୍ଥାନୀୟ କଳାକାର ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ମଞ୍ଚ ମିଳିପାରୁନି
    user_ମକୁନ୍ଦ ନାଏକ
    ମକୁନ୍ଦ ନାଏକ
    Journalist Kalahandi, Odisha•
    16 hrs ago
  • Post by AK14TV
    1
    Post by AK14TV
    user_AK14TV
    AK14TV
    Journalist ପାରଳାଖେମୁଣ୍ଡି, ଗଜପତି, ଓଡ଼ିଶା•
    4 hrs ago
  • Post by AK14TV
    1
    Post by AK14TV
    user_AK14TV
    AK14TV
    Journalist ପାରଳାଖେମୁଣ୍ଡି, ଗଜପତି, ଓଡ଼ିଶା•
    5 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.