logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

କରଞ୍ଜିଆ-ଗୋଟିଏ ଗଛ ଡାଳରେ ଝୁଲୁଛି ଦୁଇଟି ମୃତ ଦେହ,ଠାକୁରମୁଣ୍ଡା ଥାନା ତାଳପଦା ପଞ୍ଚାୟତ କାଳିଆପୋଷି ଗାଁମୁଣ୍ଡ ଚତୁରିପାଖରେ ୨ଟି ଝୁଲନ୍ତା ମୃତ ଦେହ ଠାବ,ଝିଅଟି ସ୍ଥାନୀୟ କାଳିଆପୋଷି ଗାଁର ହୋଇଥିଲା ବେଳେ ପୁଅଟିର ଘର କରଞ୍ଜିଆ ଥାନା ସୁନାପୋଷି ଗାଁରେ ବୋଲି ସୂଚନା ଦେଇଛି ଠାକୁରମୁଣ୍ଡା ପୋଲିସ,ପ୍ରେମ ବ୍ୟାପାର କୁ ନେଇ ଏଭଳି ଅଘଟଣ ଘଟିଥିବା ଅନୁମାନ କରୁଛି ପୋଲିସ,ଅନ୍ୟପଟେ ଘଟଣାସ୍ଥଳରେ ଠାକୁରମୁଣ୍ଡା ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଶବ ଜବତ କରିବା ସହ ଅଧିକ ତଦନ୍ତ ଆରମ୍ଭ କରିଛି ଠାକୁରମୁଣ୍ଡା ପୋଲିସ,

3 hrs ago
user_Jitendra raj
Jitendra raj
କରଞ୍ଜିଆ, ମୟୂରଭଞ୍ଜ, ଓଡ଼ିଶା•
3 hrs ago
62faf75d-79b8-4c23-b731-ecbb6b0fd94b

କରଞ୍ଜିଆ-ଗୋଟିଏ ଗଛ ଡାଳରେ ଝୁଲୁଛି ଦୁଇଟି ମୃତ ଦେହ,ଠାକୁରମୁଣ୍ଡା ଥାନା ତାଳପଦା ପଞ୍ଚାୟତ କାଳିଆପୋଷି ଗାଁମୁଣ୍ଡ ଚତୁରିପାଖରେ ୨ଟି ଝୁଲନ୍ତା ମୃତ ଦେହ ଠାବ,ଝିଅଟି ସ୍ଥାନୀୟ କାଳିଆପୋଷି ଗାଁର ହୋଇଥିଲା ବେଳେ ପୁଅଟିର ଘର କରଞ୍ଜିଆ ଥାନା ସୁନାପୋଷି ଗାଁରେ ବୋଲି ସୂଚନା ଦେଇଛି ଠାକୁରମୁଣ୍ଡା ପୋଲିସ,ପ୍ରେମ ବ୍ୟାପାର କୁ ନେଇ ଏଭଳି ଅଘଟଣ ଘଟିଥିବା ଅନୁମାନ କରୁଛି ପୋଲିସ,ଅନ୍ୟପଟେ ଘଟଣାସ୍ଥଳରେ ଠାକୁରମୁଣ୍ଡା ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଶବ ଜବତ କରିବା ସହ ଅଧିକ ତଦନ୍ତ ଆରମ୍ଭ କରିଛି ଠାକୁରମୁଣ୍ଡା ପୋଲିସ,

More news from Mayurbhanj and nearby areas
  • କରଞ୍ଜିଆ,୧୬/୪,(ପାର୍ଥ ପ୍ରଶନ୍ନ ମିଶ୍ର):କରଞ୍ଜିଆ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାର୍ଥୀ ମାନଙ୍କୁ ନେଇ ଆଜି ଏକ ସାଇବର ସୁରକ୍ଷା ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ କରଞ୍ଜିଆ ଥାନା ପକ୍ଷରୁ ସବ ଇନ୍ସପେକ୍ଟର ସୁଧାଂଶୁ ଶେଖର ସେଠୀ,ସବ ଇନ୍ସପେକ୍ଟର ଭାରତୀ ବାରିକ୍, ଏଏସଆଇ ସାଲଖାନ ହେମ୍ବ୍ରମଙ୍କ ସହିତ ଥାନା କର୍ମଚାରୀ ମାନେ ଯୋଗଦେଇ ସାଇବର ସୁରକ୍ଷା ପାଇଁ ନିଜର ଡାଟା,ଦୂରସଂଚାର ଉପକରଣ ଗୁଡ଼ିକୁ ଅନଲାଇନ୍ ବିନାଶରୁ କିପରି ସୁରକ୍ଷିତ ରଖାଯାଇପାରିବ,ନାରୀ ନିର୍ଯାତନା ବାବଦକୁ ଲାଗୁହୋଇଥିବା ନୂଆ ଆଇନ,ଟ୍ରାଫିକ ନିୟମ ଆଦି ବାବଦକୁ ବିଦ୍ୟାଳୟର ଛାତ୍ରୀ, ଶିକ୍ଷକ,ଶିକ୍ଷୟତ୍ରୀ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ,ଶିକ୍ଷୟତ୍ରୀ ଓ କର୍ମଚାରୀ ବୃନ୍ଦ ପରିଚାଳନାରେ ସହଯୋଗ କରିଥିଲେ।
    2
    କରଞ୍ଜିଆ,୧୬/୪,(ପାର୍ଥ ପ୍ରଶନ୍ନ ମିଶ୍ର):କରଞ୍ଜିଆ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାର୍ଥୀ ମାନଙ୍କୁ ନେଇ ଆଜି ଏକ ସାଇବର ସୁରକ୍ଷା ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ କରଞ୍ଜିଆ ଥାନା ପକ୍ଷରୁ ସବ ଇନ୍ସପେକ୍ଟର ସୁଧାଂଶୁ ଶେଖର ସେଠୀ,ସବ ଇନ୍ସପେକ୍ଟର ଭାରତୀ ବାରିକ୍, ଏଏସଆଇ ସାଲଖାନ ହେମ୍ବ୍ରମଙ୍କ ସହିତ ଥାନା କର୍ମଚାରୀ ମାନେ ଯୋଗଦେଇ ସାଇବର ସୁରକ୍ଷା ପାଇଁ ନିଜର ଡାଟା,ଦୂରସଂଚାର ଉପକରଣ ଗୁଡ଼ିକୁ ଅନଲାଇନ୍ ବିନାଶରୁ କିପରି ସୁରକ୍ଷିତ ରଖାଯାଇପାରିବ,ନାରୀ ନିର୍ଯାତନା ବାବଦକୁ ଲାଗୁହୋଇଥିବା ନୂଆ ଆଇନ,ଟ୍ରାଫିକ ନିୟମ ଆଦି ବାବଦକୁ ବିଦ୍ୟାଳୟର ଛାତ୍ରୀ, ଶିକ୍ଷକ,ଶିକ୍ଷୟତ୍ରୀ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ,ଶିକ୍ଷୟତ୍ରୀ ଓ କର୍ମଚାରୀ ବୃନ୍ଦ ପରିଚାଳନାରେ ସହଯୋଗ କରିଥିଲେ।
    user_Partha Prasanna Mishra
    Partha Prasanna Mishra
    ସାମ୍ବାଦିକ Karanjia, Mayurbhanj•
    21 hrs ago
  • ମୟୂଭଞ୍ଜ ପାଣି ସମସ୍ୟା କୁ ନେଇ ସ୍ଥାନୀୟ ଲୋକଙ୍କ ଆନ୍ଦୋଳନ ପାଇଁ ସ୍ତ୍ରୀ କଲେ ଆନ୍ଦୋଳନ
    1
    ମୟୂଭଞ୍ଜ ପାଣି ସମସ୍ୟା କୁ ନେଇ
ସ୍ଥାନୀୟ ଲୋକଙ୍କ ଆନ୍ଦୋଳନ ପାଇଁ ସ୍ତ୍ରୀ କଲେ ଆନ୍ଦୋଳନ
    user_SHAURAV 2.0
    SHAURAV 2.0
    Farmer ଠାକୁରମୁଣ୍ଡା, ମୟୂରଭଞ୍ଜ, ଓଡ଼ିଶା•
    2 hrs ago
  • चंपुआ से सटे बॉर्डर झारखंड जैतगढ़ मैं एक इस्लामी भाव जलसा आयोजन हुआ और इसमें चारों तरफ से लोग आकर इस जलसे में सहयोग दिए और इसे सफल बनाया काफी खूबसूरती के साथ यह जलसा सफल हुआ(चंपुआ से मामूर खान की रिपोर्ट
    2
    चंपुआ से सटे बॉर्डर झारखंड जैतगढ़ मैं एक इस्लामी भाव जलसा आयोजन हुआ और इसमें चारों तरफ से लोग आकर इस जलसे में सहयोग दिए और इसे सफल बनाया काफी खूबसूरती के साथ यह जलसा सफल हुआ(चंपुआ से मामूर खान की रिपोर्ट
    user_Mamur Ali Khan
    Mamur Ali Khan
    Video Creator ଚମ୍ପୁଆ, କେନ୍ଦୁଝର, ଓଡ଼ିଶା•
    19 hrs ago
  • Post by Rajib Behera
    1
    Post by Rajib Behera
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    19 hrs ago
  • Bahut Dhino Pore Babu Biju Sahita Beto Hela Jodabarbil Re
    1
    Bahut Dhino Pore Babu Biju Sahita Beto Hela Jodabarbil Re
    user_Kedar Naik
    Kedar Naik
    ଗୋରୁମହିଷାଣୀ, ମୟୂରଭଞ୍ଜ, ଓଡ଼ିଶା•
    7 hrs ago
  • Post by Khabar
    1
    Post by Khabar
    user_Khabar
    Khabar
    Farmer ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    17 hrs ago
  • Post by NEWS7ODIA
    1
    Post by NEWS7ODIA
    user_NEWS7ODIA
    NEWS7ODIA
    କୋରାଇ, ଯାଜପୁର, ଓଡ଼ିଶା•
    1 hr ago
  • Post by Khabar
    1
    Post by Khabar
    user_Khabar
    Khabar
    Farmer ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    17 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.