Shuru
Apke Nagar Ki App…
ମାର୍ଶାଘାଇ ବ୍ଲକ ର ପୂର୍ବତନ ଅଧ୍ୟକ୍ଷ ତଥା କଂଗ୍ରେସ ଦଳର ବରିଷ୍ଠ କଂଗ୍ରେସ ନେତା ଦିବଂଗତ ଗୌରାଙ୍ଗ ଚରଣ ଲେଙ୍କା ଙ୍କର ଏକାଦଶାହ କାର୍ଯ୍ୟକ୍ରମ ରେ ଯୋଗ ଦେଇ ଶ୍ରଦ୍ଧାସୁମନ ଅର୍ପଣ କଲେ ପାଟକୁରା କଂଗ୍ରେସ ନେତା ରତିକାନ୍ତ କାନୁନଗୋ
Sarbeswar malik
ମାର୍ଶାଘାଇ ବ୍ଲକ ର ପୂର୍ବତନ ଅଧ୍ୟକ୍ଷ ତଥା କଂଗ୍ରେସ ଦଳର ବରିଷ୍ଠ କଂଗ୍ରେସ ନେତା ଦିବଂଗତ ଗୌରାଙ୍ଗ ଚରଣ ଲେଙ୍କା ଙ୍କର ଏକାଦଶାହ କାର୍ଯ୍ୟକ୍ରମ ରେ ଯୋଗ ଦେଇ ଶ୍ରଦ୍ଧାସୁମନ ଅର୍ପଣ କଲେ ପାଟକୁରା କଂଗ୍ରେସ ନେତା ରତିକାନ୍ତ କାନୁନଗୋ
More news from ଓଡ଼ିଶା and nearby areas
- ସୋମନାଥ ସ୍ୱାଭିମାନ ଦିବସ,ପାରାଦୀପ ରେ ବିଜେପି ଯୁବମୋର୍ଚା ତରଫରୁ ବୃନ୍ଦାବନ କଲୋନୀ ଶିବମନ୍ଦିର ରେ ପୂଜାର୍ଚନା ଓ ଦ୍ବୀପଦାନ...1
- ଅତି ସୁନ୍ଦର ପରିବେଶରେ ଅସୁରାଳୀ ଗୌଶାଳାରେ ଗୌମାତାଙ୍କ ସେବା କରାଯାଉଛି1
- Post by User5115 Susanta Kumar Pattnaik1
- AGNEYA 2026 3rd day with Amiti mishra2
- ଜନ୍ମମାଟି ରେ ପଦ୍ମବିଭୂଷଣ ସ୍ବର୍ଗତ ଗୁରୁ କେଳୁ ଚରଣ ମହାପାତ୍ରଙ୍କ ଜନ୍ମ ଶତବାର୍ଷିକୀ ଉତ୍ସବ ମହାସମାରୋହରେ ଅନୁଷ୍ଠିତ। ପୁରୀ :- ପଦ୍ମବିଭୂଷଣ ସ୍ବର୍ଗତ ଗୁରୁ କେଳୁ ଚରଣ ମହାପାତ୍ରଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ପୁରୀ ଡାନ୍ସ ଏକାଡେମୀ ଆନୁକୁଲ୍ୟରେ କଳାକାର, ବୁଦ୍ଧିଜୀବୀ ଓ ଅନୁଷ୍ଠାନର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ମହାସମାରୋହରେ ତିନି ଦିନ ବ୍ୟାପୀ ଗୁରୁଜିଙ୍କ ଜନ୍ମ ଶତାର୍ଷିକୀ ଉତ୍ସବ ପାଳିତ ହୋଇଯାଇଛି। ତା୦୮/୦୧/୨୬ ରିଖ, ଗୁରୁବାର ସନ୍ଧ୍ୟା ୭: ୦୦ଘଣ୍ଟିକା: ଏକାଡେମୀ ପରିସରରେ ଛାତ୍ର ଛାତ୍ରୀମାନଙ୍କ ଦ୍ଵାରା ଗୁରୁଜୀଙ୍କୂ ପୁଷ୍ପମାଲ୍ୟ ଓ ପୁଷ୍ପାଞ୍ଜଳି ଅର୍ପଣ ଏବଂ ଗୁରୁଜୀଙ୍କ ଜୀବନୀ ଉପରେ ଚର୍ଚ୍ଚା ଓ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହେଇଥିଲା। ତା ୦୯/୦୧/୨୬ ରିଖ ଶୁକ୍ରବାର ଦିନ ପୁରୀ ସ୍ଵର୍ଗଦ୍ଵାର ସ୍ଥିତ ମହୋଦଧି ଠାରେ ଗୁରୁଜୀଙ୍କ ଉଦ୍ଦେଶ୍ୟରେ ସ୍ମୃତି ସଭା ତଥା ଛାତ୍ରଛାତ୍ରୀ ଓ ଅତିଥି କଳାକାର ମାନଙ୍କ ଦ୍ବାରା ନୃତ୍ୟ ପରିବେଷିତ ହୋଇଥିଲା। ତା ୧୦/୦୧/୨୬ ରିଖ, ଶନିବାର ଦ୍ୱିପହର ୧:୦୦ ଘଣ୍ଟିକା ସମୟରେ ରଘୁରାପୁର ସ୍ଥିତ ଗୁରୁଜୀଙ୍କ ଜନ୍ମ ମାଟିରେ ଏକାଡେମୀର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଗୁରୁଜୀଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ ଓ ନୃତ୍ୟ ପରିବେଷଣ। ଅପରାହ୍ନ ୪:୦୦ ଘଣ୍ଟିକା ଶ୍ରୀ ଜୀଉଙ୍କ ଦୋଳବେଦୀ ଠାରେ ଗୁରୁଜୀଙ୍କ ତୈଳ ଚିତ୍ରରେ ଅତିଥି ମାନଙ୍କ ଦ୍ଵାରା ପୁଷ୍ପମାଲ୍ୟ ଅର୍ପଣ ଏବଂ ଅତିଥି କଳାକାର ଓ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ନୃତ୍ୟଞଳି କାର୍ଯକ୍ରମ। ସନ୍ଧ୍ୟା ୬:୦୦ ଘଣ୍ଟିକା ସିଂହଦ୍ଵାର ନିକଟରେ ସାମୁହିକ ଦୀପଦାନ ଏବଂ ପ୍ରାଥନା ସଭାର ଆୟୋଜନ କରାଯାଇଥିଲା। ଏହି କାର୍ଯକ୍ରମ ଅନୁଷ୍ଠାନର ସମ୍ପାଦକ ଗୁରୁ ନାରାୟଣ ପାଣ୍ଡେଙ୍କ ଦ୍ଵାରା ଆୟୋଜିତ ହୋଇଥିଲା। ଏଥିରେ ଗୁରୁ କୃଷ୍ଣ କୁମାର ଦାସ ଓ ସୂର୍ଯ୍ୟକାନ୍ତ ପୂଜା ପଣ୍ଡା ସହଯୋଗ କରି ଥିଲେ।4
- Jay Jagannath 🙏1
- କେନ୍ଦ୍ରାପଡ଼ା ଗୁଳୁନଗର ପଞ୍ଚାୟତ ଭ୍ରମଣଦିଆପାଟଣା ପୋଲ ନିକଟରେ ଏକ ନବଜାତ ଶିଶୁ ପୁତ୍ର ର ମୃତ ଦେହ ଉଦ୍ଧାର1
- ଫିଲ୍ମ ହଲରେ ଦର୍ଶକ ଙ୍କ ଆକ୍ସନ, ଆରମ୍ଭ ହେଲା ଖଣ୍ଡଯୁଦ୍ଧ, ଦୁଇଗୋଷ୍ଠୀ ମଧ୍ୟରେ ମାରପିଟ, ବୋତଲ ଭାଙ୍ଗି ଆକ୍ରମଣ କରିବାକୁ ଉଦ୍ୟମ, ଯାହା ପାରାଦୀପ ରେ ଚର୍ଚ୍ଚା ର ବିଷୟ ପାଲଟିଛି l ହଲରେ ପଡିଥିଲା ପ୍ରଭାସଙ୍କ ସୁପରହିଟ ତେଲୁଗୁ ଫିଲ୍ମ ରାଜସର,ଲାଗିଥିଲା ଦର୍ଶକଙ୍କ ଭିଡ, ହଠାତ ଲୋକ ଫିଲ୍ମରେ ପ୍ରଭାସ ଙ୍କ ଜବରଦସ୍ତ ଆକ୍ସନ ଦେଖିବା ପୂର୍ବରୁ ଦର୍ଶକ ଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା ଜବରଦସ୍ତ ଆକ୍ସନ l ପାରାଦୀପ କମଳା ସିନେମା ହଲ ରେ ପ୍ରଭାସ ଙ୍କ ଫିଲ୍ମ ଦେଖିବାକୁ ଆସିଥିବା ଦୁଇଗୋଷ୍ଠୀ ଙ୍କ ମଧ୍ୟରେ ଲାଗିଯାଇଥିଲା କଳି l ହଠାତ ଆରମ୍ଭ ହୋଇଗଲା ଦର୍ଶକ ଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ, କେହି କାହାକୁ ଛାଡିଲେ ନାହିଁ, ଏପରିକି ବୋତଲ ଭାଙ୍ଗି ଆକ୍ରମଣ କରିବାକୁ ମଧ୍ୟ ପଛାଇଲେ ନାହିଁ l କମଳା ସିନେମା ହଲରେ କଣ ହିରୋ ଙ୍କ ଆକ୍ସନ ଦେଖିବେ ଦର୍ଶକ ଙ୍କ ଆକ୍ସନର ଭରପୁର ମନୋରଞ୍ଜନ ନେଲେ ହଳକୁ ଫିଲ୍ମ ଦେଖିବାକୁ ଆସିଥିବା ଦର୍ଶକ l ଯାହାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଥିବା ବେଳେ ଘଟଣା ଆଦର୍ଶ ଥାନା ପୋଲିସ ପାଖରେ ପହଞ୍ଚିଥିଲା l ପୋଲିସ ପହଞ୍ଚିବା ପରେ ଦର୍ଶକ ଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଆକ୍ସନ ଦୃଶ୍ୟ ରେ ପୂର୍ଣ୍ଣଛେଦ ପଡିଥିଲା l1
- Post by User5115 Susanta Kumar Pattnaik1