ବଣାଇ ବ୍ଲକ ଅନ୍ତର୍ଗତ ଶବରାରେ ଉତ୍ସବର ମାହୋଲ ଭକ୍ତି ସଙ୍ଗୀତରୁ ବାଦୀ ପାଲା ନୂଆଁଖାଇର ଉଲ୍ଲାସ ସାଙ୍ଗକୁ ସିଦ୍ଧି ବିନାୟକଙ୍କ ଆରାଧନା ଏଭଳି ଭକ୍ତି ଓ ପରମ୍ପରାର ସମନ୍ୱୟରେ ଦୁଇଦିନ ଧରି ଉତ୍ସବମୁଖର ହୋଇଥିବା ବଣାଇଁଗଡ଼ ଅଞ୍ଚଳର ଶବରା ଗ୍ରାମ । ସିଦ୍ଧି ବିନାୟକ ଯୁବ ସଂଘ, ଶବରା ପକ୍ଷରୁ ଗତ ଦୁଇଦିନ ଧରି ଗଣେଶ ପୂଜା ଓ ନୂଆଁଖାଇ ଅବସରରେ ଦୁଇଦିନିଆ ସାଂସ୍କୃତିକ ସନ୍ଧ୍ୟା ଆୟୋଜିତ ହୋଇଥିଲା । ପ୍ରଥମ ସନ୍ଧ୍ୟାରେ ପୁରୀ ଜିଲ୍ଲା ସତ୍ୟବାଦୀରୁ ଆସିଥିବା କଳାକାରମାନେ ଭକ୍ତି ସଙ୍ଗୀତ ପରିବେଷଣ କରି ପରିବେଶ ଭକ୍ତିମୟ ହୋଇଉଠିଥିଲା । ପରେ ବରଗଡ଼ରୁ ଆସିଥିବା କଳାକାରମାନେ ସମ୍ବଲପୁରୀ ନୃତ୍ୟ ସହ ଢୋଲ ଓ ନିଶାଣର ତାଳରେ ଦର୍ଶକଙ୍କୁ ଆକର୍ଷିତ କରିଥିଲେ। ସେହିପରି ଦ୍ୱିତୀୟ ସନ୍ଧ୍ୟାରେ ଅନୁଗୁଳ ଓ ଢେଙ୍କାନାଳରୁ ଆସିଥିବା ପାଲା କଳାକାରଙ୍କ ଦ୍ୱାରା ବାଦୀ ପାଲା ପରିବେଷଣ କରାଯାଇଥିଲା । ପୌରାଣିକ କଥାବସ୍ତୁକୁ ଆଧାର କରି ପାଲା ମାଧ୍ୟମରେ ଜ୍ଞାନ, ମନୋରଞ୍ଜନ ଓ ପାରମ୍ପରିକ କଳାର ସମନ୍ୱୟ ଦେଖିବାକୁ ମିଳିଥିଲା । ଆଧୁନିକତାର ଛାପ ମଧ୍ୟରେ ଲୋକକଳା ଓ ପାରମ୍ପରିକ ସଂସ୍କୃତିକୁ ଜୀବନ୍ତ ରଖିବା ଉଦ୍ଦେଶ୍ୟରେ ସଂଘ ପକ୍ଷରୁ ଏଭଳି କାର୍ଯ୍ୟକ୍ରମ ନିୟମିତ ଆୟୋଜନ କରାଯାଉଛି ବୋଲି ପ୍ରକାଶ କରିଥିଲେ । ପ୍ରତିବର୍ଷ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆଦିବାସୀ ଓ ଲୋକକଳା ଦଳକୁ ଆମନ୍ତ୍ରଣ କରାଯାଇ ସେମାନଙ୍କ କଳା ପରିବେଷଣର ସୁଯୋଗ ଦିଆଯାଉଛି । ଏହା ମାଧ୍ୟମରେ ନୂଆ ପିଢ଼ିକୁ ନିଜର ପରମ୍ପରା ଓ ସଂସ୍କୃତି ସହ ଯୋଡ଼ି ରଖିବାର ପ୍ରୟାସ ଜାରି ରହିଥିବା ସିଦ୍ଧି ବିନାୟକ ଯୁବ ସଙ୍ଘ ପକ୍ଷରୁ କୁହା ଯାଇଛି l
ବଣାଇ ବ୍ଲକ ଅନ୍ତର୍ଗତ ଶବରାରେ ଉତ୍ସବର ମାହୋଲ ଭକ୍ତି ସଙ୍ଗୀତରୁ ବାଦୀ ପାଲା ନୂଆଁଖାଇର ଉଲ୍ଲାସ ସାଙ୍ଗକୁ ସିଦ୍ଧି ବିନାୟକଙ୍କ ଆରାଧନା ଏଭଳି ଭକ୍ତି ଓ ପରମ୍ପରାର ସମନ୍ୱୟରେ ଦୁଇଦିନ ଧରି ଉତ୍ସବମୁଖର ହୋଇଥିବା ବଣାଇଁଗଡ଼ ଅଞ୍ଚଳର ଶବରା ଗ୍ରାମ । ସିଦ୍ଧି ବିନାୟକ ଯୁବ ସଂଘ, ଶବରା ପକ୍ଷରୁ ଗତ ଦୁଇଦିନ ଧରି ଗଣେଶ ପୂଜା ଓ ନୂଆଁଖାଇ ଅବସରରେ ଦୁଇଦିନିଆ ସାଂସ୍କୃତିକ ସନ୍ଧ୍ୟା ଆୟୋଜିତ ହୋଇଥିଲା । ପ୍ରଥମ ସନ୍ଧ୍ୟାରେ ପୁରୀ ଜିଲ୍ଲା ସତ୍ୟବାଦୀରୁ ଆସିଥିବା କଳାକାରମାନେ ଭକ୍ତି ସଙ୍ଗୀତ ପରିବେଷଣ କରି ପରିବେଶ ଭକ୍ତିମୟ ହୋଇଉଠିଥିଲା । ପରେ ବରଗଡ଼ରୁ ଆସିଥିବା କଳାକାରମାନେ ସମ୍ବଲପୁରୀ ନୃତ୍ୟ ସହ ଢୋଲ ଓ ନିଶାଣର ତାଳରେ ଦର୍ଶକଙ୍କୁ ଆକର୍ଷିତ କରିଥିଲେ। ସେହିପରି ଦ୍ୱିତୀୟ ସନ୍ଧ୍ୟାରେ ଅନୁଗୁଳ
ଓ ଢେଙ୍କାନାଳରୁ ଆସିଥିବା ପାଲା କଳାକାରଙ୍କ ଦ୍ୱାରା ବାଦୀ ପାଲା ପରିବେଷଣ କରାଯାଇଥିଲା । ପୌରାଣିକ କଥାବସ୍ତୁକୁ ଆଧାର କରି ପାଲା ମାଧ୍ୟମରେ ଜ୍ଞାନ, ମନୋରଞ୍ଜନ ଓ ପାରମ୍ପରିକ କଳାର ସମନ୍ୱୟ ଦେଖିବାକୁ ମିଳିଥିଲା । ଆଧୁନିକତାର ଛାପ ମଧ୍ୟରେ ଲୋକକଳା ଓ ପାରମ୍ପରିକ ସଂସ୍କୃତିକୁ ଜୀବନ୍ତ ରଖିବା ଉଦ୍ଦେଶ୍ୟରେ ସଂଘ ପକ୍ଷରୁ ଏଭଳି କାର୍ଯ୍ୟକ୍ରମ ନିୟମିତ ଆୟୋଜନ କରାଯାଉଛି ବୋଲି ପ୍ରକାଶ କରିଥିଲେ । ପ୍ରତିବର୍ଷ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆଦିବାସୀ ଓ ଲୋକକଳା ଦଳକୁ ଆମନ୍ତ୍ରଣ କରାଯାଇ ସେମାନଙ୍କ କଳା ପରିବେଷଣର ସୁଯୋଗ ଦିଆଯାଉଛି । ଏହା ମାଧ୍ୟମରେ ନୂଆ ପିଢ଼ିକୁ ନିଜର ପରମ୍ପରା ଓ ସଂସ୍କୃତି ସହ ଯୋଡ଼ି ରଖିବାର ପ୍ରୟାସ ଜାରି ରହିଥିବା ସିଦ୍ଧି ବିନାୟକ ଯୁବ ସଙ୍ଘ ପକ୍ଷରୁ କୁହା ଯାଇଛି l
- ସୁନ୍ଦର ଗଡ଼ ଜ଼ିଲ୍ଲା ବଣାଇ ଅଞ୍ଚଳରେ ହାତୀ ଆତଙ୍କ ଦେଖାଦେଇଥିବା ବେଳେ ଘର ଭାଙ୍ଗି ଫସଲ ନଷ୍ଟ କରୁଛି ସୁନ୍ଦର ଗଡ଼ ଜ଼ିଲ୍ଲା ବଣାଇ ଅଞ୍ଚଳରେ ପୁଣି ହାତୀ ଆତଙ୍କ ଖେଳି ଯାଇଛି l ବଣାଇ ବ୍ଲକର ବିଭିନ୍ନ ଅଞ୍ଚଳରେ ହାତୀ ଆତଙ୍କ ଖେଳାଉଥିବା ବେଳେ ଘର ଦ୍ୱାର ଭାଙ୍ଗି ଫସଲ ନଷ୍ଟ କରୁଛି l ବନ ବିଭାଗ ଘଉଡ଼ାଇବା ପାଇଁ ଚେଷ୍ଟା କଲେ ମଧ୍ୟ ବିଫଳ ହେଉଛି l ବାରମ୍ବାର ହାତୀ ଆସିବା ଯୋଗୁଁ ଧାନ ଫସଲ ନଷ୍ଟ କରିବା ସହିତ ଘର ଦ୍ୱାର ଭାଙ୍ଗି ଦେଉଥିବା କାରଣରୁ ଲୋକେ ଭୟଭୀତ ହେଉଛନ୍ତି l ବନ କର୍ମଚାରୀ ନିଆଁ ହୁଳା ଦେଖାଇ ଘଉଡ଼ାଇବା ପାଇଁ ଚେଷ୍ଟା କଲେ ମଧ୍ୟ ହାତୀ ଯିବାର ନା ଧରୁନି l ଗ୍ରାମ୍ୟ ଜଙ୍ଗଲ ଭିତରକୁ ନ ଯିବାକୁ ଜନ ସାଧାରଣଙ୍କୁ ବାରଣ କରା ଯାଉଛି l ବେଳେ ବେଳେ ହାତୀ ସହର ଭିତରକୁ ପଶି ଆସି ଉତ୍ପାତ ମଚାଉଛି l ତେଣୁ ତୁରନ୍ତ ହାତୀକୁ ଅନ୍ୟତ୍ର ପଠାଇବାକୁ ଜନ ସାଧାରଣ ଦାବୀ କରୁଛନ୍ତି l2
- ନୂଆଁଖାଇ ଜୁହାର 👍🌷🙏 ନୂଆଁଖାଇ ଜୁହାର 👍🌷🙏ନୂଆଁଖାଇ ଜୁହାର 👍🌷🙏 ନୂଆଁଖାଇ ଜୁହାର 👍🌷🙏ନୂଆଁଖାଇ ଜୁହାର 👍🌷🙏 ନୂଆଁଖାଇ ଜୁହାର 👍🌷🙏 ନୂଆଁଖାଇ ଜୁହାର 👍🌷🙏 ନୂଆଁଖାଇ ଜୁହାର 👍🌷🙏ନୂଆଁଖାଇ ଜୁହାର 👍🌷🙏 ନୂଆଁଖାଇ ଜୁହାର 👍🌷🙏 ନୂଆଁଖାଇ ଜୁହାର 👍🌷🙏 ନୂଆଁଖାଇ ଜୁହାର 👍🌷🙏 ନୂଆଁଖାଇ ଜୁହାର 👍🌷 ନୂଆଁଖାଇ ଜୁହାର 👍🌷🙏 ନୂଆଁଖାଇ ଜୁହାର 👍🌷🙏 ନୂଆଁଖାଇ ଜୁହାର 👍🌷🙏 ନୂଆଁଖାଇ ଜୁହାର 👍🌷 ନୂଆଁଖାଇ ଜୁହାର 👍🌷🙏1
- ଖବରରେ ହଲିଲା ବିଭାଗ! ; ବିଦ୍ୟୁତ ଟ୍ରାନ୍ସଫର୍ମରରୁ ହଟିଲା ଲତାଗୁଳ୍ମ କେନ୍ଦୁଝର , (ଧ୍ୟାନକୃଷ୍ଣ ନାୟକ) : ଖବର ପ୍ରକାଶ ପାଇଲା, ସୋସିଆଲ ମିଡିଆରେ ପ୍ରସଙ୍ଗ ଉଠିଲା ଏବଂ ତୁରନ୍ତ ଚେତିଲା ବିଭାଗ। ବିଦ୍ୟୁତ୍ ଟ୍ରାନ୍ସଫର୍ମର ଓ ଖୁଣ୍ଟକୁ ଘେରି ରହିଥିବା ଲତାଗୁଳ୍ମ ଶେଷରେ ସଫା ହୋଇଛି। ଫଳରେ ସମ୍ଭାବ୍ୟ ବିଦ୍ୟୁତ୍ ବିପଦରୁ ଏକ ବଡ଼ ଆଶଙ୍କା ଟଳିଥିବା ଦେଖିବାକୁ ମିଳିଛି। କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତର ନୂଆଗାଁ ଗ୍ରାମରେ ବସୁଧା ପାନୀୟ ଜଳ ପ୍ରକଳ୍ପକୁ ବିଦ୍ୟୁତ୍ ସଂଯୋଗ ଦେଇଥିବା ଟ୍ରାନ୍ସଫର୍ମର ଓ ବିଦ୍ୟୁତ୍ ଖୁଣ୍ଟ ଦୀର୍ଘଦିନ ଧରି ଲତାଗୁଳ୍ମରେ ଆଚ୍ଛାଦିତ ହୋଇ ରହିଥିଲା। ବିଦ୍ୟୁତ୍ ଉପକରଣ ଚାରିପାଖରେ ଏଭଳି ଅବ୍ୟବସ୍ଥା ରହିବା ଯୋଗୁଁ ଅଘଟଣର ଆଶଙ୍କା ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚିନ୍ତା ପ୍ରକାଶ ପାଇଥିଲା।ଏହି ପ୍ରସଙ୍ଗକୁ ନେଇ ଏକ ଖବର ପ୍ରକାଶିତ ହୋଇଥିଲା।ଖବର ପ୍ରକାଶ ପରେ ସୋସିଆଲ ମିଡିଆ କର୍ମୀ ବିକ୍ରମ କେଶରୀ ମହାନ୍ତ ଏହି ଖବରକୁ ଏକ୍ସ(X) ମାଧ୍ୟମରେ ପ୍ରଚାର କରି ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାର ପ୍ରଭାବ ତୁରନ୍ତ ଦେଖିବାକୁ ମିଳିଥିବାବେଳେ ସମ୍ପୃକ୍ତ ବିଭାଗ ପକ୍ଷରୁ ଟ୍ରାନ୍ସଫର୍ମର ଓ ବିଦ୍ୟୁତ୍ ଖୁଣ୍ଟ ଚାରିପାଖରେ ଥିବା ଲତାଗୁଳ୍ମ କାଟି ସଫା କରାଯାଇଛି। ବର୍ତ୍ତମାନ ଟ୍ରାନ୍ସଫର୍ମର ଓ ବିଦ୍ୟୁତ୍ ଖୁଣ୍ଟ ସ୍ପଷ୍ଟ ଭାବେ ଦୃଶ୍ୟମାନ ହେଉଥିବାରୁ ସ୍ଥାନୀୟ ଲୋକେ ଆଶ୍ୱସ୍ତ ହୋଇଛନ୍ତି। ଏଥିସହ ଜନସାଧାରଣଙ୍କ ସମସ୍ୟାକୁ ଗଣମାଧ୍ୟମ ଉଠାଇବା ଏବଂ ସୋସିଆଲ ମିଡିଆ ମାଧ୍ୟମରେ ତାହା ବିଭାଗୀୟ ସ୍ତରରେ ପହଞ୍ଚିବା ଦ୍ୱାରା କିପରି ତୁରନ୍ତ ପଦକ୍ଷେପ ନିଆଯାଇପାରେ, ଏହି ଘଟଣା ତାହାର ଏକ ଉଦାହରଣ ପାଲଟିଛି।ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ବିଦ୍ୟୁତ୍ ଭଳି ସମ୍ବେଦନଶୀଳ ଓ ଜନଜୀବନ ସହ ଜଡ଼ିତ ବ୍ୟବସ୍ଥାର ନିୟମିତ ଯାଞ୍ଚ ଓ ରକ୍ଷଣାବେକ୍ଷଣ ଆବଶ୍ୟକ। ଆଗକୁ ଯେପରି ଏଭଳି ଅବସ୍ଥା ପୁଣି ସୃଷ୍ଟି ନହୁଏ, ସେଥିପାଇଁ ବିଭାଗ ନିୟମିତ ଭାବେ ନଜର ରଖିବାକୁ ଦାବି ହୋଇଛି।4
- ବେଲପାହାଡ଼ ମୁନିସିପାଲିଟି ନିକଟସ୍ଥ ମାର୍କେଟ କମ୍ପ୍ଲେକ୍ସ ଗଣେଷ ମଣ୍ଡପରେ ମହା ଆଡମ୍ବର ଏବଂ ଧୂମଧାମ ରେ ପ୍ରଭୁ ଗଜାନନଙ୍କ ପୂଜା ଅନୁଷ୍ଠିତ। GaneshChaturthi2026 Near Muncipality MarketComplex Belpahad ବେଲପାହାଡ଼ ମୁନିସିପାଲିଟି ନିକଟସ୍ଥ ମାର୍କେଟ କମ୍ପ୍ଲେକ୍ସ ଗଣେଷ ମଣ୍ଡପରେ ମହା ଆଡମ୍ବର ଏବଂ ଧୂମଧାମ ରେ ପ୍ରଭୁ ଗଜାନନଙ୍କ ପୂଜା ଅନୁଷ୍ଠିତ।1
- 🚨 ईरान में विमान में बड़ा हादसा टला, यात्रियों में मची चीख-पुकार ईरान की Sepehran Airlines के Boeing 737 विमान को उड़ान भरने के कुछ ही देर बाद तकनीकी समस्या के चलते मशहद एयरपोर्ट लौटना पड़ा। विमान मशहद से केरमानशाह जा रहा था। शुरुआती रिपोर्टों में टायर की समस्या और इंजन इमरजेंसी की बात सामने आई। तेज कंपन के कारण विमान के केबिन की छत के कुछ पैनल और सामान नीचे गिरने लगे, जिससे यात्रियों में अफरा-तफरी मच गई। घटना के वीडियो में यात्री घबराए हुए दिखाई दे रहे हैं। विमान ने सुरक्षित लैंडिंग की और किसी के घायल होने की सूचना नहीं है। हालांकि, घटना के सटीक तकनीकी कारणों की जांच की जा रही है। #BreakingNews #Iran #SepehranAirlines #Boeing737 #PlaneEmergency #Mashhad #Kermanshah #AviationNews #ViralVideo #P24NewsExpress 🚨 ईरान में विमान में बड़ा हादसा टला, यात्रियों में मची चीख-पुकार ईरान की Sepehran Airlines के Boeing 737 विमान को उड़ान भरने के कुछ ही देर बाद तकनीकी समस्या के चलते मशहद एयरपोर्ट लौटना पड़ा। विमान मशहद से केरमानशाह जा रहा था। शुरुआती रिपोर्टों में टायर की समस्या और इंजन इमरजेंसी की बात सामने आई। तेज कंपन के कारण विमान के केबिन की छत के कुछ पैनल और सामान नीचे गिरने लगे, जिससे यात्रियों में अफरा-तफरी मच गई। घटना के वीडियो में यात्री घबराए हुए दिखाई दे रहे हैं। विमान ने सुरक्षित लैंडिंग की और किसी के घायल होने की सूचना नहीं है। हालांकि, घटना के सटीक तकनीकी कारणों की जांच की जा रही है। #BreakingNews #Iran #SepehranAirlines #Boeing737 #PlaneEmergency #Mashhad #Kermanshah #AviationNews #ViralVideo #P24NewsExpress1
- ଗଣେଶ ପୂଜା ପାଇଁ ତାଳଚେର ସହର ଚଳଚଞ୍ଚଳ, ସୁସଜିତ ଆଲୋକ ମାଳାରେ ଝଲସୁଛି ପୂଜା ମଣ୍ଡପ ତାଳଚେର :- ଗତ ସେପ୍ଟେମ୍ବର ୧୪ ରୁ ଆରମ୍ଭ ହୋଇଥିବା ପ୍ରସିଦ୍ଧ ତାଳଚେର ଗଣେଶ ପୂଜା ପାଇଁ ତାଳଚେର ସହର ଚଳଚଞ୍ଚଳ ହୋଇ ଉଠିଛି l ସୁସଜିତ ଆଲୋକ ମାଳାରେ ଝଲସୁଛି ପ୍ରଭୁ ଗଣପତି ଙ୍କ ପୂଜା ମଣ୍ଡପ l ପ୍ରାୟ ୧୦୦ ଟି ପୂଜା ମଣ୍ଡପରେ ପ୍ରଭୁ ଗଜାନନ ପୂଜା ପାଉଛନ୍ତି l ଅପରାହ୍ନରୁ ସହରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହୁଛି l ସହର ମଧ୍ୟରେ ବିଭିନ୍ନ ପ୍ରକାରର ଦୋକାନ ସାଙ୍ଗକୁ ଦୋଳି ପଡିବା ଯୋଗୁଁ ଏହାର ମଜା ନେଉଛନ୍ତି ଶ୍ରଦ୍ଧାଳୁ l ଆସନ୍ତା ସେପ୍ଟେମ୍ବର ୨୬ ରିଖରେ ବାବା ଗଣେଶଙ୍କ ଭସାଣି ଉତ୍ସବ ଅନୁଷ୍ଠିତ ହେବ ବୋଲି କେନ୍ଦ୍ରୀୟ କମିଟି ପକ୍ଷରୁ ନିଷ୍ପତି ନିଆଯାଇଛି l ତାଳଚେର ଟାଉନ ଠାରୁ ହାଣ୍ଡିଧୁଆ ପର୍ଯ୍ୟନ୍ତ ଗହଳି ଲାଗି ରହିଛି l କେତେକ ପୂଜା ମଣ୍ଡପରେ ସଂନ୍ଧ୍ୟାରେ ଗଣେଶଙ୍କ ଲଡ଼ୁ ଭୋଗ ଶ୍ରଦ୍ଧାଳୁ ମାନଙ୍କୁ ଦିଆଯାଉଥିବାର ଦେଖିବାକୁ ମିଳିଛି l ପାଗ ଅନୁକୂଳ ଥିବାରୁ ଗହଳି ହେଉଛି l ପୂଜାକୁ ଦୃଷ୍ଟିରେ ରଖି ସହରରେ ଶାନ୍ତି ଶୃଙ୍ଖଳା ପାଇଁ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଛି l ତାଳଚେର କଲେଜ ପଡିଆ ଏବଂ ବାଇପାସ ପଡିଆ ଠାରେ ମିନବଜାର ଓ ଦୋଳି ପଡିଛି l1
- ବେଡାପଡା ଗାଁରେ ସୋଲାର ତାର ବିଦ୍ୟୁତ ତାର ସାଂଯୋଗ ଫଳରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଲଥିଲା. ଆଜି ପୋଲିସ ଏହି ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି. ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ରାସୋଳ ଥାନା ବେଡାପଡା ଗାଁରେ ଗତକାଲି ସୋଲାର ତାର ସହ ବିଦ୍ୟୁତ ସାଂଯୋଗ ଫଳରେ ଗାଁର ଉପମା ବେହେରା ନାମକ ଜଣେ ମହିଳାଙ୍କ ମୃତ୍ୟୁ ହୋଇଯାଇଥିଲା. ଆଜି ରାସୋଳ ପୋଲିସ ଏହି ଘଟଣାରେ ଗୌରାଙ୍ଗ ଗଡ଼ନାୟକ ନାମକ ଜଣେ ବ୍ୟକ୍ତି ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି.1
- 🚨 LAXMI MUSIC हादसा | भद्रक, ओडिशा 😭 ओडिशा के भद्रक के रहानिया में LAXMI MUSIC से जुड़े हादसे की खबर सामने आई है। घटना से इलाके में शोक का माहौल है। 😭 #LaxmiMusic #Bhadrak #Rahania #Odisha #Accident #OdishaNews #BreakingNews #Viral #Trending #Explore #Like #P24NewsExpress 🚨 LAXMI MUSIC हादसा | भद्रक, ओडिशा 😭 ओडिशा के भद्रक के रहानिया में LAXMI MUSIC से जुड़े हादसे की खबर सामने आई है। घटना से इलाके में शोक का माहौल है। 😭 #LaxmiMusic #Bhadrak #Rahania #Odisha #Accident #OdishaNews #BreakingNews #Viral #Trending #Explore #Like #P24NewsExpress1