ଖବରରେ ହଲିଲା ବିଭାଗ! ; ବିଦ୍ୟୁତ ଟ୍ରାନ୍ସଫର୍ମରରୁ ହଟିଲା ଲତାଗୁଳ୍ମ କେନ୍ଦୁଝର , (ଧ୍ୟାନକୃଷ୍ଣ ନାୟକ) : ଖବର ପ୍ରକାଶ ପାଇଲା, ସୋସିଆଲ ମିଡିଆରେ ପ୍ରସଙ୍ଗ ଉଠିଲା ଏବଂ ତୁରନ୍ତ ଚେତିଲା ବିଭାଗ। ବିଦ୍ୟୁତ୍ ଟ୍ରାନ୍ସଫର୍ମର ଓ ଖୁଣ୍ଟକୁ ଘେରି ରହିଥିବା ଲତାଗୁଳ୍ମ ଶେଷରେ ସଫା ହୋଇଛି। ଫଳରେ ସମ୍ଭାବ୍ୟ ବିଦ୍ୟୁତ୍ ବିପଦରୁ ଏକ ବଡ଼ ଆଶଙ୍କା ଟଳିଥିବା ଦେଖିବାକୁ ମିଳିଛି। କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତର ନୂଆଗାଁ ଗ୍ରାମରେ ବସୁଧା ପାନୀୟ ଜଳ ପ୍ରକଳ୍ପକୁ ବିଦ୍ୟୁତ୍ ସଂଯୋଗ ଦେଇଥିବା ଟ୍ରାନ୍ସଫର୍ମର ଓ ବିଦ୍ୟୁତ୍ ଖୁଣ୍ଟ ଦୀର୍ଘଦିନ ଧରି ଲତାଗୁଳ୍ମରେ ଆଚ୍ଛାଦିତ ହୋଇ ରହିଥିଲା। ବିଦ୍ୟୁତ୍ ଉପକରଣ ଚାରିପାଖରେ ଏଭଳି ଅବ୍ୟବସ୍ଥା ରହିବା ଯୋଗୁଁ ଅଘଟଣର ଆଶଙ୍କା ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚିନ୍ତା ପ୍ରକାଶ ପାଇଥିଲା।ଏହି ପ୍ରସଙ୍ଗକୁ ନେଇ ଏକ ଖବର ପ୍ରକାଶିତ ହୋଇଥିଲା।ଖବର ପ୍ରକାଶ ପରେ ସୋସିଆଲ ମିଡିଆ କର୍ମୀ ବିକ୍ରମ କେଶରୀ ମହାନ୍ତ ଏହି ଖବରକୁ ଏକ୍ସ(X) ମାଧ୍ୟମରେ ପ୍ରଚାର କରି ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାର ପ୍ରଭାବ ତୁରନ୍ତ ଦେଖିବାକୁ ମିଳିଥିବାବେଳେ ସମ୍ପୃକ୍ତ ବିଭାଗ ପକ୍ଷରୁ ଟ୍ରାନ୍ସଫର୍ମର ଓ ବିଦ୍ୟୁତ୍ ଖୁଣ୍ଟ ଚାରିପାଖରେ ଥିବା ଲତାଗୁଳ୍ମ କାଟି ସଫା କରାଯାଇଛି। ବର୍ତ୍ତମାନ ଟ୍ରାନ୍ସଫର୍ମର ଓ ବିଦ୍ୟୁତ୍ ଖୁଣ୍ଟ ସ୍ପଷ୍ଟ ଭାବେ ଦୃଶ୍ୟମାନ ହେଉଥିବାରୁ ସ୍ଥାନୀୟ ଲୋକେ ଆଶ୍ୱସ୍ତ ହୋଇଛନ୍ତି। ଏଥିସହ ଜନସାଧାରଣଙ୍କ ସମସ୍ୟାକୁ ଗଣମାଧ୍ୟମ ଉଠାଇବା ଏବଂ ସୋସିଆଲ ମିଡିଆ ମାଧ୍ୟମରେ ତାହା ବିଭାଗୀୟ ସ୍ତରରେ ପହଞ୍ଚିବା ଦ୍ୱାରା କିପରି ତୁରନ୍ତ ପଦକ୍ଷେପ ନିଆଯାଇପାରେ, ଏହି ଘଟଣା ତାହାର ଏକ ଉଦାହରଣ ପାଲଟିଛି।ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ବିଦ୍ୟୁତ୍ ଭଳି ସମ୍ବେଦନଶୀଳ ଓ ଜନଜୀବନ ସହ ଜଡ଼ିତ ବ୍ୟବସ୍ଥାର ନିୟମିତ ଯାଞ୍ଚ ଓ ରକ୍ଷଣାବେକ୍ଷଣ ଆବଶ୍ୟକ। ଆଗକୁ ଯେପରି ଏଭଳି ଅବସ୍ଥା ପୁଣି ସୃଷ୍ଟି ନହୁଏ, ସେଥିପାଇଁ ବିଭାଗ ନିୟମିତ ଭାବେ ନଜର ରଖିବାକୁ ଦାବି ହୋଇଛି।
ଖବରରେ ହଲିଲା ବିଭାଗ! ; ବିଦ୍ୟୁତ ଟ୍ରାନ୍ସଫର୍ମରରୁ ହଟିଲା ଲତାଗୁଳ୍ମ କେନ୍ଦୁଝର , (ଧ୍ୟାନକୃଷ୍ଣ ନାୟକ) : ଖବର ପ୍ରକାଶ ପାଇଲା, ସୋସିଆଲ ମିଡିଆରେ ପ୍ରସଙ୍ଗ ଉଠିଲା ଏବଂ ତୁରନ୍ତ ଚେତିଲା ବିଭାଗ। ବିଦ୍ୟୁତ୍ ଟ୍ରାନ୍ସଫର୍ମର ଓ ଖୁଣ୍ଟକୁ ଘେରି ରହିଥିବା ଲତାଗୁଳ୍ମ ଶେଷରେ ସଫା ହୋଇଛି। ଫଳରେ ସମ୍ଭାବ୍ୟ ବିଦ୍ୟୁତ୍ ବିପଦରୁ ଏକ ବଡ଼ ଆଶଙ୍କା ଟଳିଥିବା ଦେଖିବାକୁ ମିଳିଛି। କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତର
ନୂଆଗାଁ ଗ୍ରାମରେ ବସୁଧା ପାନୀୟ ଜଳ ପ୍ରକଳ୍ପକୁ ବିଦ୍ୟୁତ୍ ସଂଯୋଗ ଦେଇଥିବା ଟ୍ରାନ୍ସଫର୍ମର ଓ ବିଦ୍ୟୁତ୍ ଖୁଣ୍ଟ ଦୀର୍ଘଦିନ ଧରି ଲତାଗୁଳ୍ମରେ ଆଚ୍ଛାଦିତ ହୋଇ ରହିଥିଲା। ବିଦ୍ୟୁତ୍ ଉପକରଣ ଚାରିପାଖରେ ଏଭଳି ଅବ୍ୟବସ୍ଥା ରହିବା ଯୋଗୁଁ ଅଘଟଣର ଆଶଙ୍କା ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚିନ୍ତା ପ୍ରକାଶ ପାଇଥିଲା।ଏହି ପ୍ରସଙ୍ଗକୁ ନେଇ ଏକ ଖବର ପ୍ରକାଶିତ ହୋଇଥିଲା।ଖବର ପ୍ରକାଶ ପରେ ସୋସିଆଲ ମିଡିଆ କର୍ମୀ ବିକ୍ରମ କେଶରୀ
ମହାନ୍ତ ଏହି ଖବରକୁ ଏକ୍ସ(X) ମାଧ୍ୟମରେ ପ୍ରଚାର କରି ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାର ପ୍ରଭାବ ତୁରନ୍ତ ଦେଖିବାକୁ ମିଳିଥିବାବେଳେ ସମ୍ପୃକ୍ତ ବିଭାଗ ପକ୍ଷରୁ ଟ୍ରାନ୍ସଫର୍ମର ଓ ବିଦ୍ୟୁତ୍ ଖୁଣ୍ଟ ଚାରିପାଖରେ ଥିବା ଲତାଗୁଳ୍ମ କାଟି ସଫା କରାଯାଇଛି। ବର୍ତ୍ତମାନ ଟ୍ରାନ୍ସଫର୍ମର ଓ ବିଦ୍ୟୁତ୍ ଖୁଣ୍ଟ ସ୍ପଷ୍ଟ ଭାବେ ଦୃଶ୍ୟମାନ ହେଉଥିବାରୁ ସ୍ଥାନୀୟ ଲୋକେ ଆଶ୍ୱସ୍ତ ହୋଇଛନ୍ତି। ଏଥିସହ ଜନସାଧାରଣଙ୍କ ସମସ୍ୟାକୁ ଗଣମାଧ୍ୟମ ଉଠାଇବା ଏବଂ
ସୋସିଆଲ ମିଡିଆ ମାଧ୍ୟମରେ ତାହା ବିଭାଗୀୟ ସ୍ତରରେ ପହଞ୍ଚିବା ଦ୍ୱାରା କିପରି ତୁରନ୍ତ ପଦକ୍ଷେପ ନିଆଯାଇପାରେ, ଏହି ଘଟଣା ତାହାର ଏକ ଉଦାହରଣ ପାଲଟିଛି।ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ବିଦ୍ୟୁତ୍ ଭଳି ସମ୍ବେଦନଶୀଳ ଓ ଜନଜୀବନ ସହ ଜଡ଼ିତ ବ୍ୟବସ୍ଥାର ନିୟମିତ ଯାଞ୍ଚ ଓ ରକ୍ଷଣାବେକ୍ଷଣ ଆବଶ୍ୟକ। ଆଗକୁ ଯେପରି ଏଭଳି ଅବସ୍ଥା ପୁଣି ସୃଷ୍ଟି ନହୁଏ, ସେଥିପାଇଁ ବିଭାଗ ନିୟମିତ ଭାବେ ନଜର ରଖିବାକୁ ଦାବି ହୋଇଛି।
- ଖବରରେ ହଲିଲା ବିଭାଗ! ; ବିଦ୍ୟୁତ ଟ୍ରାନ୍ସଫର୍ମରରୁ ହଟିଲା ଲତାଗୁଳ୍ମ କେନ୍ଦୁଝର , (ଧ୍ୟାନକୃଷ୍ଣ ନାୟକ) : ଖବର ପ୍ରକାଶ ପାଇଲା, ସୋସିଆଲ ମିଡିଆରେ ପ୍ରସଙ୍ଗ ଉଠିଲା ଏବଂ ତୁରନ୍ତ ଚେତିଲା ବିଭାଗ। ବିଦ୍ୟୁତ୍ ଟ୍ରାନ୍ସଫର୍ମର ଓ ଖୁଣ୍ଟକୁ ଘେରି ରହିଥିବା ଲତାଗୁଳ୍ମ ଶେଷରେ ସଫା ହୋଇଛି। ଫଳରେ ସମ୍ଭାବ୍ୟ ବିଦ୍ୟୁତ୍ ବିପଦରୁ ଏକ ବଡ଼ ଆଶଙ୍କା ଟଳିଥିବା ଦେଖିବାକୁ ମିଳିଛି। କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତର ନୂଆଗାଁ ଗ୍ରାମରେ ବସୁଧା ପାନୀୟ ଜଳ ପ୍ରକଳ୍ପକୁ ବିଦ୍ୟୁତ୍ ସଂଯୋଗ ଦେଇଥିବା ଟ୍ରାନ୍ସଫର୍ମର ଓ ବିଦ୍ୟୁତ୍ ଖୁଣ୍ଟ ଦୀର୍ଘଦିନ ଧରି ଲତାଗୁଳ୍ମରେ ଆଚ୍ଛାଦିତ ହୋଇ ରହିଥିଲା। ବିଦ୍ୟୁତ୍ ଉପକରଣ ଚାରିପାଖରେ ଏଭଳି ଅବ୍ୟବସ୍ଥା ରହିବା ଯୋଗୁଁ ଅଘଟଣର ଆଶଙ୍କା ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚିନ୍ତା ପ୍ରକାଶ ପାଇଥିଲା।ଏହି ପ୍ରସଙ୍ଗକୁ ନେଇ ଏକ ଖବର ପ୍ରକାଶିତ ହୋଇଥିଲା।ଖବର ପ୍ରକାଶ ପରେ ସୋସିଆଲ ମିଡିଆ କର୍ମୀ ବିକ୍ରମ କେଶରୀ ମହାନ୍ତ ଏହି ଖବରକୁ ଏକ୍ସ(X) ମାଧ୍ୟମରେ ପ୍ରଚାର କରି ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାର ପ୍ରଭାବ ତୁରନ୍ତ ଦେଖିବାକୁ ମିଳିଥିବାବେଳେ ସମ୍ପୃକ୍ତ ବିଭାଗ ପକ୍ଷରୁ ଟ୍ରାନ୍ସଫର୍ମର ଓ ବିଦ୍ୟୁତ୍ ଖୁଣ୍ଟ ଚାରିପାଖରେ ଥିବା ଲତାଗୁଳ୍ମ କାଟି ସଫା କରାଯାଇଛି। ବର୍ତ୍ତମାନ ଟ୍ରାନ୍ସଫର୍ମର ଓ ବିଦ୍ୟୁତ୍ ଖୁଣ୍ଟ ସ୍ପଷ୍ଟ ଭାବେ ଦୃଶ୍ୟମାନ ହେଉଥିବାରୁ ସ୍ଥାନୀୟ ଲୋକେ ଆଶ୍ୱସ୍ତ ହୋଇଛନ୍ତି। ଏଥିସହ ଜନସାଧାରଣଙ୍କ ସମସ୍ୟାକୁ ଗଣମାଧ୍ୟମ ଉଠାଇବା ଏବଂ ସୋସିଆଲ ମିଡିଆ ମାଧ୍ୟମରେ ତାହା ବିଭାଗୀୟ ସ୍ତରରେ ପହଞ୍ଚିବା ଦ୍ୱାରା କିପରି ତୁରନ୍ତ ପଦକ୍ଷେପ ନିଆଯାଇପାରେ, ଏହି ଘଟଣା ତାହାର ଏକ ଉଦାହରଣ ପାଲଟିଛି।ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ବିଦ୍ୟୁତ୍ ଭଳି ସମ୍ବେଦନଶୀଳ ଓ ଜନଜୀବନ ସହ ଜଡ଼ିତ ବ୍ୟବସ୍ଥାର ନିୟମିତ ଯାଞ୍ଚ ଓ ରକ୍ଷଣାବେକ୍ଷଣ ଆବଶ୍ୟକ। ଆଗକୁ ଯେପରି ଏଭଳି ଅବସ୍ଥା ପୁଣି ସୃଷ୍ଟି ନହୁଏ, ସେଥିପାଇଁ ବିଭାଗ ନିୟମିତ ଭାବେ ନଜର ରଖିବାକୁ ଦାବି ହୋଇଛି।4
- ସାନ୍ତରାପୁର ଗ୍ରାମ ଅସୁରବାହାଳୀ ସାହିରେ ଗଜାନନ ପୂଜା ଧୁମ ଧାମ ପାଳିତ କରିଲେ ଏବଂ ଗ୍ରାମ ବାସି ମାନଙ୍କୁ ପ୍ରସାଦ ସେବନ କରାଇ ଥିଲେ ଗୋଲଡେନ ଫ୍ରେଣ୍ଡସ ଆନୁକୂଲ୍ୟ ରେ ଗ୍ରାମ ବାସି ମାନଙ୍କୁ ଭେଟି ଦେଲା ଭଦ୍ରାଣି ମେଲୋଡି଼ ଭଦ୍ରକ ସହ ସହ ଲୋକ ଭିଡ଼ ଭିତରେ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ କରି ଖୁସିର ଖୁରାକ ଦେଉଥିଲା ଭଦ୍ରାଣି ମେଲୋଡି଼1
- 🌹🌹🌹ସହଜ ଶିକ୍ଷା 🌹🌹🌹 ଆପଣଙ୍କ ଘର ସଜାଇବା ପାଇଁ ଆପଣ ନିଜେ ସୁନ୍ଦର ଭାବେ ପିଲାଙ୍କ ପଢାଘର,ଡାଇନିଂ,କରନେର ରେ ସଜାନ୍ତୁ 🌹🌹🌹1
- ନୂଆଁଖାଇ ଜୁହାର 👍🌷🙏 ନୂଆଁଖାଇ ଜୁହାର 👍🌷🙏ନୂଆଁଖାଇ ଜୁହାର 👍🌷🙏 ନୂଆଁଖାଇ ଜୁହାର 👍🌷🙏ନୂଆଁଖାଇ ଜୁହାର 👍🌷🙏 ନୂଆଁଖାଇ ଜୁହାର 👍🌷🙏 ନୂଆଁଖାଇ ଜୁହାର 👍🌷🙏 ନୂଆଁଖାଇ ଜୁହାର 👍🌷🙏ନୂଆଁଖାଇ ଜୁହାର 👍🌷🙏 ନୂଆଁଖାଇ ଜୁହାର 👍🌷🙏 ନୂଆଁଖାଇ ଜୁହାର 👍🌷🙏 ନୂଆଁଖାଇ ଜୁହାର 👍🌷🙏 ନୂଆଁଖାଇ ଜୁହାର 👍🌷 ନୂଆଁଖାଇ ଜୁହାର 👍🌷🙏 ନୂଆଁଖାଇ ଜୁହାର 👍🌷🙏 ନୂଆଁଖାଇ ଜୁହାର 👍🌷🙏 ନୂଆଁଖାଇ ଜୁହାର 👍🌷 ନୂଆଁଖାଇ ଜୁହାର 👍🌷🙏1
- କୋଳ ଖାଲି କରିଦେଲେ ବାବା ଗଣେଶ| Odisha Reporter କାନ୍ଦ ବୋବାଳିରେ ଫାଟି ପଡୁଛି ନଇ ତୁଠ । ପୁଅକୁ ହରାଇ... ଧୌର୍ଯ୍ୟ ହରା ହୋଇପଡିଛି ପରିବାର । ଗୋଟିଏ ମୂହୁର୍ତ୍ତର ଅଘଟଣ... ମାର କୋଳକୁ ଖାଲି କରିଦେଇଛି । ପାର୍ବଣର ଉତ୍ସବ ମୁହୂର୍ତ୍ତରେ ଛାଇଗଲା.. ଶୋକର କଳାବାଦଲ। ଗଣେଶ ମୂର୍ତ୍ତି ବିସର୍ଜନ କରିବାକୁ ଯାଇ... ଘୋଡ଼ାହାଡ଼ ନଦୀରେ ବୁଡ଼ି 14 ବର୍ଷୀୟ ଦୁଇ ନବମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ।1
- କଳା ଦିବସ! ଘସିପୁରା ବ୍ଳକ୍ ସାଇଁକୁଳ ପତିତପାବନ ମହାବିଦ୍ୟାଳୟରେ ଅଧ୍ୟାପକ ଓ ଅଧ୍ୟାପିକା ମାନେ ଧାରଣାରେ ବସି ଗୁରୁ ଦିବସ କୁ କଳା ଦିବସ ଭାବେ ପାଳନ କରିଛନ୍ତି। କଳା ଦିବସ! ଘସିପୁରା ବ୍ଳକ୍ ସାଇଁକୁଳ ପତିତପାବନ ମହାବିଦ୍ୟାଳୟରେ ଅଧ୍ୟାପକ ଓ ଅଧ୍ୟାପିକା ମାନେ ଧାରଣାରେ ବସି ଗୁରୁ ଦିବସ କୁ କଳା ଦିବସ ଭାବେ ପାଳନ କରିଛନ୍ତି।1
- ମୋହନ ଚରଣ ମାଝୀ : ଭୋଟ ବ୍ୟାଙ୍କ ନୁହନ୍ତି, ମହିଳା ହେଉଛନ୍ତି ଶକ୍ତି ସ୍ୱରୂପିଣୀ । ପୁର୍ବ ସରକାରରେ ମହିଳାମାନଙ୍କୁ କେବଳ ରାଜନୈତିକ ସାଧନ ପାଇଁ ଉପଯୋଗ କରୁଛନ୍ତି । ମୋହନ ଚରଣ ମାଝୀ : ଭୋଟ ବ୍ୟାଙ୍କ ନୁହନ୍ତି, ମହିଳା ହେଉଛନ୍ତି ଶକ୍ତି ସ୍ୱରୂପିଣୀ । ପୁର୍ବ ସରକାରରେ ମହିଳାମାନଙ୍କୁ କେବଳ ରାଜନୈତିକ ସାଧନ ପାଇଁ ଉପଯୋଗ କରୁଛନ୍ତି । ସମ୍ବଲପୁର, ଓଡ଼ିଶା #Sambalpur #Odisha1
- ବେଆଇନ ଡମ୍ପିଂ ପାଇଁ ପାଟିତୁଣ୍ଡ | Odisha Reporter ଅନ୍ଧାରୁଆ ରାସ୍ତା କଡ଼ରେ ବେଆଇନ ଡମ୍ପିଂ କୁ ନେଇ ଅସନ୍ତୋଷ । ଡମ୍ପିଂ କରୁଥିବା ବେଳେ ଧରିଲେ ସ୍ଥାନୀୟ ଲୋକେ । ଘଟଣା ସ୍ଥଳରେ କମିଶନରେଟ ପୋଲିସ ।1