logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବେଆଇନ ଡମ୍ପିଂ ପାଇଁ ପାଟିତୁଣ୍ଡ | Odisha Reporter ଅନ୍ଧାରୁଆ ରାସ୍ତା କଡ଼ରେ ବେଆଇନ ଡମ୍ପିଂ କୁ ନେଇ ଅସନ୍ତୋଷ । ଡମ୍ପିଂ କରୁଥିବା ବେଳେ ଧରିଲେ ସ୍ଥାନୀୟ ଲୋକେ । ଘଟଣା ସ୍ଥଳରେ କମିଶନରେଟ ପୋଲିସ ।

3 hrs ago
user_Rajib Behera
Rajib Behera
Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
3 hrs ago

ବେଆଇନ ଡମ୍ପିଂ ପାଇଁ ପାଟିତୁଣ୍ଡ | Odisha Reporter ଅନ୍ଧାରୁଆ ରାସ୍ତା କଡ଼ରେ ବେଆଇନ ଡମ୍ପିଂ କୁ ନେଇ ଅସନ୍ତୋଷ । ଡମ୍ପିଂ କରୁଥିବା ବେଳେ ଧରିଲେ ସ୍ଥାନୀୟ ଲୋକେ । ଘଟଣା ସ୍ଥଳରେ କମିଶନରେଟ ପୋଲିସ ।

More news from ଓଡ଼ିଶା and nearby areas
  • କୋଳ ଖାଲି କରିଦେଲେ ବାବା ଗଣେଶ| Odisha Reporter କାନ୍ଦ ବୋବାଳିରେ ଫାଟି ପଡୁଛି ନଇ ତୁଠ । ପୁଅକୁ ହରାଇ... ଧୌର୍ଯ୍ୟ ହରା ହୋଇପଡିଛି ପରିବାର । ଗୋଟିଏ ମୂହୁର୍ତ୍ତର ଅଘଟଣ... ମାର କୋଳକୁ ଖାଲି କରିଦେଇଛି । ପାର୍ବଣର ଉତ୍ସବ ମୁହୂର୍ତ୍ତରେ ଛାଇଗଲା.. ଶୋକର କଳାବାଦଲ। ଗଣେଶ ମୂର୍ତ୍ତି ବିସର୍ଜନ କରିବାକୁ ଯାଇ... ଘୋଡ଼ାହାଡ଼ ନଦୀରେ ବୁଡ଼ି 14 ବର୍ଷୀୟ ଦୁଇ ନବମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ।
    1
    କୋଳ ଖାଲି କରିଦେଲେ ବାବା ଗଣେଶ| Odisha Reporter
 କାନ୍ଦ ବୋବାଳିରେ ଫାଟି ପଡୁଛି ନଇ ତୁଠ । ପୁଅକୁ ହରାଇ... ଧୌର୍ଯ୍ୟ ହରା ହୋଇପଡିଛି ପରିବାର । ଗୋଟିଏ ମୂହୁର୍ତ୍ତର ଅଘଟଣ... ମାର କୋଳକୁ ଖାଲି କରିଦେଇଛି । ପାର୍ବଣର ଉତ୍ସବ ମୁହୂର୍ତ୍ତରେ ଛାଇଗଲା.. ଶୋକର କଳାବାଦଲ। ଗଣେଶ ମୂର୍ତ୍ତି ବିସର୍ଜନ କରିବାକୁ ଯାଇ... ଘୋଡ଼ାହାଡ଼ ନଦୀରେ ବୁଡ଼ି 14 ବର୍ଷୀୟ ଦୁଇ ନବମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ।
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    2 hrs ago
  • ବାରିପଦା ତୁଳସୀଚଉରା ଗଣେଶ ପୂଜା ଓ ମେଳା 2026 ରେ କିଛି ଭକ୍ତଙ୍କ ସହ ଆଲୋଚନା
    3
    ବାରିପଦା ତୁଳସୀଚଉରା ଗଣେଶ ପୂଜା ଓ ମେଳା 2026  ରେ କିଛି ଭକ୍ତଙ୍କ ସହ ଆଲୋଚନା
    user_MN.NEWS ODIA
    MN.NEWS ODIA
    Teacher ବାରିପଦା ଟାଉନ୍, ମୟୂରଭଞ୍ଜ, ଓଡ଼ିଶା•
    14 hrs ago
  • ବିକଶିତ ଭାରତ ର ସ୍ପଷ୍ଟଚିତ୍ର ।ଯଦି ସଜାଗ ନ ହେବ ତ କନ୍ଥା ଘୋଡ଼ି ଶୋଇ ଯାଅ । ଜୟ ଶ୍ରରାମ। ୟେ ହେଲା ଆମ ବିକଶିତ ଭାରତ । ଆମର ଜିଡିପି 7.2%ହେଇଚି ବୋଲି ଘୋଷଣା ହଉଛି । ତେବେ ଆହୁରି ତୃମୂଳସ୍ତରରେ ଦେଖିଲେ ତାହା ବର୍ଣ୍ଣନା କରି ହେବ ନାହିଁ । ତେଲ ଗ୍ୟାସ ଶିକ୍ଷା ସ୍ୱାସ୍ଥୟସେବା ସଡ଼କ ଇତ୍ୟାଦି କଥା ନ କହିଲେ ଭଲ । ଭାଇମାନେ ୟେ କୌଣସି ପ୍ରଚାର ନୁହେଁ ।ସଚେତନ ହେବା ପାଇଁ। ନୋହିଲେ ଭତ୍ତା ଚାଉଳ ନିଅ, ଆଉ ଜୟ ଶ୍ରୀ ରାମ ନାରା ଦେଇ କନ୍ଥା ଘୋଡ଼ି ଶୋଇ ପଡ ।
    1
    ବିକଶିତ ଭାରତ ର ସ୍ପଷ୍ଟଚିତ୍ର ।ଯଦି ସଜାଗ ନ ହେବ ତ କନ୍ଥା ଘୋଡ଼ି ଶୋଇ ଯାଅ । ଜୟ ଶ୍ରରାମ।
ୟେ ହେଲା ଆମ ବିକଶିତ ଭାରତ । ଆମର ଜିଡିପି 7.2%ହେଇଚି ବୋଲି ଘୋଷଣା ହଉଛି । ତେବେ ଆହୁରି ତୃମୂଳସ୍ତରରେ ଦେଖିଲେ ତାହା ବର୍ଣ୍ଣନା କରି ହେବ ନାହିଁ । ତେଲ ଗ୍ୟାସ ଶିକ୍ଷା ସ୍ୱାସ୍ଥୟସେବା ସଡ଼କ ଇତ୍ୟାଦି କଥା ନ କହିଲେ ଭଲ । ଭାଇମାନେ ୟେ କୌଣସି ପ୍ରଚାର ନୁହେଁ ।ସଚେତନ ହେବା ପାଇଁ।
ନୋହିଲେ ଭତ୍ତା ଚାଉଳ ନିଅ, ଆଉ ଜୟ ଶ୍ରୀ ରାମ ନାରା ଦେଇ କନ୍ଥା ଘୋଡ଼ି ଶୋଇ ପଡ ।
    user_Kaizan mohanta
    Kaizan mohanta
    Muruda, Mayurbhanj•
    11 hrs ago
  • ନବାହ୍ନ ଖାଇ ନୂଆଖାଇ ପାଳନ କଲେ ଅଲେଖ ମହିମା ମଠ ସନ୍ୟାସୀ।
    1
    ନବାହ୍ନ ଖାଇ ନୂଆଖାଇ ପାଳନ କଲେ ଅଲେଖ ମହିମା ମଠ ସନ୍ୟାସୀ।
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    6 hrs ago
  • ଗଣେଶ ଭସାଣି ପୂର୍ବରୁ ପୋଲିସ୍‌ର କଡ଼ା ଚେତାବନୀ 🔊 DJ ପୂରା ବ୍ୟାନ୍, ନିୟମ ଭାଙ୍ଗିଲେ ଅମାନିଆଙ୍କ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ ଭସାଣି ସମୟରେ ନିୟମ ଉଲ୍ଲଂଘନ କଲେ ଅମାନିଆଙ୍କ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ, ଉଚିତ୍ ଦଣ୍ଡ ଦେବ ପୋଲିସ୍ ପ୍ରଶାସନ 🚔🚨
    1
    ଗଣେଶ ଭସାଣି ପୂର୍ବରୁ ପୋଲିସ୍‌ର କଡ଼ା ଚେତାବନୀ
🔊 DJ ପୂରା ବ୍ୟାନ୍, ନିୟମ ଭାଙ୍ଗିଲେ ଅମାନିଆଙ୍କ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭସାଣି ସମୟରେ ନିୟମ ଉଲ୍ଲଂଘନ କଲେ ଅମାନିଆଙ୍କ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ, ଉଚିତ୍ ଦଣ୍ଡ ଦେବ ପୋଲିସ୍ ପ୍ରଶାସନ 🚔🚨
    user_Journalist Harishankar Jena
    Journalist Harishankar Jena
    Media company ବାଲେଶ୍ୱର ସଦର, ବାଲେଶ୍ୱର, ଓଡ଼ିଶା•
    21 hrs ago
  • ଖବରରେ ହଲିଲା ବିଭାଗ! ; ବିଦ୍ୟୁତ ଟ୍ରାନ୍ସଫର୍ମରରୁ ହଟିଲା ଲତାଗୁଳ୍ମ କେନ୍ଦୁଝର , (ଧ୍ୟାନକୃଷ୍ଣ ନାୟକ) : ଖବର ପ୍ରକାଶ ପାଇଲା, ସୋସିଆଲ ମିଡିଆରେ ପ୍ରସଙ୍ଗ ଉଠିଲା ଏବଂ ତୁରନ୍ତ ଚେତିଲା ବିଭାଗ। ବିଦ୍ୟୁତ୍ ଟ୍ରାନ୍ସଫର୍ମର ଓ ଖୁଣ୍ଟକୁ ଘେରି ରହିଥିବା ଲତାଗୁଳ୍ମ ଶେଷରେ ସଫା ହୋଇଛି। ଫଳରେ ସମ୍ଭାବ୍ୟ ବିଦ୍ୟୁତ୍ ବିପଦରୁ ଏକ ବଡ଼ ଆଶଙ୍କା ଟଳିଥିବା ଦେଖିବାକୁ ମିଳିଛି। କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତର ନୂଆଗାଁ ଗ୍ରାମରେ ବସୁଧା ପାନୀୟ ଜଳ ପ୍ରକଳ୍ପକୁ ବିଦ୍ୟୁତ୍ ସଂଯୋଗ ଦେଇଥିବା ଟ୍ରାନ୍ସଫର୍ମର ଓ ବିଦ୍ୟୁତ୍ ଖୁଣ୍ଟ ଦୀର୍ଘଦିନ ଧରି ଲତାଗୁଳ୍ମରେ ଆଚ୍ଛାଦିତ ହୋଇ ରହିଥିଲା। ବିଦ୍ୟୁତ୍ ଉପକରଣ ଚାରିପାଖରେ ଏଭଳି ଅବ୍ୟବସ୍ଥା ରହିବା ଯୋଗୁଁ ଅଘଟଣର ଆଶଙ୍କା ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚିନ୍ତା ପ୍ରକାଶ ପାଇଥିଲା।ଏହି ପ୍ରସଙ୍ଗକୁ ନେଇ ଏକ ଖବର ପ୍ରକାଶିତ ହୋଇଥିଲା।ଖବର ପ୍ରକାଶ ପରେ ସୋସିଆଲ ମିଡିଆ କର୍ମୀ ବିକ୍ରମ କେଶରୀ ମହାନ୍ତ ଏହି ଖବରକୁ ଏକ୍ସ(X) ମାଧ୍ୟମରେ ପ୍ରଚାର କରି ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାର ପ୍ରଭାବ ତୁରନ୍ତ ଦେଖିବାକୁ ମିଳିଥିବାବେଳେ ସମ୍ପୃକ୍ତ ବିଭାଗ ପକ୍ଷରୁ ଟ୍ରାନ୍ସଫର୍ମର ଓ ବିଦ୍ୟୁତ୍ ଖୁଣ୍ଟ ଚାରିପାଖରେ ଥିବା ଲତାଗୁଳ୍ମ କାଟି ସଫା କରାଯାଇଛି। ବର୍ତ୍ତମାନ ଟ୍ରାନ୍ସଫର୍ମର ଓ ବିଦ୍ୟୁତ୍ ଖୁଣ୍ଟ ସ୍ପଷ୍ଟ ଭାବେ ଦୃଶ୍ୟମାନ ହେଉଥିବାରୁ ସ୍ଥାନୀୟ ଲୋକେ ଆଶ୍ୱସ୍ତ ହୋଇଛନ୍ତି। ଏଥିସହ ଜନସାଧାରଣଙ୍କ ସମସ୍ୟାକୁ ଗଣମାଧ୍ୟମ ଉଠାଇବା ଏବଂ ସୋସିଆଲ ମିଡିଆ ମାଧ୍ୟମରେ ତାହା ବିଭାଗୀୟ ସ୍ତରରେ ପହଞ୍ଚିବା ଦ୍ୱାରା କିପରି ତୁରନ୍ତ ପଦକ୍ଷେପ ନିଆଯାଇପାରେ, ଏହି ଘଟଣା ତାହାର ଏକ ଉଦାହରଣ ପାଲଟିଛି।ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ବିଦ୍ୟୁତ୍ ଭଳି ସମ୍ବେଦନଶୀଳ ଓ ଜନଜୀବନ ସହ ଜଡ଼ିତ ବ୍ୟବସ୍ଥାର ନିୟମିତ ଯାଞ୍ଚ ଓ ରକ୍ଷଣାବେକ୍ଷଣ ଆବଶ୍ୟକ। ଆଗକୁ ଯେପରି ଏଭଳି ଅବସ୍ଥା ପୁଣି ସୃଷ୍ଟି ନହୁଏ, ସେଥିପାଇଁ ବିଭାଗ ନିୟମିତ ଭାବେ ନଜର ରଖିବାକୁ ଦାବି ହୋଇଛି।
    4
    ଖବରରେ ହଲିଲା ବିଭାଗ! ; ବିଦ୍ୟୁତ ଟ୍ରାନ୍ସଫର୍ମରରୁ ହଟିଲା ଲତାଗୁଳ୍ମ
କେନ୍ଦୁଝର , (ଧ୍ୟାନକୃଷ୍ଣ ନାୟକ) : ଖବର ପ୍ରକାଶ ପାଇଲା, ସୋସିଆଲ ମିଡିଆରେ ପ୍ରସଙ୍ଗ ଉଠିଲା ଏବଂ ତୁରନ୍ତ ଚେତିଲା ବିଭାଗ। ବିଦ୍ୟୁତ୍ ଟ୍ରାନ୍ସଫର୍ମର ଓ ଖୁଣ୍ଟକୁ ଘେରି ରହିଥିବା ଲତାଗୁଳ୍ମ ଶେଷରେ ସଫା ହୋଇଛି। ଫଳରେ ସମ୍ଭାବ୍ୟ ବିଦ୍ୟୁତ୍ ବିପଦରୁ ଏକ ବଡ଼ ଆଶଙ୍କା ଟଳିଥିବା ଦେଖିବାକୁ ମିଳିଛି।
କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତର ନୂଆଗାଁ ଗ୍ରାମରେ ବସୁଧା ପାନୀୟ ଜଳ ପ୍ରକଳ୍ପକୁ ବିଦ୍ୟୁତ୍ ସଂଯୋଗ ଦେଇଥିବା ଟ୍ରାନ୍ସଫର୍ମର ଓ ବିଦ୍ୟୁତ୍ ଖୁଣ୍ଟ ଦୀର୍ଘଦିନ ଧରି ଲତାଗୁଳ୍ମରେ ଆଚ୍ଛାଦିତ ହୋଇ ରହିଥିଲା। ବିଦ୍ୟୁତ୍ ଉପକରଣ ଚାରିପାଖରେ ଏଭଳି ଅବ୍ୟବସ୍ଥା ରହିବା ଯୋଗୁଁ ଅଘଟଣର ଆଶଙ୍କା ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚିନ୍ତା ପ୍ରକାଶ ପାଇଥିଲା।ଏହି ପ୍ରସଙ୍ଗକୁ ନେଇ ଏକ ଖବର ପ୍ରକାଶିତ ହୋଇଥିଲା।ଖବର ପ୍ରକାଶ ପରେ ସୋସିଆଲ ମିଡିଆ କର୍ମୀ ବିକ୍ରମ କେଶରୀ ମହାନ୍ତ ଏହି ଖବରକୁ ଏକ୍ସ(X) ମାଧ୍ୟମରେ ପ୍ରଚାର କରି ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାର ପ୍ରଭାବ ତୁରନ୍ତ ଦେଖିବାକୁ ମିଳିଥିବାବେଳେ ସମ୍ପୃକ୍ତ ବିଭାଗ ପକ୍ଷରୁ ଟ୍ରାନ୍ସଫର୍ମର ଓ ବିଦ୍ୟୁତ୍ ଖୁଣ୍ଟ ଚାରିପାଖରେ ଥିବା ଲତାଗୁଳ୍ମ କାଟି ସଫା କରାଯାଇଛି।
ବର୍ତ୍ତମାନ ଟ୍ରାନ୍ସଫର୍ମର ଓ ବିଦ୍ୟୁତ୍ ଖୁଣ୍ଟ ସ୍ପଷ୍ଟ ଭାବେ ଦୃଶ୍ୟମାନ ହେଉଥିବାରୁ ସ୍ଥାନୀୟ ଲୋକେ ଆଶ୍ୱସ୍ତ ହୋଇଛନ୍ତି। ଏଥିସହ ଜନସାଧାରଣଙ୍କ ସମସ୍ୟାକୁ ଗଣମାଧ୍ୟମ ଉଠାଇବା ଏବଂ ସୋସିଆଲ ମିଡିଆ ମାଧ୍ୟମରେ ତାହା ବିଭାଗୀୟ ସ୍ତରରେ ପହଞ୍ଚିବା ଦ୍ୱାରା କିପରି ତୁରନ୍ତ ପଦକ୍ଷେପ ନିଆଯାଇପାରେ, ଏହି ଘଟଣା ତାହାର ଏକ ଉଦାହରଣ ପାଲଟିଛି।ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ବିଦ୍ୟୁତ୍ ଭଳି ସମ୍ବେଦନଶୀଳ ଓ ଜନଜୀବନ ସହ ଜଡ଼ିତ ବ୍ୟବସ୍ଥାର ନିୟମିତ ଯାଞ୍ଚ ଓ ରକ୍ଷଣାବେକ୍ଷଣ ଆବଶ୍ୟକ। ଆଗକୁ ଯେପରି ଏଭଳି ଅବସ୍ଥା ପୁଣି ସୃଷ୍ଟି ନହୁଏ, ସେଥିପାଇଁ ବିଭାଗ ନିୟମିତ ଭାବେ ନଜର ରଖିବାକୁ ଦାବି ହୋଇଛି।
    user_Dhyana Krushna Nayak
    Dhyana Krushna Nayak
    Content Creator (YouTuber) Kendujhar Sadar, Odisha•
    2 hrs ago
  • ବେଆଇନ ଡମ୍ପିଂ ପାଇଁ ପାଟିତୁଣ୍ଡ | Odisha Reporter ଅନ୍ଧାରୁଆ ରାସ୍ତା କଡ଼ରେ ବେଆଇନ ଡମ୍ପିଂ କୁ ନେଇ ଅସନ୍ତୋଷ । ଡମ୍ପିଂ କରୁଥିବା ବେଳେ ଧରିଲେ ସ୍ଥାନୀୟ ଲୋକେ । ଘଟଣା ସ୍ଥଳରେ କମିଶନରେଟ ପୋଲିସ ।
    1
    ବେଆଇନ ଡମ୍ପିଂ ପାଇଁ ପାଟିତୁଣ୍ଡ | Odisha Reporter
ଅନ୍ଧାରୁଆ ରାସ୍ତା କଡ଼ରେ ବେଆଇନ ଡମ୍ପିଂ କୁ ନେଇ ଅସନ୍ତୋଷ । ଡମ୍ପିଂ କରୁଥିବା ବେଳେ ଧରିଲେ ସ୍ଥାନୀୟ ଲୋକେ । ଘଟଣା ସ୍ଥଳରେ କମିଶନରେଟ ପୋଲିସ ।
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    3 hrs ago
  • ବାରିପଦା ଟାଉନ୍ ଥାନା ଅନ୍ତର୍ଗତ ଚିପଟ ଅସ୍ତିଆ ପୋଲ ତଳୁ ଏକ ଅଜଣା ବ୍ୟକ୍ତି ଙ୍କ ମୃତ ଦେହ ଠାବ ବୁଧବାର ସକାଳ ପ୍ରାୟ ୮ ଟାରେ ମୟୂରଭଞ୍ଜ ଜିଲ୍ଲା ବାରିପଦା ଟାଉନ୍ ଥାନା ଅନ୍ତର୍ଗତ ଚିପଟ ଅସ୍ତିଆ ପୋଲ ତଳୁ ଏକ ଅଜଣା ବ୍ୟକ୍ତି ଙ୍କ ମୃତ ଦେହ ଠାବ ହୋଇଛି। ସୂଚନା ପାଇ ବାରିପଦା ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି।ତେବେ ମୃତ ଦେହର ମୁଣ୍ଡରେ କ୍ଷତ ଚିହ୍ନ ଥିବାରୁ ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ଘଟଣା ସ୍ଥଳରେ ବାରିପଦା ଟାଉନ୍ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
    4
    ବାରିପଦା ଟାଉନ୍ ଥାନା ଅନ୍ତର୍ଗତ ଚିପଟ ଅସ୍ତିଆ ପୋଲ ତଳୁ ଏକ ଅଜଣା ବ୍ୟକ୍ତି ଙ୍କ ମୃତ ଦେହ ଠାବ
ବୁଧବାର ସକାଳ ପ୍ରାୟ ୮ ଟାରେ ମୟୂରଭଞ୍ଜ ଜିଲ୍ଲା ବାରିପଦା ଟାଉନ୍ ଥାନା ଅନ୍ତର୍ଗତ ଚିପଟ ଅସ୍ତିଆ ପୋଲ ତଳୁ ଏକ ଅଜଣା ବ୍ୟକ୍ତି ଙ୍କ ମୃତ ଦେହ ଠାବ ହୋଇଛି। ସୂଚନା ପାଇ ବାରିପଦା ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି।ତେବେ ମୃତ ଦେହର ମୁଣ୍ଡରେ କ୍ଷତ ଚିହ୍ନ ଥିବାରୁ ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ଘଟଣା ସ୍ଥଳରେ ବାରିପଦା ଟାଉନ୍ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
    user_Mayurbhanj Public News
    Mayurbhanj Public News
    ବାରିପଦା ଟାଉନ୍, ମୟୂରଭଞ୍ଜ, ଓଡ଼ିଶା•
    14 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.