Shuru
Apke Nagar Ki App…
ବିକଶିତ ଭାରତ ର ସ୍ପଷ୍ଟଚିତ୍ର ।ଯଦି ସଜାଗ ନ ହେବ ତ କନ୍ଥା ଘୋଡ଼ି ଶୋଇ ଯାଅ । ଜୟ ଶ୍ରରାମ। ୟେ ହେଲା ଆମ ବିକଶିତ ଭାରତ । ଆମର ଜିଡିପି 7.2%ହେଇଚି ବୋଲି ଘୋଷଣା ହଉଛି । ତେବେ ଆହୁରି ତୃମୂଳସ୍ତରରେ ଦେଖିଲେ ତାହା ବର୍ଣ୍ଣନା କରି ହେବ ନାହିଁ । ତେଲ ଗ୍ୟାସ ଶିକ୍ଷା ସ୍ୱାସ୍ଥୟସେବା ସଡ଼କ ଇତ୍ୟାଦି କଥା ନ କହିଲେ ଭଲ । ଭାଇମାନେ ୟେ କୌଣସି ପ୍ରଚାର ନୁହେଁ ।ସଚେତନ ହେବା ପାଇଁ। ନୋହିଲେ ଭତ୍ତା ଚାଉଳ ନିଅ, ଆଉ ଜୟ ଶ୍ରୀ ରାମ ନାରା ଦେଇ କନ୍ଥା ଘୋଡ଼ି ଶୋଇ ପଡ ।
Kaizan mohanta

More news from Mayurbhanj and nearby areas
- ବିକଶିତ ଭାରତ ର ସ୍ପଷ୍ଟଚିତ୍ର ।ଯଦି ସଜାଗ ନ ହେବ ତ କନ୍ଥା ଘୋଡ଼ି ଶୋଇ ଯାଅ । ଜୟ ଶ୍ରରାମ। ୟେ ହେଲା ଆମ ବିକଶିତ ଭାରତ । ଆମର ଜିଡିପି 7.2%ହେଇଚି ବୋଲି ଘୋଷଣା ହଉଛି । ତେବେ ଆହୁରି ତୃମୂଳସ୍ତରରେ ଦେଖିଲେ ତାହା ବର୍ଣ୍ଣନା କରି ହେବ ନାହିଁ । ତେଲ ଗ୍ୟାସ ଶିକ୍ଷା ସ୍ୱାସ୍ଥୟସେବା ସଡ଼କ ଇତ୍ୟାଦି କଥା ନ କହିଲେ ଭଲ । ଭାଇମାନେ ୟେ କୌଣସି ପ୍ରଚାର ନୁହେଁ ।ସଚେତନ ହେବା ପାଇଁ। ନୋହିଲେ ଭତ୍ତା ଚାଉଳ ନିଅ, ଆଉ ଜୟ ଶ୍ରୀ ରାମ ନାରା ଦେଇ କନ୍ଥା ଘୋଡ଼ି ଶୋଇ ପଡ ।1
- ବାରିପଦା ତୁଳସୀଚଉରା ଗଣେଶ ପୂଜା ଓ ମେଳା 2026 ରେ କିଛି ଭକ୍ତଙ୍କ ସହ ଆଲୋଚନା3
- ବାଇକ ଧକ୍କାରେ ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ଗୁରୁତର ଆହତ l ସିମୁଳିଆ ବାଇକ ଧକ୍କାରେ ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ଗୁରୁତର ଆହତ l ସିମୁଳିଆ1
- Post by Odisha News Express1
- ଗଣେଶ ଭସାଣି ପୂର୍ବରୁ ପୋଲିସ୍ର କଡ଼ା ଚେତାବନୀ 🔊 DJ ପୂରା ବ୍ୟାନ୍, ନିୟମ ଭାଙ୍ଗିଲେ ଅମାନିଆଙ୍କ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ ଭସାଣି ସମୟରେ ନିୟମ ଉଲ୍ଲଂଘନ କଲେ ଅମାନିଆଙ୍କ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ, ଉଚିତ୍ ଦଣ୍ଡ ଦେବ ପୋଲିସ୍ ପ୍ରଶାସନ 🚔🚨1
- #ଜାଣିଶୁଣି_ବଦମାସି_କରୁଥିଲେ_ବାନ୍ଧିଲା_ପୁଲିସ୍ ଗୁରୁଗ୍ରାମ ଚର୍ଚ୍ଚିତ ମହିଳା ବାଇକର ହିଟ୍-ଆଣ୍ଡ-ରନ୍ ମାମଲାରେ ପୁଲିସ୍କୁ ବଡ଼ ସଫଳତା । ଦୁର୍ଘଟଣାର ଭିଡିଓ ଭାଇରାଲ ପରେ ମୂଳ ଏଫ୍ଆଇଆର୍ରେ ଯୋଡ଼ି ହେଲା ସାଂଘାତିକ ଦଫା1
- ବାରିପଦା ପୂର୍ଣଚନ୍ଦ୍ର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର କୁନି କୁନି ପିଲା ମାନଙ୍କ ଦ୍ୱାରା ମୂର୍ତ୍ତି ତିଆରି ଓ ସାଜସଜ୍ଜା1
- ବାରିପଦା ଟାଉନ୍ ଥାନା ଅନ୍ତର୍ଗତ ଚିପଟ ଅସ୍ତିଆ ପୋଲ ତଳୁ ଏକ ଅଜଣା ବ୍ୟକ୍ତି ଙ୍କ ମୃତ ଦେହ ଠାବ ବୁଧବାର ସକାଳ ପ୍ରାୟ ୮ ଟାରେ ମୟୂରଭଞ୍ଜ ଜିଲ୍ଲା ବାରିପଦା ଟାଉନ୍ ଥାନା ଅନ୍ତର୍ଗତ ଚିପଟ ଅସ୍ତିଆ ପୋଲ ତଳୁ ଏକ ଅଜଣା ବ୍ୟକ୍ତି ଙ୍କ ମୃତ ଦେହ ଠାବ ହୋଇଛି। ସୂଚନା ପାଇ ବାରିପଦା ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି।ତେବେ ମୃତ ଦେହର ମୁଣ୍ଡରେ କ୍ଷତ ଚିହ୍ନ ଥିବାରୁ ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ଘଟଣା ସ୍ଥଳରେ ବାରିପଦା ଟାଉନ୍ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।4