logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବାରିପଦା ଟାଉନ୍ ଥାନା ଅନ୍ତର୍ଗତ ଚିପଟ ଅସ୍ତିଆ ପୋଲ ତଳୁ ଏକ ଅଜଣା ବ୍ୟକ୍ତି ଙ୍କ ମୃତ ଦେହ ଠାବ ବୁଧବାର ସକାଳ ପ୍ରାୟ ୮ ଟାରେ ମୟୂରଭଞ୍ଜ ଜିଲ୍ଲା ବାରିପଦା ଟାଉନ୍ ଥାନା ଅନ୍ତର୍ଗତ ଚିପଟ ଅସ୍ତିଆ ପୋଲ ତଳୁ ଏକ ଅଜଣା ବ୍ୟକ୍ତି ଙ୍କ ମୃତ ଦେହ ଠାବ ହୋଇଛି। ସୂଚନା ପାଇ ବାରିପଦା ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି।ତେବେ ମୃତ ଦେହର ମୁଣ୍ଡରେ କ୍ଷତ ଚିହ୍ନ ଥିବାରୁ ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ଘଟଣା ସ୍ଥଳରେ ବାରିପଦା ଟାଉନ୍ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

1 hr ago
user_Mayurbhanj Public News
Mayurbhanj Public News
ବାରିପଦା ଟାଉନ୍, ମୟୂରଭଞ୍ଜ, ଓଡ଼ିଶା•
1 hr ago

ବାରିପଦା ଟାଉନ୍ ଥାନା ଅନ୍ତର୍ଗତ ଚିପଟ ଅସ୍ତିଆ ପୋଲ ତଳୁ ଏକ ଅଜଣା ବ୍ୟକ୍ତି ଙ୍କ ମୃତ ଦେହ ଠାବ ବୁଧବାର ସକାଳ ପ୍ରାୟ ୮ ଟାରେ ମୟୂରଭଞ୍ଜ ଜିଲ୍ଲା ବାରିପଦା ଟାଉନ୍ ଥାନା ଅନ୍ତର୍ଗତ ଚିପଟ ଅସ୍ତିଆ ପୋଲ ତଳୁ ଏକ ଅଜଣା ବ୍ୟକ୍ତି ଙ୍କ ମୃତ ଦେହ ଠାବ ହୋଇଛି। ସୂଚନା ପାଇ ବାରିପଦା ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି।ତେବେ ମୃତ ଦେହର ମୁଣ୍ଡରେ କ୍ଷତ ଚିହ୍ନ ଥିବାରୁ ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ଘଟଣା ସ୍ଥଳରେ ବାରିପଦା ଟାଉନ୍ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

More news from ଓଡ଼ିଶା and nearby areas
  • ବାରିପଦା ତୁଳସୀଚଉରା ଗଣେଶ ପୂଜା ଓ ମେଳା 2026 ରେ କିଛି ଭକ୍ତଙ୍କ ସହ ଆଲୋଚନା
    3
    ବାରିପଦା ତୁଳସୀଚଉରା ଗଣେଶ ପୂଜା ଓ ମେଳା 2026  ରେ କିଛି ଭକ୍ତଙ୍କ ସହ ଆଲୋଚନା
    user_MN.NEWS ODIA
    MN.NEWS ODIA
    Teacher ବାରିପଦା ଟାଉନ୍, ମୟୂରଭଞ୍ଜ, ଓଡ଼ିଶା•
    1 hr ago
  • #ଜାଣିଶୁଣି_ବଦମାସି_କରୁଥିଲେ_ବାନ୍ଧିଲା_ପୁଲିସ୍‌ ଗୁରୁଗ୍ରାମ ଚର୍ଚ୍ଚିତ ମହିଳା ବାଇକର ହିଟ୍-ଆଣ୍ଡ-ରନ୍ ମାମଲାରେ ପୁଲିସ୍‌କୁ ବଡ଼ ସଫଳତା । ଦୁର୍ଘଟଣାର ଭିଡିଓ ଭାଇରାଲ ପରେ ମୂଳ ଏଫ୍‌ଆଇଆର୍‌ରେ ଯୋଡ଼ି ହେଲା ସାଂଘାତିକ ଦଫା
    1
    #ଜାଣିଶୁଣି_ବଦମାସି_କରୁଥିଲେ_ବାନ୍ଧିଲା_ପୁଲିସ୍‌
ଗୁରୁଗ୍ରାମ ଚର୍ଚ୍ଚିତ ମହିଳା ବାଇକର ହିଟ୍-ଆଣ୍ଡ-ରନ୍ ମାମଲାରେ ପୁଲିସ୍‌କୁ ବଡ଼ ସଫଳତା । ଦୁର୍ଘଟଣାର ଭିଡିଓ ଭାଇରାଲ ପରେ ମୂଳ ଏଫ୍‌ଆଇଆର୍‌ରେ ଯୋଡ଼ି ହେଲା ସାଂଘାତିକ ଦଫା
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    12 hrs ago
  • ବାଇକ ଧକ୍କାରେ ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ଗୁରୁତର ଆହତ l ସିମୁଳିଆ ବାଇକ ଧକ୍କାରେ ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ଗୁରୁତର ଆହତ l ସିମୁଳିଆ
    1
    ବାଇକ ଧକ୍କାରେ ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ଗୁରୁତର ଆହତ l ସିମୁଳିଆ 
ବାଇକ ଧକ୍କାରେ ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ଗୁରୁତର ଆହତ l ସିମୁଳିଆ
    user_PP NEWS ODISHA
    PP NEWS ODISHA
    ସିମିଳିଆ, ବାଲେଶ୍ୱର, ଓଡ଼ିଶା•
    4 hrs ago
  • ଗଣେଶ ଭସାଣି ପୂର୍ବରୁ ପୋଲିସ୍‌ର କଡ଼ା ଚେତାବନୀ 🔊 DJ ପୂରା ବ୍ୟାନ୍, ନିୟମ ଭାଙ୍ଗିଲେ ଅମାନିଆଙ୍କ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ ଭସାଣି ସମୟରେ ନିୟମ ଉଲ୍ଲଂଘନ କଲେ ଅମାନିଆଙ୍କ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ, ଉଚିତ୍ ଦଣ୍ଡ ଦେବ ପୋଲିସ୍ ପ୍ରଶାସନ 🚔🚨
    1
    ଗଣେଶ ଭସାଣି ପୂର୍ବରୁ ପୋଲିସ୍‌ର କଡ଼ା ଚେତାବନୀ
🔊 DJ ପୂରା ବ୍ୟାନ୍, ନିୟମ ଭାଙ୍ଗିଲେ ଅମାନିଆଙ୍କ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭସାଣି ସମୟରେ ନିୟମ ଉଲ୍ଲଂଘନ କଲେ ଅମାନିଆଙ୍କ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ, ଉଚିତ୍ ଦଣ୍ଡ ଦେବ ପୋଲିସ୍ ପ୍ରଶାସନ 🚔🚨
    user_Journalist Harishankar Jena
    Journalist Harishankar Jena
    Media company ବାଲେଶ୍ୱର ସଦର, ବାଲେଶ୍ୱର, ଓଡ଼ିଶା•
    8 hrs ago
  • ବାଲେଶ୍ବର ରେ ଧୁମ୍ ଧାମରେ ପାଳିତ ହେଉଛି ଗଣେଶ ପୂଜା।
    1
    ବାଲେଶ୍ବର ରେ ଧୁମ୍ ଧାମରେ ପାଳିତ ହେଉଛି ଗଣେଶ ପୂଜା।
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    12 hrs ago
  • ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା' ଭଦ୍ରକାଳୀଙ୍କ ପୀଠକୁ ସଂଯୋଗ କରୁଥିବା ରାସ୍ତା ଅବସ୍ଥା ଦୀର୍ଘ ଦିନ ହେବ ଶୋଚନୀୟ ହୋଇ ପଡ଼ି ରହିଛି। ବିଶେଷ କରି କଚେରୀ ବଜାରରୁ ଆହାରପଦା ସ୍ଥିତ ମନ୍ଦିର ପର୍ଯ୍ୟନ୍ତ ଯାଇଥିବା ମୁଖ୍ୟ ରାସ୍ତାଟି ବଡ଼ ବଡ଼ ଖାଲଖମାରେ ଭର୍ତ୍ତି ହୋଇଯାଇଥିବାରୁ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପୂର୍ବରୁ ଆନ୍ଦୋଳନ ପରେ ପ୍ରଶାସନ ତରଫରୁ ଅର୍ଥ ମଞ୍ଜୁର ହୋଇ ରାସ୍ତା କାମ ହୋଇଥିଲେ ମଧ୍ୟ ନିମ୍ନମାନର କାର୍ଯ୍ୟ ଏବଂ ନିୟମିତ ମରାମତି ଅଭାବରୁ ଏହା ପୁନର୍ବାର ନଷ୍ଟ ହୋଇଯାଇଛି। ପ୍ରତିଦିନ ହଜାର ହଜାର ଭକ୍ତଙ୍କ ସହ ସ୍କୁଲ, କଲେଜ ପିଲା ଓ ସ୍ଥାନୀୟ ଜନସାଧାରଣ ଏହି ରାସ୍ତା ଉପରେ ନିର୍ଭର କରନ୍ତି। ଖାଲଖମା ଯୋଗୁଁ ନିୟମିତ ଦୁର୍ଘଟଣା ଘଟୁଥିବାରୁ ବାହାରୁ ଆସୁଥିବା ପର୍ଯ୍ୟଟକମାନେ ଏଠାକୁ ଆସିବାକୁ ମୁହଁ ଫେରାଉଛନ୍ତି। ତେବେ ରାସ୍ତାର ଶୀଘ୍ର ପୁନରୁଦ୍ଧାର ନହେଲେ ଜୋରଦାର ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି l
    1
    ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା' ଭଦ୍ରକାଳୀଙ୍କ ପୀଠକୁ ସଂଯୋଗ କରୁଥିବା ରାସ୍ତା ଅବସ୍ଥା ଦୀର୍ଘ ଦିନ ହେବ ଶୋଚନୀୟ ହୋଇ ପଡ଼ି ରହିଛି। ବିଶେଷ କରି କଚେରୀ ବଜାରରୁ ଆହାରପଦା ସ୍ଥିତ ମନ୍ଦିର ପର୍ଯ୍ୟନ୍ତ ଯାଇଥିବା ମୁଖ୍ୟ ରାସ୍ତାଟି ବଡ଼ ବଡ଼ ଖାଲଖମାରେ ଭର୍ତ୍ତି ହୋଇଯାଇଥିବାରୁ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।  ପୂର୍ବରୁ ଆନ୍ଦୋଳନ ପରେ ପ୍ରଶାସନ ତରଫରୁ ଅର୍ଥ ମଞ୍ଜୁର ହୋଇ ରାସ୍ତା କାମ ହୋଇଥିଲେ ମଧ୍ୟ ନିମ୍ନମାନର କାର୍ଯ୍ୟ ଏବଂ ନିୟମିତ ମରାମତି ଅଭାବରୁ ଏହା ପୁନର୍ବାର ନଷ୍ଟ ହୋଇଯାଇଛି। ପ୍ରତିଦିନ ହଜାର ହଜାର ଭକ୍ତଙ୍କ ସହ ସ୍କୁଲ, କଲେଜ ପିଲା ଓ ସ୍ଥାନୀୟ ଜନସାଧାରଣ ଏହି ରାସ୍ତା ଉପରେ ନିର୍ଭର କରନ୍ତି। ଖାଲଖମା ଯୋଗୁଁ ନିୟମିତ ଦୁର୍ଘଟଣା ଘଟୁଥିବାରୁ ବାହାରୁ ଆସୁଥିବା ପର୍ଯ୍ୟଟକମାନେ ଏଠାକୁ ଆସିବାକୁ ମୁହଁ ଫେରାଉଛନ୍ତି। ତେବେ ରାସ୍ତାର ଶୀଘ୍ର ପୁନରୁଦ୍ଧାର ନହେଲେ ଜୋରଦାର ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି l
    user_AT News
    AT News
    Media company ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    1 hr ago
  • ବାରିପଦା ପୂର୍ଣଚନ୍ଦ୍ର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର କୁନି କୁନି ପିଲା ମାନଙ୍କ ଦ୍ୱାରା ମୂର୍ତ୍ତି ତିଆରି ଓ ସାଜସଜ୍ଜା
    1
    ବାରିପଦା ପୂର୍ଣଚନ୍ଦ୍ର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର କୁନି କୁନି ପିଲା ମାନଙ୍କ ଦ୍ୱାରା ମୂର୍ତ୍ତି ତିଆରି ଓ ସାଜସଜ୍ଜା
    user_MN.NEWS ODIA
    MN.NEWS ODIA
    Teacher ବାରିପଦା ଟାଉନ୍, ମୟୂରଭଞ୍ଜ, ଓଡ଼ିଶା•
    18 hrs ago
  • ବାରିପଦା ଟାଉନ୍ ଥାନା ଅନ୍ତର୍ଗତ ଚିପଟ ଅସ୍ତିଆ ପୋଲ ତଳୁ ଏକ ଅଜଣା ବ୍ୟକ୍ତି ଙ୍କ ମୃତ ଦେହ ଠାବ ବୁଧବାର ସକାଳ ପ୍ରାୟ ୮ ଟାରେ ମୟୂରଭଞ୍ଜ ଜିଲ୍ଲା ବାରିପଦା ଟାଉନ୍ ଥାନା ଅନ୍ତର୍ଗତ ଚିପଟ ଅସ୍ତିଆ ପୋଲ ତଳୁ ଏକ ଅଜଣା ବ୍ୟକ୍ତି ଙ୍କ ମୃତ ଦେହ ଠାବ ହୋଇଛି। ସୂଚନା ପାଇ ବାରିପଦା ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି।ତେବେ ମୃତ ଦେହର ମୁଣ୍ଡରେ କ୍ଷତ ଚିହ୍ନ ଥିବାରୁ ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ଘଟଣା ସ୍ଥଳରେ ବାରିପଦା ଟାଉନ୍ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
    4
    ବାରିପଦା ଟାଉନ୍ ଥାନା ଅନ୍ତର୍ଗତ ଚିପଟ ଅସ୍ତିଆ ପୋଲ ତଳୁ ଏକ ଅଜଣା ବ୍ୟକ୍ତି ଙ୍କ ମୃତ ଦେହ ଠାବ
ବୁଧବାର ସକାଳ ପ୍ରାୟ ୮ ଟାରେ ମୟୂରଭଞ୍ଜ ଜିଲ୍ଲା ବାରିପଦା ଟାଉନ୍ ଥାନା ଅନ୍ତର୍ଗତ ଚିପଟ ଅସ୍ତିଆ ପୋଲ ତଳୁ ଏକ ଅଜଣା ବ୍ୟକ୍ତି ଙ୍କ ମୃତ ଦେହ ଠାବ ହୋଇଛି। ସୂଚନା ପାଇ ବାରିପଦା ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି।ତେବେ ମୃତ ଦେହର ମୁଣ୍ଡରେ କ୍ଷତ ଚିହ୍ନ ଥିବାରୁ ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ଘଟଣା ସ୍ଥଳରେ ବାରିପଦା ଟାଉନ୍ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
    user_Mayurbhanj Public News
    Mayurbhanj Public News
    ବାରିପଦା ଟାଉନ୍, ମୟୂରଭଞ୍ଜ, ଓଡ଼ିଶା•
    1 hr ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.