Shuru
Apke Nagar Ki App…
କୋଳ ଖାଲି କରିଦେଲେ ବାବା ଗଣେଶ| Odisha Reporter କାନ୍ଦ ବୋବାଳିରେ ଫାଟି ପଡୁଛି ନଇ ତୁଠ । ପୁଅକୁ ହରାଇ... ଧୌର୍ଯ୍ୟ ହରା ହୋଇପଡିଛି ପରିବାର । ଗୋଟିଏ ମୂହୁର୍ତ୍ତର ଅଘଟଣ... ମାର କୋଳକୁ ଖାଲି କରିଦେଇଛି । ପାର୍ବଣର ଉତ୍ସବ ମୁହୂର୍ତ୍ତରେ ଛାଇଗଲା.. ଶୋକର କଳାବାଦଲ। ଗଣେଶ ମୂର୍ତ୍ତି ବିସର୍ଜନ କରିବାକୁ ଯାଇ... ଘୋଡ଼ାହାଡ଼ ନଦୀରେ ବୁଡ଼ି 14 ବର୍ଷୀୟ ଦୁଇ ନବମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ।
Rajib Behera
କୋଳ ଖାଲି କରିଦେଲେ ବାବା ଗଣେଶ| Odisha Reporter କାନ୍ଦ ବୋବାଳିରେ ଫାଟି ପଡୁଛି ନଇ ତୁଠ । ପୁଅକୁ ହରାଇ... ଧୌର୍ଯ୍ୟ ହରା ହୋଇପଡିଛି ପରିବାର । ଗୋଟିଏ ମୂହୁର୍ତ୍ତର ଅଘଟଣ... ମାର କୋଳକୁ ଖାଲି କରିଦେଇଛି । ପାର୍ବଣର ଉତ୍ସବ ମୁହୂର୍ତ୍ତରେ ଛାଇଗଲା.. ଶୋକର କଳାବାଦଲ। ଗଣେଶ ମୂର୍ତ୍ତି ବିସର୍ଜନ କରିବାକୁ ଯାଇ... ଘୋଡ଼ାହାଡ଼ ନଦୀରେ ବୁଡ଼ି 14 ବର୍ଷୀୟ ଦୁଇ ନବମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ।
More news from ଓଡ଼ିଶା and nearby areas
- Post by Odisha News Express1
- ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଖପରାପଦା ଓଡିଶା ଗ୍ରାମ୍ଯ ବ୍ଯାଙ୍କ ଶାଖା ରୁ ଲୁଟ ହେଇଥିବା ଡକାୟତ ଙ୍କୁ ଧରିଲା ପୋଲିସ ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଖପରାପଦା ଓଡିଶା ଗ୍ରାମ୍ଯ ବ୍ଯାଙ୍କ ଶାଖା ରୁ ଲୁଟ ହେଇଥିବା ଡକାୟତ ଙ୍କୁ ଧରିଲା ପୋଲିସ1
- ସାନ୍ତରାପୁର ଗ୍ରାମ ଅସୁରବାହାଳୀ ସାହିରେ ଗଜାନନ ପୂଜା ଧୁମ ଧାମ ପାଳିତ କରିଲେ ଏବଂ ଗ୍ରାମ ବାସି ମାନଙ୍କୁ ପ୍ରସାଦ ସେବନ କରାଇ ଥିଲେ ଗୋଲଡେନ ଫ୍ରେଣ୍ଡସ ଆନୁକୂଲ୍ୟ ରେ ଗ୍ରାମ ବାସି ମାନଙ୍କୁ ଭେଟି ଦେଲା ଭଦ୍ରାଣି ମେଲୋଡି଼ ଭଦ୍ରକ ସହ ସହ ଲୋକ ଭିଡ଼ ଭିତରେ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ କରି ଖୁସିର ଖୁରାକ ଦେଉଥିଲା ଭଦ୍ରାଣି ମେଲୋଡି଼1
- 🌹🌹🌹ସହଜ ଶିକ୍ଷା 🌹🌹🌹 ଆପଣଙ୍କ ଘର ସଜାଇବା ପାଇଁ ଆପଣ ନିଜେ ସୁନ୍ଦର ଭାବେ ପିଲାଙ୍କ ପଢାଘର,ଡାଇନିଂ,କରନେର ରେ ସଜାନ୍ତୁ 🌹🌹🌹1
- କଳା ଦିବସ! ଘସିପୁରା ବ୍ଳକ୍ ସାଇଁକୁଳ ପତିତପାବନ ମହାବିଦ୍ୟାଳୟରେ ଅଧ୍ୟାପକ ଓ ଅଧ୍ୟାପିକା ମାନେ ଧାରଣାରେ ବସି ଗୁରୁ ଦିବସ କୁ କଳା ଦିବସ ଭାବେ ପାଳନ କରିଛନ୍ତି। କଳା ଦିବସ! ଘସିପୁରା ବ୍ଳକ୍ ସାଇଁକୁଳ ପତିତପାବନ ମହାବିଦ୍ୟାଳୟରେ ଅଧ୍ୟାପକ ଓ ଅଧ୍ୟାପିକା ମାନେ ଧାରଣାରେ ବସି ଗୁରୁ ଦିବସ କୁ କଳା ଦିବସ ଭାବେ ପାଳନ କରିଛନ୍ତି।1
- ବାଇକ ଧକ୍କାରେ ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ଗୁରୁତର ଆହତ l ସିମୁଳିଆ ବାଇକ ଧକ୍କାରେ ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ଗୁରୁତର ଆହତ l ସିମୁଳିଆ1
- ଚାହୁଁ ଚାହୁଁ ନଅ ଦିନ ବିତିଗଲା । ହେଲେ ତଦନ୍ତ ଅଟକିଛି ଥର ଗାଡି ପାଖରେ । ଏବେ ବି ଓରାଙ୍ଗଉଟାନ ରହସ୍ୟ ଅନ୍ଧାର ଘରରେ । କାହିଁକି ହୋଟେଲିୟର ବାପ-ପୁଅଙ୍କୁ ଠାବ କରାଯାଇପାରୁନି ?1
- ଭଦ୍ରକ ଚାନ୍ଦବାଲି ଦିଗଛିଆ ବିଶ୍ୱଭାରତୀ ସ୍କୁଲରେ ଗଣେଶ ଠାକୁର ବିସର୍ଜନ ବେଳେ ପାଣିରେ ବୁଡି ଚାଲିଗଲା ପିଲାର ଜୀବନ1
- #ପୂର୍ବ_ଶତ୍ରୁତାରୁ_ମାରିଦେଲେ ପୂର୍ବ ଶତ୍ରୁତାରୁ ବାପ ପୁଅଙ୍କୁ କାଚ ବୋତଲ ଓ ଭୁଜାଲିରେ ଆକ୍ରମଣ। ଆକ୍ରମଣରେ ବାପ ମୃତ, ପୁଅ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତରଣ | ଭଦ୍ରକ ଗ୍ରାମାଞ୍ଚଳ ଥାନା ରାନ୍ଦିଆ ପଂଚାୟତ ଜେନା ସାହିରେ ଘଟିଛି ଘଟଣା |1