Shuru
Apke Nagar Ki App…
ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ସେବା, ସମର୍ପଣ ଓ ସୁଶାସନର ୨୫ ବର୍ଷର ଏକ ଅବିରାମ ଯାତ୍ରା । ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ‘ସେବା ସଂକଳ୍ପ ଅଭିଯାନ' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଜୀ , ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଜୀ, ରାଜ୍ୟ ପ୍ରଭାରୀ ଶ୍ରୀ ବିଜୟ ପାଲ ସିଂ ତୋମାରଜୀ, ରାଜ୍ୟ ସାଧାରଣ ସମ୍ପାଦକ 'ସଂଗଠନ' ଶ୍ରୀ ମାନସ କୁମାର ମହାନ୍ତିଜୀଙ୍କ ସମେତ ମନ୍ତ୍ରିମଣ୍ଡଳର ସଦସ୍ୟ, ବିଧାୟକ, ନେତୃବୃନ୍ଦ ଓ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଧର୍ମଶାଳା ମାନ୍ୟବର ବିଧାୟକ ହିମାଂଶୁ ଶେଖର ସାହୁ ମଧ୍ୟ ଯୋଗ ଦେଇଥିଲେ। ସେବା ହିଁ ସଂକଳ୍ପ, ଜନସେବା ହିଁ ଲକ୍ଷ୍ୟ । ମୋଦୀଜୀଙ୍କ ନେତୃତ୍ୱରେ ରାଷ୍ଟ୍ରସେବାର ଏହି ଯାତ୍ରା ଆହୁରି ଶକ୍ତିଶାଳୀ ହେଉ ଏହା ହିଁ ସଂକଳ୍ପ ବାର୍ତ୍ତା ଥିଲା ।
ରଞ୍ଜନ କୁମାର ଦଳାଇ

More news from Odisha and nearby areas
- ନାଇରୀ ହାଇସ୍କୁଲରେ ନିଶାମୁକ୍ତ ଭାରତ ଓ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ନାଇରୀ ହାଇସ୍କୁଲରେ ନିଶାମୁକ୍ତ ଭାରତ ଓ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ #LatestNews #UpdateNews #apanankakhabara #khordha #news #Bhubaneswar #OdishaNews #odisha1
- ଚାରିଛକ ଅଞ୍ଚଳରେ ନବଜାତ ଶିଶୁକନ୍ୟାକୁ ଅଳିଆ ଗଦାରେ ମା' ଫୋପାଡି ଫେରାର ।1
- ନେପାଳରେ ପ୍ରକୃତିର ତାଣ୍ଡବ ଭଗିଲ ଡ୍ୟାମ ଭାସିଗଲା ଜନଜୀବନ ଗାଡ଼ି ଘର1
- ଓଡ଼ିଶାର ସ୍ୱାର୍ଥ ବିରୋଧୀ ଖଣି ଓ ଖଣିଜ ପଦାର୍ଥ ସଂଶୋଧନ ଆଇନ–୨୦୨୬କୁ ରଦ୍ଦ ଦାବି : ଇଣ୍ଡିଆ ମେଂଟ1
- ଭୟଙ୍କର ଜଳ ପ୍ରଳୟ । ନେପାଳ ଭୂତିକୋଶୀ ନଦୀ ମାଡ଼ି ଆସିଲା । ହଠାତ୍ ତିବ୍ଦତରୁ ବିଶାଳ ଅତଡ଼ା ଖସି ଆସିଲା । ବିହାରରେ ବଢ଼ିପାରେ ଗଙ୍ଗା ନଦୀ । ନେପାଳର ବନ୍ୟା ବଢ଼ାଇଲା ଭାରତରେ ଚିନ୍ତା । #NepalFlood #FlashFlood #NepalFloods #BhoteKoshiRiver #Landslide #Tibet #BiharFlood #GangaRiver #IndiaFloodAlert #FloodCrisis1
- କାକରୁଦ୍ର ପୁର ପଞ୍ଚାୟତରେ ହେଉଛି ପଟ ଚିତ୍ର କିନ୍ତୁ ବାଲିଅନ୍ତା ବ୍ଲକ୍ ପ୍ରଶାସନକୁ ଜଣା ନାହିଁ । କାକରୁଦ୍ର ପୁର ପଞ୍ଚାୟତରେ ହେଉଛି ପଟ ଚିତ୍ର କିନ୍ତୁ ବାଲିଅନ୍ତା ବ୍ଲକ୍ ପ୍ରଶାସନକୁ ଜଣା ନାହିଁ । #Balianta #Baliantablock #BDOBaliantablock #DMKhordha #ADMKhordha CMOdisha #Subhadra #Prabhatiparida #Subhadra #jayadevnews #SubhadraYojana #SubhadraShakti #RakshaBandhan #RakhiPurnima #WomenEmpowerment #PravatiApa #PravatiApaFanClub Prabhati Parida1
- ୪୦ଟି ବାଲିଘାଟର ହେବ ନିଲାମ । କଟକ ଜିଲ୍ଲାରେ ବାଲି ଚୋରା ଚାଲାଣ ଉପରେ ଲାଗିପାରେ ବଡ଼ ରୋକ୍ ୪୦ଟି ବାଲିଘାଟର ହେବ ନିଲାମ । କଟକ ଜିଲ୍ଲାରେ ବାଲି ଚୋରା ଚାଲାଣ ଉପରେ ଲାଗିପାରେ ବଡ଼ ରୋକ୍ #LatestNews #UpdateNews #apanankakhabara #cuttack #Niali #jagatsinghpur #news #OdishaNews #odisha1
- ପାରାଦୀପ ରେ ମାଲବାହୀ ଜାହାଜ ବୁଡ଼ି ଘଟଣା ର ପ୍ରକୃତ ରହସ୍ୟ ଏବେସୁଦ୍ଧା ରହସ୍ୟମୟ1
- ଢେଙ୍କାନାଳ ପୌରଅଧ୍ୟକ୍ଷ୍ୟା ପ୍ରୋସ ମିଟିଙ୍ଗି ରେ ବରିଷ୍ଟ ସମାଜସେବି ରାମଚନ୍ଦ୍ର ପାତ୍ରଙ୍କ ପ୍ରତିକ୍ରିୟା1