logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଭୟଙ୍କର ଜଳ ପ୍ରଳୟ । ନେପାଳ ଭୂତିକୋଶୀ ନଦୀ ମାଡ଼ି ଆସିଲା । ହଠାତ୍ ତିବ୍ଦତରୁ ବିଶାଳ ଅତଡ଼ା ଖସି ଆସିଲା । ବିହାରରେ ବଢ଼ିପାରେ ଗଙ୍ଗା ନଦୀ । ନେପାଳର ବନ୍ୟା ବଢ଼ାଇଲା ଭାରତରେ ଚିନ୍ତା । #NepalFlood #FlashFlood #NepalFloods #BhoteKoshiRiver #Landslide #Tibet #BiharFlood #GangaRiver #IndiaFloodAlert #FloodCrisis

3 hrs ago
user_Bhadrak bulletin
Bhadrak bulletin
ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
3 hrs ago

ଭୟଙ୍କର ଜଳ ପ୍ରଳୟ । ନେପାଳ ଭୂତିକୋଶୀ ନଦୀ ମାଡ଼ି ଆସିଲା । ହଠାତ୍ ତିବ୍ଦତରୁ ବିଶାଳ ଅତଡ଼ା ଖସି ଆସିଲା । ବିହାରରେ ବଢ଼ିପାରେ ଗଙ୍ଗା ନଦୀ । ନେପାଳର ବନ୍ୟା ବଢ଼ାଇଲା ଭାରତରେ ଚିନ୍ତା । #NepalFlood #FlashFlood #NepalFloods #BhoteKoshiRiver #Landslide #Tibet #BiharFlood #GangaRiver #IndiaFloodAlert #FloodCrisis

More news from ଓଡ଼ିଶା and nearby areas
  • ଓଡ଼ିଶାର ସ୍ୱାର୍ଥ ବିରୋଧୀ ଖଣି ଓ ଖଣିଜ ପଦାର୍ଥ ସଂଶୋଧନ ଆଇନ–୨୦୨୬କୁ ରଦ୍ଦ ଦାବି : ଇଣ୍ଡିଆ ମେଂଟ
    1
    ଓଡ଼ିଶାର ସ୍ୱାର୍ଥ ବିରୋଧୀ ଖଣି ଓ ଖଣିଜ ପଦାର୍ଥ  ସଂଶୋଧନ ଆଇନ–୨୦୨୬କୁ ରଦ୍ଦ ଦାବି :  ଇଣ୍ଡିଆ ମେଂଟ
    user_AT News
    AT News
    Media company ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    1 hr ago
  • ଭୟଙ୍କର ଜଳ ପ୍ରଳୟ । ନେପାଳ ଭୂତିକୋଶୀ ନଦୀ ମାଡ଼ି ଆସିଲା । ହଠାତ୍ ତିବ୍ଦତରୁ ବିଶାଳ ଅତଡ଼ା ଖସି ଆସିଲା । ବିହାରରେ ବଢ଼ିପାରେ ଗଙ୍ଗା ନଦୀ । ନେପାଳର ବନ୍ୟା ବଢ଼ାଇଲା ଭାରତରେ ଚିନ୍ତା । #NepalFlood #FlashFlood #NepalFloods #BhoteKoshiRiver #Landslide #Tibet #BiharFlood #GangaRiver #IndiaFloodAlert #FloodCrisis
    1
    ଭୟଙ୍କର ଜଳ ପ୍ରଳୟ । ନେପାଳ ଭୂତିକୋଶୀ ନଦୀ ମାଡ଼ି ଆସିଲା । ହଠାତ୍ ତିବ୍ଦତରୁ ବିଶାଳ ଅତଡ଼ା ଖସି ଆସିଲା । ବିହାରରେ ବଢ଼ିପାରେ ଗଙ୍ଗା ନଦୀ । ନେପାଳର ବନ୍ୟା ବଢ଼ାଇଲା ଭାରତରେ ଚିନ୍ତା ।
#NepalFlood #FlashFlood #NepalFloods #BhoteKoshiRiver #Landslide #Tibet #BiharFlood #GangaRiver #IndiaFloodAlert #FloodCrisis
    user_Bhadrak bulletin
    Bhadrak bulletin
    ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    3 hrs ago
  • ଯାଜପୁର ଜିଲ୍ଲା କୋରେଇ ବ୍ଲକ ର କାର୍ଯ୍ୟ ରତ ଯୁବ ସାମ୍ବାଦିକଙ୍କୁ ମରଣାତ୍ମକ ଆକ୍ରମଣ ଅଭିଯୋଗ। #Jajpur #Korei #Gauripur #JournalistAttack #JournalistSafety #OdishaNews #BreakingNews #CrimeNews #KoreiPolice #JajpurNews #Odisha #NewsUpdate #MediaFreedom #Journalist #news7odia
    1
    ଯାଜପୁର ଜିଲ୍ଲା କୋରେଇ ବ୍ଲକ ର କାର୍ଯ୍ୟ ରତ ଯୁବ ସାମ୍ବାଦିକଙ୍କୁ ମରଣାତ୍ମକ ଆକ୍ରମଣ ଅଭିଯୋଗ। 
#Jajpur #Korei #Gauripur #JournalistAttack #JournalistSafety #OdishaNews #BreakingNews #CrimeNews #KoreiPolice #JajpurNews #Odisha #NewsUpdate #MediaFreedom #Journalist #news7odia
    user_NEWS7ODIA
    NEWS7ODIA
    କୋରାଇ, ଯାଜପୁର, ଓଡ଼ିଶା•
    3 hrs ago
  • ❤️❤️❤️🌺🌺🌺🙏🙏🙏ଓଁ ଜୟ ଜଗଦୀଶ ହରେ. 🙏🙏🙏🌺🌺🌺❤️❤️❤️..
    1
    ❤️❤️❤️🌺🌺🌺🙏🙏🙏ଓଁ ଜୟ ଜଗଦୀଶ ହରେ. 🙏🙏🙏🌺🌺🌺❤️❤️❤️..
    user_ରମେଶ ଚନ୍ଦ୍ର ଜେନା
    ରମେଶ ଚନ୍ଦ୍ର ଜେନା
    Teacher ଧର୍ମଶାଳା, ଯାଜପୁର, ଓଡ଼ିଶା•
    20 hrs ago
  • ଘୋ ଘୋ ଶବ୍ଦ କରି ମାଟି ଭିତରକୁ ପଶିଗଲା ବହୁ ପୁରାତନ କୂଅ।କୂଅ ଭୁଶୁଡି ପଡିବା ଯୋଗୁଁ ଯାତାୟାତ ବନ୍ଦ।
    1
    ଘୋ ଘୋ ଶବ୍ଦ କରି ମାଟି ଭିତରକୁ ପଶିଗଲା ବହୁ ପୁରାତନ କୂଅ।କୂଅ ଭୁଶୁଡି ପଡିବା ଯୋଗୁଁ ଯାତାୟାତ ବନ୍ଦ।
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    22 min ago
  • ଛତିଆ ଗ୍ରାମ ରେ ଯିବାଆସିବା କୁ ନେଇ ବହୁତ ଅସୁବିଧା ସାନ୍ତରାପୁର ପଞ୍ଚାୟତ ଛତିଆ ଦୁଇ ନମ୍ବର ୱାର୍ଡ଼ କାଦୁଅ ସରବର ହେଇ ରହିଛି ରାସ୍ତା
    3
    ଛତିଆ ଗ୍ରାମ ରେ ଯିବାଆସିବା କୁ ନେଇ ବହୁତ ଅସୁବିଧା 
ସାନ୍ତରାପୁର ପଞ୍ଚାୟତ ଛତିଆ ଦୁଇ ନମ୍ବର ୱାର୍ଡ଼ କାଦୁଅ ସରବର ହେଇ ରହିଛି ରାସ୍ତା
    user_ସନ୍ତୋଷ କୁମାର ନାୟକ
    ସନ୍ତୋଷ କୁମାର ନାୟକ
    Salesperson ଘାଟଗାଁ, କେନ୍ଦୁଝର, ଓଡ଼ିଶା•
    9 hrs ago
  • ବାଲେଶ୍ୱର ଜିଲ୍ଲାର ମାର୍କୋଣା ବଜାରରେ ଏକ ଭୟାନକ ସଡ଼କ ଦୁର୍ଘଟଣା! କୋଲକାତା-ପୁରୀ ଯାତ୍ରୀବାହୀ ବସ୍‌ର ଧକ୍କାରେ ଦୁଇଟି କାର ଚୂର୍ଣ୍ଣବିଚୂର୍ଣ୍ଣ ହୋଇଯାଇଛି। ଦୁର୍ଘଟଣାରେ ଦୁଇ କାର ଚାଳକ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଘଟଣାସ୍ଥଳରେ ପହଞ୍ଚିଛି ସ୍ଥାନୀୟ ପୋଲିସ୍‌, ଚାଲିଛି ତଦନ୍ତ। 🚨 #Balasore #Markona #RoadAccident #BusAccident #OdishaNews #BreakingNews
    1
    ବାଲେଶ୍ୱର ଜିଲ୍ଲାର ମାର୍କୋଣା ବଜାରରେ ଏକ ଭୟାନକ ସଡ଼କ ଦୁର୍ଘଟଣା! କୋଲକାତା-ପୁରୀ ଯାତ୍ରୀବାହୀ ବସ୍‌ର ଧକ୍କାରେ ଦୁଇଟି କାର ଚୂର୍ଣ୍ଣବିଚୂର୍ଣ୍ଣ ହୋଇଯାଇଛି। ଦୁର୍ଘଟଣାରେ ଦୁଇ କାର ଚାଳକ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଘଟଣାସ୍ଥଳରେ ପହଞ୍ଚିଛି ସ୍ଥାନୀୟ ପୋଲିସ୍‌, ଚାଲିଛି ତଦନ୍ତ। 🚨
#Balasore #Markona #RoadAccident #BusAccident #OdishaNews #BreakingNews
    user_Odisha khabar
    Odisha khabar
    Baleshwar (M), Odisha•
    10 hrs ago
  • ଇଦ ମିଲାଦୁନ ନବୀ ପର୍ବ ଉପଲକ୍ଷେ ଭଦ୍ରକ ପୋଲିସ ତରଫରୁ ଫ୍ଲାଗମାର୍ଚ୍ଚ ଆସନ୍ତାକାଲି ଭଦ୍ରକରେ ମୁସଲମାନ ସମ୍ପ୍ରଦାୟ ମହମ୍ମଦ ଙ୍କ ଜନ୍ମଦିନ ପାଳନ କରିବେ,ଭଦ୍ରକ ସୁରକ୍ଷା ଦୃଷ୍ଟିରୁ ଭଦ୍ରକ ଏସପି ମନୋଜ ରାଉତ ଙ୍କ ନେତୃତ୍ୱ ରେ ଭଦ୍ରକ ପୁରୁଣା ବଜାର ଅଞ୍ଚଳ ରେ ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ କରିଛନ୍ତି,ଶାନ୍ତି ଶୃଙ୍ଖଳା ସହ ପର୍ବ ପାଳନ କରିବାକୁ ପୋଲିସ ପକ୍ଷରୁ ଅପିଲ କରିଛନ୍ତି , ସୁରକ୍ଷା ଦୃଷ୍ଟି ରୁ ସହର ରେ 30 ପ୍ଲାଟୁନ ଫୋର୍ସ ସହ ବରିଷ୍ଟ ପୋଲିସ ଅଧିକାରୀ ମନେ ଉପସ୍ଥିତ ରହିବେ
    1
    ଇଦ ମିଲାଦୁନ ନବୀ ପର୍ବ ଉପଲକ୍ଷେ ଭଦ୍ରକ ପୋଲିସ ତରଫରୁ  ଫ୍ଲାଗମାର୍ଚ୍ଚ 
ଆସନ୍ତାକାଲି ଭଦ୍ରକରେ ମୁସଲମାନ ସମ୍ପ୍ରଦାୟ ମହମ୍ମଦ ଙ୍କ ଜନ୍ମଦିନ ପାଳନ କରିବେ,ଭଦ୍ରକ ସୁରକ୍ଷା ଦୃଷ୍ଟିରୁ ଭଦ୍ରକ ଏସପି ମନୋଜ ରାଉତ ଙ୍କ ନେତୃତ୍ୱ ରେ ଭଦ୍ରକ ପୁରୁଣା ବଜାର ଅଞ୍ଚଳ ରେ ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ କରିଛନ୍ତି,ଶାନ୍ତି ଶୃଙ୍ଖଳା ସହ ପର୍ବ ପାଳନ କରିବାକୁ ପୋଲିସ ପକ୍ଷରୁ ଅପିଲ କରିଛନ୍ତି , ସୁରକ୍ଷା ଦୃଷ୍ଟି ରୁ ସହର ରେ 30 ପ୍ଲାଟୁନ ଫୋର୍ସ ସହ ବରିଷ୍ଟ ପୋଲିସ ଅଧିକାରୀ ମନେ ଉପସ୍ଥିତ ରହିବେ
    user_Bhadrak bulletin
    Bhadrak bulletin
    ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    8 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.