Shuru
Apke Nagar Ki App…
ଘୋ ଘୋ ଶବ୍ଦ କରି ମାଟି ଭିତରକୁ ପଶିଗଲା ବହୁ ପୁରାତନ କୂଅ।କୂଅ ଭୁଶୁଡି ପଡିବା ଯୋଗୁଁ ଯାତାୟାତ ବନ୍ଦ।
Odisha News Express
ଘୋ ଘୋ ଶବ୍ଦ କରି ମାଟି ଭିତରକୁ ପଶିଗଲା ବହୁ ପୁରାତନ କୂଅ।କୂଅ ଭୁଶୁଡି ପଡିବା ଯୋଗୁଁ ଯାତାୟାତ ବନ୍ଦ।
More news from ଓଡ଼ିଶା and nearby areas
- ରାଇରଙ୍ଗପୁର ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ1
- ବାଲେଶ୍ୱର ଜିଲ୍ଲାର ମାର୍କୋଣା ବଜାରରେ ଏକ ଭୟାନକ ସଡ଼କ ଦୁର୍ଘଟଣା! କୋଲକାତା-ପୁରୀ ଯାତ୍ରୀବାହୀ ବସ୍ର ଧକ୍କାରେ ଦୁଇଟି କାର ଚୂର୍ଣ୍ଣବିଚୂର୍ଣ୍ଣ ହୋଇଯାଇଛି। ଦୁର୍ଘଟଣାରେ ଦୁଇ କାର ଚାଳକ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଘଟଣାସ୍ଥଳରେ ପହଞ୍ଚିଛି ସ୍ଥାନୀୟ ପୋଲିସ୍, ଚାଲିଛି ତଦନ୍ତ। 🚨 #Balasore #Markona #RoadAccident #BusAccident #OdishaNews #BreakingNews1
- ଗିରଫ ହୋଇ ଜେଲ ଗଲେ ମଦ ମାଫିଆ ସେକ ସାଜନ, ବେଆଇନ ଭାବେ ଚୋରା ଦେଶୀ ମଦ କାରବାର କରୁଥିବା ଅଭିଯୋଗରେହେଲେ ଗିରଫ । ଗିରଫ ହୋଇ ଜେଲ ଗଲେ ମଦ ମାଫିଆ ସେକ ସାଜନ, ବେଆଇନ ଭାବେ ଚୋରା ଦେଶୀ ମଦ କାରବାର କରୁଥିବା ଅଭିଯୋଗରେହେଲେ ଗିରଫ ।2
- ଭୋଗରାଇ ଏବିଭିପି ତରଫରୁ ସୈନିକ ଭାଇଙ୍କ ଉଦ୍ଦେଶ୍ୟରେ ରାକ୍ଷୀ : ୪ହଜାରରୁ ଉର୍ଦ୍ଧ ରାକ୍ଷୀ ସହିତ ଭଉଣୀ ମାନଙ୍କ ହସ୍ତଲିଖିତ ପତ୍ର ଓ୍ବାଘା ସୀମାନ୍ତ ବୋର୍ଡରକୁ ପଠାଗଲା : ଭୋଗରାଇ ଏବିଭିପି ତରଫରୁ ସୈନିକ ଭାଇଙ୍କ ଉଦ୍ଦେଶ୍ୟରେ ରାକ୍ଷୀ : ୪ହଜାରରୁ ଉର୍ଦ୍ଧ ରାକ୍ଷୀ ସହିତ ଭଉଣୀ ମାନଙ୍କ ହସ୍ତଲିଖିତ ପତ୍ର ଓ୍ବାଘା ସୀମାନ୍ତ ବୋର୍ଡରକୁ ପଠାଗଲା : ଭୋଗରାଇ , ୨୬/୮: ଆଉ ଦୁଇ ଦିନ ପରେ ପବିତ୍ର ଭାଇ-ଭଉଣୀ ସମ୍ପର୍କର ପର୍ବ ରାକ୍ଷୀ ପୂର୍ଣ୍ଣିମା। ଏହି ଦିନ ଭଉଣୀ ନିଜ ଭାଇର ହାତରେ ରାକ୍ଷୀ ବାନ୍ଧି ତାଙ୍କ ଦୀର୍ଘାୟୁ ଓ ସୁରକ୍ଷା କାମନା କରିଥାଏ। କିନ୍ତୁ ଦେଶର ସୁରକ୍ଷା ପାଇଁ ସୀମାରେ ନିୟୋଜିତ ବୀର ସୈନିକମାନେ ନିଜ କର୍ତ୍ତବ୍ୟ ଯୋଗୁଁ ଏହି ପବିତ୍ର ଦିନରେ ନିଜ ଭଉଣୀଙ୍କ ପାଖକୁ ଆସିପାରନ୍ତି ନାହିଁ। ଏହି ପରିପ୍ରେକ୍ଷୀରେ ଭୋଗରାଇ ଅଞ୍ଚଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି ) ପକ୍ଷରୁ ଏକ ଅଭିନବ ପ୍ରୟାସ କରାଯାଇଛି। ଭୋଗରାଇର ବିଭିନ୍ନ ବିଦ୍ୟାଳୟ ଓ ମହା ବିଦ୍ୟାଳୟ ଛାତ୍ରୀମାନଙ୍କଠାରୁ ବୀର ସୈନିକ ଭାଇମାନଙ୍କ ପାଇଁ ୪ହଜାରରୁ ଉର୍ଦ୍ଧ୍ୱ ରାକ୍ଷୀ ସହିତ ଉତ୍ସାହିତ କରିବାପାଇଁ ୧ଟିକରି ଚିଠି ସଂଗ୍ରହ କରାଯାଇଛି। ଏହି ଅବସରରେ କଲେଜରେ ପଢୁଥିବା ଛାତ୍ରୀମାନେ ଆନନ୍ଦ ଓ ଉତ୍ସାହର ସହିତ ବୀର ସୈନିକମାନଙ୍କୁ ନିଜର ଭାଇ ଭାବେ ଗ୍ରହଣ କରି ଗୋଟିଏ ଗୋଟିଏ ରାକ୍ଷୀ ପ୍ରଦାନ କରିଛନ୍ତି। ଦେଶର ସୁରକ୍ଷା ପାଇଁ ନିଜ ଘର, ପରିବାର ଓ ପର୍ବପର୍ବାଣୀଠାରୁ ଦୂରରେ ରହି କର୍ତ୍ତବ୍ୟ ସମ୍ପାଦନ କରୁଥିବା ସୈନିକମାନଙ୍କ ପ୍ରତି ଏହା ଏକ ସ୍ନେହ ଓ ସମ୍ମାନର ପ୍ରତୀକ ପାଲଟିଛି। ଦେଶ ପାଇଁ ଗୌରବ, ଦେଶ ପାଇଁ ସମର୍ପିତ ଏବଂ ଦେଶର ସୁରକ୍ଷା ପାଇଁ ନିଜ କର୍ତ୍ତବ୍ୟକୁ ସର୍ବୋପରି ରଖୁଥିବା ବୀର ସୈନିକମାନଙ୍କ ପାଇଁ ରାକ୍ଷୀ ପଠାଇ ଭୋଗରାଇ ଛାତ୍ରୀମାନେ ନିଜ ଭାଇଚାରା ଓ ଦେଶପ୍ରେମର ନିଆରା ପରିଚୟ ଦେଇଛନ୍ତି। ଏଗୁଡିକ ଭାରତର ସୀମାନ୍ତ ଓ୍ବାଘା ବୋର୍ଡରକୁ ପଠାଯାଇଥିବା ସୂଚନା ଦେଇଛନ୍ତି।ସୈନିକ ଭାଇମାନଙ୍କ ପାଖକୁ ଏବିଭିପି ରାକ୍ଷୀ ପହଞ୍ଚାଇବାର ଏହି ଗୁରୁଦାୟିତ୍ୱ ନେଇଥିବାରୁ ଭୋଗରାଇ ଅଞ୍ଚଳର ଛାତ୍ରୀମାନେ ପ୍ରଶଂସା କରିଛନ୍ତି। ରାଜ ରାଜେଶ୍ୱରୀ ସିଂହ, ବୁଲି ଗଙ୍ଗାଇ, ଶୁଭଲଷ୍ମୀ ସାହୁ, ଗାୟତ୍ରୀ ପରାମାଣିକ, ରଶ୍ମିତା ଦାସ, ସାଗରିକ ଗଙ୍ଗାଇ ସମେତ ଅନେକ କାର୍ଯ୍ୟକର୍ତ୍ତା ସାମିଲ ଥିଲେ l1
- ବିଡ଼ିଓ ପରିଚୟ ଦେଇ ସୁନା ଗହଣା ଲୁଟିନେଲେ ଦୁର୍ବୁର୍ତ୍ତ l ସିମୁଳିଆ ବିଡ଼ିଓ ପରିଚୟ ଦେଇ ସୁନା ଗହଣା ଲୁଟିନେଲେ ଦୁର୍ବୁର୍ତ୍ତ l ସିମୁଳିଆ1
- ଓଡ଼ିଶାର ସ୍ୱାର୍ଥ ବିରୋଧୀ ଖଣି ଓ ଖଣିଜ ପଦାର୍ଥ ସଂଶୋଧନ ଆଇନ–୨୦୨୬କୁ ରଦ୍ଦ ଦାବି : ଇଣ୍ଡିଆ ମେଂଟ1
- ଭୟଙ୍କର ଜଳ ପ୍ରଳୟ । ନେପାଳ ଭୂତିକୋଶୀ ନଦୀ ମାଡ଼ି ଆସିଲା । ହଠାତ୍ ତିବ୍ଦତରୁ ବିଶାଳ ଅତଡ଼ା ଖସି ଆସିଲା । ବିହାରରେ ବଢ଼ିପାରେ ଗଙ୍ଗା ନଦୀ । ନେପାଳର ବନ୍ୟା ବଢ଼ାଇଲା ଭାରତରେ ଚିନ୍ତା । #NepalFlood #FlashFlood #NepalFloods #BhoteKoshiRiver #Landslide #Tibet #BiharFlood #GangaRiver #IndiaFloodAlert #FloodCrisis1
- ବାଲେଶ୍ୱର ସୋର ମୁଳିସିଂ ଉପ କାରାଗାର କାଯ୍ୟରତ ୱାଡ଼ର କୁ ମାଣତ୍ରୀ ଛକ ନିକଟରେ ଦିନ ଦ୍ୱିପ୍ରହରେ ରେ ଗୋଡ଼ାଇ ହାଣିଲେ ଦୁବୁର୍ତ୍ତ। ଖବରରୁ ଜଣାପଡିଛି କାଯ୍ୟରତ ସୁରେନ୍ଦ୍ର ସାମଲ ବୟସ 55 ଘର ବଳଦିଆପଡ଼ା କେଶରିପୁରକୁ କାଯ୍ୟ ସାରି ଘରକୁ ଯିବା ବାଟରେ ତିନି ଜଣ ଦୁବୁର୍ତ୍ତ ଧାରୁଆ ଅସ୍ତ୍ରରେ ଗୋଡ଼ ହାତକୁ ହାଣି ଥିଲେ।ସେଇ ସମୟରେ ଏକ କାର ଆସିଯିବାରୁ ଦୁବୁର୍ତ୍ତ ପଳାଇଯାଇଥିଲେ ସେଠାରେ କିଛି ଗ୍ରାମ ବାସୀଙ୍କ ସାହାଯ୍ୟରେ ମଟର ସାଇକେଲ ବସାଇ ସୋର ଡାକ୍ତର ଖାନାକୁ ଆଣିଥିଲେ ଅବସ୍ଥା ଗୁରୁତର ହେବାରୁ କଟକ ଡାକ୍ତର ଖାନାକୁ ସ୍ଥାନସ୍ତର କରାଯାଇଥିଲା।1