Shuru
Apke Nagar Ki App…
ମାଷ୍ଟର ସ୍ବେଛାସେବୀ ଙ୍କ ତାଲିମ ଶିବିର : ନିଶା ମୁକ୍ତ ଭାରତ ଅଭିଯାନ। ନୂଆପଡ଼ା -୧୦/୧ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ସଦର ମହକୁମା ସ୍ଥିତ ପଥ ପ୍ରାନ୍ତ ସୁବିଧା କେନ୍ଦ୍ର ପରିସର ମଧ୍ୟରେ ମାଷ୍ଟର ସ୍ବେଛାସେବୀ ଙ୍କ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିର ଟି ୭ ଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ବେଳେ ଗତ ୭ ତାରିଖ ରେ ଆରମ୍ଭ ହୋଇ ଆସନ୍ତା ଜାନୁଆରୀ ୧୩ ତାରିଖ ରେ ଉଦଯାପିତ ହେବ। ନିଶା ମୁକ୍ତ ଭାରତ ଅଭିଯାନରେ ଭାରତ ରୁ ସମ୍ପୂର୍ଣ ନିଶା ମୁକ୍ତ ପାଇଁ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଥିଲେ। ନିଶା ନିବାରଣ ଦ୍ବାରା ଯୁବ ପୀଢ଼ି ଙ୍କୁ ଦୂରରେ ରଖିବାକୁ ତାଲିମ ଦେଇଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଧନେଶ୍ୱର ସେଠୀ, ଜିଲ୍ଲା ପରିଷଦ ସଭ୍ୟ ଭାନୁ ପ୍ରତାପ ସିଂ ମାଝୀ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ବିଘନେଶ ଘୋଷ ପ୍ରମୁଖ ଯୋଗ ଦେଇଥିବା ବେଳେ ବିଭିନ୍ନ ପ୍ରାନ୍ତ ରୁ ଯୋଗ ଗୁରୁ ସ୍ଵେଚ୍ଛାସେବୀ ମାନେ ଯୋଗ ଦେଇ ତାଲିମ୍ ଗ୍ରହଣ କାରିଥିଲେ।
Surendra Tiwari

More news from ଓଡ଼ିଶା and nearby areas
- ଜୋଙ୍କ ପୋଲିସ ଖରିଆର ରୋଡ ଦ୍ବାରା ଗଞ୍ଜେଇ ଜବତ, ଦୁଇ ଅଭିଯୁକ୍ତ ଗିରଫ। ଆଠ କେଜି ଗଞ୍ଜେଇ ଓ ଦୁଇ ମୋବାଇଲ ଜବତ। ଏନ୍ ଡି ପି ଏସ ଆକ୍ଟ ରେ କେସ ରୁଜୁ କରି ଅଭିଯୁକ୍ତ ଦ୍ବୟ ଙ୍କୁ କୋର୍ଟ ଚାଲାଣ।2
- ନୂଆପଡା ଜ଼ିଲ୍ଲା ଖଡ଼ିଆଳ ପୋଲିସ ପାଇଁ ବଡ ସଫଳତା ଗତ ସପ୍ତାହ ରାଇପୁର ର ଜଣେ ବ୍ୟାପାରୀ ଗୋବିନ୍ଦ ପ୍ରସାଦ ଜିନ୍ଦଲ ଟ୍ରକ ଯୋଗେ ୭୦୦ ବସ୍ତା ବିଗ ବୋଷ ବ୍ରାଣ୍ଡ ର ଚାଉଳ ରାଇପୁର ରୁ ବିଶାଖାପାଟଣା ନେଉଥିବା ବେଳେ ୨୮୨ ବସ୍ତା ଚାଉଳ ଚୋରି ହୋଇଥିବା ନେଇ ଖଡ଼ିଆଳ ଥାନା ରେ ୦୮-୦୧-୨୬ ଦିନ ରିପୋର୍ଟ କରିଥିଲେ l ଏହି ବିଷୟ ରେ ଖଡ଼ିଆଳ ଉପଖଣ୍ଡ ଆରକ୍ଷ୍ୟ ଅଧିକାରୀ ଶ୍ରୀଯୁକ୍ତ ଉପେନ୍ଦ୍ର ପ୍ରଧାନ ଙ୍କ ଦ୍ୱାରା ଖଡ଼ିଆଳ ପୋଲିସ ର ସଫଳତା ନେଇ ସାମ୍ବାଦିକ ସମ୍ମିଳନୀ1
- ବ୍ଳକ୍ ସ୍ତରୀୟ ଲୋକ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି1
- ପାଟଣାଗଡ଼ ଧୁବଲପଡା ଠାରେ କାର ଦୁର୍ଘଟଣା।1
- କଣ୍ଟାବାଞ୍ଜି ମାଟିର ମହୋତ୍ସବ ୨୦୨୬1
- #ପୋଲିସ_ଆନ୍ଦୋଳନ_କରୁଥିବା_ଚାଷୀଙ୍କୁ_ଉଠାଇ_ନେଲେ #ଅତାବିରାରେ_ଟୋକନ_ଓ_ଧାନ_ବିକ୍ରି_ସମସ୍ୟାକୁ_ନେଇ_ଆନ୍ଦୋଳନ_କରୁଥିଲେ_ଚାଷୀ #ଜୟ_କିଶାନ_ଆନ୍ଦୋଳନ_ତରଫରୁ_ଅତାବିରା_ଠାରେ_ଆନ୍ଦୋଳନ_ଚାଲିଥିଲା #ରାସ୍ତା_ରୋକ_କରିଥିଲେ_ଚାଷୀ_ପୋଲିସ_ଚାଷୀଙ୍କୁ_ଗିରଫ_କଲା1
- Post by KOSAL TIMES1
- ନୂଆପଡା ଜ଼ିଲ୍ଲା ଖଡ଼ିଆଳକୁ ପହଂଚିଲା ସୁବର୍ଣ୍ଣ କୋଦଣ୍ଡ ଧନୁଷ ରଥ, ଭବ୍ୟ ସ୍ୱାଗତ କଲେ ଅଞ୍ଚଳ ବାସୀ l1