ମାଉଲି କ୍ରିକେଟ ପ୍ରତିଯୋଗିତା ର ପଞ୍ଚମ ଦିବସ - ପୁଲେଶ୍ୱର ବିଜୟୀ ହୋଇ ସେମି ଫାଇନାଲରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝିରିଆପାଲି ପଞ୍ଚାୟତ ର କଦଳୀପାଲି ଖେଳ ପଡିଆରେ ମାଁ ମଙ୍ଗଳା ମାଉଲି କ୍ରିକେଟ କପ୍ ପଞ୍ଚମ ଦିବସ ରେ ଦୁଇଟି ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା ଏଥିରେ କେନଝିରିଆପାଲି ଓ ବାଘରତୈଳl ମଧ୍ୟରେ ହୋଇଥିଲା। ଏଥିରେ ବାଘରତୈଳl ଦଳ ପ୍ରଥମେ ବ୍ୟାଟିଂ କରି ୯ ଓଭର ୪ ଟି ବଲ ରେ ସମସ୍ତ ଉଇକେଟ ହରାଇ ୩୭ରନ କରିଥିଲା। ଜବାବରେ କେନଝିରିଆପାଲି ଦଳ ନିର୍ଦ୍ଧାରିତ ୨ଓଭର ୧ ବଲ ରେ କୋଣସି ଉଇକେଟ ହରାଇ ୩୯ରନ କରି ବିଜୟୀ ହୋଇଥିଲା । ଦ୍ଵିତୀୟ ମ୍ୟଚ ଟି ତେଲିପାଲି ଓ ପୁଳେଶ୍ଵର ମଧ୍ୟରେ ହୋଇଥିଲା। ଏଥିରେ ତେଲିପାଲି ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭର ରେ ୮ଉଇକେଟ ହରାଇ ୧୨୭ରନ କରିଥିଲା। ଜବାବରେ ପୁଳେଶ୍ଵର ଦଳ ୯ ଓଭର ୨ବଲ ରେ ରେ ୫ଉଇକେଟ ହରାଇ ୧୨୮ରନ ସଂଗ୍ରହ କରି ବିଜୟୀ ହୋଇଥିଲା। ପ୍ରଥମ ମ୍ୟାଚ୍ ର ବିଜେତା କେଞ୍ଜିରିଆପାଲି ଓ ଦ୍ଵିତୀୟ ମ୍ୟାଚ୍ ର ବିଜେତା ପୁଳେଶ୍ଵର ମଧ୍ୟରେ ଆଜି ଫାଇ ନାଳ ମ୍ୟାଚ ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି ହୋଇଥିଲା। ଭକ୍ତରାମ ଆଡ଼ଯୁଆଳି ଙ୍କ ସଂଯୋଜନା ରେ ପୁରସ୍କାର ବିତରଣୀ ଉତ୍ସବ ରେ ବୀରମହାରାଜପୁର ଜୋନ ୧ ଜିଲ୍ଲା ପରିଷଦ ସଭ୍ୟ ଲବ କୁମାର ସାହୁ ଓ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ରାଜଗୋପାଳ ପାଣିଗ୍ରାହି ଏବଂ ଯୁବ ନେତା ତଥା ସମାଜ ସେଵୀ ପିକୁଳ ଚନ୍ଦ୍ର ପଧାନ ଅତିଥି ଭାବେ ଯୋଗଦେଇ ପୁଳେଶ୍ଵର ଦଳ ର ହରିହର ଘିବିଲା ଓ କେନଝିରିଆପାଲି ଦଳ ର ଦୀନବନ୍ଧୁ ନାଏକ ଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ଭାବେ ପୁରସ୍କୃତ କରିଥିଲେ। ମ୍ୟାଚ୍ ଗୁଡିକରେ ଅମ୍ପାୟର, ଜିତେନ୍ଦ୍ର ସାହୁ ଜ୍ଞାନେନ୍ଦ୍ର ସାହୁ ସ୍କୋରର,ପ୍ରକଶ ନାଗ ଓ କ୍ଷେତ୍ରବାସି ଷlଣ୍ଡ ଧାରାବିବରଣି ପ୍ରଦାନ କରିଥିଲେ। ସହଯୋଗ ରେ ନିରଞ୍ଜନ ପଧାନ. ସମ୍ବିତ ଆଡଜୁଆଳି.ପପୁନ ବଗର୍ତି ସତ୍ୟନାରାୟଣ ନାଗ. ଚିତ୍ତରଞ୍ଜନ ପଧାନ. ପ୍ରକାଶ ନାଗ ପ୍ରମୋଦ ଜଗଦଳା ମଣ୍ଟୁ ଭୋଇ କେଶବ ୱାଡ଼ଯୁଆଳି ବିଷ୍ଣୁଜି ବିଶ୍ୱାଳ ପ୍ରବିଣ ଆଡଜୁଆଳି ସହଯୋଗ କରିଥିଲେ

- ବରିଷ୍ଠ ନାଗରିକ ସଂଗଠନ ବୀରମହାରାଜପୁରର ନବ ନିର୍ବାଚିତ ତଥା ମନୋନୀତ କର୍ମକର୍ତ୍ତା ମାନଙ୍କର ଶପଥ ଗ୍ରହଣ ଉତ୍ସବ କାର୍ଯ୍ୟାଳୟ ପରିସରରେ ବୁଧବାର ଅନୁଷ୍ଠିତ ହୋଇଯାଇଛି।ଏହି ଉପଲକ୍ଷେ ଆୟୋଜିତ ଏକ ସାଧାରଣ ସଭାରେ ନିର୍ବାଚିତ ସଭାପତି ଦୟାନିଧି ହୋତା ସଭାପତିତ୍ୱ କରିଥିବାବେଳେ ପୂର୍ବତନ ସଭାପତି ଡ.ପ୍ରଫୁଲ୍ଲ କୁମାର ରଥ ଶପଥ ପାଠ କରାଇଥିଲେ। ପ୍ରାରମ୍ଭରେ ଜାତୀୟ ସଂଗୀତ ଗାନ କରା ଯାଇଥିଲା ପରେ ଅନୁଷ୍ଠିତ ସଭାରେ ସଭାପତି ଭାବେ ଦୟାନିଧି ହୋତା, ଉପସଭାପତି ଦିଲ୍ଲୀପ ତ୍ରିପାଠୀ, କାର୍ଯ୍ୟକାରୀ ସଭାପତି ରାଧେଶ୍ୟାମ ପୁରୋହିତ, ସଂପାଦକ ଡ.ଦ୍ବିତୀକୃଷ୍ଣ ପଣ୍ଡା,ସହ ସଂପାଦକ ଜୀତେନ୍ଦ୍ର ପ୍ରଧାନ, କୋଷାଧ୍ୟକ୍ଷ ଅକ୍ଷୟ କୁମାର ମିଶ୍ର, ସମୀକ୍ଷକ ଦୀନବନ୍ଧୁ ମେହେର, କାର୍ଯ୍ୟ କାରିଣୀ ସଦସ୍ୟ ଚମରା ମହାକୁର,ଚମ୍ପେଶ୍ବର ଦାଶ, କୃଷ୍ଣଚନ୍ଦ୍ର ପାଢ଼ୀ, ଭଗବାନ ମିଶ୍ର, ସନ୍ତୋଷ ଷଡ଼ଙ୍ଗୀ, ଜ୍ଞାନେନ୍ଦ୍ର ତ୍ରିପାଠୀ,ସୁରୁ ସାହୁ, ଉପଦେଷ୍ଟା ସଦସ୍ୟ ସୌମିତ୍ରୀ ମେହେର,ଅକ୍ରୂର ଦନ୍ତା ପ୍ରମୁଖ ଶପଥ ଗ୍ରହଣ କରିଥିଲେ। ବୈଠକରେ ଉମେଶ ପ୍ରସାଦ ରଥ,ଧନୁ ପ୍ରଧାନ, ପ୍ରକାଶ କୁମାର ହୋତା, ପ୍ରଶାନ୍ତ ସେଠୀ,ସତ୍ୟ ନାରାୟଣ ନାୟକ, ଜୟଦେବ ସାହୁ, ତ୍ରିନାଥ ମିଶ୍ର, ନାରାୟଣ ପ୍ରସାଦ ନାୟକ,ଧର୍ମ ଦତ୍ତ ପାଢ଼ୀ,ଭୂଷଣ ପାତ୍ର,ରବି ନାରାୟଣ ବେହେରା ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ। ଶେଷରେ ଅକ୍ଷୟ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।3
- ସୋନପୁର ଜିଲ୍ଲା ବିନିକା ମହାନଦୀ ପୋଲ ଉପରେ ଦୁଇ ବାଇକ ମଧ୍ୟ୍ୟ ରେ ମୁହାଁ ମୁହିଁ ପାଞ୍ଚ ଜଣ ଗୁରୁତର l1
- ସୋନପୁର ସହରରେ ଗର୍ଭବତୀ ବୋହୁଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟଣା ରେ ବାପାଙ୍କ ପ୍ରତିକ୍ରିୟା l ଯୌତୁକ ପାଇଁ ସ୍ୱାମୀ ଓ ପରିବାର ଲୋକ ବୋହୁକୁ ହତ୍ୟା କରିଥିବା ଅଭିଯୋଗ1
- ଗର୍ଭବତୀ ବୋହୁକୁ ମାରିଦେଲେ ଶାଶୁଘର ଲୋକ1
- Ajira Samachar // କଦଳୀ ରୁ ବାହାରୁଛି ମଞ୍ଜି । ଗୋଟା ଗୋଟା ମଞ୍ଜି ଦେଖିବାକୁ ମିଳିଛି ।1
- ଦ୍ରୁତ ଗତିରେ ଯାଉଥିବା ବେଳେ ବାଇକ ଦୁର୍ଘଟଣା,ଜଣେ ମୃତ ଜଣେ ଗୁରୁତର। ଦୁର୍ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ଘିକୁଣ୍ଡି ଛକଠାରେ l କୌଣସି କାମରେ ଯାଇ ଘରକୁ ଫେରୁଥିବା ବେଳେ ଘଟିଛି ଏହି ଦୁର୍ଘଟଣା । ଏଥିରେ ଜଣକ ମୃତ୍ୟୁ ହୋଇଥିଵାବେଳେ ଆଉ ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି । ମୃତକ ଜଣକ ସୁଦର୍ଶନ ଜଗତ(22) ହୋଇଥିବାବେଳେ ଗୁରୁତର ଜଣକ ହେଲେ ପପୁନ ଛତ୍ରୀୟା(15 ) l ଉଭୟେ ଗଡଗଡ଼ବାହାଲ ବୋଲି ଜଣା ପଡିଛି l1
- ବେଆଇନ କ୍ଲିନିକ୍ ସିଲ୍ କଲା ଜିଲ୍ଲା ପ୍ରଶାସନ ସୁବର୍ଣ୍ଣପୁର: ଜିଲ୍ଲାର ଯାଲୋଏ ଠାରେ ଥିବା ଏକ ବେଆଇନ କ୍ଲିନିକ୍ କୁ ଜିଲ୍ଲା ପ୍ରଶାସନ ସିଲ୍ କରିଛି। ଏଠାରେ ଗୁପ୍ତ ଭାବରେ ବେଆଇନ କାରବାର ଚାଲୁଥିବା ଅଭିଯୋଗ ହୋଇଥିଲା।1
- ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଚିକିତ୍ସାଳୟରେ ଅବ୍ୟବସ୍ଥା ଦେଖାଦେଇଛି। ଏଠାରେ ଠିକ ରେ ସ୍ବାସ୍ଥ୍ୟ ମିଳୁ ନ ଥିବା ଅଭିଯୋଗ ହେଉଛି। ଏଠାରେ ଡାକ୍ତର ସମସ୍ୟା ସହିତ ଅନ୍ୟାନ୍ୟ ସମସ୍ୟା ରହିଥିବା ଅଭିଯୋଗ ହେଉଛି। ତେବେ ବୀରମହାରାଜପୁର ରେ ବିକଳ ସ୍ବାସ୍ଥ୍ୟ ସେବା ନେଇ ମତ ରଖିଛନ୍ତି ବରିଷ୍ଠ ଆଇନଜିବୀ ବିଭୂତି ଭୂଷଣ ପାତ୍ର1