Shuru
Apke Nagar Ki App…
ଜିଲାନାସୀ ପଞ୍ଚାୟତରେ ଆଖି ଦୃଶିଆ ଉନ୍ନୟନ ମୂଳକ କାର୍ଯ୍ୟ ହୋଇନଥିବା କହିଲେ ଜିଲ୍ଲାପରିଷଦ ସଭ୍ୟ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକର ଜିଲାନାସୀ ପଞ୍ଚାୟତରେ କୈ।ଣସି ଉନ୍ନୟନ ମୂଳକ କାର୍ଯ୍ୟ ହୋଇନଥିବା ପ୍ରକାଶ କରିଛନ୍ତି ୧ ନମ୍ବର ଜୋନର ଜିଲ୍ଲାପରିଷଦ ସଭ୍ୟ ଶ୍ରୀ ପ୍ରମୋଦ କୁମାର ସ୍ବାଇଁ। ବିଜେଡି ନେତା ସମ୍ବିତ ରାଉତରାୟ ଶୁଭ ଦେଇଥିବା ପୋଲକୁ ବିଜେପି ସରକାରରେ ମନ୍ତ୍ରୀ ଆଉଥରେ ଶୁଭ ଦେଇଛନ୍ତି। ଠିକାଦାର ବଦଳି ନାହିଁ। ତିନି ବର୍ଷ ହେବ ପୋଲ କାମ ହୋଇପାରୁନି । ପୋଲ କାମ ପାଇଁ ଗଦା ହୋଇଥିବା ରଡ,ବାଲି ଓ ଗୋଡିକୁ ଠିକାଦାର ଅନ୍ୟତ୍ର ଉଠାଇ ନେଇଛି ।
ନୃସିଂହ ଚରଣ ବାରିକ

More news from ଓଡ଼ିଶା and nearby areas
- ଜିଲାନାସୀ ପଞ୍ଚାୟତରେ ଆଖି ଦୃଶିଆ ଉନ୍ନୟନ ମୂଳକ କାର୍ଯ୍ୟ ହୋଇନଥିବା କହିଲେ ଜିଲ୍ଲାପରିଷଦ ସଭ୍ୟ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକର ଜିଲାନାସୀ ପଞ୍ଚାୟତରେ କୈ।ଣସି ଉନ୍ନୟନ ମୂଳକ କାର୍ଯ୍ୟ ହୋଇନଥିବା ପ୍ରକାଶ କରିଛନ୍ତି ୧ ନମ୍ବର ଜୋନର ଜିଲ୍ଲାପରିଷଦ ସଭ୍ୟ ଶ୍ରୀ ପ୍ରମୋଦ କୁମାର ସ୍ବାଇଁ। ବିଜେଡି ନେତା ସମ୍ବିତ ରାଉତରାୟ ଶୁଭ ଦେଇଥିବା ପୋଲକୁ ବିଜେପି ସରକାରରେ ମନ୍ତ୍ରୀ ଆଉଥରେ ଶୁଭ ଦେଇଛନ୍ତି। ଠିକାଦାର ବଦଳି ନାହିଁ। ତିନି ବର୍ଷ ହେବ ପୋଲ କାମ ହୋଇପାରୁନି । ପୋଲ କାମ ପାଇଁ ଗଦା ହୋଇଥିବା ରଡ,ବାଲି ଓ ଗୋଡିକୁ ଠିକାଦାର ଅନ୍ୟତ୍ର ଉଠାଇ ନେଇଛି ।1
- ନିଟ୍ ପରୀକ୍ଷାରେ ଛାତ୍ରୀଙ୍କ ସଫଳତା ବର୍ଣ୍ଣାଳୀ ସାହୁଙ୍କ କୃତିତ୍ୱରେ ଗର୍ବିତ ସମଗ୍ର ଅଞ୍ଚଳ। ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକର ଜଣେ ମେଧାବୀ ଛାତ୍ରୀ ନିଟ୍ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ହାସଲ କରି ସମଗ୍ର ଅଞ୍ଚଳ ପାଇଁ ଗର୍ବର କାରଣ ପାଲଟିଛନ୍ତି। ଆସନ୍ତୁ ଦେଖିବା ଏହି ବିଶେଷ ରିପୋର୍ଟ #latestnews #updatenews #neet2026 #neetexam #angul ନିଟ୍ ପରୀକ୍ଷାରେ ଛାତ୍ରୀଙ୍କ ସଫଳତା ବର୍ଣ୍ଣାଳୀ ସାହୁଙ୍କ କୃତିତ୍ୱରେ ଗର୍ବିତ ସମଗ୍ର ଅଞ୍ଚଳ। ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକର ଜଣେ ମେଧାବୀ ଛାତ୍ରୀ ନିଟ୍ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ହାସଲ କରି ସମଗ୍ର ଅଞ୍ଚଳ ପାଇଁ ଗର୍ବର କାରଣ ପାଲଟିଛନ୍ତି। ଆସନ୍ତୁ ଦେଖିବା ଏହି ବିଶେଷ ରିପୋର୍ଟ #latestnews #updatenews #neet2026 #neetexam #angul1
- କଳିଙ୍ଗ ନିୟୁଜ ଚାନେଲ ତା 29.07.2026.ବୁଧବାର.................1
- ନିମାପଡା ଶ୍ୟାମସୁନ୍ଦର ପୁର ନୂଆ ମଠ ସାହି ରେ ପାଣି ପାଇପ ଫାଟି ଯାଇଛି ଲୋକ ମାନଙ୍କର ଯିବା ଆସିବା ରେ ଭାରି ଅସୁବିଧା। ନିମାପଡା ଶ୍ୟାମସୁନ୍ଦର ପୁର ନୂଆ ମଠ ସାହି ରେ ପାଣି ପାଇପ ଫାଟି ଯାଇଛି ଲୋକ ମାନଙ୍କର ଯିବା ଆସିବା ରେ ଭାରି ଅସୁବିଧା ହେଉଛି। ଦୟାକରି ଉପରୋକ୍ତ ଅଧିକାରୀ ଧ୍ୟାନ ଦିଅନ୍ତୁ। ଏହା ସାଧାରଣ ଲୋକ ଙ୍କ ପାନୀୟ ଜଳ ର ଓ ରାସ୍ତା ପ୍ରଭାବିତ।1
- ଶୋଇଥିଲେ ଲୋକେ ll ବୁଡିଗଲା ପୁରା ବାଲେଶ୍ୱର ll Big Breaking News ll ଶୋଇଥିଲେ ଲୋକେ ll ବୁଡିଗଲା ପୁରା ବାଲେଶ୍ୱର ll Big Breaking News ll1