Shuru
Apke Nagar Ki App…
ଦିନକୁ ଦିନ ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳରେ ଚୋର ଡକାୟତ ଲୁଟେରା ଗ୍ୟାଙ୍ଗ ସକ୍ରିୟ ଅଛନ୍ତି ଏଣୁ ଆପଣ ମାନଙ୍କୁ ଅନୁରୋଧ ସଜାଗ ରୁହନ୍ତୁ ସାବଧାନ ରୁହନ୍ତୁ
ଓମ୍ ସାଇ ରାମ୍
ଦିନକୁ ଦିନ ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳରେ ଚୋର ଡକାୟତ ଲୁଟେରା ଗ୍ୟାଙ୍ଗ ସକ୍ରିୟ ଅଛନ୍ତି ଏଣୁ ଆପଣ ମାନଙ୍କୁ ଅନୁରୋଧ ସଜାଗ ରୁହନ୍ତୁ ସାବଧାନ ରୁହନ୍ତୁ
More news from ଓଡ଼ିଶା and nearby areas
- Post by MSP TV (Reporter:-MiHiR)1
- ଡିଲ କରିବାକୁ ଯାଉଥିବା ବେଳେ ମାଡି ବସିଲା ବନ ବିଭାଗ ର ଏକ ସ୍ୱତନ୍ତ୍ର ଟିମ। ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବନାଞ୍ଚଳ ରେ ଗୋଟିଏ କାଳରାପତରିଆ ବାଘ ଛାଲ,ଦୁଇଟି ବାଇକ ଜବତ ଓ ପାଞ୍ଚ ଗିରଫ ହୋଇଛନ୍ତି। ବାଘ ଛାଲ କୁ ନେଇ ସିକିଲି ଜଙ୍ଗଲ ରେ ଡିଲ କରିବାକୁ ଯାଉଥିବା ବେଳେ ମାଡି ବସିଲା ବନ ବିଭାଗ ର ଏକ ସ୍ୱତନ୍ତ୍ର ଟିମ।1
- Gambali Vasanta Rao ଜୟପୁର ଚାମ୍ବର ଅଫ କୋମର୍ସର ନିର୍ଦ୍ଧେଶକ ପଦବୀରେ ବିଜୟୀ ହେବା ପରେ ବଡ଼ ଘୋଷଣା କରିଛନ୍ତି। ସେ ଜୟପୁରର ଜନସାଧାରଣଙ୍କ ସୁବିଧା ପାଇଁ ୫ ଲକ୍ଷ ଟଙ୍କା ପ୍ରଦାନ କରିବେ ବୋଲି କହିଛନ୍ତି।1
- ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଟିକିରି ରେ ଆଜି ବାବା ଆମ୍ବେଦକର ଜୟନ୍ତୀ ପାଳିତ ହୋଇଯାଇଛି1
- ଦାମନଯୋଡି ଉପକଣ୍ଠସ୍ଥ ଭେଜାପୁଟ ସିଦ୍ଧେଶ୍ୱର ମହାଦେବ ମନ୍ଦିର ଆଗରେ ସପ୍ତାହ ବ୍ୟାପୀ ଶ୍ରୀମଦ୍ ଭାଗବତ କଥା ଓ ପାରାୟଣ ଶୁଭାରମ୍ଭ ହୋଇଛି। ଏହି ଉପଲକ୍ଷେ ମାଥାଲପୁଟ ଠାରୁ ଭେଜାପୁଟ ପର୍ଯ୍ୟନ୍ତ ହରେକୃଷ୍ଣ ହରେରାମ ମହାମନ୍ତ୍ର ଏକ ଶୋଭାଯାତ୍ରା ହୋଇଥିଲା। ତ୍ରିଦଣ୍ଡି ସ୍ୱାମୀ ଭକ୍ତିଭୂଷଣ ବୋଧୟନ ମହାରାଜ ମଥୁରା ବୃନ୍ଦାବନରୁ ଆସି ପ୍ରତ୍ୟେହ ସନ୍ଧ୍ୟାରେ ପ୍ରବଚନ ଦେଉଥିବା ବେଳେ ଭାଗବତ କଥା ଶୁଣିବାକୁ ସ୍ଥାନୀୟ ଅଞ୍ଚଳରୁ ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳୁଛି। ଅଞ୍ଚଳର ସୁନାମଧନ୍ୟ ସମାଜସେବୀ ହରିବନ୍ଧୁ ବିଶ୍ବାଳଙ୍କ ପକ୍ଷରୁ ଆୟୋଜିତ ଏବଂ ସୁନାବେଡା ଗୌଡ଼ିୟ ମଠାଧୀଶ ପର୍ବତ ମହାରାଜଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଶ୍ରୀକ୍ଷେତ୍ର ପୁରୀରୁ ସନ୍ଥମାନେ ଯୋଗ ଦେଇ ଶ୍ରୋତାମାନଙ୍କୁ ଭାଗବତ ବାଣୀ ଓ ଦିବ୍ୟଜ୍ଞାନ ପ୍ରଦାନ କରୁଛନ୍ତି। ସିଦ୍ଧେଶ୍ୱର ମନ୍ଦିର କମିଟି ଏବଂ ଭେଜାପୁଟ ବଜାର କମିଟି ଓ ଗ୍ରାମଲୋକେ ଏଥିରେ ସହଯୋଗ କରୁଛନ୍ତି।1
- ଶବକୁ ମିଳୁନି ସ୍ମଶାନ, 21 ଘଣ୍ଟା ହେବ ଘରେ ପଡ଼ିରହିଛି ଶବ, ଘଟଣା ସ୍ଥଳରେ ପୋଲିସ ପହଂଚି ବୁଝାସୁଝା କରୁଛି l1
- #କୋଟପାଡ଼ରେ_ମହାଆଡ଼ମ୍ବରରେ_ଓଡ଼ିଆନବବର୍ଷ_ପାଳିତ ପବିତ୍ର ମହାବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ତଥା ଓଡ଼ିଆ ନବବର୍ଷ ଉପଲକ୍ଷେ ଉତ୍ସବ ମୁଖର କୋଟପାଡ଼ #Kalingatv #KNews #kotpad #OdiaNewYear #OdiaTradition #hanumanjayanti #panasankranit #mohabisubasankranti #vitalreels Bdo Kotpad Kotpad Breaking #fbviralvideo #viralvideo #koraput #odisha1
- ଓଡ଼ିଶା ଅମଲା ସଂଘ ର ତ୍ରୟୋବାର୍ଷିକି ସମ୍ମିଳନି କୋରାପୁଟ ଜିଲ୍ଲା ରେ କରିବା ନିମନ୍ତେ ଦିର୍ଘ ବର୍ଷ ଧରି ଦାବି ହୋଇ ଆସୁଥିବା ବେଳେ, ରାଜ୍ୟ ସଂଘ ଟାଳ ଟୁଳ ନିତି ଅବଲମ୍ବନ କରୁଥିବାରୁ ଜିଲ୍ଲା ସ୍ତରୀୟ ଅମଲା ମାନଙ୍କ ମଧ୍ୟରେ ଅଷୋନ୍ତଷ ବୃଦ୍ଧି ପାଉଛି,1
- ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଟିକିରି ସ୍ଥିତ ହନୁମାନ ମନ୍ଦିର ଆଜି ହନୁମାନ ଜୟନ୍ତୀ ଓ ପଣା ସଂକ୍ରାନ୍ତି ଉପଲକ୍ଷେ ଟିକିରି ହନୁମାନ ମନ୍ଦିର ରେ ଭକ୍ତ ଙ୍କ ପ୍ରବଳ ଭିଡ଼1