Shuru
Apke Nagar Ki App…
ALTO CAR ଭାରସାମ୍ୟ ହରାଇ ରାସ୍ତା କଡ ପଲରେ ମାଡ଼ ହେବାରୁ ମହାର୍ଦ୍ଦା ପଲସା ଗାଁର ଏକ ଯୁବକଙ୍କ ମୃତ୍ୟୁ ଘଟିଯାଇଛି । ଅତ୍ୟନ୍ତ ଦୁଃଖ ଦାୟକ ଘଟଣା ଘଟିଯାଇଛି ସକାଳୁ ସକାଳୁ ବିଶୋଇ ବ୍ଲକ୍ NH49 ମଝିଗାଁ ଠାରେ ଏକ ALTO CAR ଭାରସାମ୍ୟ ହରାଇ ରାସ୍ତା କଡ ପଲରେ ମାଡ଼ ହେବାରୁ ମହାର୍ଦ୍ଦା ପଲସା ଗାଁର ଏକ ଯୁବକଙ୍କ ମୃତ୍ୟୁ ଘଟିଯାଇଛି
SOUMYA RANJAN