Shuru
Apke Nagar Ki App…
#ବେଆଇନ_ନିର୍ମାଣ_ଉପରେ_ଚଢିଲା_ବୁଲଡୋଜର ରୋଡ଼ କାମରେ ବାଧା ସାଜିଲା ସାଇଡରେ କରିଥିବା ସ୍ଥାୟୀ ଓ ଅସ୍ଥାୟୀ ଦୋକାନ,ଜିଲ୍ଲା ପ୍ରଶାସନ ବାରମ୍ବାର ନୋଟିସ ଜାରି କରି, ଡାବବାଜି ଯନ୍ତ୍ର ସାହାଯ୍ୟରେ ପ୍ରଚାର କରି ବେଆଇନ ନିର୍ମାଣ ଭାଙ୍ଗିବାକୁ ନିବେଦନ କରିଥିଲା। ହେଲେ କେହି ଶୁଣିନଥିଲେ। ସେଥିପାଇଁ ଆଜି ରଣପୁର ତହସିଲଦାର, ପୋଲିସ ପ୍ରଶାସନର ଉପସ୍ଥିତରେ ଜେସିବି ଲଗାଇ ବେଆଇନ ନିର୍ମାଣକୁ ଭଙ୍ଗା ଯାଇଛି।
Sanu Kumar Rana
#ବେଆଇନ_ନିର୍ମାଣ_ଉପରେ_ଚଢିଲା_ବୁଲଡୋଜର ରୋଡ଼ କାମରେ ବାଧା ସାଜିଲା ସାଇଡରେ କରିଥିବା ସ୍ଥାୟୀ ଓ ଅସ୍ଥାୟୀ ଦୋକାନ,ଜିଲ୍ଲା ପ୍ରଶାସନ ବାରମ୍ବାର ନୋଟିସ ଜାରି କରି, ଡାବବାଜି ଯନ୍ତ୍ର ସାହାଯ୍ୟରେ ପ୍ରଚାର କରି ବେଆଇନ ନିର୍ମାଣ ଭାଙ୍ଗିବାକୁ ନିବେଦନ କରିଥିଲା। ହେଲେ କେହି ଶୁଣିନଥିଲେ। ସେଥିପାଇଁ ଆଜି ରଣପୁର ତହସିଲଦାର, ପୋଲିସ ପ୍ରଶାସନର ଉପସ୍ଥିତରେ ଜେସିବି ଲଗାଇ ବେଆଇନ ନିର୍ମାଣକୁ ଭଙ୍ଗା ଯାଇଛି।
More news from Ranapur and nearby areas
- #ଲୋକ ଦେଖାଣିଆ ତତ୍ପର ରଣପୁର ଅବକାରୀ ବିଭାଗ ! #crime #police #case #news #odishaexclusive #newsupdate #odia #odianews #odisha #odishanews #exclusive #breakingnews #latestnews #latest #socialmedia #viralvideo #nayagarh #odishahalchal https://youtu.be/UyefeOPC7tE1
- ରଣପୁର 30ତମ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ପାଳିତ1
- ମା ହରଚଣ୍ଡୀ ଗୋଶାଳା ନୟାଗଡ ଜିଲ୍ଲା ରଣପୁର... ଗୋମାତା ଙ୍କ ପାଇଁ ଖାଦ୍ୟ ସାହାଯ୍ୟ କରନ୍ତୁ ଏକା କି 85 ଗୋମାତା ଙ୍କୁ ସୁରକ୍ଷା ଦେଇ ଆସୁଛି1
- #ବେଆଇନ_ନିର୍ମାଣ_ଉପରେ_ଚଢିଲା_ବୁଲଡୋଜର ରୋଡ଼ କାମରେ ବାଧା ସାଜିଲା ସାଇଡରେ କରିଥିବା ସ୍ଥାୟୀ ଓ ଅସ୍ଥାୟୀ ଦୋକାନ,ଜିଲ୍ଲା ପ୍ରଶାସନ ବାରମ୍ବାର ନୋଟିସ ଜାରି କରି, ଡାବବାଜି ଯନ୍ତ୍ର ସାହାଯ୍ୟରେ ପ୍ରଚାର କରି ବେଆଇନ ନିର୍ମାଣ ଭାଙ୍ଗିବାକୁ ନିବେଦନ କରିଥିଲା। ହେଲେ କେହି ଶୁଣିନଥିଲେ। ସେଥିପାଇଁ ଆଜି ରଣପୁର ତହସିଲଦାର, ପୋଲିସ ପ୍ରଶାସନର ଉପସ୍ଥିତରେ ଜେସିବି ଲଗାଇ ବେଆଇନ ନିର୍ମାଣକୁ ଭଙ୍ଗା ଯାଇଛି। #enchroachment #illegal_encroachment #roadworks #Odisha highlight Hrushikesh Guru Dina Chandrakant Barad Kahnucharan Behera S Raj Santosh Krupasindhu Mahapatra Kandhanayagarh Village Group1
- ରଣପୁର ଜଗନ୍ନାଥ ଙ୍କ ମନ୍ଦିର ରେ କ୍ୟାମେରା ବା ମୋବାଇଲ ଫୋନ୍ ସାଧାରଣ ଭକ୍ତ ଙ୍କ ପାଇଁ ବ୍ୟନ କରାଯାଇଥିବା ବେଳେ କିଛି ନୂତନ ଯୁବ ପିଢ଼ି ମାନେ ଶ୍ରୀ ଜଗନ୍ନାଥ ମନ୍ଦିର ଭିତରେ ରିଲ୍ସ ବନାଇଛନ୍ତି l1
- #ବେଆଇନ_ନିର୍ମାଣ_ଉପରେ_ଚଢିଲା_ବୁଲଡୋଜର ରୋଡ଼ କାମରେ ବାଧା ସାଜିଲା ସାଇଡରେ କରିଥିବା ସ୍ଥାୟୀ ଓ ଅସ୍ଥାୟୀ ଦୋକାନ,ଜିଲ୍ଲା ପ୍ରଶାସନ ବାରମ୍ବାର ନୋଟିସ ଜାରି କରି, ଡାବବାଜି ଯନ୍ତ୍ର ସାହାଯ୍ୟରେ ପ୍ରଚାର କରି ବେଆଇନ ନିର୍ମାଣ ଭାଙ୍ଗିବାକୁ ନିବେଦନ କରିଥିଲା। ହେଲେ କେହି ଶୁଣିନଥିଲେ। ସେଥିପାଇଁ ଆଜି ରଣପୁର ତହସିଲଦାର, ପୋଲିସ ପ୍ରଶାସନର ଉପସ୍ଥିତରେ ଜେସିବି ଲଗାଇ ବେଆଇନ ନିର୍ମାଣକୁ ଭଙ୍ଗା ଯାଇଛି।1
- Tate bhal pauthimi1