Shuru
Apke Nagar Ki App…
ରାଜ୍ୟସରକାର ଙ୍କ ତରଫରୁ ଢେଙ୍କାନାଳ ଜିଲ୍ଲା କୋର୍ଟ ରେ GP ଭାବେ ନବକିଶୋର ଗୁରୁ ଦାୟିତ୍ ଗ୍ରହଣ
Dipak Kumar Nayak
ରାଜ୍ୟସରକାର ଙ୍କ ତରଫରୁ ଢେଙ୍କାନାଳ ଜିଲ୍ଲା କୋର୍ଟ ରେ GP ଭାବେ ନବକିଶୋର ଗୁରୁ ଦାୟିତ୍ ଗ୍ରହଣ
- Dipak Kumar Nayakଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା🙏on 13 January
- SAGAR MUNDABant, Bhadrak🤝on 4 January
More news from Odisha and nearby areas
- Post by Dhenkanal News1
- ଢେଙ୍କାନାଳ ଜିଲ୍ଲା ସନ୍ଦର ଥାନା କାକୁଡି ଭାଗ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଇଛାପୁର ଗ୍ରାମ ନିକଟରେ ମୋ ବସ ଧକ୍କାରେ ଜଣେ ଯୁବକ ଗୁରୁତର ହୋଇ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ସ୍ଥାନାନ୍ତରିତ ହୋଇଛନ୍ତି । ସୂଚନା ମୁତାବକ କାଣ୍ଡବିନ୍ଧା ଗ୍ରାମର ଯୁବକ ପ୍ରଶାନ୍ତ ସାହୁ ବାଇକ ଯୋଗେ ଘରକୁ ଯାଉଥିବା ବେଳେ ସମ୍ମୁଖରୁ ଆସୁଥିବା ମୋ ବସ୍ ସହିତ ଦୁର୍ଘଟଣା ଘଟିଥିଲା ।1
- Post by Dipak Kumar Nayak2
- Post by Tapasdas 63727887052
- ନିଜ ସ୍ୱାମୀ ଓ ଛୁଆକୁ ଛାଡ଼ି ଅନ୍ୟ ପୁରୁଷ ସହ ପଳାଇଲା। ଏବେ ସେ ପୁରୁଷର ସ୍ତ୍ରୀକୁ ମାଗୁଛି ଭିକ। ତା ସ୍ତ୍ରୀ ମୋତେ ଦେବ ସିନ୍ଦୁରରୁ ଭାଗ। ତାର ଯେତିକି ଅଧିକାର ମୋର ସେତିକି ଅଧିକାର।1
- location କେନ୍ଦୁଝର ନର୍ଣପୂର୍ ଭାଇ ଜଣଙ୍କ ରୋଡ ସାଇଟ୍ ରେ ଦହିବରା ବେପାର କରୁଛନ୍ତି ବହୁତ୍ ବଡିଆ ଲାଗୁଚି ତାଙ୍କ କଥା ବାର୍ତ୍ତା ବହୁତ୍ ଭଲ ଆପଣ ମାନେ ଯଦି କେବେ ଯିବେ କେନ୍ଦୁଝର ନର୍ଣପୂର୍ ତାହାଲେ ଖାଇବା କୁ କେବେ ଭୂଳିବେନି mu Dhenkanal Toka Soumya Jay Jagannath 🙏1
- Post by NEWS MANORANJAN1
- ଢେଙ୍କାନାଳ ସହରର ଗୁଡିଆନାଳୀ ନିକଟରେ ଥିବା ମା ମଙ୍ଗଳାଙ୍କ ଚୈତ୍ର ପୂର୍ଣ୍ଣିମା ଝାମୁଯାତ୍ରା ଆଜି ପାଳିତ ହୋଇଯାଇଛିା ଅଞ୍ଚଳବାସୀଙ୍କ ସହ ଯୋଗରେ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମାଙ୍କ ଝାମୁଯାତ୍ରା ଯଥାବିଧି ଅନୁଯାୟୀ ପାଳିତ ହୋଇଛି । ଦିନ ତମାମ ବିଭିନ୍ନ ରିତିନୀତିର ସହିତ ପୂଜା ପାଠ ପରେ ଅପରାହ୍ନ ୪ଟା ୩୦ରେ ଝାମୁଯାତ୍ରା ଅନୁଷ୍ଠିତ ହୋଇଥିଲା । ମାନସିକ ଧାରି ମାନଙ୍କୁ ଧରି କାଳେସୀ ମାନେ ନିଆଁରେ ଚାଲୁଥିବାର ଦୃଶ୍ୟ ବେଶ ନିଆରା । ଏହି ଦୃଶ୍ୟକୁ ଦେଖିବା ପାଇଁ ମାନସିକ ଧାରି ଓ ସହରବାସୀ ଉପସ୍ଥିତ ରହି ମାଙ୍କ ଦର୍ଶନ କରିବା ସହିତ ପ୍ରଭୁ କୃପା ଲାଭ କରିଥାନ୍ତି ।1