logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଢେଙ୍କାନାଳ ଜିଲ୍ଲାର ଓଡ଼ପଡ଼ା ବ୍ଲକ ଗୁଣ୍ଡିଚାପଡାରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ... #Dhenkanal #Odapada #Gundichapada #PanditDeendayalUpadhyay #TrainingCamp #OdishaNews #LocalNews #Development #BJP #GrassrootTraining

2 hrs ago
user_Dhenkanal News
Dhenkanal News
Media company Dhenkanal Sadar, Odisha•
2 hrs ago

ଢେଙ୍କାନାଳ ଜିଲ୍ଲାର ଓଡ଼ପଡ଼ା ବ୍ଲକ ଗୁଣ୍ଡିଚାପଡାରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ... #Dhenkanal #Odapada #Gundichapada #PanditDeendayalUpadhyay #TrainingCamp #OdishaNews #LocalNews #Development #BJP #GrassrootTraining

More news from Odisha and nearby areas
  • Post by Dhenkanal News
    1
    Post by Dhenkanal News
    user_Dhenkanal News
    Dhenkanal News
    Media company Dhenkanal Sadar, Odisha•
    2 hrs ago
  • ଢେଙ୍କାନାଳ ଜିଲ୍ଲା ସନ୍ଦର ଥାନା କାକୁଡି ଭାଗ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଇଛାପୁର ଗ୍ରାମ ନିକଟରେ ମୋ ବସ ଧକ୍କାରେ ଜଣେ ଯୁବକ ଗୁରୁତର ହୋଇ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ସ୍ଥାନାନ୍ତରିତ ହୋଇଛନ୍ତି । ସୂଚନା ମୁତାବକ କାଣ୍ଡବିନ୍ଧା ଗ୍ରାମର ଯୁବକ ପ୍ରଶାନ୍ତ ସାହୁ ବାଇକ ଯୋଗେ ଘରକୁ ଯାଉଥିବା ବେଳେ ସମ୍ମୁଖରୁ ଆସୁଥିବା ମୋ ବସ୍ ସହିତ ଦୁର୍ଘଟଣା ଘଟିଥିଲା ।
    1
    ଢେଙ୍କାନାଳ ଜିଲ୍ଲା ସନ୍ଦର ଥାନା କାକୁଡି ଭାଗ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଇଛାପୁର ଗ୍ରାମ ନିକଟରେ ମୋ ବସ ଧକ୍କାରେ ଜଣେ ଯୁବକ ଗୁରୁତର ହୋଇ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ସ୍ଥାନାନ୍ତରିତ ହୋଇଛନ୍ତି । ସୂଚନା ମୁତାବକ କାଣ୍ଡବିନ୍ଧା ଗ୍ରାମର ଯୁବକ ପ୍ରଶାନ୍ତ ସାହୁ ବାଇକ ଯୋଗେ ଘରକୁ ଯାଉଥିବା ବେଳେ ସମ୍ମୁଖରୁ ଆସୁଥିବା ମୋ ବସ୍ ସହିତ ଦୁର୍ଘଟଣା ଘଟିଥିଲା ।
    user_Amani Sahoo
    Amani Sahoo
    ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
    5 hrs ago
  • Post by Dipak Kumar Nayak
    2
    Post by Dipak Kumar Nayak
    user_Dipak Kumar Nayak
    Dipak Kumar Nayak
    Voice of people Dhenkanal Sadar, Odisha•
    13 hrs ago
  • Post by Tapasdas 6372788705
    2
    Post by Tapasdas 6372788705
    user_Tapasdas 6372788705
    Tapasdas 6372788705
    Photographer Gandia, Dhenkanal•
    12 hrs ago
  • ନିଜ ସ୍ୱାମୀ ଓ ଛୁଆକୁ ଛାଡ଼ି ଅନ୍ୟ ପୁରୁଷ ସହ ପଳାଇଲା। ଏବେ ସେ ପୁରୁଷର ସ୍ତ୍ରୀକୁ ମାଗୁଛି ଭିକ। ତା ସ୍ତ୍ରୀ ମୋତେ ଦେବ ସିନ୍ଦୁରରୁ ଭାଗ। ତାର ଯେତିକି ଅଧିକାର ମୋର ସେତିକି ଅଧିକାର।
    1
    ନିଜ ସ୍ୱାମୀ ଓ ଛୁଆକୁ ଛାଡ଼ି ଅନ୍ୟ ପୁରୁଷ ସହ ପଳାଇଲା। ଏବେ ସେ ପୁରୁଷର ସ୍ତ୍ରୀକୁ ମାଗୁଛି ଭିକ। ତା ସ୍ତ୍ରୀ ମୋତେ ଦେବ ସିନ୍ଦୁରରୁ ଭାଗ। ତାର ଯେତିକି ଅଧିକାର ମୋର ସେତିକି ଅଧିକାର।
    user_Amrit Prasad Das
    Amrit Prasad Das
    Social worker କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    1 hr ago
  • location କେନ୍ଦୁଝର ନର୍ଣପୂର୍ ଭାଇ ଜଣଙ୍କ ରୋଡ ସାଇଟ୍ ରେ ଦହିବରା ବେପାର କରୁଛନ୍ତି ବହୁତ୍ ବଡିଆ ଲାଗୁଚି ତାଙ୍କ କଥା ବାର୍ତ୍ତା ବହୁତ୍ ଭଲ ଆପଣ ମାନେ ଯଦି କେବେ ଯିବେ କେନ୍ଦୁଝର ନର୍ଣପୂର୍ ତାହାଲେ ଖାଇବା କୁ କେବେ ଭୂଳିବେନି mu Dhenkanal Toka Soumya Jay Jagannath 🙏
    1
    location କେନ୍ଦୁଝର ନର୍ଣପୂର୍ ଭାଇ ଜଣଙ୍କ ରୋଡ ସାଇଟ୍ ରେ ଦହିବରା ବେପାର କରୁଛନ୍ତି ବହୁତ୍ ବଡିଆ ଲାଗୁଚି ତାଙ୍କ କଥା ବାର୍ତ୍ତା ବହୁତ୍ ଭଲ ଆପଣ ମାନେ ଯଦି କେବେ ଯିବେ କେନ୍ଦୁଝର ନର୍ଣପୂର୍ ତାହାଲେ ଖାଇବା କୁ କେବେ ଭୂଳିବେନି mu Dhenkanal Toka Soumya Jay Jagannath 🙏
    user_Soumya Ranjan Dey
    Soumya Ranjan Dey
    ଭୁବନ, ଢେଙ୍କାନାଳ, ଓଡ଼ିଶା•
    4 hrs ago
  • Post by NEWS MANORANJAN
    1
    Post by NEWS  MANORANJAN
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    3 hrs ago
  • ଢେଙ୍କାନାଳ ସହରର ଗୁଡିଆନାଳୀ ନିକଟରେ ଥିବା ମା ମଙ୍ଗଳାଙ୍କ ଚୈତ୍ର ପୂର୍ଣ୍ଣିମା ଝାମୁଯାତ୍ରା ଆଜି ପାଳିତ ହୋଇଯାଇଛିା ଅଞ୍ଚଳବାସୀଙ୍କ ସହ ଯୋଗରେ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମାଙ୍କ ଝାମୁଯାତ୍ରା ଯଥାବିଧି ଅନୁଯାୟୀ ପାଳିତ ହୋଇଛି । ଦିନ ତମାମ ବିଭିନ୍ନ ରିତିନୀତିର ସହିତ ପୂଜା ପାଠ ପରେ ଅପରାହ୍ନ ୪ଟା ୩୦ରେ ଝାମୁଯାତ୍ରା ଅନୁଷ୍ଠିତ ହୋଇଥିଲା । ମାନସିକ ଧାରି ମାନଙ୍କୁ ଧରି କାଳେସୀ ମାନେ ନିଆଁରେ ଚାଲୁଥିବାର ଦୃଶ୍ୟ ବେଶ ନିଆରା । ଏହି ଦୃଶ୍ୟକୁ ଦେଖିବା ପାଇଁ ମାନସିକ ଧାରି ଓ ସହରବାସୀ ଉପସ୍ଥିତ ରହି ମାଙ୍କ ଦର୍ଶନ କରିବା ସହିତ ପ୍ରଭୁ କୃପା ଲାଭ କରିଥାନ୍ତି ।
    1
    ଢେଙ୍କାନାଳ ସହରର ଗୁଡିଆନାଳୀ ନିକଟରେ ଥିବା ମା ମଙ୍ଗଳାଙ୍କ ଚୈତ୍ର ପୂର୍ଣ୍ଣିମା ଝାମୁଯାତ୍ରା ଆଜି ପାଳିତ ହୋଇଯାଇଛିା ଅଞ୍ଚଳବାସୀଙ୍କ ସହ ଯୋଗରେ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମାଙ୍କ ଝାମୁଯାତ୍ରା ଯଥାବିଧି ଅନୁଯାୟୀ ପାଳିତ ହୋଇଛି । ଦିନ ତମାମ ବିଭିନ୍ନ ରିତିନୀତିର ସହିତ ପୂଜା ପାଠ ପରେ ଅପରାହ୍ନ ୪ଟା ୩୦ରେ ଝାମୁଯାତ୍ରା ଅନୁଷ୍ଠିତ ହୋଇଥିଲା । ମାନସିକ ଧାରି ମାନଙ୍କୁ ଧରି କାଳେସୀ ମାନେ ନିଆଁରେ ଚାଲୁଥିବାର ଦୃଶ୍ୟ ବେଶ ନିଆରା । ଏହି ଦୃଶ୍ୟକୁ ଦେଖିବା ପାଇଁ ମାନସିକ ଧାରି ଓ ସହରବାସୀ ଉପସ୍ଥିତ ରହି ମାଙ୍କ ଦର୍ଶନ କରିବା ସହିତ ପ୍ରଭୁ କୃପା ଲାଭ କରିଥାନ୍ତି ।
    user_Amani Sahoo
    Amani Sahoo
    ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
    5 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.