Shuru
Apke Nagar Ki App…
ଜଣ୍ଟିଲୋ ଆଇବି ଠାରେ ଜିଲା ସ୍ତରୀୟ ପାଣି ପଞ୍ଚାୟତ କାର୍ଯ୍ୟକ୍ରମ ଅନୁଷ୍ଠିତ
Sarbeswar malik
ଜଣ୍ଟିଲୋ ଆଇବି ଠାରେ ଜିଲା ସ୍ତରୀୟ ପାଣି ପଞ୍ଚାୟତ କାର୍ଯ୍ୟକ୍ରମ ଅନୁଷ୍ଠିତ
More news from ଓଡ଼ିଶା and nearby areas
- Post by User5115 Susanta Kumar Pattnaik1
- ସ୍ବାମୀ ବିବେକାନନ୍ଦ ଜୟନ୍ତୀ ଓ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର। ଅଦ୍ୟ ତା ୧୨/୦୧/୨୬ ରିଖ (ସୋମବାର) ଦିନ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଘୋଡ଼ାବଜାର,ପୁରୀ ପରିସରରେ ସ୍ବାମୀ ବିବେକାନନ୍ଦ ଜୟନ୍ତୀ ମହାସମାରୋହରେ ପାଳିତ ହେବା ସହିତ ଶୁଭେଚ୍ଛୁ, ଅବିଭାବକ ଅଭିଭାବିକା, ପୂର୍ବଛାତ୍ର,ଆଚାର୍ଯ୍ୟ,ଆଚାର୍ଯ୍ୟ। ମାନଙ୍କୁ ନେଇ ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ସମିତି, ପୁରୀ ଓ ସମର୍ପଣ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ସହପ୍ରଧାନାଚାର୍ଯ୍ୟ ପ୍ରଫୁଲ କୁମାର ମିଶ୍ର ଅତିଥୀମାନଙ୍କ ପରିଚୟ ପ୍ରଦାନ କରିଥିଲେ ।ଶାନ୍ତନୁ କୁମାର ମାଝୀ (ପ୍ରାନ୍ତ ସେବା ପ୍ରମୁଖ ) ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ମା’ ଶାରଦାଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ସମସ୍ତଙ୍କ ପାଇଁ ଆଶିଷ ଭିକ୍ଷା କରିଥିଲେ । ତତ୍ ସହିତ ବିଦ୍ୟାଳୟର ସଭାପତି ଡଃ ଅଭିମନ୍ୟୁ ଭୂୟାଁ, ସମ୍ପାଦକ ଅରବିନ୍ଦ ଶତପଥୀ, ଏବଂ ପ୍ରଧାନ ଆଚାର୍ଯ୍ୟ ପ୍ରସନ୍ନ କୁମାର ପ୍ରଧାନ ଉପସ୍ଥିତ ଥିଲେ । ସମସ୍ତ ଶିଶୁ ଏବଂ ମଂଚାସୀନ ଅତିଥି ସ୍ୱାମୀ ବିବେକାନନ୍ଦଙ୍କ ଫଟୋରେ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ । ଶିଶୁମାନେ ମାତୃଭାଷା, ରାଷ୍ଟ୍ରଭାଷା ଏବଂ ଅନ୍ତଃରାଷ୍ଟ୍ରୀୟ ଭାଷାରେ ଭାଷଣ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଶିଶୁମାନଙ୍କୁ ଭବିଷ୍ୟ ପ୍ରେରଣା ପୂର୍ବକ ସ୍ୱାମୀ ବିବେକାନନ୍ଦଙ୍କ ଜୀବନରେ ସଫଳତାର ଶୀର୍ଷକ ଆଧାରିତ ବକ୍ତବ୍ୟ ପ୍ରଦାନ କରିଥିଲେ । ବିଦ୍ୟାଳୟର ସମ୍ପାଦକ କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥି ଆଚାର୍ଯ୍ୟ/ ଆଚାର୍ଯ୍ୟା ଶିଶୁମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସ୍ୱାମୀ ବିବେକାନନ୍ଦ ଅମର ରହେ ଉଦ୍ଦେଶ୍ୟରେ ସମସ୍ତ ଶୁଭେଛୁ ଯୁବ ଭାଇଭଉଣୀ ଏବଂ ଆଚାର୍ଯ୍ୟ/ଆଚାର୍ଯ୍ୟା ରକ୍ତଦାନ କରିଥିଲେ ।ବନ୍ଦେ ମାତରମ ର ୧୫୦ତମ ପୂର୍ତ୍ତି ଉପଲକ୍ଷେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଭାଇ ଭଉଣୀ ମାନଙ୍କ ଦ୍ୱାରା ସମୂହ ସଙ୍ଗୀତ ଗାନ କରାଯାଇଥିଲା।4
- ରାଉରକେଲା ରୁ ଭୁବନେଶ୍ୱର ଯାଉଥିବା ଏରୋପ୍ଳାନ ରାଉରକେଲା ଜଲଡା ଵ୍ଳକ ପଡିଆରେ ଭାରସମ୍ୟା ହରାଇ ଖସିଫଡିଲା1
- Chief Minister BYTE ON NEW LOK SEVA BHAWAN1
- ତାଳଚେର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ବିବେକାନନ୍ଦ ଜୟନ୍ତୀ ପାଳନ, ସାମୁହିକ ବନ୍ଦେ ମାତରମ ସହ ସ୍ବଦେଶୀ ସଂକଳ୍ପ ଶୋଭାଯାତ୍ରା ଅନୁଷ୍ଠିତ।1
- କରଞ୍ଜିଆ ସରସ୍ଵତୀ ଶିଶୁବିଦ୍ୟା ମନ୍ଦିର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା,ଜଣେ ମୃତ,୨ ଗୁରୁତର ଓ ଗୋଟିଏ ଗାଈ ମୃତ1
- ରାଜକନିକା ବ୍ଲକ ଅନ୍ତର୍ଗତ ପେଗରପଡା ଠାରେ ବିଜେପି ର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି l କେନ୍ଦ୍ରାପଡ଼ା ଜିଲ୍ଲା ଏସିସି ମୋର୍ଚ୍ଚାର ଉପ ସଭାପତି ତଥା ସମିତି ସଭ୍ୟ ପ୍ରବେଶନ ମଲିକଙ୍କ ନେତୃତ୍ୱରେ ୨୦ ପରିବାର ବିଜେଡି ଓ କଂଗ୍ରେସ ଛାଡି ବିଜେପି ରେ ସାମିଲ ହୋଇଥିବା ସୂଚନା..!1
- German Chancellor in India.1
- କ୍ରୀଡା ଛାତ୍ରାବାସରେ ଜାତୀୟ ଯୁବ ଦିବସ ପାଳିତ ପୁରୀ ୧୨/୧ ପ୍ରତ୍ୟେକ ବର୍ଷ ଜାନୁଆରୀ ୧୨ ତାରିଖ କୁ ଦେଶ ପାଳନ କରିଥାଏ ଜାତୀୟ ଯୁବ ଦିବସ।ଯୁବ ଶକ୍ତି ର ପ୍ରତୀକ ସ୍ବାମୀ ବିବେକାନନ୍ଦ ଙ୍କୁ ସ୍ମରଣ ଓ ତାଙ୍କ ଆଦର୍ଶ ସମ୍ପର୍କରେ ସ୍ମୃତି ଚାରଣ କରି ଆଜି ପୂର୍ବାହ୍ନରେ ପୁରୀ ଶ୍ରୀଜଗନ୍ନାଥ ଷ୍ଟାଡିୟମସ୍ଥିତ କ୍ରୀଡା ଛାତ୍ରାବାସରେ ପାଳିତ ହୋଇଥିଲା ଜାତୀୟ ଯୁବ ଦିବସ।ଏଥିରେ ଯୋଗ ଦେଇ ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ ସ୍ବାମୀ ବିବେକାନନ୍ଦ ଜଣେ ଦୃଢ଼ମନା, ଶୃଙ୍ଖଳିତ ଜୀବନ ଚର୍ଯ୍ୟା,ଆଦର୍ଶ ଓ ଚରିତ୍ରବାନ ବ୍ୟକ୍ତି ଭାବେ ବିଶ୍ବ ରେ ପରିଚିତ।ଯୁବବର୍ଗ ବିବେକାନନ୍ଦ ଙ୍କ ଜୀବନ ରୁ ଶିକ୍ଷା ଲାଭ କରି ନିଷ୍ଠାପର ଭାବେ ନିଜ ଲକ୍ଷ୍ୟ ରେ ଆଗେଇ ସଫଳ ହେବେ ବୋଲି ସେ ଆଶା ବ୍ୟକ୍ତ କରିଥିଲେ।ଏଥିରେ ଖୋ ଖୋ କୋଚ ଚୌଧୁରୀ ପାର୍ଥ ସାରଥୀ ମହାପାତ୍ର, ଛାତ୍ରାବାସ ର କର୍ମଚାରୀ, ଅନ୍ତେବାସୀ ମାନେ ଯୋଗ ଦେଇଥିଲେ।2