Shuru
Apke Nagar Ki App…
ବାପା କୁ ମଦ ପିଆଇ ନିଶାଶକ୍ତ କରିବା ପରେ ୪ ବର୍ଷର ନାବାଳିକା କୁ ଦୁଷ୍କର୍ମ କରି ଅଭିଯୁକ୍ତ ଫେରାର.. ଜିଲ୍ଲାରେ ଲଜ୍ଜା,ମଦ ପିଆଇ ବାପା କୁ ନିଶାଶକ୍ତ କରିବା ପରେ ଦଳିତ କେଳା ସମ୍ପ୍ରଦାୟ ର ନାବାଳିକା କୁ ଅତି ଅମାନୁଷିକ ଭାବରେ ଦୁଷ୍କର୍ମ କଲା ଯୌନରାକ୍ଷସ,ଗୁରୁତର ନାବାଳିକା କୁ କଟକ ସ୍ଥାନାନ୍ତର,ଲୋକଙ୍କ କବଳରୁ ଖସି ଫେରାର ହୋଇଯାଇଛି ଅଭିଯୁକ୍ତ ଯୌନପିଶାଚ,ରାହାମା ଅଞ୍ଚଳ ରେ ଘଟିଛି ଏହିଭଳି ଲଜ୍ଜାଜନକ, ଦୁଃଖଦାୟକ ଘଟଣା.....
Biraja prasad tripathy Tripathy
ବାପା କୁ ମଦ ପିଆଇ ନିଶାଶକ୍ତ କରିବା ପରେ ୪ ବର୍ଷର ନାବାଳିକା କୁ ଦୁଷ୍କର୍ମ କରି ଅଭିଯୁକ୍ତ ଫେରାର.. ଜିଲ୍ଲାରେ ଲଜ୍ଜା,ମଦ ପିଆଇ ବାପା କୁ ନିଶାଶକ୍ତ କରିବା ପରେ ଦଳିତ କେଳା ସମ୍ପ୍ରଦାୟ ର ନାବାଳିକା କୁ ଅତି ଅମାନୁଷିକ ଭାବରେ ଦୁଷ୍କର୍ମ କଲା ଯୌନରାକ୍ଷସ,ଗୁରୁତର ନାବାଳିକା କୁ କଟକ ସ୍ଥାନାନ୍ତର,ଲୋକଙ୍କ କବଳରୁ ଖସି ଫେରାର ହୋଇଯାଇଛି ଅଭିଯୁକ୍ତ ଯୌନପିଶାଚ,ରାହାମା ଅଞ୍ଚଳ ରେ ଘଟିଛି ଏହିଭଳି ଲଜ୍ଜାଜନକ, ଦୁଃଖଦାୟକ ଘଟଣା.....
More news from ଓଡ଼ିଶା and nearby areas
- ଟଙ୍କା ନଦେଲେ ମିଳୁନି ଜନ୍ମ ପ୍ରମାଣପତ୍ର.... କୁଜଙ୍ଗ ମେଡିକାଲ ରେ ହାଇଡ୍ରାମା, ଟଙ୍କା ନ ଦେଲେ ମିଳୁନି ଜନ୍ମ ପ୍ରମାଣପତ୍ର, ଦାୟିତ୍ୱରେ ଥିବା ଅଧିକାରୀ ଙ୍କୁ ଘେରିଲେ ଲୋକ, ଟଙ୍କା ଦେଇ ମିଳିନି ଜନ୍ମ ପ୍ରମାଣପତ୍ର, ଦୁର୍ନୀତି ର ଗନ୍ତାଘର ପାଲଟିଛି କୁଜଙ୍ଗ ମେଡିକାଲ,ଟଙ୍କା ନେଲେ ଦେଲେନି ବାର୍ଥସାର୍ଟିଫିକେଟ, ଘେରିଲେ ଉତ୍ୟକ୍ତ ଲୋକ...1
- ଅଲୋଡ଼ା ହୋଇଛି ଗୋବରୀ ନଦୀ, ଗୋବରୀ ନଦୀରେ ଜଳ କମ କୁଢ଼ କୁଢ଼ ଅଳିଆ ଭାସୁଛି, ଦିନଥିଲା ଗୋବରୀକୁ ନିର୍ଭର କରି ଲୋକେ ବଞ୍ଚୁଥିଲେ କିନ୍ତୁ ଆଜି ସମ୍ପୂର୍ଣ୍ଣ ଭାବରେ ଅଲୋଡ଼ା ହୋଇପଡିଛି ଗୋବରୀ ନଦୀ1
- *ଅରବିନ୍ଦ ମହାପାତ୍ର ବିଧାନ ସଭା ଗୃହରେ ଡେରାବିଶ ମେଡିକାଲ ର ରୋଗୀ ଓ ଆସୁଥିବା ସାଧାରଣ ଲୋକଙ୍କ ସେବାକୁ ନେଇ ସ୍ୱର ଉଠାଇଲେ,, ରୋଗୀଙ୍କ ସୁଭିଧା ପାଇଁ ଅଧିକରୁ ଅଧିକ ଡାକ୍ତର ଏବଂ ସେବିକା ନିଯୁକ୍ତି କରାଯାଉ ଏବଂ ଏକ ଅଡିଟ କରି ମେଡ଼ିକାଲର ସମସ୍ତ ଅସୁବିଧାକୁ ତୁରନ୍ତ ସମାଧାନ କରିବା ପାଇଁ ପ୍ରସ୍ତାବ ଦେଲେ।* *ପାଟକୁରା ବାସୀଙ୍କ ସୁଖ ଦୁଃଖର ସାଥି ମାନ୍ୟବର ବିଧାୟକ ପାଟକୁରା ଶ୍ରୀଯୁକ୍ତ ଅରବିନ୍ଦ ମହାପାତ୍ର।1
- କଟକ ନିଶ୍ଚିନ୍ତକୋଇଲି ଅଧିନସ୍ତ ଅସୁରେଶ୍ୱର ପଞ୍ଚାୟତ ଅଣସରପୁର 10ୱାର୍ଡ ରେ ଲାଗିଛି ନିଆଁ ନିଆଁକୁ ଆୟତ କରିଛି ଅଗ୍ନିଶମ ବାହିନି1
- Post by ଯାଜପୁର ଖବର ପ୍ରସାରିତ1
- Post by Gagan Bhoi1
- ଘଟଣା ବାବଦ ରେ କଣ ଏତେ ଜୋର୍ ରେ ଶବ୍ଦ ହେଲା ବୋଲି ଲୋକେ ଶବ୍ଦ ଉପୁଜିଥିବା ସ୍ଥାନ କୁ ଆସିଲାବେଳକୁ ପୋଲିସ ଏଠାରେ ବେଆଇନ୍ ଜବତ ବାଣ କୁ ନଷ୍ଟ କରାଯାଉଛି ବୋଲି ସ୍ଥାନିୟ ଲୋକ ଙ୍କୁ ପ୍ରତିକ୍ରିୟା ଦେବାପରେ ସ୍ଥାନୀୟ ଅଞ୍ଚଳ ଲୋକ ଙ୍କ ମଧ୍ୟ ରେ ଏ ଘଟଣା କୁ ନେଇ ଉତ୍ତେଜନା ଦେଖିବାକୁ ମିଳିଥିଲା । ଏ ଭଳି କାର୍ଯ୍ୟ ଏଠାରେ ଜନବସତି ଅଞ୍ଚଳରେ କରିବା ଠିକ୍ ନୁହଁ ବୋଲି ସ୍ଥାନୀୟ ଲୋକ ଖୋଭ ପ୍ରକାଶ କରିଥିଲେ । ଶବ୍ଦ ର ତୀବ୍ରତା ଏତେ ଜୋର୍ ଥିଲା ଯେ ଶବ୍ଦ ହେବା ସ୍ଥାନ ଠାରୁ ୧୦ କିଲୋମିଟର ପର୍ଯ୍ୟନ୍ତ ଶବ୍ଦ ଶୁଣାଯିବା ସହ କିଛି ଲୋକ ଙ୍କ ଘର ର କାଚ ଝରକା ଭାଙ୍ଗି ଯାଇଛି ବୋଲି ଲୋକ ପ୍ରତିକ୍ରିୟା ଦେଇଛନ୍ତି । Byt - ସ୍ଥାନୀୟ ବାସିନ୍ଦା3
- ଜଗତସିଂହପୁର-ସାଂପୁର ଛକ ନିକଟରେ ଘର ଭିତରକୁ ମାଡିଗଲା ଯାତ୍ରୀବାହୀ ବସ, ୧୦ ଜଣ ଆହତ.....1