Shuru
Apke Nagar Ki App…
କୁଜଙ୍ଗ ମେଡିକାଲ ରେ ଟଙ୍କା ନ ଦେଲେ ମିଳୁନି ଜନ୍ମ ପ୍ରମାଣପତ୍ର, ମେଡିକାଲ ରେ ହାଇଡ୍ରାମା.. ଟଙ୍କା ନଦେଲେ ମିଳୁନି ଜନ୍ମ ପ୍ରମାଣପତ୍ର.... କୁଜଙ୍ଗ ମେଡିକାଲ ରେ ହାଇଡ୍ରାମା, ଟଙ୍କା ନ ଦେଲେ ମିଳୁନି ଜନ୍ମ ପ୍ରମାଣପତ୍ର, ଦାୟିତ୍ୱରେ ଥିବା ଅଧିକାରୀ ଙ୍କୁ ଘେରିଲେ ଲୋକ, ଟଙ୍କା ଦେଇ ମିଳିନି ଜନ୍ମ ପ୍ରମାଣପତ୍ର, ଦୁର୍ନୀତି ର ଗନ୍ତାଘର ପାଲଟିଛି କୁଜଙ୍ଗ ମେଡିକାଲ,ଟଙ୍କା ନେଲେ ଦେଲେନି ବାର୍ଥସାର୍ଟିଫିକେଟ, ଘେରିଲେ ଉତ୍ୟକ୍ତ ଲୋକ...
Biraja prasad tripathy Tripathy

More news from ଓଡ଼ିଶା and nearby areas
- ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପ ରେ ବିଶାଳ ମହିଳା ଶୋଭାଯାତ୍ରା,ମହିଳା ମାନଙ୍କ ଦାବିକୁ ନେଇ ପୂର୍ବ ଉପକୂଳ ପ୍ରଗତିଶୀଳ ମହିଳା ଟ୍ରଷ୍ଟ ତରଫରୁ ଶକ୍ତି ପ୍ରଦର୍ଶନ, ଆଗାମୀ ଦିନରେ ମହିଳା ଙ୍କ ସ୍ୱାର୍ଥ କୁ ନେଇ କାର୍ଯ୍ୟ କରିବାକୁ ଆହ୍ୱାନ..1
- କେନ୍ଦ୍ରାପଡ଼ା ପୌରପାଳିକା ବିଭିନ୍ନ ୱାର୍ଡ ରେ ଥିବା ଡ୍ରେନେଜ ଗୁଡିକ ରେ ସ୍ଲାପ ନଥିବା କାରଣରୁ ଦୈନ ଦିନ ବ୍ୟବହୃତ ବର୍ଜ୍ୟବସ୍ତୁ ଗୁଡିକୁ ଲୋକେ ଉକ୍ତ ଡ୍ରେନ ରେ ପକାଇବା କାରଣରୁ ଡ୍ରେନ ପାଣି ନିଷ୍କାସନ ହେବାରେ ଅସୁବିଧା ହେଉଛି I ଯାହା ଦ୍ୱାରା ପାଣି ଗୁଡିକ ଡ୍ରେନ ମଧ୍ୟରେ ରହି ପଚି ସେଥିରୁ ମଶା ମାଛିଙ୍କ ଉତ୍ପନ ହେଉଛି, ଯାହା ଫଳରେ ମଶା ମାଛିଙ୍କ ଜାଳାରୁ ଲୋକେ ବହୁ ଅସୁବିଧା ସମ୍ମୁଖୀନ ହେଉଛନ୍ତି,1
- karilopatana college rod kenal bridge ra bada nahi bahut accident hauchi1
- କଟକ ନିଶ୍ଚିନ୍ତକୋଇଲି ଅଧିନସ୍ତ ଅସୁରେଶ୍ୱର ପଞ୍ଚାୟତ ଅଣସରପୁର 10ୱାର୍ଡ ରେ ଲାଗିଛି ନିଆଁ ନିଆଁକୁ ଆୟତ କରିଛି ଅଗ୍ନିଶମ ବାହିନି1
- Post by ଯାଜପୁର ଖବର ପ୍ରସାରିତ1
- ପୁରୀ ଜିଲ୍ଲା ନିମାପଡ଼ା ରେ ଅଭାବନୀୟ ଘଟଣା। ପୋଲିସ ହେପାଜତରୁ ଗଲାପରେ ଯୁବକଙ୍କ ଆତ୍ମହତ୍ୟା। ଥାନା ଆଗରେ ଶବ ରଖି ପ୍ରତିବାଦ କଲେ ପରିବାର ଲୋକେ। ନାବାଳିକା ଅପହରଣ ମାମଲାରେ ପଚରାଉଚରା କରିଥିଲା ପୋଲିସ୍।2
- Post by NEWS MANORANJAN1
- ଟଙ୍କା ନଦେଲେ ମିଳୁନି ଜନ୍ମ ପ୍ରମାଣପତ୍ର.... କୁଜଙ୍ଗ ମେଡିକାଲ ରେ ହାଇଡ୍ରାମା, ଟଙ୍କା ନ ଦେଲେ ମିଳୁନି ଜନ୍ମ ପ୍ରମାଣପତ୍ର, ଦାୟିତ୍ୱରେ ଥିବା ଅଧିକାରୀ ଙ୍କୁ ଘେରିଲେ ଲୋକ, ଟଙ୍କା ଦେଇ ମିଳିନି ଜନ୍ମ ପ୍ରମାଣପତ୍ର, ଦୁର୍ନୀତି ର ଗନ୍ତାଘର ପାଲଟିଛି କୁଜଙ୍ଗ ମେଡିକାଲ,ଟଙ୍କା ନେଲେ ଦେଲେନି ବାର୍ଥସାର୍ଟିଫିକେଟ, ଘେରିଲେ ଉତ୍ୟକ୍ତ ଲୋକ...1