Shuru
Apke Nagar Ki App…
ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପ ରେ ବିଶାଳ ମହିଳା ସମାବେଶ... ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପ ରେ ବିଶାଳ ମହିଳା ଶୋଭାଯାତ୍ରା,ମହିଳା ମାନଙ୍କ ଦାବିକୁ ନେଇ ପୂର୍ବ ଉପକୂଳ ପ୍ରଗତିଶୀଳ ମହିଳା ଟ୍ରଷ୍ଟ ତରଫରୁ ଶକ୍ତି ପ୍ରଦର୍ଶନ, ଆଗାମୀ ଦିନରେ ମହିଳା ଙ୍କ ସ୍ୱାର୍ଥ କୁ ନେଇ କାର୍ଯ୍ୟ କରିବାକୁ ଆହ୍ୱାନ..
Biraja prasad tripathy Tripathy
ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପ ରେ ବିଶାଳ ମହିଳା ସମାବେଶ... ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପ ରେ ବିଶାଳ ମହିଳା ଶୋଭାଯାତ୍ରା,ମହିଳା ମାନଙ୍କ ଦାବିକୁ ନେଇ ପୂର୍ବ ଉପକୂଳ ପ୍ରଗତିଶୀଳ ମହିଳା ଟ୍ରଷ୍ଟ ତରଫରୁ ଶକ୍ତି ପ୍ରଦର୍ଶନ, ଆଗାମୀ ଦିନରେ ମହିଳା ଙ୍କ ସ୍ୱାର୍ଥ କୁ ନେଇ କାର୍ଯ୍ୟ କରିବାକୁ ଆହ୍ୱାନ..
More news from ଓଡ଼ିଶା and nearby areas
- ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପ ରେ ବିଶାଳ ମହିଳା ଶୋଭାଯାତ୍ରା,ମହିଳା ମାନଙ୍କ ଦାବିକୁ ନେଇ ପୂର୍ବ ଉପକୂଳ ପ୍ରଗତିଶୀଳ ମହିଳା ଟ୍ରଷ୍ଟ ତରଫରୁ ଶକ୍ତି ପ୍ରଦର୍ଶନ, ଆଗାମୀ ଦିନରେ ମହିଳା ଙ୍କ ସ୍ୱାର୍ଥ କୁ ନେଇ କାର୍ଯ୍ୟ କରିବାକୁ ଆହ୍ୱାନ..1
- କେନ୍ଦ୍ରାପଡ଼ା ପୌରପାଳିକା ବିଭିନ୍ନ ୱାର୍ଡ ରେ ଥିବା ଡ୍ରେନେଜ ଗୁଡିକ ରେ ସ୍ଲାପ ନଥିବା କାରଣରୁ ଦୈନ ଦିନ ବ୍ୟବହୃତ ବର୍ଜ୍ୟବସ୍ତୁ ଗୁଡିକୁ ଲୋକେ ଉକ୍ତ ଡ୍ରେନ ରେ ପକାଇବା କାରଣରୁ ଡ୍ରେନ ପାଣି ନିଷ୍କାସନ ହେବାରେ ଅସୁବିଧା ହେଉଛି I ଯାହା ଦ୍ୱାରା ପାଣି ଗୁଡିକ ଡ୍ରେନ ମଧ୍ୟରେ ରହି ପଚି ସେଥିରୁ ମଶା ମାଛିଙ୍କ ଉତ୍ପନ ହେଉଛି, ଯାହା ଫଳରେ ମଶା ମାଛିଙ୍କ ଜାଳାରୁ ଲୋକେ ବହୁ ଅସୁବିଧା ସମ୍ମୁଖୀନ ହେଉଛନ୍ତି,1
- karilopatana college rod kenal bridge ra bada nahi bahut accident hauchi1
- କଟକ ନିଶ୍ଚିନ୍ତକୋଇଲି ଅଧିନସ୍ତ ଅସୁରେଶ୍ୱର ପଞ୍ଚାୟତ ଅଣସରପୁର 10ୱାର୍ଡ ରେ ଲାଗିଛି ନିଆଁ ନିଆଁକୁ ଆୟତ କରିଛି ଅଗ୍ନିଶମ ବାହିନି1
- Post by ଯାଜପୁର ଖବର ପ୍ରସାରିତ1
- ପୁରୀ ଜିଲ୍ଲା ନିମାପଡ଼ା ରେ ଅଭାବନୀୟ ଘଟଣା। ପୋଲିସ ହେପାଜତରୁ ଗଲାପରେ ଯୁବକଙ୍କ ଆତ୍ମହତ୍ୟା। ଥାନା ଆଗରେ ଶବ ରଖି ପ୍ରତିବାଦ କଲେ ପରିବାର ଲୋକେ। ନାବାଳିକା ଅପହରଣ ମାମଲାରେ ପଚରାଉଚରା କରିଥିଲା ପୋଲିସ୍।2
- Post by NEWS MANORANJAN1
- ଟଙ୍କା ନଦେଲେ ମିଳୁନି ଜନ୍ମ ପ୍ରମାଣପତ୍ର.... କୁଜଙ୍ଗ ମେଡିକାଲ ରେ ହାଇଡ୍ରାମା, ଟଙ୍କା ନ ଦେଲେ ମିଳୁନି ଜନ୍ମ ପ୍ରମାଣପତ୍ର, ଦାୟିତ୍ୱରେ ଥିବା ଅଧିକାରୀ ଙ୍କୁ ଘେରିଲେ ଲୋକ, ଟଙ୍କା ଦେଇ ମିଳିନି ଜନ୍ମ ପ୍ରମାଣପତ୍ର, ଦୁର୍ନୀତି ର ଗନ୍ତାଘର ପାଲଟିଛି କୁଜଙ୍ଗ ମେଡିକାଲ,ଟଙ୍କା ନେଲେ ଦେଲେନି ବାର୍ଥସାର୍ଟିଫିକେଟ, ଘେରିଲେ ଉତ୍ୟକ୍ତ ଲୋକ...1