logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

Incredible India Incredible India.

22 hrs ago
user_Susanta Kumar Patnaik
Susanta Kumar Patnaik
Building society ଜଟଣୀ, ଖୋର୍ଦ୍ଧା, ଓଡ଼ିଶା•
22 hrs ago

Incredible India Incredible India.

More news from ଓଡ଼ିଶା and nearby areas
  • India.
    1
    India.
    user_Susanta Kumar Patnaik
    Susanta Kumar Patnaik
    Building society ଜଟଣୀ, ଖୋର୍ଦ୍ଧା, ଓଡ଼ିଶା•
    10 hrs ago
  • ଭୁବନେଶ୍ୱର: ଓଡ଼ିଶା ବିଧାନସଭାରେ ଆଜି 2026-27 ବର୍ଷ ପାଇଁ ବଜେଟ ଉପସ୍ଥାପନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ l ଏହା ପୂର୍ବରୁ ସେ ବଜେଟ ବାକ୍ସ ଧରି ବାଚସ୍ପତି ସୁରମା ପାଢ଼ୀ ଓ ଉପବାଚସ୍ପତି ଭବାନୀ ଶଙ୍କର ଭୋଇଙ୍କୁ ସାକ୍ଷାତ କରିଥିଲେ l ଦେଖନ୍ତୁ ଭିଡ଼ିଓl
    1
    ଭୁବନେଶ୍ୱର: ଓଡ଼ିଶା ବିଧାନସଭାରେ ଆଜି 2026-27 ବର୍ଷ ପାଇଁ ବଜେଟ ଉପସ୍ଥାପନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ l ଏହା ପୂର୍ବରୁ ସେ ବଜେଟ ବାକ୍ସ ଧରି ବାଚସ୍ପତି ସୁରମା ପାଢ଼ୀ ଓ ଉପବାଚସ୍ପତି ଭବାନୀ ଶଙ୍କର ଭୋଇଙ୍କୁ ସାକ୍ଷାତ କରିଥିଲେ l ଦେଖନ୍ତୁ ଭିଡ଼ିଓl
    user_Saroj Kumar Mohapatra
    Saroj Kumar Mohapatra
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    15 hrs ago
  • ଅପେରା ଯାଜ୍ଞସେନି ର ସନାତନି ନାଟକ ଘୋଷଣା
    2
    ଅପେରା ଯାଜ୍ଞସେନି ର ସନାତନି ନାଟକ ଘୋଷଣା
    user_DAILYNEWS ALERT
    DAILYNEWS ALERT
    Bhubaneswar (M.Corp.), Khordha•
    23 hrs ago
  • କେହି ଜଣେ ବ୍ୟକ୍ତି ଖାନ୍ ନଗର ସ୍ଥିତ ମା ଦକ୍ଷିଣ କାଳୀ ଙ୍କ ମନ୍ଦିର ସମ୍ମୁଖ ରେ ବୁଲେଟ ରଖି ଯାଇଥିଲେ ହେଲେ କୌଣସି କାରଣ ବଶତଃ ବୁଲେଟ ଟିରେ ନିଆଁ ଲାଗି ଯାଇଥିଲା ଯାହାଫଳରେ ଚାହୁଁ ଚାହୁଁ ବୁଲେଟ ଟି ଜଳି ନଷ୍ଟ ହୋଇଯାଇଥିଲା।
    1
    କେହି ଜଣେ ବ୍ୟକ୍ତି ଖାନ୍ ନଗର ସ୍ଥିତ ମା ଦକ୍ଷିଣ  କାଳୀ ଙ୍କ ମନ୍ଦିର ସମ୍ମୁଖ ରେ ବୁଲେଟ ରଖି ଯାଇଥିଲେ ହେଲେ କୌଣସି କାରଣ ବଶତଃ ବୁଲେଟ ଟିରେ ନିଆଁ ଲାଗି ଯାଇଥିଲା ଯାହାଫଳରେ ଚାହୁଁ ଚାହୁଁ ବୁଲେଟ ଟି ଜଳି ନଷ୍ଟ ହୋଇଯାଇଥିଲା।
    user_Aritkumar Mohapatra
    Aritkumar Mohapatra
    କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    4 hrs ago
  • କଟକ ମଧୁପାଟଣା ଛକରେ ରାସ୍ତା ମଝିରେ ବସ୍ ରଖି ଲୋକ ଚଢାଇବା ପଡ଼ିଲା ମହଙ୍ଗା। ଦିନକୁ ଦିନ ବଢ଼ିବାରେ ଲାଗିଛି ବସ୍ ବାଲାଙ୍କ ଗୁଣ୍ଡଗର୍ଦୀ ଯୋଉଠି ଇଚ୍ଛା ରାସ୍ତା ମଝିରେ ବସ୍ ଅଟକାଇଲେ ଲୋକ ଚଢ଼ାଇଲେ। ବିଗତ ଦିନରେ ଏଇଥିପାଇଁ ଦୁଇ ଜଣ ନିରୀହ ଲୋକଙ୍କର ଜୀବନ ଯାଇଛି ଏହି ବସ୍ ଵାଲାଙ୍କ ପାଇଁ। ସେଥିପାଇଁ ଆଜି କଟକ ମଧୁପାଟଣା ଛକ ନିକଟରେ ରାସ୍ତା ଉପରେ ବସ୍ ରଖି ଲୋକ ଉଠାଉଥିବା ବେଳେ ଧରିନେଲେ ଟ୍ରାଫିକ ବାବୁ।
    1
    କଟକ ମଧୁପାଟଣା ଛକରେ ରାସ୍ତା ମଝିରେ ବସ୍ ରଖି ଲୋକ ଚଢାଇବା ପଡ଼ିଲା ମହଙ୍ଗା। ଦିନକୁ ଦିନ ବଢ଼ିବାରେ ଲାଗିଛି ବସ୍ ବାଲାଙ୍କ ଗୁଣ୍ଡଗର୍ଦୀ ଯୋଉଠି ଇଚ୍ଛା ରାସ୍ତା ମଝିରେ ବସ୍ ଅଟକାଇଲେ ଲୋକ ଚଢ଼ାଇଲେ। ବିଗତ ଦିନରେ ଏଇଥିପାଇଁ ଦୁଇ ଜଣ ନିରୀହ ଲୋକଙ୍କର ଜୀବନ ଯାଇଛି ଏହି ବସ୍ ଵାଲାଙ୍କ ପାଇଁ। ସେଥିପାଇଁ ଆଜି କଟକ ମଧୁପାଟଣା ଛକ ନିକଟରେ ରାସ୍ତା ଉପରେ ବସ୍ ରଖି ଲୋକ ଉଠାଉଥିବା ବେଳେ ଧରିନେଲେ ଟ୍ରାଫିକ ବାବୁ।
    user_Amrit Prasad Das
    Amrit Prasad Das
    Social worker କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    6 hrs ago
  • କୋଣାର୍କ, ୨୦/୦୨: ଏକଦିବସୀୟ ସାଂସ୍କୃତିକ ସନ୍ଧ୍ୟାରେ ଓଡିଶୀ ଶୈଳୀରେ ପଞ୍ଚ ଦେବ ନମସ୍ତୁତେ ଓ ବେହେଲା ବାଦନ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଛି । ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟଗୁରୁ ସ୍ୱର୍ଗତଃ ପଦ୍ମଶ୍ରୀ ଗୁରୁ ଗଙ୍ଗାଧର ପ୍ରଧାନଙ୍କ ଦ୍ଵାରା ପ୍ରତିଷ୍ଠିତ କୋଣାର୍କ ନାଟ୍ୟ ମଣ୍ଡପ ପକ୍ଷରୁ ଅର୍କବିହାର ସ୍ଥିତ କୋଣାର୍କ ନାଟ୍ୟ ମଣ୍ଡପରେ ଏକ ଦିବସୀୟ ୪୦ତମ କୋଣାର୍କ ନୃତ୍ୟ ସଙ୍ଗୀତ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ସନ୍ଧ୍ୟାର ପ୍ରଥମାର୍ଦ୍ଧରେ କୋଣାର୍କ ନାଟ୍ୟ ମଣ୍ଡପର କଳାକାର ମାନଙ୍କ ବାବା ବାଲୁଙ୍କେଶ୍ୱର ନିକଟରୁ ଆଜ୍ଞାମାଳ ଆସିବା ପରେ ଘଣ୍ଟ ମର୍ଦ୍ଦଳ ଓ ପଞ୍ଚଦେବ ନମସ୍ତୁତେ ,ନୃତ୍ୟାଳୟାର କଳାକାର ମାନଙ୍କ ଦ୍ଵାରା ଓଡ଼ିଶୀ ଶୈଳୀରେ ଗୁରୁବନ୍ଦନା , ମୁମ୍ବାଇରେ ଅବସ୍ଥାପିତ ବିଶିଷ୍ଟ ବେହଲା ବାଦକ କୈଳାଶ ପାତ୍ରଙ୍କ ଦ୍ୱାରା ଵେହେଲା ବାଦନ , ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର କଳାକାରଙ୍କ ଦ୍ବାରା ଓଡିଶୀ , ବାଙ୍ଗାଲୋରର କଳାକାରଙ୍କ ଦ୍ବାରା ଭାରତ ନାଟ୍ୟମ ଓ କୁଚୂପୁଡ଼ି ନୃତ୍ୟ ପରିବେଷଣ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ବା ବିଶିଷ୍ଟ ସଂଗୀତଜ୍ଞ ଡଃ ବିଜୟ କୁମାର ଜେନା ,ବିଶିଷ୍ଟ ଓଡ଼ିଶୀ ନୃତ୍ୟ ଗୁରୁ ସୁଜାତା ମହାପାତ୍ର, ନିମାପଡ଼ା ପ୍ରେସ କ୍ଲବ୍ ସଭାପତି ଅକ୍ଷୟ ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।
    1
    କୋଣାର୍କ, ୨୦/୦୨: ଏକଦିବସୀୟ ସାଂସ୍କୃତିକ ସନ୍ଧ୍ୟାରେ ଓଡିଶୀ ଶୈଳୀରେ ପଞ୍ଚ ଦେବ ନମସ୍ତୁତେ ଓ ବେହେଲା ବାଦନ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଛି । ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟଗୁରୁ ସ୍ୱର୍ଗତଃ ପଦ୍ମଶ୍ରୀ ଗୁରୁ ଗଙ୍ଗାଧର ପ୍ରଧାନଙ୍କ ଦ୍ଵାରା ପ୍ରତିଷ୍ଠିତ କୋଣାର୍କ ନାଟ୍ୟ ମଣ୍ଡପ ପକ୍ଷରୁ ଅର୍କବିହାର ସ୍ଥିତ କୋଣାର୍କ ନାଟ୍ୟ ମଣ୍ଡପରେ ଏକ ଦିବସୀୟ ୪୦ତମ କୋଣାର୍କ ନୃତ୍ୟ ସଙ୍ଗୀତ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ସନ୍ଧ୍ୟାର ପ୍ରଥମାର୍ଦ୍ଧରେ କୋଣାର୍କ ନାଟ୍ୟ ମଣ୍ଡପର କଳାକାର ମାନଙ୍କ ବାବା ବାଲୁଙ୍କେଶ୍ୱର ନିକଟରୁ ଆଜ୍ଞାମାଳ ଆସିବା ପରେ  ଘଣ୍ଟ ମର୍ଦ୍ଦଳ ଓ ପଞ୍ଚଦେବ ନମସ୍ତୁତେ ,ନୃତ୍ୟାଳୟାର କଳାକାର ମାନଙ୍କ ଦ୍ଵାରା ଓଡ଼ିଶୀ ଶୈଳୀରେ ଗୁରୁବନ୍ଦନା ,  ମୁମ୍ବାଇରେ ଅବସ୍ଥାପିତ ବିଶିଷ୍ଟ ବେହଲା  ବାଦକ  କୈଳାଶ ପାତ୍ରଙ୍କ ଦ୍ୱାରା ଵେହେଲା ବାଦନ , ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର କଳାକାରଙ୍କ ଦ୍ବାରା ଓଡିଶୀ , ବାଙ୍ଗାଲୋରର କଳାକାରଙ୍କ ଦ୍ବାରା ଭାରତ ନାଟ୍ୟମ ଓ କୁଚୂପୁଡ଼ି ନୃତ୍ୟ ପରିବେଷଣ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ବା ବିଶିଷ୍ଟ ସଂଗୀତଜ୍ଞ ଡଃ ବିଜୟ କୁମାର ଜେନା ,ବିଶିଷ୍ଟ  ଓଡ଼ିଶୀ ନୃତ୍ୟ ଗୁରୁ ସୁଜାତା ମହାପାତ୍ର, ନିମାପଡ଼ା ପ୍ରେସ କ୍ଲବ୍ ସଭାପତି ଅକ୍ଷୟ ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।
    user_Bibhuti TV
    Bibhuti TV
    ସାମ୍ବାଦିକ ନିମାପଡା, ପୁରୀ, ଓଡ଼ିଶା•
    23 hrs ago
  • Post by Manoj kumar baliyarsingh
    4
    Post by Manoj kumar baliyarsingh
    user_Manoj kumar baliyarsingh
    Manoj kumar baliyarsingh
    ସାମ୍ବାଦିକ ପୁରୀ (M), ପୁରୀ, ଓଡ଼ିଶା•
    38 min ago
  • India 's UPI and Power Engineering boom.
    1
    India 's UPI and Power Engineering boom.
    user_Susanta Kumar Patnaik
    Susanta Kumar Patnaik
    Building society ଜଟଣୀ, ଖୋର୍ଦ୍ଧା, ଓଡ଼ିଶା•
    22 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.