Shuru
Apke Nagar Ki App…
କଟକ ମଧୁପାଟଣା ଛକରେ ରାସ୍ତା ମଝିରେ ବସ୍ ରଖି ଲୋକ ଚଢାଇବା ପଡ଼ିଲା ମହଙ୍ଗା। କଟକ ମଧୁପାଟଣା ଛକରେ ରାସ୍ତା ମଝିରେ ବସ୍ ରଖି ଲୋକ ଚଢାଇବା ପଡ଼ିଲା ମହଙ୍ଗା। ଦିନକୁ ଦିନ ବଢ଼ିବାରେ ଲାଗିଛି ବସ୍ ବାଲାଙ୍କ ଗୁଣ୍ଡଗର୍ଦୀ ଯୋଉଠି ଇଚ୍ଛା ରାସ୍ତା ମଝିରେ ବସ୍ ଅଟକାଇଲେ ଲୋକ ଚଢ଼ାଇଲେ। ବିଗତ ଦିନରେ ଏଇଥିପାଇଁ ଦୁଇ ଜଣ ନିରୀହ ଲୋକଙ୍କର ଜୀବନ ଯାଇଛି ଏହି ବସ୍ ଵାଲାଙ୍କ ପାଇଁ। ସେଥିପାଇଁ ଆଜି କଟକ ମଧୁପାଟଣା ଛକ ନିକଟରେ ରାସ୍ତା ଉପରେ ବସ୍ ରଖି ଲୋକ ଉଠାଉଥିବା ବେଳେ ଧରିନେଲେ ଟ୍ରାଫିକ ବାବୁ।
Amrit Prasad Das
କଟକ ମଧୁପାଟଣା ଛକରେ ରାସ୍ତା ମଝିରେ ବସ୍ ରଖି ଲୋକ ଚଢାଇବା ପଡ଼ିଲା ମହଙ୍ଗା। କଟକ ମଧୁପାଟଣା ଛକରେ ରାସ୍ତା ମଝିରେ ବସ୍ ରଖି ଲୋକ ଚଢାଇବା ପଡ଼ିଲା ମହଙ୍ଗା। ଦିନକୁ ଦିନ ବଢ଼ିବାରେ ଲାଗିଛି ବସ୍ ବାଲାଙ୍କ ଗୁଣ୍ଡଗର୍ଦୀ ଯୋଉଠି ଇଚ୍ଛା ରାସ୍ତା ମଝିରେ ବସ୍ ଅଟକାଇଲେ ଲୋକ ଚଢ଼ାଇଲେ। ବିଗତ ଦିନରେ ଏଇଥିପାଇଁ ଦୁଇ ଜଣ ନିରୀହ ଲୋକଙ୍କର ଜୀବନ ଯାଇଛି ଏହି ବସ୍ ଵାଲାଙ୍କ ପାଇଁ। ସେଥିପାଇଁ ଆଜି କଟକ ମଧୁପାଟଣା ଛକ ନିକଟରେ ରାସ୍ତା ଉପରେ ବସ୍ ରଖି ଲୋକ ଉଠାଉଥିବା ବେଳେ ଧରିନେଲେ ଟ୍ରାଫିକ ବାବୁ।
More news from ଓଡ଼ିଶା and nearby areas
- କଟକ ପ୍ରେସ କଲୋନୀ ହତ୍ୟାକାଣ୍ଡ ଘଟଣାର ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କଲା ପୋଲିସ। ଥଟ୍ଟାମଜାରୁ ଗୁଳି ମାରିଦେଲେ। କଟକ ରିଙ୍କୁ ଜେନାକୁ ଗୁଳି କରି ହତ୍ୟା କରାଯାଇଥିବା ଘଟଣାର ପର୍ଦ୍ଦାଫାସ୍ କରି ଏଭଳି ସୂଚନା ଦେଇଛନ୍ତି କଟକ ଡିସିପି। ହତ୍ୟା ମାମଲାରେ ସମସ୍ତ ୫ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ।1
- ସ୍ୱାସ୍ଥ୍ୟ କ୍ଷେତ୍ର ରେ ରୋଜଗାର କରନ୍ତୁ1
- ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ବ୍ଳକ୍ ଦେଓଗାଁ ଗ୍ରାମ ପଞ୍ଚାୟତ ଗୋପାଳପୁର ଗ୍ରାମରେ ଏକ ବଡ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି। ଗୋପାଳପୁର ଗ୍ରାମରର ସମର ନାୟକ ଓ ତାଙ୍କ ସାନଭାଇ ସୁଧୀର ନାୟକଙ୍କ ୫ ବଖରା ଚାଳଛପର ଘର ନିଆଁରେ ପୋଡ଼ି ପାଉଁଶ ହୋଇଯାଇଛି। ସୂଚନା ଅନୁଯାୟୀ ଅପରାହ୍ନରେ ଘରେ ସମସ୍ତ ପରିବାରଙ୍କ ଉପସ୍ଥିତିବେଳେ ଘରେ ବିଦ୍ୟୁତ୍ ସର୍ଟ ସର୍କିଟ ଯୋଗୁଁ ଘରେ ନିଆଁ ଲାଗିଯାଇଥିଲା। ପ୍ରଥମେ ଗ୍ରାମବାସୀ ନିଆଁକୁ ଆୟତ୍ତ କରିଥିବା ପାଇଁ ଚେଷ୍ଟା କରିଥିଲେ ପରେ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ। ଅଗ୍ନିକାଣ୍ଡରେ ସମସ୍ତ ଆସବା ପତ୍ର ସହ ୧ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଜଳି ପୋଡ଼ି ପାଉଁଶ ହୋଇଯାଇଅଛି। ଅଗ୍ନିବିପନ୍ନ କୃଷି ପରିବାରକୁ ତୁରନ୍ତ ସରକାରୀ ସହାୟତା ସହ ପକ୍କାଘର ଯୋଗାଇ ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି।1
- କଟକ ପ୍ରେସକଲୋନୀ ହତ୍ୟା କାଣ୍ଡର ପାଞ୍ଚ ଅଭିଯୁକ୍ତ ଙ୍କୁ ମଧୁପଟଣା ପୋଲିସ ଗିରଫ କରି କୋଟ ଚାଲାଣ କରିଛି1
- କଥାରେ ଅଛି ଘୋଡାଚଢା ଠାରୁ ସମ୍ପତ୍ତି ନାହିଁ , ଘରପୋଡି ଠାରୁ ବିପତ୍ତି ନାହିଁ" "ଘରପୋଡି" "କଥାରେ ଅଛି ଘୋଡାଚଢା ଠାରୁ ସମ୍ପତ୍ତି ନାହିଁ , ଘରପୋଡି ଠାରୁ ବିପତ୍ତି ନାହିଁ" "ଘରପୋଡି" ଏମିତି ଏକ ଶବ୍ଦ ଯାହାକୁ ଶୁଣିଲେ ମନରେ ଏକ ଅଜଣା ଭୟ ସଞ୍ଚାର ହୁଏ । "ନିଆଁ" ର ଭୟାନକ କରାଳ ଗର୍ଭରେ ସବୁକିଛି ଭସ୍ମୀଭୂତ ହୋଇଯାଏ l ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ ଦେଓଗାଁ ଗ୍ରାମପଞ୍ଚାୟତ ଗୋପାଳପୁର ଗ୍ରାମର ସମର ନାୟକ , ସୁଧୀର ନାୟକ ପିତା ରବି ନାରାୟଣ ନାୟକ ଘର ସର୍ଟ ସକ୍ରିଟ ଅଗ୍ନିକାଣ୍ଡ ଯୋଗୁଁ ତାଙ୍କର ସମ୍ପୂର୍ଣ୍ଣ ଜିନିଷପୋଡି ଯିବା ସହ ସମସ୍ତ ଦରକାରୀ କାଗଜପତ୍ର ପୋଡି ନଷ୍ଟ ହୋଇଯାଇଛି l ନିଆଁ କୁ ଲିଭାଇ ବା ପାଇଁ ଦମକଳ ଗାଡି ପହଞ୍ଚି ଲିଭାଇ ଥିଲା l ଏହା ଶୁଣି ସ୍ଥାନୀୟ ଚନ୍ଦ୍ରଶେଖର ଜୀଉ ୟୁଥ କ୍ଲବ ସଭାପତି ପ୍ରହଲ୍ଲାଦ ମହାନ୍ତି ଖବର ପାଇ ତାଙ୍କ ବାସଭବନରେ ପହଞ୍ଚି ସମବେଦନା ଜଣାଇବା ସହ ସରକାରୀ ତରଫରୁ ତୁରନ୍ତ ତାଙ୍କୁ ସହାୟତା ଯୋଗାଇ ଦେବା ସହ ସମସ୍ତ ପ୍ରକାର ସରକାରୀ ସୁବିଧା ଦେବାପାଇଁ ପ୍ରଶାସନ କୁ ଜଣାଇଥିଲେ l ଘଟଣା ସ୍ଥଳରେ କପିଳାସ ଆରାଇ ଜୀବନ ଜ୍ୟୋତି ଦଳାଇ ପହଞ୍ଚି ପ୍ରାଥମିକ ରିପୋର୍ଟ କରି ତହସିଲକୁ ଅବଗତ କରାଇଥିଲେ ଳ #shuru1
- ଢେଙ୍କାନାଳ ଜିଲ୍ଲା ପରିଷଦ ହଲ ଠାରେ ଜିଲ୍ଲା ସ୍ଥାୟୀ ବିକାଶ ଲକ୍ଷ୍ୟ ରଖି ପ୍ରସିକ୍ଷଣ ଅନୁଷ୍ଠିତ ହୋଇଯାଇଛି, ଏଥିରେ ଜିଲ୍ଲାପରିଷଦ ଅଧ୍ୟକ୍ଷ୍ୟା ଶ୍ରୀମତୀ ଅର୍ଚନା ପୁହାଣ ଅଧ୍ଯକ୍ଷତା କରିଥିଲେ2
- କଟକ ପ୍ରେସ କଲୋନି ସୌମ୍ୟା ରଞ୍ଜନ ଜେନା ଗୁଳିକାଣ୍ଡ ଘଟଣା। ସୌମ୍ୟା ଙ୍କ ଭଉଣୀ ଶର୍ମିଷ୍ଠା ଜେନାଙ୍କ ଅଭିଯୋଗ ମୋ ଭାଇ କୁ ଡାକି କି ମାରି ଦିଆଯାଇଛି।ମୋ ଭାଇ କୁ ନ୍ୟାୟ ମିଳିବା ସହ ସମସ୍ତ ଅଭିଯୁକ୍ତ ଙ୍କୁ ଫାଶୀ ଦିଆଯାଉ। ଯେଉଁମାନେ ଗିରଫ ହୋଇଛନ୍ତି ସେମାନେ ସମସ୍ତେ ଜଣେ ଜଣେ ଅପରାଧୀ। ମୋ ଭାଇ ବେକ ରେ ପକାଇଥିବା 8 ଲକ୍ଷ ଟଙ୍କାର ସୁନା ଚେନ କୁ ଲୁଟ କରିବା ଉଦ୍ଦେଶ୍ୟରେ ମୋ ଭାଇ କୁ ଡାକି ଗୁଳି କରିଛନ୍ତି। ଅନ୍ୟପଟେ ମଧୁପାଟଣା ଥାନା ପକ୍ଷରୁ 5 ଅଭିଯୁକ୍ତ ଙ୍କୁ କୌର୍ଟ ଚାଲାଣ କରାଯିବ।1
- ଅବକାରୀ ଅଧ୍ୟକ୍ଷକ କରୁଣା ଶଙ୍କର ତିୱାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କଟକ ଜିଲ୍ଲା ଅବକାରୀ ବିଭାଗ ଏବଂ ନରସିଂହପୁର ତହସିଲଦାର ଏବଂ ଅଲରା ରାଜସ୍ବ ନିରୀକ୍ଷକଙ୍କୁ ନେଇ ଗଠିତ ୪୦ ଜଣିଆ ସ୍ବତନ୍ତ୍ର ଟିମ ନରସିଂହପୁର ଥାନା ଅନ୍ତର୍ଗତ ଜୟଦାମୋଦରପୁର (ମୁଣ୍ଡାସାହି) ଠାରେ ଚଢ଼ାଉ କରିଥିଲା । ଉକ୍ତ ଚଢ଼ାଉ ସମୟରେ ଉକ୍ତ ଗ୍ରାମରୁ ପ୍ରାୟ ୧ ଏକର ଜାଗାରେ ୪୩, ୭୫୦ ଗୋଟି ଅଫିମ ଗଛ (ବେଆଇନ ଭାବରେ ଚାଷ କରାଯାଇଥିବା) ବରାମଦ କରି ଜବତ କରାଯାଇଥିଲା । ଏହି ସଂକ୍ରାନ୍ତରେ ୩ ଗୋଟି ଏନଡ଼ିପିଏସ ମାମଲା ରୁଜୁ କରାଯାଇ ଉକ୍ତ ଗ୍ରାମରୁ ୬ ଜଣଙ୍କୁ ଗିରଫ କରାଯାଇଅଛି । ଘଟଣାସ୍ଥଳରେ ଅଫିମ ଗଛକୁ ମୂଳରୁ ଉପାଡି ପୋଡି ନଷ୍ଟ କରି ଦିଆଯାଇଥିଲା । ଉକ୍ତ ଚଢାଉରେ ନରସିଂହପୁର ତହସିଲଦାର ଅମ୍ରିତା ସାହୁ, ଅଲରା ରାଜସ୍ୱ ନିରୀକ୍ଷକ ପ୍ରସଂଜିତ ମହାନ୍ତିଙ୍କ ସମେତ, ଅବକାରୀ ନିରୀକ୍ଷକ କମଳ ଲୋଚନ ପାଇକରାୟ, ରବିନାରାୟଣ ପ୍ରଧାନ, ଭକ୍ତ ବଶ୍ଚଳ ବର୍ମା, ଉପନିରୀକ୍ଷକ ତରୁଣ କୁମାର ପାତ୍ର, ଅକ୍ଷୟ କୁମାର ଜେନା, ଅବକାରୀ ସହ ଉପନୀରିକ୍ଷକ ସୌମ୍ୟ ରଞ୍ଜନ ବେହେରା, ବିଷ୍ଣୁ ପ୍ରସାଦ ମାଝି, ସରୋଜ କୁମାର ସାହୁ, ରାଜେନ୍ଦ୍ର ଖେସ୍ ସମେତ ଅନ୍ୟ ଅବକାରୀ କର୍ମଚାରୀ ଉପସ୍ଥିତ ଥିଲେ। ଜବତ ଅଫିମ ଗଛର ଆନୁମାନିକ ମୂଲ୍ୟ ଟ.୨୧,୮୭,୫୦,୦୦୦/-।1
- ଆରମ୍ଭ ହେଲା ସ୍ଲିପ ୱେଲ୍ ର ନୂଆ ଗଦି1