ଘରପୋଡି" କଥାରେ ଅଛି ଘୋଡାଚଢା ଠାରୁ ସମ୍ପତ୍ତି ନାହିଁ , ଘରପୋଡି ଠାରୁ ବିପତ୍ତି ନାହିଁ" "ଘରପୋଡି" "କଥାରେ ଅଛି ଘୋଡାଚଢା ଠାରୁ ସମ୍ପତ୍ତି ନାହିଁ , ଘରପୋଡି ଠାରୁ ବିପତ୍ତି ନାହିଁ" "ଘରପୋଡି" ଏମିତି ଏକ ଶବ୍ଦ ଯାହାକୁ ଶୁଣିଲେ ମନରେ ଏକ ଅଜଣା ଭୟ ସଞ୍ଚାର ହୁଏ । "ନିଆଁ" ର ଭୟାନକ କରାଳ ଗର୍ଭରେ ସବୁକିଛି ଭସ୍ମୀଭୂତ ହୋଇଯାଏ l ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ ଦେଓଗାଁ ଗ୍ରାମପଞ୍ଚାୟତ ଗୋପାଳପୁର ଗ୍ରାମର ସମର ନାୟକ , ସୁଧୀର ନାୟକ ପିତା ରବି ନାରାୟଣ ନାୟକ ଘର ସର୍ଟ ସକ୍ରିଟ ଅଗ୍ନିକାଣ୍ଡ ଯୋଗୁଁ ତାଙ୍କର ସମ୍ପୂର୍ଣ୍ଣ ଜିନିଷପୋଡି ଯିବା ସହ ସମସ୍ତ ଦରକାରୀ କାଗଜପତ୍ର ପୋଡି ନଷ୍ଟ ହୋଇଯାଇଛି l ନିଆଁ କୁ ଲିଭାଇ ବା ପାଇଁ ଦମକଳ ଗାଡି ପହଞ୍ଚି ଲିଭାଇ ଥିଲା l ଏହା ଶୁଣି ସ୍ଥାନୀୟ ଚନ୍ଦ୍ରଶେଖର ଜୀଉ ୟୁଥ କ୍ଲବ ସଭାପତି ପ୍ରହଲ୍ଲାଦ ମହାନ୍ତି ଖବର ପାଇ ତାଙ୍କ ବାସଭବନରେ ପହଞ୍ଚି ସମବେଦନା ଜଣାଇବା ସହ ସରକାରୀ ତରଫରୁ ତୁରନ୍ତ ତାଙ୍କୁ ସହାୟତା ଯୋଗାଇ ଦେବା ସହ ସମସ୍ତ ପ୍ରକାର ସରକାରୀ ସୁବିଧା ଦେବାପାଇଁ ପ୍ରଶାସନ କୁ ଜଣାଇଥିଲେ l ଘଟଣା ସ୍ଥଳରେ କପିଳାସ ଆରାଇ ଜୀବନ ଜ୍ୟୋତି ଦଳାଇ ପହଞ୍ଚି ପ୍ରାଥମିକ ରିପୋର୍ଟ କରି ତହସିଲକୁ ଅବଗତ କରାଇଥିଲେ ଳ #shuru

- ପ୍ରଥମ ଦିନରେ ଟିକେ ଡର ଲାଗୁଥିଲା ତଥାପି ଭଲ ହେଲା1
- ଢେଙ୍କାନାଳ ସହର ଉପକଣ୍ଠରେ ବୁଲୁଚି ଦନ୍ତାହାତୀ | ଲୋକମାନେ ଭୟରେ ଘରୁ ବାହାରିବାକୁ ଭୟଭିତ ହୋଇପଡିଛନ୍ତି । ସଦର ରେଂଜଠାରୁ ମାତ୍ର ୫ କିମିରେ ଥିବା ଏହି ଅଞ୍ଚଳଟିରେ ବନ କର୍ମଚାରୀ ପହଞ୍ଚିପାରି ନାହାନ୍ତି। ବନ ବିଭାଗର ଏଭଳି ଦାୟିତ୍ବ ହୀନତାକୁ ନେଇ ଅଭିଯୋଗ ଆଣିଛନ୍ତି ଅଞ୍ଚଳବାସୀ । ଦୃଶ୍ୟଟି ଢେଙ୍କାନାଳ ପୋୖରପାଳିକା ଅନ୍ତର୍ଗତ ୮ ନମ୍ବର ୱାର୍ଡ ଗଜମରାର ବୋଲି ସୂଚନା ମିଳିଛି ।1
- ଢେଙ୍କାନାଳ ସଦର ବ୍ଲକ ଗହମ ଖୁଣ୍ଟିରେ ମାଗଣା ସ୍ଵସ୍ଥ ସେବାସିବିର ର କିଛି ଦୂଶ୍ୟ4
- ଏ ସିନେମା ଓଡ଼ିଆଙ୍କ ଗର୍ବ | କାହାଣୀ ଆମ ଓଡ଼ିଆଙ୍କ ପରମ୍ପରା ଉପରେ ଆଧାରିତ | ଏ ସିନେମାକୁ ଆମେ ସମସ୍ତେ ଦେଖିବା ଆଉ କହିବା ଆମେ ଓଡ଼ିଆ ଭାରି ବଢ଼ିଆ.. ଭୁବନେଶ୍ୱର, ଓଡ଼ିଶା #bhubaneswar #odisha1
- କେହି ଜଣେ ବ୍ୟକ୍ତି ଖାନ୍ ନଗର ସ୍ଥିତ ମା ଦକ୍ଷିଣ କାଳୀ ଙ୍କ ମନ୍ଦିର ସମ୍ମୁଖ ରେ ବୁଲେଟ ରଖି ଯାଇଥିଲେ ହେଲେ କୌଣସି କାରଣ ବଶତଃ ବୁଲେଟ ଟିରେ ନିଆଁ ଲାଗି ଯାଇଥିଲା ଯାହାଫଳରେ ଚାହୁଁ ଚାହୁଁ ବୁଲେଟ ଟି ଜଳି ନଷ୍ଟ ହୋଇଯାଇଥିଲା।1
- କାଳିଆପାଣିରେ ମାର୍କେଟ କମ୍ପ୍ଲେକ୍ସ ଭଙ୍ଗା: ସ୍ଥାନୀୟ ମହଲ ରେ ଚର୍ଚ୍ଚା ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ କାଳିଆପାଣି ଗ୍ରାମ ପଞ୍ଚାୟତ ନିକଟରେ ଥିବା ଏକ ମାର୍କେଟ କମ୍ପ୍ଲେକ୍ସକୁ ଶୁକ୍ରବାର ଦିନ ପ୍ରଶାସନ ପକ୍ଷରୁ ଭଙ୍ଗାଯାଇଥିବା ଦେଖିବାକୁ ମିଳିଛି। ଘଟଣାଟି ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଓ ଆଲୋଚନା ବଢ଼ିଛି। ଏହି କମ୍ପ୍ଲେକ୍ସ ଦ୍ୱାରା ଅନେକ ଛୋଟ ବ୍ୟବସାୟୀ ଓ ଯୁବକ ରୋଜଗାର ସୁଯୋଗ ପାଉଥିଲେ ବୋଲି କୁହାଯାଉଛି। ତେଣୁ ଏହାର ଭଙ୍ଗା କାର୍ଯ୍ୟବାହୀ ସ୍ଥାନୀୟ ମହଳରେ ପ୍ରଭାବ ପକାଇଛି। ଅନ୍ୟପଟେ, ପ୍ରଶାସନ ପକ୍ଷରୁ କାନୁନ ପ୍ରକ୍ରିୟା ଅନୁସାରେ ପଦକ୍ଷେପ ନିଆଯାଇଥିବା ଦାବି କରାଯାଉଛି। ସମସ୍ତ ପ୍ରସଙ୍ଗର ସଠିକ ତଥ୍ୟ ସ୍ପଷ୍ଟ ହେବା ଏବଂ ଆଇନ ଅନୁସାରେ ନିଷ୍ପକ୍ଷ ତଦନ୍ତ ହେବାକୁ ସାଧାରଣ ଲୋକ ଆଶା କରୁଛନ୍ତି। ଲୋକତନ୍ତ୍ରରେ ପାରଦର୍ଶିତା ଓ ନ୍ୟାୟ ପ୍ରତ୍ୟେକ ନିଷ୍ପତ୍ତିର ମୂଳ ଆଧାର ହେବା ଉଚିତ। ଆଗାମୀ ଦିନରେ ଏହି ଘଟଣା କେମିତି ଦିଗନିର୍ଦ୍ଦେଶ ନେବ, ସେଥିପାଇଁ ସମସ୍ତଙ୍କ ନଜର ରହିଛି। #kaliapani #Sukinda #JajpurOdisha #LocalNews #PublicConcern #RuleOfLaw #transparency #rajendra #kaliapaniUpdate #highlight2
- କଟକ ମଧୁପାଟଣା ଛକରେ ରାସ୍ତା ମଝିରେ ବସ୍ ରଖି ଲୋକ ଚଢାଇବା ପଡ଼ିଲା ମହଙ୍ଗା। ଦିନକୁ ଦିନ ବଢ଼ିବାରେ ଲାଗିଛି ବସ୍ ବାଲାଙ୍କ ଗୁଣ୍ଡଗର୍ଦୀ ଯୋଉଠି ଇଚ୍ଛା ରାସ୍ତା ମଝିରେ ବସ୍ ଅଟକାଇଲେ ଲୋକ ଚଢ଼ାଇଲେ। ବିଗତ ଦିନରେ ଏଇଥିପାଇଁ ଦୁଇ ଜଣ ନିରୀହ ଲୋକଙ୍କର ଜୀବନ ଯାଇଛି ଏହି ବସ୍ ଵାଲାଙ୍କ ପାଇଁ। ସେଥିପାଇଁ ଆଜି କଟକ ମଧୁପାଟଣା ଛକ ନିକଟରେ ରାସ୍ତା ଉପରେ ବସ୍ ରଖି ଲୋକ ଉଠାଉଥିବା ବେଳେ ଧରିନେଲେ ଟ୍ରାଫିକ ବାବୁ।1
- କଥାରେ ଅଛି ଘୋଡାଚଢା ଠାରୁ ସମ୍ପତ୍ତି ନାହିଁ , ଘରପୋଡି ଠାରୁ ବିପତ୍ତି ନାହିଁ" "ଘରପୋଡି" "କଥାରେ ଅଛି ଘୋଡାଚଢା ଠାରୁ ସମ୍ପତ୍ତି ନାହିଁ , ଘରପୋଡି ଠାରୁ ବିପତ୍ତି ନାହିଁ" "ଘରପୋଡି" ଏମିତି ଏକ ଶବ୍ଦ ଯାହାକୁ ଶୁଣିଲେ ମନରେ ଏକ ଅଜଣା ଭୟ ସଞ୍ଚାର ହୁଏ । "ନିଆଁ" ର ଭୟାନକ କରାଳ ଗର୍ଭରେ ସବୁକିଛି ଭସ୍ମୀଭୂତ ହୋଇଯାଏ l ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ ଦେଓଗାଁ ଗ୍ରାମପଞ୍ଚାୟତ ଗୋପାଳପୁର ଗ୍ରାମର ସମର ନାୟକ , ସୁଧୀର ନାୟକ ପିତା ରବି ନାରାୟଣ ନାୟକ ଘର ସର୍ଟ ସକ୍ରିଟ ଅଗ୍ନିକାଣ୍ଡ ଯୋଗୁଁ ତାଙ୍କର ସମ୍ପୂର୍ଣ୍ଣ ଜିନିଷପୋଡି ଯିବା ସହ ସମସ୍ତ ଦରକାରୀ କାଗଜପତ୍ର ପୋଡି ନଷ୍ଟ ହୋଇଯାଇଛି l ନିଆଁ କୁ ଲିଭାଇ ବା ପାଇଁ ଦମକଳ ଗାଡି ପହଞ୍ଚି ଲିଭାଇ ଥିଲା l ଏହା ଶୁଣି ସ୍ଥାନୀୟ ଚନ୍ଦ୍ରଶେଖର ଜୀଉ ୟୁଥ କ୍ଲବ ସଭାପତି ପ୍ରହଲ୍ଲାଦ ମହାନ୍ତି ଖବର ପାଇ ତାଙ୍କ ବାସଭବନରେ ପହଞ୍ଚି ସମବେଦନା ଜଣାଇବା ସହ ସରକାରୀ ତରଫରୁ ତୁରନ୍ତ ତାଙ୍କୁ ସହାୟତା ଯୋଗାଇ ଦେବା ସହ ସମସ୍ତ ପ୍ରକାର ସରକାରୀ ସୁବିଧା ଦେବାପାଇଁ ପ୍ରଶାସନ କୁ ଜଣାଇଥିଲେ l ଘଟଣା ସ୍ଥଳରେ କପିଳାସ ଆରାଇ ଜୀବନ ଜ୍ୟୋତି ଦଳାଇ ପହଞ୍ଚି ପ୍ରାଥମିକ ରିପୋର୍ଟ କରି ତହସିଲକୁ ଅବଗତ କରାଇଥିଲେ ଳ #shuru1