Shuru
Apke Nagar Ki App…
ପ୍ରେସ କଲୋନୀ ହତ୍ୟାକାଣ୍ଡର 5ଅପରାଧୀ ଙ୍କୁ କୋଟ ଚାଲାଣ କଟକ ପ୍ରେସକଲୋନୀ ହତ୍ୟା କାଣ୍ଡର ପାଞ୍ଚ ଅଭିଯୁକ୍ତ ଙ୍କୁ ମଧୁପଟଣା ପୋଲିସ ଗିରଫ କରି କୋଟ ଚାଲାଣ କରିଛି
ନିଷ୍ଠୁର ଦୁନିଆ Live
ପ୍ରେସ କଲୋନୀ ହତ୍ୟାକାଣ୍ଡର 5ଅପରାଧୀ ଙ୍କୁ କୋଟ ଚାଲାଣ କଟକ ପ୍ରେସକଲୋନୀ ହତ୍ୟା କାଣ୍ଡର ପାଞ୍ଚ ଅଭିଯୁକ୍ତ ଙ୍କୁ ମଧୁପଟଣା ପୋଲିସ ଗିରଫ କରି କୋଟ ଚାଲାଣ କରିଛି
More news from Cuttack and nearby areas
- କଟକ ପ୍ରେସକଲୋନୀ ହତ୍ୟା କାଣ୍ଡର ପାଞ୍ଚ ଅଭିଯୁକ୍ତ ଙ୍କୁ ମଧୁପଟଣା ପୋଲିସ ଗିରଫ କରି କୋଟ ଚାଲାଣ କରିଛି1
- ମେହେନ୍ଦିନଗର ଠାରୁ ହୁରାସାହି ଯାଏଁ ରାସ୍ତା ଶୋଚନୀୟ,ଯାତାୟାତ ରେ ବାଧାପ୍ରାପ୍ତ, ଦୃଘଟଣା ଘଟିବାର ସମ୍ଭାବନା1
- କେନ୍ଦ୍ରାପଡା: ଗୁଲନଗର ଛକ ଠାରୁ ଗରାପୁର ମୁଖ୍ୟ ରାସ୍ତାର ଷ୍ଟିଟ ଲାଇଟ ମରାମତି ପାଇ ଯୁବ କଂଗ୍ରେସ ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲାପାଳ ଙ୍କୁ ଦାବିପତ୍ର ।1
- କଟକ ମଧୁପାଟଣା ଛକରେ ରାସ୍ତା ମଝିରେ ବସ୍ ରଖି ଲୋକ ଚଢାଇବା ପଡ଼ିଲା ମହଙ୍ଗା। ଦିନକୁ ଦିନ ବଢ଼ିବାରେ ଲାଗିଛି ବସ୍ ବାଲାଙ୍କ ଗୁଣ୍ଡଗର୍ଦୀ ଯୋଉଠି ଇଚ୍ଛା ରାସ୍ତା ମଝିରେ ବସ୍ ଅଟକାଇଲେ ଲୋକ ଚଢ଼ାଇଲେ। ବିଗତ ଦିନରେ ଏଇଥିପାଇଁ ଦୁଇ ଜଣ ନିରୀହ ଲୋକଙ୍କର ଜୀବନ ଯାଇଛି ଏହି ବସ୍ ଵାଲାଙ୍କ ପାଇଁ। ସେଥିପାଇଁ ଆଜି କଟକ ମଧୁପାଟଣା ଛକ ନିକଟରେ ରାସ୍ତା ଉପରେ ବସ୍ ରଖି ଲୋକ ଉଠାଉଥିବା ବେଳେ ଧରିନେଲେ ଟ୍ରାଫିକ ବାବୁ।1
- ଭୁବନେଶ୍ୱର: ଓଡ଼ିଶା ବିଧାନସଭାରେ ଆଜି 2026-27 ବର୍ଷ ପାଇଁ ବଜେଟ ଉପସ୍ଥାପନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ l ଏହା ପୂର୍ବରୁ ସେ ବଜେଟ ବାକ୍ସ ଧରି ବାଚସ୍ପତି ସୁରମା ପାଢ଼ୀ ଓ ଉପବାଚସ୍ପତି ଭବାନୀ ଶଙ୍କର ଭୋଇଙ୍କୁ ସାକ୍ଷାତ କରିଥିଲେ l ଦେଖନ୍ତୁ ଭିଡ଼ିଓl1
- କଟକ ପ୍ରେସ କଲୋନି ସୌମ୍ୟା ରଞ୍ଜନ ଜେନା ଗୁଳିକାଣ୍ଡ ଘଟଣା। ସୌମ୍ୟା ଙ୍କ ଭଉଣୀ ଶର୍ମିଷ୍ଠା ଜେନାଙ୍କ ଅଭିଯୋଗ ମୋ ଭାଇ କୁ ଡାକି କି ମାରି ଦିଆଯାଇଛି।। ଅନ୍ୟପଟେ ମଧୁପାଟଣା ଥାନା ପକ୍ଷରୁ 5 ଅଭିଯୁକ୍ତ ଙ୍କୁ କୌର୍ଟ ଚାଲାଣ କରାଯିବ।2
- ଯାଜପୁର ଜିଲ୍ଲାର ଧର୍ମଶାଳା ନିର୍ବାଚନ ମଣ୍ଡଳୀ ର ଗଡ଼ମଧୁପୁର ଗ୍ରାମ ପଂଚାୟତ ପନ୍ତୁରି ଗ୍ରାମ ଠାରେ ପୂର୍ବତନ ବିଧାୟକ ଙ୍କ ଫାର୍ମ ହାଉସ ଜମିକୁ ନେଇ ଅଭିଯୋଗ ହୋଇଥିବା ବେଳେ ତହସିଲ ପକ୍ଷରୁ କରାଯାଇଥିଲା ନୋଟିସ ଓ ପରେ ପରେ ଜମି ମାପଚୁପ,ଏହା ଉପରେ ମାପଚୁପ ଆଗରୁ ସାଙ୍ଗଠନିକ ବୈଠକ ରେ ବସୃତ ବିବରଣୀ ଦେଲେ ପ୍ରଣବ1
- କଟକ ଓର୍ତି ପଞ୍ଚାୟତ ରେ ଶବ ଦାହ କରିବାପାଇଁ ଜାଗାଟିଏ ନାହିଁ ସବୁଠି ଖାଲି ପ୍ରକଳ୍ପ1