logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ମେହେନ୍ଦିନଗର ଠାରୁ ହୁରାସାହି ଯାଏଁ ରାସ୍ତା ଶୋଚନୀୟ,ଯାତାୟାତ ରେ ବାଧାପ୍ରାପ୍ତ, ଦୃଘଟଣା ଘଟିବାର ସମ୍ଭାବନା

2 hrs ago
user_Sarbeswar malik
Sarbeswar malik
Press କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
2 hrs ago

ମେହେନ୍ଦିନଗର ଠାରୁ ହୁରାସାହି ଯାଏଁ ରାସ୍ତା ଶୋଚନୀୟ,ଯାତାୟାତ ରେ ବାଧାପ୍ରାପ୍ତ, ଦୃଘଟଣା ଘଟିବାର ସମ୍ଭାବନା

More news from ଓଡ଼ିଶା and nearby areas
  • ମେହେନ୍ଦିନଗର ଠାରୁ ହୁରାସାହି ଯାଏଁ ରାସ୍ତା ଶୋଚନୀୟ,ଯାତାୟାତ ରେ ବାଧାପ୍ରାପ୍ତ, ଦୃଘଟଣା ଘଟିବାର ସମ୍ଭାବନା
    1
    ମେହେନ୍ଦିନଗର ଠାରୁ ହୁରାସାହି ଯାଏଁ ରାସ୍ତା ଶୋଚନୀୟ,ଯାତାୟାତ ରେ ବାଧାପ୍ରାପ୍ତ, ଦୃଘଟଣା ଘଟିବାର ସମ୍ଭାବନା
    user_Sarbeswar malik
    Sarbeswar malik
    Press କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
    2 hrs ago
  • କେନ୍ଦ୍ରାପଡା: ଗୁଲନଗର ଛକ ଠାରୁ ଗରାପୁର ମୁଖ୍ୟ ରାସ୍ତାର ଷ୍ଟିଟ ଲାଇଟ ମରାମତି ପାଇ ଯୁବ କଂଗ୍ରେସ ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲାପାଳ ଙ୍କୁ ଦାବିପତ୍ର ।
    1
    କେନ୍ଦ୍ରାପଡା: ଗୁଲନଗର ଛକ ଠାରୁ ଗରାପୁର ମୁଖ୍ୟ ରାସ୍ତାର ଷ୍ଟିଟ ଲାଇଟ ମରାମତି ପାଇ ଯୁବ କଂଗ୍ରେସ ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲାପାଳ ଙ୍କୁ ଦାବିପତ୍ର ।
    user_Prafulla Kumar Malla
    Prafulla Kumar Malla
    Local News Reporter କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
    11 hrs ago
  • କଟକଜିଲ୍ଲା ମାହାଙ୍ଗା ଶିକ୍ଷକଙ୍କ Suspension ପ୍ରତ୍ୟାହାର ଦାବିରେ, ଗ୍ରାମବାସୀ ମାନଙ୍କର ଗୋପବନ୍ଧୁ ପ୍ରାଇମେରୀ ସ୍କୁଲ, (ଯଶୁଆପୁର, ମାହାଙ୍ଗା) ଆଗରେ ଧାରଣା। CRC ଙ୍କ ବ୍ୟକ୍ତିଗତ ରାଗ ପାଇଁ ଚକ୍ରାନ୍ତର ଶିକାର ହେଲେ ଶିକ୍ଷକ। ଅନ୍ୟ ଏକ ଶିକ୍ଷକଙ୍କ (ଯେ କି CRC ଙ୍କ ଘର ପାଖ ଲୋକ) ସହଯୋଗରେ ରାଗ ଶୁଝାଇବାରେ ସଫଳ ହେଲେ CRC। CRC ଙ୍କୁ ଏ ବିଷୟରେ ଗ୍ରାମବାସୀ ପଚାରିବାରୁ, ସେ ବିଧାୟକଙ୍କ ଧମକ ଦେଇ ଅଜବ ବ୍ୟବହାର ଦେଖେଇଲେ ଏବଂ କୌଣସି ସନ୍ତୋଷ ଜନକ ଉତ୍ତର ମଧ୍ୟ ଦେଇ ପରିଲେନାହିଁ। ଜଣେ CRC ଙ୍କ କଥାବାର୍ତ୍ତାରେ ଏଭଳି ଅଭଦ୍ରତା ଆଉ ଶାଳୀନତା ନ ଥିବାରୁ, ଗ୍ରାମବାସୀ ଏବେ ଦ୍ବନ୍ଦରେ କି ଆମ ପିଲାଙ୍କ ଭବିଷ୍ୟତ କଣ ହବ। ସରକାରଙ୍କୁ ଅନୁରୋଧ CRC ଙ୍କ ନିଯୁକ୍ତି କ୍ଷେତ୍ରରେ କିଛି ଧ୍ୟାନ ଦେବା ଉଚିତ। ଏଭଳି ଅଭଦ୍ର CRC ଙ୍କ ପାଇଁ ପିଲାମାନଙ୍କ ଭବିଷ୍ୟତ ଅନ୍ଧାର ଆଡ଼କୁ ଗତି କରୁଛି।
    1
    କଟକଜିଲ୍ଲା ମାହାଙ୍ଗା ଶିକ୍ଷକଙ୍କ Suspension ପ୍ରତ୍ୟାହାର ଦାବିରେ, ଗ୍ରାମବାସୀ ମାନଙ୍କର  ଗୋପବନ୍ଧୁ ପ୍ରାଇମେରୀ ସ୍କୁଲ, (ଯଶୁଆପୁର, ମାହାଙ୍ଗା) ଆଗରେ ଧାରଣା। CRC ଙ୍କ ବ୍ୟକ୍ତିଗତ ରାଗ ପାଇଁ ଚକ୍ରାନ୍ତର ଶିକାର ହେଲେ ଶିକ୍ଷକ। ଅନ୍ୟ ଏକ ଶିକ୍ଷକଙ୍କ (ଯେ କି CRC ଙ୍କ ଘର ପାଖ ଲୋକ) ସହଯୋଗରେ ରାଗ ଶୁଝାଇବାରେ ସଫଳ ହେଲେ CRC। CRC ଙ୍କୁ ଏ ବିଷୟରେ ଗ୍ରାମବାସୀ ପଚାରିବାରୁ, ସେ ବିଧାୟକଙ୍କ ଧମକ ଦେଇ ଅଜବ ବ୍ୟବହାର ଦେଖେଇଲେ ଏବଂ କୌଣସି ସନ୍ତୋଷ ଜନକ ଉତ୍ତର ମଧ୍ୟ ଦେଇ ପରିଲେନାହିଁ। ଜଣେ CRC ଙ୍କ କଥାବାର୍ତ୍ତାରେ ଏଭଳି ଅଭଦ୍ରତା ଆଉ ଶାଳୀନତା ନ ଥିବାରୁ, ଗ୍ରାମବାସୀ ଏବେ ଦ୍ବନ୍ଦରେ କି ଆମ ପିଲାଙ୍କ ଭବିଷ୍ୟତ କଣ ହବ। ସରକାରଙ୍କୁ ଅନୁରୋଧ CRC ଙ୍କ ନିଯୁକ୍ତି କ୍ଷେତ୍ରରେ କିଛି ଧ୍ୟାନ ଦେବା ଉଚିତ। ଏଭଳି ଅଭଦ୍ର CRC ଙ୍କ ପାଇଁ ପିଲାମାନଙ୍କ ଭବିଷ୍ୟତ ଅନ୍ଧାର ଆଡ଼କୁ ଗତି କରୁଛି।
    user_ନିଷ୍ଠୁର ଦୁନିଆ Live
    ନିଷ୍ଠୁର ଦୁନିଆ Live
    Nischintakoili, Cuttack•
    30 min ago
  • ଜଗତସିଂହପୁର ଜିଲ୍ଲାରେ ଗୋଟିଏ ବିଶ୍ୱବିଦ୍ୟାଳୟ ଏବଂ ସରକାରୀ ଇଂଜିନିୟରିଂ କଲେଜ ପ୍ରତିଷ୍ଠା କରିବା ପାଇଁ ୨୦୨୬ -୨୭ ଆର୍ଥିକ ବର୍ଷର ବଜେଟ୍‌ରେ ଘୋଷଣା କରି ଜଗତସିଂହପୁରବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ ସାକାର କରିଥିବାରୁ ମୁଖ୍ୟମନ୍ତ୍ରୀ ଓ ଶିଳ୍ପମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ପାରାଦୀପ ନଗର ମଣ୍ଡଳ ବିଜେପି ସଭାପତି ସୁବ୍ରତ ପ୍ରଧାନ....
    1
    ଜଗତସିଂହପୁର ଜିଲ୍ଲାରେ ଗୋଟିଏ ବିଶ୍ୱବିଦ୍ୟାଳୟ ଏବଂ ସରକାରୀ ଇଂଜିନିୟରିଂ କଲେଜ ପ୍ରତିଷ୍ଠା କରିବା ପାଇଁ ୨୦୨୬ -୨୭ ଆର୍ଥିକ ବର୍ଷର ବଜେଟ୍‌ରେ ଘୋଷଣା କରି ଜଗତସିଂହପୁରବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ ସାକାର କରିଥିବାରୁ ମୁଖ୍ୟମନ୍ତ୍ରୀ ଓ ଶିଳ୍ପମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ପାରାଦୀପ ନଗର ମଣ୍ଡଳ ବିଜେପି ସଭାପତି ସୁବ୍ରତ ପ୍ରଧାନ....
    user_Biraja prasad tripathy Tripathy
    Biraja prasad tripathy Tripathy
    ସାମ୍ବାଦିକ ପାରାଦୀପ, ଜଗତସିଂହପୁର, ଓଡ଼ିଶା•
    3 hrs ago
  • ରାସ୍ତା ନିର୍ମାଣ ନା ରେ ଭାଙ୍ଗିଦେଲେ ସରକାର ଙ୍କ ଜମିଉପରେ ହେଇଥିବା ଘର
    2
    ରାସ୍ତା ନିର୍ମାଣ ନା ରେ ଭାଙ୍ଗିଦେଲେ ସରକାର ଙ୍କ ଜମିଉପରେ ହେଇଥିବା ଘର
    user_ଆଶିଷ କୁମାର ପଣ୍ଡା
    ଆଶିଷ କୁମାର ପଣ୍ଡା
    ଯାଜପୁର, ଯାଜପୁର, ଓଡ଼ିଶା•
    20 hrs ago
  • ଯାଜପୁର ଜିଲ୍ଲାର ଧର୍ମଶାଳା ନିର୍ବାଚନ ମଣ୍ଡଳୀ ର ଗଡ଼ମଧୁପୁର ଗ୍ରାମ ପଂଚାୟତ ପନ୍ତୁରି ଗ୍ରାମ ଠାରେ ପୂର୍ବତନ ବିଧାୟକ ଙ୍କ ଫାର୍ମ ହାଉସ ଜମିକୁ ନେଇ ଅଭିଯୋଗ ହୋଇଥିବା ବେଳେ ତହସିଲ ପକ୍ଷରୁ କରାଯାଇଥିଲା ନୋଟିସ ଓ ପରେ ପରେ ଜମି ମାପଚୁପ,ଏହା ଉପରେ ମାପଚୁପ ଆଗରୁ ସାଙ୍ଗଠନିକ ବୈଠକ ରେ ବସୃତ ବିବରଣୀ ଦେଲେ ପ୍ରଣବ
    1
    ଯାଜପୁର ଜିଲ୍ଲାର ଧର୍ମଶାଳା ନିର୍ବାଚନ ମଣ୍ଡଳୀ ର ଗଡ଼ମଧୁପୁର ଗ୍ରାମ ପଂଚାୟତ ପନ୍ତୁରି ଗ୍ରାମ ଠାରେ ପୂର୍ବତନ ବିଧାୟକ ଙ୍କ ଫାର୍ମ ହାଉସ ଜମିକୁ ନେଇ ଅଭିଯୋଗ ହୋଇଥିବା ବେଳେ ତହସିଲ ପକ୍ଷରୁ କରାଯାଇଥିଲା ନୋଟିସ ଓ ପରେ ପରେ ଜମି ମାପଚୁପ,ଏହା ଉପରେ ମାପଚୁପ ଆଗରୁ ସାଙ୍ଗଠନିକ ବୈଠକ ରେ ବସୃତ ବିବରଣୀ ଦେଲେ ପ୍ରଣବ
    user_ସୁଧାଂଶୁ ଶେଖର ନାୟକ
    ସୁଧାଂଶୁ ଶେଖର ନାୟକ
    Engineer ଧର୍ମଶାଳା, ଯାଜପୁର, ଓଡ଼ିଶା•
    14 hrs ago
  • କେହି ଜଣେ ବ୍ୟକ୍ତି ଖାନ୍ ନଗର ସ୍ଥିତ ମା ଦକ୍ଷିଣ କାଳୀ ଙ୍କ ମନ୍ଦିର ସମ୍ମୁଖ ରେ ବୁଲେଟ ରଖି ଯାଇଥିଲେ ହେଲେ କୌଣସି କାରଣ ବଶତଃ ବୁଲେଟ ଟିରେ ନିଆଁ ଲାଗି ଯାଇଥିଲା ଯାହାଫଳରେ ଚାହୁଁ ଚାହୁଁ ବୁଲେଟ ଟି ଜଳି ନଷ୍ଟ ହୋଇଯାଇଥିଲା।
    1
    କେହି ଜଣେ ବ୍ୟକ୍ତି ଖାନ୍ ନଗର ସ୍ଥିତ ମା ଦକ୍ଷିଣ  କାଳୀ ଙ୍କ ମନ୍ଦିର ସମ୍ମୁଖ ରେ ବୁଲେଟ ରଖି ଯାଇଥିଲେ ହେଲେ କୌଣସି କାରଣ ବଶତଃ ବୁଲେଟ ଟିରେ ନିଆଁ ଲାଗି ଯାଇଥିଲା ଯାହାଫଳରେ ଚାହୁଁ ଚାହୁଁ ବୁଲେଟ ଟି ଜଳି ନଷ୍ଟ ହୋଇଯାଇଥିଲା।
    user_Aritkumar Mohapatra
    Aritkumar Mohapatra
    କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    16 min ago
  • ଜହ୍ନୀମୂଳ ଗ୍ରାମରେ ଅଗ୍ନିକାଣ୍ଡରେ ଜଳିଗଲା ଏକ ବଖରା ଚାଳ ଘର
    1
    ଜହ୍ନୀମୂଳ ଗ୍ରାମରେ ଅଗ୍ନିକାଣ୍ଡରେ ଜଳିଗଲା ଏକ ବଖରା ଚାଳ ଘର
    user_Prafulla Kumar Malla
    Prafulla Kumar Malla
    Local News Reporter କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
    11 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.