logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଧନ୍ୟବାଦ ମୋହନ ସରକାର... ଜଗତସିଂହପୁର ଜିଲ୍ଲାରେ ଗୋଟିଏ ବିଶ୍ୱବିଦ୍ୟାଳୟ ଏବଂ ସରକାରୀ ଇଂଜିନିୟରିଂ କଲେଜ ପ୍ରତିଷ୍ଠା କରିବା ପାଇଁ ୨୦୨୬ -୨୭ ଆର୍ଥିକ ବର୍ଷର ବଜେଟ୍‌ରେ ଘୋଷଣା କରି ଜଗତସିଂହପୁରବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ ସାକାର କରିଥିବାରୁ ମୁଖ୍ୟମନ୍ତ୍ରୀ ଓ ଶିଳ୍ପମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ପାରାଦୀପ ନଗର ମଣ୍ଡଳ ବିଜେପି ସଭାପତି ସୁବ୍ରତ ପ୍ରଧାନ....

3 hrs ago
user_Biraja prasad tripathy Tripathy
Biraja prasad tripathy Tripathy
ସାମ୍ବାଦିକ ପାରାଦୀପ, ଜଗତସିଂହପୁର, ଓଡ଼ିଶା•
3 hrs ago

ଧନ୍ୟବାଦ ମୋହନ ସରକାର... ଜଗତସିଂହପୁର ଜିଲ୍ଲାରେ ଗୋଟିଏ ବିଶ୍ୱବିଦ୍ୟାଳୟ ଏବଂ ସରକାରୀ ଇଂଜିନିୟରିଂ କଲେଜ ପ୍ରତିଷ୍ଠା କରିବା ପାଇଁ ୨୦୨୬ -୨୭ ଆର୍ଥିକ ବର୍ଷର ବଜେଟ୍‌ରେ ଘୋଷଣା କରି ଜଗତସିଂହପୁରବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ ସାକାର କରିଥିବାରୁ ମୁଖ୍ୟମନ୍ତ୍ରୀ ଓ ଶିଳ୍ପମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ପାରାଦୀପ ନଗର ମଣ୍ଡଳ ବିଜେପି ସଭାପତି ସୁବ୍ରତ ପ୍ରଧାନ....

More news from ଓଡ଼ିଶା and nearby areas
  • କେନ୍ଦ୍ରାପଡ଼ା କଳାବୁଦା ଠାରେ ପାଟକୁରା ବିଧାୟକ ଙ୍କ ମହିଳା ସମାବେଶ କାର୍ଯ୍ୟକ୍ରମ ରେ ରାଗିଲେ ମହିଳା
    1
    କେନ୍ଦ୍ରାପଡ଼ା କଳାବୁଦା ଠାରେ ପାଟକୁରା ବିଧାୟକ ଙ୍କ ମହିଳା ସମାବେଶ କାର୍ଯ୍ୟକ୍ରମ ରେ ରାଗିଲେ ମହିଳା
    user_Sarbeswar malik
    Sarbeswar malik
    Press କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
    22 hrs ago
  • କଟକ ପ୍ରେସକଲୋନୀ ହତ୍ୟା କାଣ୍ଡର ପାଞ୍ଚ ଅଭିଯୁକ୍ତ ଙ୍କୁ ମଧୁପଟଣା ପୋଲିସ ଗିରଫ କରି କୋଟ ଚାଲାଣ କରିଛି
    1
    କଟକ ପ୍ରେସକଲୋନୀ ହତ୍ୟା କାଣ୍ଡର ପାଞ୍ଚ ଅଭିଯୁକ୍ତ ଙ୍କୁ ମଧୁପଟଣା ପୋଲିସ ଗିରଫ କରି କୋଟ ଚାଲାଣ କରିଛି
    user_ନିଷ୍ଠୁର ଦୁନିଆ Live
    ନିଷ୍ଠୁର ଦୁନିଆ Live
    Nischintakoili, Cuttack•
    14 hrs ago
  • ଯାଜପୁର ଜିଲ୍ଲାର ଧର୍ମଶାଳା ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ(ଜିତୁ)ଙ୍କ ଚର୍ଚ୍ଚିତ ଗଡ଼ମଧୁପୁର ପଂଚାୟତ ପନ୍ତୁରି ଠାରେ ଫାର୍ମ ହାଉସ ଜମିକୁ ଗତ ଗୁରବାର ଦିନ ତହସିଲ ପକ୍ଷରୁ ମାପଚୁପ କରାଯାଇ ଥିବାବେଳେ,ବହୁ ପରିମାଣ ରେ ସରକାରୀ ଜମି ହାତେଇଥିବା ଯେଉଁ ଚର୍ଚ୍ଚା ହେଉଥିଲା ତାହା ମାପ ହେବା ପରେ ସେପରି କୌଣସି ଅଧିକ ଜମି ଜବରଦଖଲ ହୋଇନଥିବା ଜଣା ପଡିଛି ।ତହସିଲ କାର୍ଯ୍ୟାଳୟ କର୍ମଚାରୀ ଙ୍କ ହିସାବ ଅନୁଯାୟୀ ଫାର୍ମ ହାଉସ ପାଚେରୀ ଭିତରୁ ୧. ୧୦ ଏକର ଜବରଦଖଲ ଜମି ଛାଡିବାକୁ ଥିଲାବେଳେ ପାଚେରୀ ବାହାରୁ ୧. ୨୭ ଏକର ଜମି ପାଇବାକୁ ଅଛି ।
    2
    ଯାଜପୁର ଜିଲ୍ଲାର ଧର୍ମଶାଳା ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ(ଜିତୁ)ଙ୍କ ଚର୍ଚ୍ଚିତ ଗଡ଼ମଧୁପୁର ପଂଚାୟତ ପନ୍ତୁରି ଠାରେ ଫାର୍ମ ହାଉସ ଜମିକୁ ଗତ ଗୁରବାର ଦିନ ତହସିଲ ପକ୍ଷରୁ ମାପଚୁପ କରାଯାଇ ଥିବାବେଳେ,ବହୁ ପରିମାଣ ରେ ସରକାରୀ ଜମି ହାତେଇଥିବା ଯେଉଁ ଚର୍ଚ୍ଚା ହେଉଥିଲା ତାହା ମାପ ହେବା ପରେ ସେପରି କୌଣସି ଅଧିକ ଜମି ଜବରଦଖଲ ହୋଇନଥିବା ଜଣା ପଡିଛି ।ତହସିଲ କାର୍ଯ୍ୟାଳୟ କର୍ମଚାରୀ ଙ୍କ ହିସାବ ଅନୁଯାୟୀ ଫାର୍ମ ହାଉସ ପାଚେରୀ ଭିତରୁ ୧. ୧୦ ଏକର ଜବରଦଖଲ ଜମି ଛାଡିବାକୁ ଥିଲାବେଳେ ପାଚେରୀ ବାହାରୁ ୧. ୨୭ ଏକର ଜମି ପାଇବାକୁ ଅଛି ।
    user_ସୁଧାଂଶୁ ଶେଖର ନାୟକ
    ସୁଧାଂଶୁ ଶେଖର ନାୟକ
    Engineer ଧର୍ମଶାଳା, ଯାଜପୁର, ଓଡ଼ିଶା•
    17 hrs ago
  • କେହି ଜଣେ ବ୍ୟକ୍ତି ଖାନ୍ ନଗର ସ୍ଥିତ ମା ଦକ୍ଷିଣ କାଳୀ ଙ୍କ ମନ୍ଦିର ସମ୍ମୁଖ ରେ ବୁଲେଟ ରଖି ଯାଇଥିଲେ ହେଲେ କୌଣସି କାରଣ ବଶତଃ ବୁଲେଟ ଟିରେ ନିଆଁ ଲାଗି ଯାଇଥିଲା ଯାହାଫଳରେ ଚାହୁଁ ଚାହୁଁ ବୁଲେଟ ଟି ଜଳି ନଷ୍ଟ ହୋଇଯାଇଥିଲା।
    1
    କେହି ଜଣେ ବ୍ୟକ୍ତି ଖାନ୍ ନଗର ସ୍ଥିତ ମା ଦକ୍ଷିଣ  କାଳୀ ଙ୍କ ମନ୍ଦିର ସମ୍ମୁଖ ରେ ବୁଲେଟ ରଖି ଯାଇଥିଲେ ହେଲେ କୌଣସି କାରଣ ବଶତଃ ବୁଲେଟ ଟିରେ ନିଆଁ ଲାଗି ଯାଇଥିଲା ଯାହାଫଳରେ ଚାହୁଁ ଚାହୁଁ ବୁଲେଟ ଟି ଜଳି ନଷ୍ଟ ହୋଇଯାଇଥିଲା।
    user_Aritkumar Mohapatra
    Aritkumar Mohapatra
    କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    20 min ago
  • କଟକ ମଧୁପାଟଣା ଛକରେ ରାସ୍ତା ମଝିରେ ବସ୍ ରଖି ଲୋକ ଚଢାଇବା ପଡ଼ିଲା ମହଙ୍ଗା। ଦିନକୁ ଦିନ ବଢ଼ିବାରେ ଲାଗିଛି ବସ୍ ବାଲାଙ୍କ ଗୁଣ୍ଡଗର୍ଦୀ ଯୋଉଠି ଇଚ୍ଛା ରାସ୍ତା ମଝିରେ ବସ୍ ଅଟକାଇଲେ ଲୋକ ଚଢ଼ାଇଲେ। ବିଗତ ଦିନରେ ଏଇଥିପାଇଁ ଦୁଇ ଜଣ ନିରୀହ ଲୋକଙ୍କର ଜୀବନ ଯାଇଛି ଏହି ବସ୍ ଵାଲାଙ୍କ ପାଇଁ। ସେଥିପାଇଁ ଆଜି କଟକ ମଧୁପାଟଣା ଛକ ନିକଟରେ ରାସ୍ତା ଉପରେ ବସ୍ ରଖି ଲୋକ ଉଠାଉଥିବା ବେଳେ ଧରିନେଲେ ଟ୍ରାଫିକ ବାବୁ।
    1
    କଟକ ମଧୁପାଟଣା ଛକରେ ରାସ୍ତା ମଝିରେ ବସ୍ ରଖି ଲୋକ ଚଢାଇବା ପଡ଼ିଲା ମହଙ୍ଗା। ଦିନକୁ ଦିନ ବଢ଼ିବାରେ ଲାଗିଛି ବସ୍ ବାଲାଙ୍କ ଗୁଣ୍ଡଗର୍ଦୀ ଯୋଉଠି ଇଚ୍ଛା ରାସ୍ତା ମଝିରେ ବସ୍ ଅଟକାଇଲେ ଲୋକ ଚଢ଼ାଇଲେ। ବିଗତ ଦିନରେ ଏଇଥିପାଇଁ ଦୁଇ ଜଣ ନିରୀହ ଲୋକଙ୍କର ଜୀବନ ଯାଇଛି ଏହି ବସ୍ ଵାଲାଙ୍କ ପାଇଁ। ସେଥିପାଇଁ ଆଜି କଟକ ମଧୁପାଟଣା ଛକ ନିକଟରେ ରାସ୍ତା ଉପରେ ବସ୍ ରଖି ଲୋକ ଉଠାଉଥିବା ବେଳେ ଧରିନେଲେ ଟ୍ରାଫିକ ବାବୁ।
    user_Amrit Prasad Das
    Amrit Prasad Das
    Social worker କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    2 hrs ago
  • ଭୁବନେଶ୍ୱର: ଓଡ଼ିଶା ବିଧାନସଭାରେ ଆଜି 2026-27 ବର୍ଷ ପାଇଁ ବଜେଟ ଉପସ୍ଥାପନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ l ଏହା ପୂର୍ବରୁ ସେ ବଜେଟ ବାକ୍ସ ଧରି ବାଚସ୍ପତି ସୁରମା ପାଢ଼ୀ ଓ ଉପବାଚସ୍ପତି ଭବାନୀ ଶଙ୍କର ଭୋଇଙ୍କୁ ସାକ୍ଷାତ କରିଥିଲେ l ଦେଖନ୍ତୁ ଭିଡ଼ିଓl
    1
    ଭୁବନେଶ୍ୱର: ଓଡ଼ିଶା ବିଧାନସଭାରେ ଆଜି 2026-27 ବର୍ଷ ପାଇଁ ବଜେଟ ଉପସ୍ଥାପନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ l ଏହା ପୂର୍ବରୁ ସେ ବଜେଟ ବାକ୍ସ ଧରି ବାଚସ୍ପତି ସୁରମା ପାଢ଼ୀ ଓ ଉପବାଚସ୍ପତି ଭବାନୀ ଶଙ୍କର ଭୋଇଙ୍କୁ ସାକ୍ଷାତ କରିଥିଲେ l ଦେଖନ୍ତୁ ଭିଡ଼ିଓl
    user_Saroj Kumar Mohapatra
    Saroj Kumar Mohapatra
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    11 hrs ago
  • କେନ୍ଦ୍ରାପଡ଼ା ଗୁଲନଗର ଛକ ଠାରୁ ଗରାପୂର ମୁଖ୍ୟ ରାସ୍ତା ର ଷ୍ଟ୍ରିଟ୍ ଲାଇଟ ମରାମତି ପାଇଁ ଯୁବ କଂଗ୍ରେସ ପକ୍ଷରୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଙ୍କୁ ଦାବି ପତ୍ର ପ୍ରଦାନ
    1
    କେନ୍ଦ୍ରାପଡ଼ା ଗୁଲନଗର ଛକ ଠାରୁ ଗରାପୂର ମୁଖ୍ୟ ରାସ୍ତା ର ଷ୍ଟ୍ରିଟ୍ ଲାଇଟ ମରାମତି ପାଇଁ ଯୁବ କଂଗ୍ରେସ ପକ୍ଷରୁ କେନ୍ଦ୍ରାପଡ଼ା  ଜିଲ୍ଲାପାଳ ଙ୍କୁ ଦାବି ପତ୍ର ପ୍ରଦାନ
    user_Sarbeswar malik
    Sarbeswar malik
    Press କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
    23 hrs ago
  • କଟକ ଓର୍ତି ପଞ୍ଚାୟତ ରେ ଶବ ଦାହ କରିବାପାଇଁ ଜାଗାଟିଏ ନାହିଁ ସବୁଠି ଖାଲି ପ୍ରକଳ୍ପ
    1
    କଟକ ଓର୍ତି ପଞ୍ଚାୟତ ରେ ଶବ ଦାହ କରିବାପାଇଁ ଜାଗାଟିଏ ନାହିଁ ସବୁଠି ଖାଲି ପ୍ରକଳ୍ପ
    user_ନିଷ୍ଠୁର ଦୁନିଆ Live
    ନିଷ୍ଠୁର ଦୁନିଆ Live
    Nischintakoili, Cuttack•
    15 hrs ago
  • ଭଦ୍ରକ: ଚଳିତ ଆର୍ଥିକ ବର୍ଷର ବଜେଟରେ ଭଦ୍ରକରେ ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ବ୍ୟୟ ଅଟକଳ ହେବା ସହିତ ଜିଲ୍ଲାରେ ଖୁସିର ପରିବେଶ ସୃଷ୍ଟି ହୋଇଛି। ଦୀର୍ଘଦିନ ଧରି ଜିଲ୍ଲାବାସୀଙ୍କ ଆକାଂକ୍ଷା ଓ ଦାବି ଥିବା ଏହି ପ୍ରକଳ୍ପକୁ ସରକାରୀ ମଞ୍ଜୁରୀ ମିଳିବାରୁ ଶିକ୍ଷାମଣ୍ଡଳୀ ଓ ସାଧାରଣ ଲୋକମାନଙ୍କ ମଧ୍ୟରେ ଆନନ୍ଦ ଦେଖାଯାଇଛି। ଏହି ପଦକ୍ଷେପକୁ ଜିଲ୍ଲାର ଶିକ୍ଷା ଉନ୍ନତି ଦିଗରେ ଏକ ଐତିହାସିକ ମାଇଲସ୍ଟୋନ୍‌ ଭାବେ ଦେଖାଯାଉଛି। ସ୍ଥାନୀୟ ନେତାମାନେ, ଶିକ୍ଷାବିଦ୍ ଓ ଛାତ୍ରଛାତ୍ରୀମାନେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେମାନଙ୍କ କହିବା ଅନୁସାରେ, ଭଦ୍ରକରେ ବିଶ୍ୱବିଦ୍ୟାଳୟ ସ୍ଥାପିତ ହେଲେ ଉଚ୍ଚ ଶିକ୍ଷାର ନୂତନ ଦ୍ୱାର ଖୋଲିବା ସହିତ ଜିଲ୍ଲାର ସାମଗ୍ରିକ ଉନ୍ନତି ହେବ।
    1
    ଭଦ୍ରକ: ଚଳିତ ଆର୍ଥିକ ବର୍ଷର ବଜେଟରେ ଭଦ୍ରକରେ ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ବ୍ୟୟ ଅଟକଳ ହେବା ସହିତ ଜିଲ୍ଲାରେ ଖୁସିର ପରିବେଶ ସୃଷ୍ଟି ହୋଇଛି। ଦୀର୍ଘଦିନ ଧରି ଜିଲ୍ଲାବାସୀଙ୍କ ଆକାଂକ୍ଷା ଓ ଦାବି ଥିବା ଏହି ପ୍ରକଳ୍ପକୁ ସରକାରୀ ମଞ୍ଜୁରୀ ମିଳିବାରୁ ଶିକ୍ଷାମଣ୍ଡଳୀ ଓ ସାଧାରଣ ଲୋକମାନଙ୍କ ମଧ୍ୟରେ ଆନନ୍ଦ ଦେଖାଯାଇଛି।
ଏହି ପଦକ୍ଷେପକୁ ଜିଲ୍ଲାର ଶିକ୍ଷା ଉନ୍ନତି ଦିଗରେ ଏକ ଐତିହାସିକ ମାଇଲସ୍ଟୋନ୍‌ ଭାବେ ଦେଖାଯାଉଛି। ସ୍ଥାନୀୟ ନେତାମାନେ, ଶିକ୍ଷାବିଦ୍ ଓ ଛାତ୍ରଛାତ୍ରୀମାନେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେମାନଙ୍କ କହିବା ଅନୁସାରେ, ଭଦ୍ରକରେ ବିଶ୍ୱବିଦ୍ୟାଳୟ ସ୍ଥାପିତ ହେଲେ ଉଚ୍ଚ ଶିକ୍ଷାର ନୂତନ ଦ୍ୱାର ଖୋଲିବା ସହିତ ଜିଲ୍ଲାର ସାମଗ୍ରିକ ଉନ୍ନତି ହେବ।
    user_Paritran times
    Paritran times
    ତିହିଡ଼ି, ଭଦ୍ରକ, ଓଡ଼ିଶା•
    12 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.