logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଧର୍ମଶାଳା ପୂର୍ବତନ ବିଧାୟକଙ୍କ ଫାର୍ମ ହାଉସ ଜମି ର ମାପ ଚୁପ ଘଟଣା, "ଛାଡ଼ିବେ ୧. ୧୦ ଏକର,ପାଇବେ ୧. ୨୭ ଏକର : ଯାଜପୁର ଜିଲ୍ଲାର ଧର୍ମଶାଳା ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ(ଜିତୁ)ଙ୍କ ଚର୍ଚ୍ଚିତ ଗଡ଼ମଧୁପୁର ପଂଚାୟତ ପନ୍ତୁରି ଠାରେ ଫାର୍ମ ହାଉସ ଜମିକୁ ଗତ ଗୁରବାର ଦିନ ତହସିଲ ପକ୍ଷରୁ ମାପଚୁପ କରାଯାଇ ଥିବାବେଳେ,ବହୁ ପରିମାଣ ରେ ସରକାରୀ ଜମି ହାତେଇଥିବା ଯେଉଁ ଚର୍ଚ୍ଚା ହେଉଥିଲା ତାହା ମାପ ହେବା ପରେ ସେପରି କୌଣସି ଅଧିକ ଜମି ଜବରଦଖଲ ହୋଇନଥିବା ଜଣା ପଡିଛି ।ତହସିଲ କାର୍ଯ୍ୟାଳୟ କର୍ମଚାରୀ ଙ୍କ ହିସାବ ଅନୁଯାୟୀ ଫାର୍ମ ହାଉସ ପାଚେରୀ ଭିତରୁ ୧. ୧୦ ଏକର ଜବରଦଖଲ ଜମି ଛାଡିବାକୁ ଥିଲାବେଳେ ପାଚେରୀ ବାହାରୁ ୧. ୨୭ ଏକର ଜମି ପାଇବାକୁ ଅଛି ।

14 hrs ago
user_ସୁଧାଂଶୁ ଶେଖର ନାୟକ
ସୁଧାଂଶୁ ଶେଖର ନାୟକ
Engineer ଧର୍ମଶାଳା, ଯାଜପୁର, ଓଡ଼ିଶା•
14 hrs ago
1ebebf66-e951-4104-be29-425aabb54d2e

ଧର୍ମଶାଳା ପୂର୍ବତନ ବିଧାୟକଙ୍କ ଫାର୍ମ ହାଉସ ଜମି ର ମାପ ଚୁପ ଘଟଣା, "ଛାଡ଼ିବେ ୧. ୧୦ ଏକର,ପାଇବେ ୧. ୨୭ ଏକର : ଯାଜପୁର ଜିଲ୍ଲାର ଧର୍ମଶାଳା ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ(ଜିତୁ)ଙ୍କ ଚର୍ଚ୍ଚିତ ଗଡ଼ମଧୁପୁର ପଂଚାୟତ ପନ୍ତୁରି ଠାରେ ଫାର୍ମ ହାଉସ ଜମିକୁ ଗତ ଗୁରବାର ଦିନ ତହସିଲ ପକ୍ଷରୁ ମାପଚୁପ କରାଯାଇ ଥିବାବେଳେ,ବହୁ ପରିମାଣ ରେ ସରକାରୀ ଜମି ହାତେଇଥିବା ଯେଉଁ ଚର୍ଚ୍ଚା ହେଉଥିଲା ତାହା ମାପ ହେବା ପରେ ସେପରି କୌଣସି ଅଧିକ ଜମି ଜବରଦଖଲ ହୋଇନଥିବା ଜଣା ପଡିଛି ।ତହସିଲ କାର୍ଯ୍ୟାଳୟ କର୍ମଚାରୀ ଙ୍କ ହିସାବ ଅନୁଯାୟୀ ଫାର୍ମ ହାଉସ ପାଚେରୀ ଭିତରୁ ୧. ୧୦ ଏକର ଜବରଦଖଲ ଜମି ଛାଡିବାକୁ ଥିଲାବେଳେ ପାଚେରୀ ବାହାରୁ ୧. ୨୭ ଏକର ଜମି ପାଇବାକୁ ଅଛି ।

More news from ଓଡ଼ିଶା and nearby areas
  • ଯାଜପୁର ଜିଲ୍ଲାର ଧର୍ମଶାଳା ନିର୍ବାଚନ ମଣ୍ଡଳୀ ର ଗଡ଼ମଧୁପୁର ଗ୍ରାମ ପଂଚାୟତ ପନ୍ତୁରି ଗ୍ରାମ ଠାରେ ପୂର୍ବତନ ବିଧାୟକ ଙ୍କ ଫାର୍ମ ହାଉସ ଜମିକୁ ନେଇ ଅଭିଯୋଗ ହୋଇଥିବା ବେଳେ ତହସିଲ ପକ୍ଷରୁ କରାଯାଇଥିଲା ନୋଟିସ ଓ ପରେ ପରେ ଜମି ମାପଚୁପ,ଏହା ଉପରେ ମାପଚୁପ ଆଗରୁ ସାଙ୍ଗଠନିକ ବୈଠକ ରେ ବସୃତ ବିବରଣୀ ଦେଲେ ପ୍ରଣବ
    1
    ଯାଜପୁର ଜିଲ୍ଲାର ଧର୍ମଶାଳା ନିର୍ବାଚନ ମଣ୍ଡଳୀ ର ଗଡ଼ମଧୁପୁର ଗ୍ରାମ ପଂଚାୟତ ପନ୍ତୁରି ଗ୍ରାମ ଠାରେ ପୂର୍ବତନ ବିଧାୟକ ଙ୍କ ଫାର୍ମ ହାଉସ ଜମିକୁ ନେଇ ଅଭିଯୋଗ ହୋଇଥିବା ବେଳେ ତହସିଲ ପକ୍ଷରୁ କରାଯାଇଥିଲା ନୋଟିସ ଓ ପରେ ପରେ ଜମି ମାପଚୁପ,ଏହା ଉପରେ ମାପଚୁପ ଆଗରୁ ସାଙ୍ଗଠନିକ ବୈଠକ ରେ ବସୃତ ବିବରଣୀ ଦେଲେ ପ୍ରଣବ
    user_ସୁଧାଂଶୁ ଶେଖର ନାୟକ
    ସୁଧାଂଶୁ ଶେଖର ନାୟକ
    Engineer ଧର୍ମଶାଳା, ଯାଜପୁର, ଓଡ଼ିଶା•
    11 hrs ago
  • ବର୍ତ୍ତମାନ ର ଯାହା ବଡ ଖବର ନଜର ଆସୁଛି ଯାଜପୁର ସଦର ଥାନା ଅନ୍ତର୍ଗତ ମାଳାଆନନ୍ଦପୁର ଜାମୁଖଳା ଠାରେ ଥିବା ପ୍ରସିଦ୍ଧ ଉତ୍ତରେସ୍ୱର ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ସହ ଲୁଟିନେଲେ ବାବାଙ୍କ ହୁଣ୍ଡୀ ପଇସା
    1
    ବର୍ତ୍ତମାନ ର ଯାହା ବଡ ଖବର ନଜର ଆସୁଛି ଯାଜପୁର ସଦର ଥାନା ଅନ୍ତର୍ଗତ ମାଳାଆନନ୍ଦପୁର ଜାମୁଖଳା ଠାରେ ଥିବା ପ୍ରସିଦ୍ଧ ଉତ୍ତରେସ୍ୱର ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ସହ ଲୁଟିନେଲେ ବାବାଙ୍କ ହୁଣ୍ଡୀ ପଇସା
    user_Sovin kumar parida
    Sovin kumar parida
    Photographer କୋରାଇ, ଯାଜପୁର, ଓଡ଼ିଶା•
    16 hrs ago
  • ରାସ୍ତା ନିର୍ମାଣ ନା ରେ ଭାଙ୍ଗିଦେଲେ ସରକାର ଙ୍କ ଜମିଉପରେ ହେଇଥିବା ଘର
    2
    ରାସ୍ତା ନିର୍ମାଣ ନା ରେ ଭାଙ୍ଗିଦେଲେ ସରକାର ଙ୍କ ଜମିଉପରେ ହେଇଥିବା ଘର
    user_ଆଶିଷ କୁମାର ପଣ୍ଡା
    ଆଶିଷ କୁମାର ପଣ୍ଡା
    ଯାଜପୁର, ଯାଜପୁର, ଓଡ଼ିଶା•
    17 hrs ago
  • ପ୍ରଥମ ଦିନରେ ଟିକେ ଡର ଲାଗୁଥିଲା ତଥାପି ଭଲ ହେଲା
    1
    ପ୍ରଥମ ଦିନରେ ଟିକେ ଡର ଲାଗୁଥିଲା ତଥାପି ଭଲ ହେଲା
    user_Tapasdas 6372788705
    Tapasdas 6372788705
    Gandia, Dhenkanal•
    1 hr ago
  • କଟକ ପ୍ରେସକଲୋନୀ ହତ୍ୟା କାଣ୍ଡର ପାଞ୍ଚ ଅଭିଯୁକ୍ତ ଙ୍କୁ ମଧୁପଟଣା ପୋଲିସ ଗିରଫ କରି କୋଟ ଚାଲାଣ କରିଛି
    1
    କଟକ ପ୍ରେସକଲୋନୀ ହତ୍ୟା କାଣ୍ଡର ପାଞ୍ଚ ଅଭିଯୁକ୍ତ ଙ୍କୁ ମଧୁପଟଣା ପୋଲିସ ଗିରଫ କରି କୋଟ ଚାଲାଣ କରିଛି
    user_ନିଷ୍ଠୁର ଦୁନିଆ Live
    ନିଷ୍ଠୁର ଦୁନିଆ Live
    Nischintakoili, Cuttack•
    10 hrs ago
  • Post by Dr padmanav rout Rout
    1
    Post by Dr padmanav rout Rout
    user_Dr padmanav rout Rout
    Dr padmanav rout Rout
    ଭଣ୍ଡାରୀ ପୋଖରୀ, ଭଦ୍ରକ, ଓଡ଼ିଶା•
    18 hrs ago
  • କେନ୍ଦ୍ରାପଡା: ଗୁଲନଗର ଛକ ଠାରୁ ଗରାପୁର ମୁଖ୍ୟ ରାସ୍ତାର ଷ୍ଟିଟ ଲାଇଟ ମରାମତି ପାଇ ଯୁବ କଂଗ୍ରେସ ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲାପାଳ ଙ୍କୁ ଦାବିପତ୍ର ।
    1
    କେନ୍ଦ୍ରାପଡା: ଗୁଲନଗର ଛକ ଠାରୁ ଗରାପୁର ମୁଖ୍ୟ ରାସ୍ତାର ଷ୍ଟିଟ ଲାଇଟ ମରାମତି ପାଇ ଯୁବ କଂଗ୍ରେସ ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲାପାଳ ଙ୍କୁ ଦାବିପତ୍ର ।
    user_Prafulla Kumar Malla
    Prafulla Kumar Malla
    Local News Reporter କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
    8 hrs ago
  • ଯାଜପୁର ଜିଲ୍ଲାର ଧର୍ମଶାଳା ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ(ଜିତୁ)ଙ୍କ ଚର୍ଚ୍ଚିତ ଗଡ଼ମଧୁପୁର ପଂଚାୟତ ପନ୍ତୁରି ଠାରେ ଫାର୍ମ ହାଉସ ଜମିକୁ ଗତ ଗୁରବାର ଦିନ ତହସିଲ ପକ୍ଷରୁ ମାପଚୁପ କରାଯାଇ ଥିବାବେଳେ,ବହୁ ପରିମାଣ ରେ ସରକାରୀ ଜମି ହାତେଇଥିବା ଯେଉଁ ଚର୍ଚ୍ଚା ହେଉଥିଲା ତାହା ମାପ ହେବା ପରେ ସେପରି କୌଣସି ଅଧିକ ଜମି ଜବରଦଖଲ ହୋଇନଥିବା ଜଣା ପଡିଛି ।ତହସିଲ କାର୍ଯ୍ୟାଳୟ କର୍ମଚାରୀ ଙ୍କ ହିସାବ ଅନୁଯାୟୀ ଫାର୍ମ ହାଉସ ପାଚେରୀ ଭିତରୁ ୧. ୧୦ ଏକର ଜବରଦଖଲ ଜମି ଛାଡିବାକୁ ଥିଲାବେଳେ ପାଚେରୀ ବାହାରୁ ୧. ୨୭ ଏକର ଜମି ପାଇବାକୁ ଅଛି ।
    2
    ଯାଜପୁର ଜିଲ୍ଲାର ଧର୍ମଶାଳା ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ(ଜିତୁ)ଙ୍କ ଚର୍ଚ୍ଚିତ ଗଡ଼ମଧୁପୁର ପଂଚାୟତ ପନ୍ତୁରି ଠାରେ ଫାର୍ମ ହାଉସ ଜମିକୁ ଗତ ଗୁରବାର ଦିନ ତହସିଲ ପକ୍ଷରୁ ମାପଚୁପ କରାଯାଇ ଥିବାବେଳେ,ବହୁ ପରିମାଣ ରେ ସରକାରୀ ଜମି ହାତେଇଥିବା ଯେଉଁ ଚର୍ଚ୍ଚା ହେଉଥିଲା ତାହା ମାପ ହେବା ପରେ ସେପରି କୌଣସି ଅଧିକ ଜମି ଜବରଦଖଲ ହୋଇନଥିବା ଜଣା ପଡିଛି ।ତହସିଲ କାର୍ଯ୍ୟାଳୟ କର୍ମଚାରୀ ଙ୍କ ହିସାବ ଅନୁଯାୟୀ ଫାର୍ମ ହାଉସ ପାଚେରୀ ଭିତରୁ ୧. ୧୦ ଏକର ଜବରଦଖଲ ଜମି ଛାଡିବାକୁ ଥିଲାବେଳେ ପାଚେରୀ ବାହାରୁ ୧. ୨୭ ଏକର ଜମି ପାଇବାକୁ ଅଛି ।
    user_ସୁଧାଂଶୁ ଶେଖର ନାୟକ
    ସୁଧାଂଶୁ ଶେଖର ନାୟକ
    Engineer ଧର୍ମଶାଳା, ଯାଜପୁର, ଓଡ଼ିଶା•
    14 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.