logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଠାକୁରଙ୍କୁ ବି ଛାଡିଲେନି ବର୍ତ୍ତମାନ ର ଯାହା ବଡ ଖବର ନଜର ଆସୁଛି ଯାଜପୁର ସଦର ଥାନା ଅନ୍ତର୍ଗତ ମାଳାଆନନ୍ଦପୁର ଜାମୁଖଳା ଠାରେ ଥିବା ପ୍ରସିଦ୍ଧ ଉତ୍ତରେସ୍ୱର ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ସହ ଲୁଟିନେଲେ ବାବାଙ୍କ ହୁଣ୍ଡୀ ପଇସା

16 hrs ago
user_Sovin kumar parida
Sovin kumar parida
Photographer କୋରାଇ, ଯାଜପୁର, ଓଡ଼ିଶା•
16 hrs ago

ଠାକୁରଙ୍କୁ ବି ଛାଡିଲେନି ବର୍ତ୍ତମାନ ର ଯାହା ବଡ ଖବର ନଜର ଆସୁଛି ଯାଜପୁର ସଦର ଥାନା ଅନ୍ତର୍ଗତ ମାଳାଆନନ୍ଦପୁର ଜାମୁଖଳା ଠାରେ ଥିବା ପ୍ରସିଦ୍ଧ ଉତ୍ତରେସ୍ୱର ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ସହ ଲୁଟିନେଲେ ବାବାଙ୍କ ହୁଣ୍ଡୀ ପଇସା

More news from ଓଡ଼ିଶା and nearby areas
  • ବର୍ତ୍ତମାନ ର ଯାହା ବଡ ଖବର ନଜର ଆସୁଛି ଯାଜପୁର ସଦର ଥାନା ଅନ୍ତର୍ଗତ ମାଳାଆନନ୍ଦପୁର ଜାମୁଖଳା ଠାରେ ଥିବା ପ୍ରସିଦ୍ଧ ଉତ୍ତରେସ୍ୱର ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ସହ ଲୁଟିନେଲେ ବାବାଙ୍କ ହୁଣ୍ଡୀ ପଇସା
    1
    ବର୍ତ୍ତମାନ ର ଯାହା ବଡ ଖବର ନଜର ଆସୁଛି ଯାଜପୁର ସଦର ଥାନା ଅନ୍ତର୍ଗତ ମାଳାଆନନ୍ଦପୁର ଜାମୁଖଳା ଠାରେ ଥିବା ପ୍ରସିଦ୍ଧ ଉତ୍ତରେସ୍ୱର ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ସହ ଲୁଟିନେଲେ ବାବାଙ୍କ ହୁଣ୍ଡୀ ପଇସା
    user_Sovin kumar parida
    Sovin kumar parida
    Photographer କୋରାଇ, ଯାଜପୁର, ଓଡ଼ିଶା•
    16 hrs ago
  • Post by Dr padmanav rout Rout
    1
    Post by Dr padmanav rout Rout
    user_Dr padmanav rout Rout
    Dr padmanav rout Rout
    ଭଣ୍ଡାରୀ ପୋଖରୀ, ଭଦ୍ରକ, ଓଡ଼ିଶା•
    18 hrs ago
  • ଯାଜପୁର ଜିଲ୍ଲାର ଧର୍ମଶାଳା ନିର୍ବାଚନ ମଣ୍ଡଳୀ ର ଗଡ଼ମଧୁପୁର ଗ୍ରାମ ପଂଚାୟତ ପନ୍ତୁରି ଗ୍ରାମ ଠାରେ ପୂର୍ବତନ ବିଧାୟକ ଙ୍କ ଫାର୍ମ ହାଉସ ଜମିକୁ ନେଇ ଅଭିଯୋଗ ହୋଇଥିବା ବେଳେ ତହସିଲ ପକ୍ଷରୁ କରାଯାଇଥିଲା ନୋଟିସ ଓ ପରେ ପରେ ଜମି ମାପଚୁପ,ଏହା ଉପରେ ମାପଚୁପ ଆଗରୁ ସାଙ୍ଗଠନିକ ବୈଠକ ରେ ବସୃତ ବିବରଣୀ ଦେଲେ ପ୍ରଣବ
    1
    ଯାଜପୁର ଜିଲ୍ଲାର ଧର୍ମଶାଳା ନିର୍ବାଚନ ମଣ୍ଡଳୀ ର ଗଡ଼ମଧୁପୁର ଗ୍ରାମ ପଂଚାୟତ ପନ୍ତୁରି ଗ୍ରାମ ଠାରେ ପୂର୍ବତନ ବିଧାୟକ ଙ୍କ ଫାର୍ମ ହାଉସ ଜମିକୁ ନେଇ ଅଭିଯୋଗ ହୋଇଥିବା ବେଳେ ତହସିଲ ପକ୍ଷରୁ କରାଯାଇଥିଲା ନୋଟିସ ଓ ପରେ ପରେ ଜମି ମାପଚୁପ,ଏହା ଉପରେ ମାପଚୁପ ଆଗରୁ ସାଙ୍ଗଠନିକ ବୈଠକ ରେ ବସୃତ ବିବରଣୀ ଦେଲେ ପ୍ରଣବ
    user_ସୁଧାଂଶୁ ଶେଖର ନାୟକ
    ସୁଧାଂଶୁ ଶେଖର ନାୟକ
    Engineer ଧର୍ମଶାଳା, ଯାଜପୁର, ଓଡ଼ିଶା•
    11 hrs ago
  • ରାସ୍ତା ନିର୍ମାଣ ନା ରେ ଭାଙ୍ଗିଦେଲେ ସରକାର ଙ୍କ ଜମିଉପରେ ହେଇଥିବା ଘର
    2
    ରାସ୍ତା ନିର୍ମାଣ ନା ରେ ଭାଙ୍ଗିଦେଲେ ସରକାର ଙ୍କ ଜମିଉପରେ ହେଇଥିବା ଘର
    user_ଆଶିଷ କୁମାର ପଣ୍ଡା
    ଆଶିଷ କୁମାର ପଣ୍ଡା
    ଯାଜପୁର, ଯାଜପୁର, ଓଡ଼ିଶା•
    17 hrs ago
  • ସବୁ ଅପେକ୍ଷାର ଅନ୍ତ ଘଟିଲା। ଭଦ୍ରକ ବାସୀଙ୍କର ଦୀର୍ଘ ଦିନର ସଂଘର୍ଷ ବଳିଦାନ ସ୍ୱରୂପ ଚଳିତ ଆର୍ଥିକ ବର୍ଷରେ ଲୋକଙ୍କ ସରକାର ରେ ଭଦ୍ରକ ବିଶ୍ଵବିଦ୍ୟାଳୟ ପାଇଁ ଆର୍ଥିକ ମଞ୍ଜୁର କରିଥିବାରୁ। ରାଜ୍ୟର ଜସ୍ଵଶୀ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ ଭଦ୍ରକର ଗର୍ବ ଗୌରବ ଓଡ଼ିଶାର ମହକ ରାଜ୍ୟର ଜସ୍ଵଶୀ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୁରଜସୂର୍ଯ୍ୟବଂଶୀ ମହୋଦୟଙ୍କୁ ଭଦ୍ରକବାସୀ ମାନେ ହାର୍ଦ୍ଦିକ କୃତଜ୍ଞତା ଜ୍ଞାପନ କରିଛନ୍ତି
    1
    ସବୁ ଅପେକ୍ଷାର ଅନ୍ତ ଘଟିଲା। ଭଦ୍ରକ ବାସୀଙ୍କର ଦୀର୍ଘ ଦିନର ସଂଘର୍ଷ ବଳିଦାନ ସ୍ୱରୂପ ଚଳିତ ଆର୍ଥିକ ବର୍ଷରେ ଲୋକଙ୍କ ସରକାର ରେ ଭଦ୍ରକ ବିଶ୍ଵବିଦ୍ୟାଳୟ ପାଇଁ ଆର୍ଥିକ ମଞ୍ଜୁର କରିଥିବାରୁ। ରାଜ୍ୟର ଜସ୍ଵଶୀ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ ଭଦ୍ରକର ଗର୍ବ ଗୌରବ ଓଡ଼ିଶାର ମହକ ରାଜ୍ୟର ଜସ୍ଵଶୀ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୁରଜସୂର୍ଯ୍ୟବଂଶୀ ମହୋଦୟଙ୍କୁ ଭଦ୍ରକବାସୀ ମାନେ ହାର୍ଦ୍ଦିକ କୃତଜ୍ଞତା ଜ୍ଞାପନ କରିଛନ୍ତି
    user_AT News
    AT News
    Media company ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    10 hrs ago
  • Kuch logo ke according Home bakers cake nhi banate unke pass Oder nhi ate o fraud hote hai😡😡😡 homemade chocolate, #cake #instagood #cakedecorating ##reels explorepage✨
    1
    Kuch logo ke according Home bakers cake nhi banate unke pass Oder nhi ate o fraud hote hai😡😡😡 homemade chocolate,
#cake #instagood #cakedecorating ##reels explorepage✨
    user_The Cake Gallery ( Home Made Fresh Cake)
    The Cake Gallery ( Home Made Fresh Cake)
    Artist ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    15 hrs ago
  • ପ୍ରଥମ ଦିନରେ ଟିକେ ଡର ଲାଗୁଥିଲା ତଥାପି ଭଲ ହେଲା
    1
    ପ୍ରଥମ ଦିନରେ ଟିକେ ଡର ଲାଗୁଥିଲା ତଥାପି ଭଲ ହେଲା
    user_Tapasdas 6372788705
    Tapasdas 6372788705
    Gandia, Dhenkanal•
    1 hr ago
  • ଯାଜପୁର ଜିଲ୍ଲାର ଧର୍ମଶାଳା ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ(ଜିତୁ)ଙ୍କ ଚର୍ଚ୍ଚିତ ଗଡ଼ମଧୁପୁର ପଂଚାୟତ ପନ୍ତୁରି ଠାରେ ଫାର୍ମ ହାଉସ ଜମିକୁ ଗତ ଗୁରବାର ଦିନ ତହସିଲ ପକ୍ଷରୁ ମାପଚୁପ କରାଯାଇ ଥିବାବେଳେ,ବହୁ ପରିମାଣ ରେ ସରକାରୀ ଜମି ହାତେଇଥିବା ଯେଉଁ ଚର୍ଚ୍ଚା ହେଉଥିଲା ତାହା ମାପ ହେବା ପରେ ସେପରି କୌଣସି ଅଧିକ ଜମି ଜବରଦଖଲ ହୋଇନଥିବା ଜଣା ପଡିଛି ।ତହସିଲ କାର୍ଯ୍ୟାଳୟ କର୍ମଚାରୀ ଙ୍କ ହିସାବ ଅନୁଯାୟୀ ଫାର୍ମ ହାଉସ ପାଚେରୀ ଭିତରୁ ୧. ୧୦ ଏକର ଜବରଦଖଲ ଜମି ଛାଡିବାକୁ ଥିଲାବେଳେ ପାଚେରୀ ବାହାରୁ ୧. ୨୭ ଏକର ଜମି ପାଇବାକୁ ଅଛି ।
    2
    ଯାଜପୁର ଜିଲ୍ଲାର ଧର୍ମଶାଳା ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ(ଜିତୁ)ଙ୍କ ଚର୍ଚ୍ଚିତ ଗଡ଼ମଧୁପୁର ପଂଚାୟତ ପନ୍ତୁରି ଠାରେ ଫାର୍ମ ହାଉସ ଜମିକୁ ଗତ ଗୁରବାର ଦିନ ତହସିଲ ପକ୍ଷରୁ ମାପଚୁପ କରାଯାଇ ଥିବାବେଳେ,ବହୁ ପରିମାଣ ରେ ସରକାରୀ ଜମି ହାତେଇଥିବା ଯେଉଁ ଚର୍ଚ୍ଚା ହେଉଥିଲା ତାହା ମାପ ହେବା ପରେ ସେପରି କୌଣସି ଅଧିକ ଜମି ଜବରଦଖଲ ହୋଇନଥିବା ଜଣା ପଡିଛି ।ତହସିଲ କାର୍ଯ୍ୟାଳୟ କର୍ମଚାରୀ ଙ୍କ ହିସାବ ଅନୁଯାୟୀ ଫାର୍ମ ହାଉସ ପାଚେରୀ ଭିତରୁ ୧. ୧୦ ଏକର ଜବରଦଖଲ ଜମି ଛାଡିବାକୁ ଥିଲାବେଳେ ପାଚେରୀ ବାହାରୁ ୧. ୨୭ ଏକର ଜମି ପାଇବାକୁ ଅଛି ।
    user_ସୁଧାଂଶୁ ଶେଖର ନାୟକ
    ସୁଧାଂଶୁ ଶେଖର ନାୟକ
    Engineer ଧର୍ମଶାଳା, ଯାଜପୁର, ଓଡ଼ିଶା•
    14 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.