Shuru
Apke Nagar Ki App…
Instagram: @shivinaren_cakeartist Kuch logo ke according Home bakers cake nhi banate unke pass Oder nhi ate o fraud hote hai😡😡😡 homemade chocolate, #cake #instagood #cakedecorating ##reels explorepage✨
The Cake Gallery ( Home Made Fresh Cake)
Instagram: @shivinaren_cakeartist Kuch logo ke according Home bakers cake nhi banate unke pass Oder nhi ate o fraud hote hai😡😡😡 homemade chocolate, #cake #instagood #cakedecorating ##reels explorepage✨
More news from ଓଡ଼ିଶା and nearby areas
- ସବୁ ଅପେକ୍ଷାର ଅନ୍ତ ଘଟିଲା। ଭଦ୍ରକ ବାସୀଙ୍କର ଦୀର୍ଘ ଦିନର ସଂଘର୍ଷ ବଳିଦାନ ସ୍ୱରୂପ ଚଳିତ ଆର୍ଥିକ ବର୍ଷରେ ଲୋକଙ୍କ ସରକାର ରେ ଭଦ୍ରକ ବିଶ୍ଵବିଦ୍ୟାଳୟ ପାଇଁ ଆର୍ଥିକ ମଞ୍ଜୁର କରିଥିବାରୁ। ରାଜ୍ୟର ଜସ୍ଵଶୀ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ ଭଦ୍ରକର ଗର୍ବ ଗୌରବ ଓଡ଼ିଶାର ମହକ ରାଜ୍ୟର ଜସ୍ଵଶୀ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୁରଜସୂର୍ଯ୍ୟବଂଶୀ ମହୋଦୟଙ୍କୁ ଭଦ୍ରକବାସୀ ମାନେ ହାର୍ଦ୍ଦିକ କୃତଜ୍ଞତା ଜ୍ଞାପନ କରିଛନ୍ତି1
- Kuch logo ke according Home bakers cake nhi banate unke pass Oder nhi ate o fraud hote hai😡😡😡 homemade chocolate, #cake #instagood #cakedecorating ##reels explorepage✨1
- ଭଦ୍ରକ: ଚଳିତ ଆର୍ଥିକ ବର୍ଷର ବଜେଟରେ ଭଦ୍ରକରେ ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ବ୍ୟୟ ଅଟକଳ ହେବା ସହିତ ଜିଲ୍ଲାରେ ଖୁସିର ପରିବେଶ ସୃଷ୍ଟି ହୋଇଛି। ଦୀର୍ଘଦିନ ଧରି ଜିଲ୍ଲାବାସୀଙ୍କ ଆକାଂକ୍ଷା ଓ ଦାବି ଥିବା ଏହି ପ୍ରକଳ୍ପକୁ ସରକାରୀ ମଞ୍ଜୁରୀ ମିଳିବାରୁ ଶିକ୍ଷାମଣ୍ଡଳୀ ଓ ସାଧାରଣ ଲୋକମାନଙ୍କ ମଧ୍ୟରେ ଆନନ୍ଦ ଦେଖାଯାଇଛି। ଏହି ପଦକ୍ଷେପକୁ ଜିଲ୍ଲାର ଶିକ୍ଷା ଉନ୍ନତି ଦିଗରେ ଏକ ଐତିହାସିକ ମାଇଲସ୍ଟୋନ୍ ଭାବେ ଦେଖାଯାଉଛି। ସ୍ଥାନୀୟ ନେତାମାନେ, ଶିକ୍ଷାବିଦ୍ ଓ ଛାତ୍ରଛାତ୍ରୀମାନେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେମାନଙ୍କ କହିବା ଅନୁସାରେ, ଭଦ୍ରକରେ ବିଶ୍ୱବିଦ୍ୟାଳୟ ସ୍ଥାପିତ ହେଲେ ଉଚ୍ଚ ଶିକ୍ଷାର ନୂତନ ଦ୍ୱାର ଖୋଲିବା ସହିତ ଜିଲ୍ଲାର ସାମଗ୍ରିକ ଉନ୍ନତି ହେବ।1
- Post by Dr padmanav rout Rout1
- ବର୍ତ୍ତମାନ ର ଯାହା ବଡ ଖବର ନଜର ଆସୁଛି ଯାଜପୁର ସଦର ଥାନା ଅନ୍ତର୍ଗତ ମାଳାଆନନ୍ଦପୁର ଜାମୁଖଳା ଠାରେ ଥିବା ପ୍ରସିଦ୍ଧ ଉତ୍ତରେସ୍ୱର ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ସହ ଲୁଟିନେଲେ ବାବାଙ୍କ ହୁଣ୍ଡୀ ପଇସା1
- ରାସ୍ତା ନିର୍ମାଣ ନା ରେ ଭାଙ୍ଗିଦେଲେ ସରକାର ଙ୍କ ଜମିଉପରେ ହେଇଥିବା ଘର2
- ଯାଜପୁର ଜିଲ୍ଲାର ଧର୍ମଶାଳା ନିର୍ବାଚନ ମଣ୍ଡଳୀ ର ଗଡ଼ମଧୁପୁର ଗ୍ରାମ ପଂଚାୟତ ପନ୍ତୁରି ଗ୍ରାମ ଠାରେ ପୂର୍ବତନ ବିଧାୟକ ଙ୍କ ଫାର୍ମ ହାଉସ ଜମିକୁ ନେଇ ଅଭିଯୋଗ ହୋଇଥିବା ବେଳେ ତହସିଲ ପକ୍ଷରୁ କରାଯାଇଥିଲା ନୋଟିସ ଓ ପରେ ପରେ ଜମି ମାପଚୁପ,ଏହା ଉପରେ ମାପଚୁପ ଆଗରୁ ସାଙ୍ଗଠନିକ ବୈଠକ ରେ ବସୃତ ବିବରଣୀ ଦେଲେ ପ୍ରଣବ1
- Every home baker can relate to this situation 😱😳1