Shuru
Apke Nagar Ki App…
ଧର୍ମଶାଳା ପୂର୍ବତନ ବିଧାୟକଙ୍କ ଫାର୍ମ ହାଉସ ଜମି ମାପ ଘଟଣା ଉପରେ କହିଲେ ପ୍ରଣବ କୁମାର ବଳବନ୍ତରାୟ ଯାଜପୁର ଜିଲ୍ଲାର ଧର୍ମଶାଳା ନିର୍ବାଚନ ମଣ୍ଡଳୀ ର ଗଡ଼ମଧୁପୁର ଗ୍ରାମ ପଂଚାୟତ ପନ୍ତୁରି ଗ୍ରାମ ଠାରେ ପୂର୍ବତନ ବିଧାୟକ ଙ୍କ ଫାର୍ମ ହାଉସ ଜମିକୁ ନେଇ ଅଭିଯୋଗ ହୋଇଥିବା ବେଳେ ତହସିଲ ପକ୍ଷରୁ କରାଯାଇଥିଲା ନୋଟିସ ଓ ପରେ ପରେ ଜମି ମାପଚୁପ,ଏହା ଉପରେ ମାପଚୁପ ଆଗରୁ ସାଙ୍ଗଠନିକ ବୈଠକ ରେ ବସୃତ ବିବରଣୀ ଦେଲେ ପ୍ରଣବ
ସୁଧାଂଶୁ ଶେଖର ନାୟକ

More news from ଓଡ଼ିଶା and nearby areas
- ଯାଜପୁର ଜିଲ୍ଲାର ଧର୍ମଶାଳା ନିର୍ବାଚନ ମଣ୍ଡଳୀ ର ଗଡ଼ମଧୁପୁର ଗ୍ରାମ ପଂଚାୟତ ପନ୍ତୁରି ଗ୍ରାମ ଠାରେ ପୂର୍ବତନ ବିଧାୟକ ଙ୍କ ଫାର୍ମ ହାଉସ ଜମିକୁ ନେଇ ଅଭିଯୋଗ ହୋଇଥିବା ବେଳେ ତହସିଲ ପକ୍ଷରୁ କରାଯାଇଥିଲା ନୋଟିସ ଓ ପରେ ପରେ ଜମି ମାପଚୁପ,ଏହା ଉପରେ ମାପଚୁପ ଆଗରୁ ସାଙ୍ଗଠନିକ ବୈଠକ ରେ ବସୃତ ବିବରଣୀ ଦେଲେ ପ୍ରଣବ1
- ବର୍ତ୍ତମାନ ର ଯାହା ବଡ ଖବର ନଜର ଆସୁଛି ଯାଜପୁର ସଦର ଥାନା ଅନ୍ତର୍ଗତ ମାଳାଆନନ୍ଦପୁର ଜାମୁଖଳା ଠାରେ ଥିବା ପ୍ରସିଦ୍ଧ ଉତ୍ତରେସ୍ୱର ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ସହ ଲୁଟିନେଲେ ବାବାଙ୍କ ହୁଣ୍ଡୀ ପଇସା1
- ରାସ୍ତା ନିର୍ମାଣ ନା ରେ ଭାଙ୍ଗିଦେଲେ ସରକାର ଙ୍କ ଜମିଉପରେ ହେଇଥିବା ଘର2
- ପ୍ରଥମ ଦିନରେ ଟିକେ ଡର ଲାଗୁଥିଲା ତଥାପି ଭଲ ହେଲା1
- କଟକ ପ୍ରେସକଲୋନୀ ହତ୍ୟା କାଣ୍ଡର ପାଞ୍ଚ ଅଭିଯୁକ୍ତ ଙ୍କୁ ମଧୁପଟଣା ପୋଲିସ ଗିରଫ କରି କୋଟ ଚାଲାଣ କରିଛି1
- Post by Dr padmanav rout Rout1
- କେନ୍ଦ୍ରାପଡା: ଗୁଲନଗର ଛକ ଠାରୁ ଗରାପୁର ମୁଖ୍ୟ ରାସ୍ତାର ଷ୍ଟିଟ ଲାଇଟ ମରାମତି ପାଇ ଯୁବ କଂଗ୍ରେସ ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲାପାଳ ଙ୍କୁ ଦାବିପତ୍ର ।1
- ଯାଜପୁର ଜିଲ୍ଲାର ଧର୍ମଶାଳା ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ(ଜିତୁ)ଙ୍କ ଚର୍ଚ୍ଚିତ ଗଡ଼ମଧୁପୁର ପଂଚାୟତ ପନ୍ତୁରି ଠାରେ ଫାର୍ମ ହାଉସ ଜମିକୁ ଗତ ଗୁରବାର ଦିନ ତହସିଲ ପକ୍ଷରୁ ମାପଚୁପ କରାଯାଇ ଥିବାବେଳେ,ବହୁ ପରିମାଣ ରେ ସରକାରୀ ଜମି ହାତେଇଥିବା ଯେଉଁ ଚର୍ଚ୍ଚା ହେଉଥିଲା ତାହା ମାପ ହେବା ପରେ ସେପରି କୌଣସି ଅଧିକ ଜମି ଜବରଦଖଲ ହୋଇନଥିବା ଜଣା ପଡିଛି ।ତହସିଲ କାର୍ଯ୍ୟାଳୟ କର୍ମଚାରୀ ଙ୍କ ହିସାବ ଅନୁଯାୟୀ ଫାର୍ମ ହାଉସ ପାଚେରୀ ଭିତରୁ ୧. ୧୦ ଏକର ଜବରଦଖଲ ଜମି ଛାଡିବାକୁ ଥିଲାବେଳେ ପାଚେରୀ ବାହାରୁ ୧. ୨୭ ଏକର ଜମି ପାଇବାକୁ ଅଛି ।2