logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଦୁର୍ଘଟଣା ଧରାଇ ଦେଲା ଗଂଜେଇ,ସ୍କୁଟିରୁ ୫କେଜି ୮୦୦ ଗ୍ରାମ ଗଞ୍ଜେଇ ଜବତ, ଜଣେ ଗିରଫ ବିନିକା, ବିନିକା -ଏସ ରାମପୁର ରାସ୍ତାର ଵିଶାଲପାଲି ଛକ ରେ ଗଂଜେଇ ଜବତ କରିବା ସହିତ ଜଣେ ଅଭିଯୁକ୍ତ କୁ ଗିରଫ କରାଯାଇଛି | ଗିରଫ ଅଭିଯୁକ୍ତ ହେଳେ ଛତିଶଗଡ ରାଜ୍ୟ, କବିରଧାମ ଜିଲ୍ଲା, ଚିଲଫି ଥାନା ସିଜୋର ଗ୍ରାମର ମୁକେଶ ଝରିଆ l ସୂଚନା ଅନୁସାରେ ମୁକେଶ ରାମପୁର ପଟରୁ ସ୍କୁଟି ରେ ଆସୁଥିଲେ |ହେଳେ ସ୍କୁଟି ଟି ଅଚାନକ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିଲା | ସ୍କୁଟି ରେ ଗଂଜେଇ ଥିବା ଜାଣି ସ୍ଥାନୀୟ ଲୋକେ ପୁଲିସ କୁ ଖବର ଦେଇଥିଲେ | ପୁଲିସ ପହଂଚି ତାଙ୍କୁ ବିନିକା ମେଡିକାଲ ରେ ଚିକିତ୍ସା କରାଇବା ସହିତ ସ୍କୁଟି ଏବଂ ଗଂଜେଇ ଜବତ କରିଥିଲା |ଆଜି ଅତିରିକ୍ତ ତହସିଲଦାର ତଥା ମାଜିଷ୍ଟ୍ରେଟ ଦୟାରମ ମେହେର ଙ୍କ ଉପସ୍ଥିତରେ ସ୍କୁଟି ରୁ ୫କେଜି ୮୦୦ ଗ୍ରାମ ଗଂଜେଇ ଜବତ କରିବା ସହିତ ଏକ ମାମଲା ୠଜୁକରି ଅଭିଯୁକ୍ତ ମୁକେଶ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା | ସେଠାରେ ଜାମିନ ନାମଞ୍ଜୁର ହେବାରୁ ସୋନପୁର ଜେଲ ହାଜତ କୁ ପଠାଯାଇଛି |

2 hrs ago
user_Mukesh Bagarty
Mukesh Bagarty
ସୋନପୁର, ସୋନପୁର, ଓଡ଼ିଶା•
2 hrs ago
66f5935a-570f-4530-bf3c-d7e7b66e2ed1

ଦୁର୍ଘଟଣା ଧରାଇ ଦେଲା ଗଂଜେଇ,ସ୍କୁଟିରୁ ୫କେଜି ୮୦୦ ଗ୍ରାମ ଗଞ୍ଜେଇ ଜବତ, ଜଣେ ଗିରଫ ବିନିକା, ବିନିକା -ଏସ ରାମପୁର ରାସ୍ତାର ଵିଶାଲପାଲି ଛକ ରେ ଗଂଜେଇ ଜବତ କରିବା ସହିତ ଜଣେ ଅଭିଯୁକ୍ତ କୁ ଗିରଫ କରାଯାଇଛି | ଗିରଫ ଅଭିଯୁକ୍ତ ହେଳେ ଛତିଶଗଡ ରାଜ୍ୟ, କବିରଧାମ ଜିଲ୍ଲା, ଚିଲଫି ଥାନା ସିଜୋର ଗ୍ରାମର ମୁକେଶ ଝରିଆ l ସୂଚନା ଅନୁସାରେ ମୁକେଶ ରାମପୁର ପଟରୁ ସ୍କୁଟି ରେ ଆସୁଥିଲେ |ହେଳେ ସ୍କୁଟି ଟି ଅଚାନକ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିଲା | ସ୍କୁଟି ରେ ଗଂଜେଇ ଥିବା ଜାଣି ସ୍ଥାନୀୟ ଲୋକେ ପୁଲିସ କୁ ଖବର ଦେଇଥିଲେ | ପୁଲିସ ପହଂଚି ତାଙ୍କୁ ବିନିକା ମେଡିକାଲ ରେ ଚିକିତ୍ସା କରାଇବା ସହିତ ସ୍କୁଟି ଏବଂ ଗଂଜେଇ ଜବତ କରିଥିଲା |ଆଜି ଅତିରିକ୍ତ ତହସିଲଦାର ତଥା ମାଜିଷ୍ଟ୍ରେଟ ଦୟାରମ ମେହେର ଙ୍କ ଉପସ୍ଥିତରେ ସ୍କୁଟି ରୁ ୫କେଜି ୮୦୦ ଗ୍ରାମ ଗଂଜେଇ ଜବତ କରିବା ସହିତ ଏକ ମାମଲା ୠଜୁକରି ଅଭିଯୁକ୍ତ ମୁକେଶ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା | ସେଠାରେ ଜାମିନ ନାମଞ୍ଜୁର ହେବାରୁ ସୋନପୁର ଜେଲ ହାଜତ କୁ ପଠାଯାଇଛି |

More news from Sonepur and nearby areas
  • ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ବିଶାଲପାଲି ଛକଠାରେ ପୋଲିସ ଏକ ସ୍କୁଟି ଡିକିରୁ ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି।
    1
    ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ବିଶାଲପାଲି ଛକଠାରେ ପୋଲିସ ଏକ ସ୍କୁଟି ଡିକିରୁ ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି।
    user_ସାମ୍ବାଦିକ Gurudeb Meher
    ସାମ୍ବାଦିକ Gurudeb Meher
    Local News Reporter Sonapur, Sonepur•
    13 hrs ago
  • ବଲାଙ୍ଗୀର ମୁଖ୍ୟ ଡାକ୍ତରଖାନା ପରିଦର୍ଶନ କଲେ ସ୍ୱାସ୍ଥ୍ୟମନ୍ତ୍ରୀ ବଲାଙ୍ଗୀର ମୁଖ୍ୟ ଡାକ୍ତରଖାନା ପରିଦର୍ଶନ କଲେ ସ୍ୱାସ୍ଥ୍ୟମନ୍ତ୍ରୀ Dr. Mukesh Mahaling
    1
    ବଲାଙ୍ଗୀର ମୁଖ୍ୟ ଡାକ୍ତରଖାନା ପରିଦର୍ଶନ କଲେ ସ୍ୱାସ୍ଥ୍ୟମନ୍ତ୍ରୀ  
ବଲାଙ୍ଗୀର ମୁଖ୍ୟ ଡାକ୍ତରଖାନା ପରିଦର୍ଶନ କଲେ ସ୍ୱାସ୍ଥ୍ୟମନ୍ତ୍ରୀ  Dr. Mukesh Mahaling
    user_Am khabra
    Am khabra
    ବଲାଙ୍ଗୀର, ବଲାଙ୍ଗୀର, ଓଡ଼ିଶା•
    5 hrs ago
  • ଓଡ଼ିଶାର ଟିଟିଲାଗଡ଼ ମାତୃ ଓ ଶିଶୁ ଚିକିତ୍ସାଳୟରେ ପ୍ରସୂତି ମହିଳାଙ୍କଠାରୁ ଟଙ୍କା ଆଦାୟ, ପାନୀୟ ଜଳ ଓ ଆମ୍ବୁଲାନ୍ସ ଅଭାବ ଭଳି ଅବ୍ୟବସ୍ଥା ଦେଖାଦେଇଛି। ଏହି ସବୁ ସମସ୍ୟା ପାଇଁ ଡାକ୍ତର ବିଜୁଳି ସମସ୍ୟାକୁ ଦାୟୀ କରୁଥିବା ବେଳେ, ରୋଗୀଙ୍କୁ ବାହାର ପ୍ରାଇଭେଟ୍ କ୍ଲିନିକକୁ ପଠାଇବା ଓ ନିମ୍ନମାନର ଖାଦ୍ୟ ଯୋଗାଇବା ଭଳି ଅଭିଯୋଗ ମଧ୍ୟ ରହିଛି।
    4
    ଓଡ଼ିଶାର ଟିଟିଲାଗଡ଼ ମାତୃ ଓ ଶିଶୁ ଚିକିତ୍ସାଳୟରେ ପ୍ରସୂତି ମହିଳାଙ୍କଠାରୁ ଟଙ୍କା ଆଦାୟ, ପାନୀୟ ଜଳ ଓ ଆମ୍ବୁଲାନ୍ସ ଅଭାବ ଭଳି ଅବ୍ୟବସ୍ଥା ଦେଖାଦେଇଛି। ଏହି ସବୁ ସମସ୍ୟା ପାଇଁ ଡାକ୍ତର ବିଜୁଳି ସମସ୍ୟାକୁ ଦାୟୀ କରୁଥିବା ବେଳେ, ରୋଗୀଙ୍କୁ ବାହାର ପ୍ରାଇଭେଟ୍ କ୍ଲିନିକକୁ ପଠାଇବା ଓ ନିମ୍ନମାନର ଖାଦ୍ୟ ଯୋଗାଇବା ଭଳି ଅଭିଯୋଗ ମଧ୍ୟ ରହିଛି।
    user_Santosh Nayak PRESS
    Santosh Nayak PRESS
    Local News Reporter ବଲାଙ୍ଗୀର, ବଲାଙ୍ଗୀର, ଓଡ଼ିଶା•
    7 hrs ago
  • ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ବରଗଡ଼ ଜିଲ୍ଲାର ବରପାଲି ବ୍ଲକ ଅନ୍ତର୍ଗତ ତିନୋଟି ଗାଁକୁ ସଂଯୋଗ କରୁଥିବା ରାସ୍ତାର ଭୂମିପୂଜା କରିଛନ୍ତି। ସରକାର ପରେ ସରକାର ବଦଳିବା ପରେ ମଧ୍ୟ ତୁମଗାଁ, ପୁଟୁରୁପାଲି ଏବଂ ଲାଉନସରା ପାଇଁ ରାସ୍ତା ନିର୍ମାଣ ହୋଇନଥିଲା। ଏହି ବହୁ ପ୍ରତୀକ୍ଷିତ ରାସ୍ତା ମିଳିବାରୁ ସେଠାକାର ଲୋକଙ୍କ ଆନନ୍ଦ କହିଲେ ନସରେ।
    1
    ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ବରଗଡ଼ ଜିଲ୍ଲାର ବରପାଲି ବ୍ଲକ ଅନ୍ତର୍ଗତ ତିନୋଟି ଗାଁକୁ ସଂଯୋଗ କରୁଥିବା ରାସ୍ତାର ଭୂମିପୂଜା କରିଛନ୍ତି। ସରକାର ପରେ ସରକାର ବଦଳିବା ପରେ ମଧ୍ୟ ତୁମଗାଁ, ପୁଟୁରୁପାଲି ଏବଂ ଲାଉନସରା ପାଇଁ ରାସ୍ତା ନିର୍ମାଣ ହୋଇନଥିଲା। ଏହି ବହୁ ପ୍ରତୀକ୍ଷିତ ରାସ୍ତା ମିଳିବାରୁ ସେଠାକାର ଲୋକଙ୍କ ଆନନ୍ଦ କହିଲେ ନସରେ।
    user_PNC MEDIA
    PNC MEDIA
    ବରଗଡ଼, ବରଗଡ଼, ଓଡ଼ିଶା•
    6 hrs ago
  • तमिलनाडु: मुख्यमंत्री सी. जोसेफ विजय ने चेन्नई में तमिलनाडु सचिवालय में आधिकारिक तौर पर कार्यभार संभाला। #CMJosephVijay तमिलनाडु: मुख्यमंत्री सी. जोसेफ विजय ने चेन्नई में तमिलनाडु सचिवालय में आधिकारिक तौर पर कार्यभार संभाला। #CMJosephVijay
    1
    तमिलनाडु: मुख्यमंत्री सी. जोसेफ विजय ने चेन्नई में तमिलनाडु सचिवालय में आधिकारिक तौर पर कार्यभार संभाला। #CMJosephVijay
तमिलनाडु: मुख्यमंत्री सी. जोसेफ विजय ने चेन्नई में तमिलनाडु सचिवालय में आधिकारिक तौर पर कार्यभार संभाला। #CMJosephVijay
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    1 hr ago
  • 🌹🌹🌹🌹🌹🌹🇹🇯🇹🇯🌹🌹
    1
    🌹🌹🌹🌹🌹🌹🇹🇯🇹🇯🌹🌹
    user_Bighne Rana
    Bighne Rana
    Dancer ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    16 hrs ago
  • ବରଗଡ଼ ଜିଲ୍ଲା ବରପାଲି ବ୍ଲକର କୁମ୍ଭାରୀରେ ଚାଲିଥିବା କୃଷ୍ଣଲୀଳାର କଂସ ଦରବାରରେ ନରେନ୍ଦ୍ର କୁମାର ହୋତା ରାଜ ଅତିଥି ଭାବେ ଯୋଗ ଦେଇଛନ୍ତି। ସେ ଏହି ଅବସରରେ ଶିକ୍ଷା ଓ ସଂସ୍କୃତିକୁ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ବୋଲି ବର୍ଣ୍ଣନା କରିଛନ୍ତି।
    1
    ବରଗଡ଼ ଜିଲ୍ଲା ବରପାଲି ବ୍ଲକର କୁମ୍ଭାରୀରେ ଚାଲିଥିବା କୃଷ୍ଣଲୀଳାର କଂସ ଦରବାରରେ ନରେନ୍ଦ୍ର କୁମାର ହୋତା ରାଜ ଅତିଥି ଭାବେ ଯୋଗ ଦେଇଛନ୍ତି। ସେ ଏହି ଅବସରରେ ଶିକ୍ଷା ଓ ସଂସ୍କୃତିକୁ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ବୋଲି ବର୍ଣ୍ଣନା କରିଛନ୍ତି।
    user_PNC MEDIA
    PNC MEDIA
    ବରଗଡ଼, ବରଗଡ଼, ଓଡ଼ିଶା•
    8 hrs ago
  • ଓଡ଼ିଶାର ବାମରା ବ୍ଲକର ବାଉଁସଲଗା ପଞ୍ଚାୟତରେ ଅମୃତ ସରୋବର ଯୋଜନାରେ ୨୦ ଲକ୍ଷ ଟଙ୍କାର ବଡ଼ ଘୋଟାଲା ଅଭିଯୋଗ ହୋଇଛି। କାମ ଆରମ୍ଭ ହେବା ପୂର୍ବରୁ ଦୁଇ ଜଣ ଭେଣ୍ଡରଙ୍କ ନାମରେ ଲକ୍ଷ ଲକ୍ଷ ଟଙ୍କା ସ୍ଥାନାନ୍ତର ହୋଇଥିବା ବେଳେ ପ୍ରକଳ୍ପ ଅଧାପନ୍ତରିଆ ଓ ନିମ୍ନମାନର ରହିଛି। ଗ୍ରାମବାସୀ ସରପଞ୍ଚ ଓ ପିଓଙ୍କ ମିଲିଭଗତ ଅଭିଯୋଗ କରି ବ୍ଲକ ପ୍ରଶାସନ ଓ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ନିରବତା ଉପରେ ପ୍ରଶ୍ନ ଉଠାଇଛନ୍ତି।
    1
    ଓଡ଼ିଶାର ବାମରା ବ୍ଲକର ବାଉଁସଲଗା ପଞ୍ଚାୟତରେ ଅମୃତ ସରୋବର ଯୋଜନାରେ ୨୦ ଲକ୍ଷ ଟଙ୍କାର ବଡ଼ ଘୋଟାଲା ଅଭିଯୋଗ ହୋଇଛି। କାମ ଆରମ୍ଭ ହେବା ପୂର୍ବରୁ ଦୁଇ ଜଣ ଭେଣ୍ଡରଙ୍କ ନାମରେ ଲକ୍ଷ ଲକ୍ଷ ଟଙ୍କା ସ୍ଥାନାନ୍ତର ହୋଇଥିବା ବେଳେ ପ୍ରକଳ୍ପ ଅଧାପନ୍ତରିଆ ଓ ନିମ୍ନମାନର ରହିଛି। ଗ୍ରାମବାସୀ ସରପଞ୍ଚ ଓ ପିଓଙ୍କ ମିଲିଭଗତ ଅଭିଯୋଗ କରି ବ୍ଲକ ପ୍ରଶାସନ ଓ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ନିରବତା ଉପରେ ପ୍ରଶ୍ନ ଉଠାଇଛନ୍ତି।
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    9 hrs ago
  • ବିରାଟକାୟ ଗଛ ପଡ଼ି ରାସ୍ତା ଅବରୋଧ । ଯାତାୟାତ ବାଧାପ୍ରାପ୍ତ ।
    1
    ବିରାଟକାୟ ଗଛ ପଡ଼ି ରାସ୍ତା ଅବରୋଧ । ଯାତାୟାତ ବାଧାପ୍ରାପ୍ତ  ।
    user_Samanta Sekhar Nayak
    Samanta Sekhar Nayak
    ସାମ୍ବାଦିକ ଜି. ଉଦୟଗିରି, କନ୍ଧମାଳ, ଓଡ଼ିଶା•
    4 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.